ରାଜ୍ୟ |

ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭।୧୧(ବ୍ୟୁରୋ)-ପବିତ୍ର କାଳୀପୂଜା ଓ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଏହି ଶୁଭେଚ୍ଛା ଜଣାଇଛନ୍ତି। 

All Right Reserved By

ରାଜ୍ୟ |

ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଦୀପଦାନ

ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଦୀପଦାନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା   ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା ଉଦ୍ଦେଶ୍ୟରେ  ଭୁବନେଶ୍ୱରସ୍ଥିତ ଚାଣକ୍ୟ ପବ୍ଲିକ ସ୍କୁଲ (କ୍ୟାମ୍ପସ୍‌-୧)ଠାରେ ବୁଧବାର ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବିରଞ୍ଜି ନାରାୟଣ ପୀଠରେ ଗୁଣ୍ଡୁଣି ମେଳା

ବିରଞ୍ଜି ନାରାୟଣ ପୀଠରେ ଗୁଣ୍ଡୁଣି ମେଳା

ତିହିଡି,୨୦।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହଡ଼ି ବ୍ଲକ ପାଳିଆବିନ୍ଧା ପଞାୟତ ଅଧୀନ ପାଳିଆ ଗ୍ରାମର ବିରଞ୍ଚି ନାରାୟଣଙ୍କ ପୀଠରେ ବୁଧବାରଠାରୁ ଗୁଣ୍ତୁଣି ମେଳା ଆରମ୍ଭ  ହୋଇଛି। ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ଠାକୁରଙ୍କ ଦର୍ଶନ କରିଥିଲେ।

ଘରୋଇ କଳହରୁ ଦେହରେ ନିଆଁ ଲଗାଇଦେଲେ ମହିଳା: ବଞ୍ଚାଇବାକୁ ଯାଇ ସ୍ବାମୀ, ଝିଅ-ପୁଅ ଗୁରୁତର

ଘରୋଇ କଳହରୁ ଦେହରେ ନିଆଁ ଲଗାଇଦେଲେ ମହିଳା: ବଞ୍ଚାଇବାକୁ ଯାଇ ସ୍ବାମୀ, ଝିଅ-ପୁଅ ଗୁରୁତର

ବଲାଙ୍ଗୀର ଅଫିସ, ୨୦।୨- ସୋନପୁର ଜିଲା ତରଭା ନୂଆପଡାଠାରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ଘରୋଇ କଳହକୁ ନେଇ ଦେହରେ କିରୋସିନି ଲଗାଇ ଦେବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ କୌଶଲ୍ୟା ସେଲ୍‌ମା(୨୫)। ତାଙ୍କ ଶରୀରର ୮୦ଭାଗ ପୋଡ଼ିଯାଇଛି। 

ମାସ ମାସ ଧରି ମଣ୍ଡିରେ ପଡ଼ିରହୁଛି ଧାନ: ପ୍ରତିବାଦରେ ବାଘମାରୀ-କଣ୍ଟିଲୋ ୪୭ ନଂ ରାଜପଥ ଅବରୋଧ

ମାସ ମାସ ଧରି ମଣ୍ଡିରେ ପଡ଼ିରହୁଛି ଧାନ: ପ୍ରତିବାଦରେ ବାଘମାରୀ-କଣ୍ଟିଲୋ ୪୭ ନଂ ରାଜପଥ ଅବରୋଧ

ଖୋର୍ଦ୍ଧା ଅଫିସ,୨୦।୨:  ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ ଅଭାବୀ ବିକ୍ରି ବନ୍ଦ କରିବା ନେଇ ମଣ୍ଡି ବ୍ୟବସ୍ଥା କରାଯାଇଛି।  ହେଲେ ଏହି ମଣ୍ଡି ଅବ୍ୟବସ୍ଥା ଚାଷୀଙ୍କ ମୁଣ୍ଡବିନ୍ଧା କାରଣ ପାଲଟିଛି।

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ସଚେତନତା ପାଇଁ ଭଦ୍ରକରୁ କନ୍ୟାକୁମାରୀ ସାଇକେଲ ଯାତ୍ରା  କରିବେ ଯୁବକ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ସଚେତନତା ପାଇଁ ଭଦ୍ରକରୁ କନ୍ୟାକୁମାରୀ ସାଇକେଲ ଯାତ୍ରା କରିବେ ଯୁବକ

ଭଦ୍ରକ ଅଫିସ,୨୦।୨:   ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ତମାଖୁ ବର୍ଜନ, ତୈଳ  ଅପବ୍ୟୟ ରୋକିବା ଓ ବୃକ୍ଷ ରୋପଣ  ଭଳି ସଚେତନତା ସୃଷ୍ଟି ପାଇଁ ବୁଧବାର ସାଇକେଲ ଯୋଗେ କନ୍ୟାକୁମାରୀ ଯାତ୍ରା ଆରମ୍ଭ କରିଛନ୍ତି  ବିଭୂତି ଭୂଷଣ  ପଣ୍ଡା।

ନିମ୍ନମାନର ଖାଦ୍ୟ ଓ ଏଲ୍‌ଇଡି ବଲ୍‌ବ ପ୍ରଦାନର ପ୍ରତିବାଦ: ବଡ଼ସାହି ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା

ନିମ୍ନମାନର ଖାଦ୍ୟ ଓ ଏଲ୍‌ଇଡି ବଲ୍‌ବ ପ୍ରଦାନର ପ୍ରତିବାଦ: ବଡ଼ସାହି ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା

ବଡ଼ସାହି,୨୦।୨(ସ୍ବ.ପ୍ର.): ବଡ଼ସାହି ବ୍ଲକ ଅଧୀନ ଶିଆଳୀଘାଟି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ପିଠା କାର୍ଯ୍ୟକ୍ରମରେ ନିମ୍ନମାନର ଖାଦ୍ୟ ପରିବେଷଣ ସହିତ ଏଲ୍‌ଇଡି ବଲବ ପ୍ରଦାନରେ ଅନିୟମିତତାକୁ ନେଇ ଶତାଧିକ ମହିଳା ବୁଧବାର ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଛନ୍ତି।

ଚୋରା କୋଇଲା ବୋଝେଇ ୪ ଟ୍ରକ୍‌କୁ ଧରିଲା ପୋଲିସ: ୫୫ଟନ୍‌ରୁ ଊର୍ଦ୍ଧ୍ୱ କୋଇଲା ଜବତ, ୪ ଗିରଫ

ଚୋରା କୋଇଲା ବୋଝେଇ ୪ ଟ୍ରକ୍‌କୁ ଧରିଲା ପୋଲିସ: ୫୫ଟନ୍‌ରୁ ଊର୍ଦ୍ଧ୍ୱ କୋଇଲା ଜବତ, ୪ ଗିରଫ

ଛେଣ୍ଡିପଦା,୨୦।୨(ସ୍ବ.ପ୍ର): ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପୋଲିସ ବୁଧବାର ଭୋର ୪ଟାରେ  ସନ୍ତାରାବନ୍ଧରୁ କୋଶଳା- ଜରପଡା ରାସ୍ତା ଦେଇ ଜାତୀୟ ରାଜପଥରେ ବାହାରକୁ ଚାଲାଣ ହେଉଥିବା ୩ ଚୋରା କୋଇଲା ବୋଝେଇ ଟ୍ରକ୍‌କୁ ଜବତ କରିଛି। ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। 

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ତେଜନା

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ତେଜନା

ବଡ଼ସାହି,୨୦।୨(ସ୍ବ.ପ୍ର.): ବଡ଼ସାହି ଥାନା ଅଧୀନ ବାରିପଦା-ଉଦଳା ରାସ୍ତାର ବାଲିଯୋଡ଼ାଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତାଳନ୍ଦ ଗ୍ରାମର ସତ୍ୟବାନ ନାୟକ। 

ଘନ କୁହୁଡ଼ି ଯୋଗୁ ଘର ଉପରେ ମାଡ଼ିଗଲା ଟ୍ରକ: ଡ୍ରାଇଭର, ହେଲ୍‌ପର ଗୁରୁତର

ଘନ କୁହୁଡ଼ି ଯୋଗୁ ଘର ଉପରେ ମାଡ଼ିଗଲା ଟ୍ରକ: ଡ୍ରାଇଭର, ହେଲ୍‌ପର ଗୁରୁତର

ନିଶ୍ଚିନ୍ତକୋଇଲି,୨୦।୨(ସ୍ବ.ପ୍ର.): ଘନ କୁହୁଡ଼ି ଯୋଗୁ ପି.ପି. କଲେଜ ଛକରେ ବୁଧବାର ସକାଳେ ଏକ ଦୁର୍ଘଟଣା ଘଟିଛି। କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ଟ୍ରକ୍‌ ଭାରସାମ୍ୟ ହରାଇ ଉକ୍ତ ଛକରେ ଥିବା ଡମ୍ବରୁଧର ସାହୁଙ୍କ ଘର ଉପରକୁ ମାଡ଼ି ଯାଇଥିଲା। 

କାବୁ ହେଲା କଲରାପତରିଆ ବାଘ, କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ଫଶିଲା

କାବୁ ହେଲା କଲରାପତରିଆ ବାଘ, କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ଫଶିଲା

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଦୁଇ ଦିନ ଧରି ଭୁବନେଶ୍ୱରରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ ଶେଷରେ ଧରାପଡ଼ିଛି। ମଙ୍ଗଳବାର ରାତି ପ୍ରାୟ୨.୩୦ମିନିଟ୍‌ରେ ବାଘଟିକୁ ବିମାନବନ୍ଦର କାର୍ଗୋ ଗେଟ୍‌ ପାଖରୁ ଧରାଯାଇଥିବା ଜଣାପଡ଼ିଛି। ପ୍ରଥମେ ତାକୁ ନନ୍ଦନକାନନ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାକୁ ଚନ୍ଦକା ଗୋଡ଼ିବାରି ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ବଢ଼ିଲା ତାତି, ମାଲକାନଗିରିରେ ୩୭ ଡିଗ୍ରୀ

ବଢ଼ିଲା ତାତି, ମାଲକାନଗିରିରେ ୩୭ ଡିଗ୍ରୀ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)-ରାଜ୍ୟରେ ତାତି ବୃଦ୍ଧି ପାଇଛି। ମଙ୍ଗଳବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ୯ଟି ସ୍ଥାନରେ ପାରଦ ୩୩ ଡିଗ୍ରୀ ଉପରେ ରହିଛି। 

କାଳିଆ ସ୍କଲାରଶିପ୍‌ ଓ୍ବେବ୍‌ ପୋର୍ଟାଲ ଉନ୍ମୋଚିତ: ସରକାରୀ ବୈଷୟିକ ଅନୁଷ୍ଠାନରେ ପଢ଼ୁଥିବା ପିଲାଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

କାଳିଆ ସ୍କଲାରଶିପ୍‌ ଓ୍ବେବ୍‌ ପୋର୍ଟାଲ ଉନ୍ମୋଚିତ: ସରକାରୀ ବୈଷୟିକ ଅନୁଷ୍ଠାନରେ ପଢ଼ୁଥିବା ପିଲାଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟଠାରେ କାଳିଆ ସ୍କଲାରଶିପ ଯୋଜନାର ଓ୍ବେବ୍‌ ପୋର୍ଟାଲ ଓ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଚାଷୀ ପରିବାରର ପିଲମାନେ ଡାକ୍ତର, ଇଞ୍ଜିନିୟର, କୃଷି ବୈଜ୍ଞାନିକ ଏବଂ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଲାଭ କରିପାରିବେ।