
ଓ୍ବାଶିଂଟନ,୭।୧୧: ଆମେରିକାରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଫଳାଫଳ ନେଇ ଟ୍ରମ୍ପ୍ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ନିର୍ବାଚନରେ ନିମ୍ନ ସଦନରେ ଡେମୋକ୍ରାଟିକ୍ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଅପରପକ୍ଷରେ ଉଚ୍ଚସଦନ ସିନେଟ୍ରେ ଟ୍ରମ୍ପ୍ଙ୍କ ରିପବ୍ଲିକାନ୍ ପାର୍ଟି ସଦସ୍ୟ ସଂଖ୍ୟା ବଢ଼ିଛି। ଫଳାଫଳା ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି।