ଫୁରସତ |

ଏଠି ଦିବ୍ୟାଙ୍ଗଙ୍କୁ ରାସ୍ତା କଡ଼ରେ ଶୋଇବା ମନା...

ଏଠି ଦିବ୍ୟାଙ୍ଗଙ୍କୁ ରାସ୍ତା କଡ଼ରେ ଶୋଇବା ମନା...

ଏପରି ଏକ ଦେଶ ରହିଛି ଯେଉଁଠି ଭିନ୍ନକ୍ଷମ ଲୋକମାନଙ୍କୁ ରାସ୍ତାରେ ଶୋଇବା ପାଇଁ ସରକାରଙ୍କ ପକ୍ଷରୁ ନିଷେଧାଜ୍ଞା ଜାରି କରାଯାଇଥାଏ। ହଙ୍ଗେରୀରେ ଖୋଲାଆକାଶ ତଳେ ଶୋଇବା ପାଇଁ କରାଯାଇଥାଏ ବାରଣ। ଅନେକ ଗରିବ ଲୋକ  ବାସସ୍ଥାନ ନ ଥିବାରୁ ରାସ୍ତାକଡ଼ରେ ଶୋଇ ରହିଥାନ୍ତି। ତେବେ ଏଠାରେ ଭିନ୍ନକ୍ଷମ ବ୍ୟକ୍ତି ରାସ୍ତା କଡ଼ରେ ଶୋଇବା ଅପରାଧ ବୋଲି ଧରାଯାଇଥାଏ। ଏହା ଆଇନତଃ ଦଣ୍ଡନୀୟ। ପୃଥିବୀର ପ୍ରଥମ ଦେଶ ଭାବେ ହଙ୍ଗେରୀରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ରାସ୍ତାରେ ଶୋଇବା ଉପରେ ଅଙ୍କୁଶ ଲଗାଯାଇଛି।

All Right Reserved By

ଫୁରସତ |

ଏମିତି ଗାଁ ଯେଉଁଠି ୪ ଶହ ବର୍ଷ ଧରି ହୋଇନି ଶିଶୁଙ୍କ ଜନ୍ମ...

ଏମିତି ଗାଁ ଯେଉଁଠି ୪ ଶହ ବର୍ଷ ଧରି ହୋଇନି ଶିଶୁଙ୍କ ଜନ୍ମ...

ଭାରତରେ ଏଭଳି ଅନେକ ରହସ୍ୟ ରହିଛି ଯାହାର ଉତ୍ତର ଦେବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇପାରି ନାହିଁ। 

ମଙ୍ଗଳବାର ଆକାଶରେ ଦେଖିବାକୁ ମିଳିଲା ସୁପର ସ୍ନୋ ମୁନ୍‌

ମଙ୍ଗଳବାର ଆକାଶରେ ଦେଖିବାକୁ ମିଳିଲା ସୁପର ସ୍ନୋ ମୁନ୍‌

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଆକାଶରେ ‘ସୁପର ସ୍ନୋ ମୁନ୍‌’ ଦେଖିବାକୁ ମିଳିଥିଲା। ସବୁ ପୂର୍ଣ୍ଣିମାର ଚନ୍ଦ୍ର ଅପେକ୍ଷା ଥିଲା ନିଆରା। ସ୍ବାଭାବିକ ଚନ୍ଦ୍ର ଅପେକ୍ଷା ଏହା ଅଧିକ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଉଥିଲା। ଏଭଳି ବିରଳ ଜହ୍ନ ଦେଖିବାକୁ ଆଉ ୭ବର୍ଷ ଅପେକ୍ଷା କରିବାକୁ ପଡିବ। ୨୦୨୬ ଡିସେମ୍ବରରେ ଏଭଳି ଧବଳ ଜହ୍ନ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ସୂଚନା ଦେଇଛନ୍ତି।

ଭାରତରେ ମଦ୍ୟପାନ କରନ୍ତି ୧୬କୋଟି ଲୋକ

ଭାରତରେ ମଦ୍ୟପାନ କରନ୍ତି ୧୬କୋଟି ଲୋକ

ନୂଆଦିଲ୍ଲୀ: ଦେଶରେ ୧୦ବର୍ଷରୁ  ଆରମ୍ଭ କରି ୭୫ବର୍ଷ ବୟସ ମଧ୍ୟରେ ପାଖାପାଖି ୧୬କୋଟି ଲୋକ ମଦ୍ୟପାନ କରନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି। ଛତିଶଗଡ, ତ୍ରିପୁରା, ପଞ୍ଜାବ, ଅରୁଣାଚଳ ପ୍ରଦେଶ ଏବଂ ଗୋଆରେ ମଦ୍ୟପାନକାରୀଙ୍କ ସଂଖ୍ୟା ସର୍ବାଧିକ। 

ଯେଉଁ ସ୍କୁଲରେ ଝିଅଙ୍କ ପାଠପଢା ସହ କରାଯାଏ ବିବାହ

ଯେଉଁ ସ୍କୁଲରେ ଝିଅଙ୍କ ପାଠପଢା ସହ କରାଯାଏ ବିବାହ

ସ୍କୁଲରେ କେବଳ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ହେଲେ ଗୁଜରାଟର ଅହମ୍ମଦାବଦରେ ରହିଛି ଏମିତି ଏକ ସ୍କୁଲ ଯେଉଁଠି ପାଠପଢା ସହ ଝିଅମାନଙ୍କର ବିବାହ କରାଯାଏ। ବିଶ୍ୱର ଏହା ଏକମାତ୍ର ଏମିତି ସ୍କୁଲ ଯିଏ ପାଠପଢା ସହ ବିବାହ କରିବାର ଦାୟିତ୍ୱ ବହନ କରିଛି।

ମାଛ ଛାଣିଲା ପରେ ଏହାର ହୁଏ କ’ଣ...

ମାଛ ଛାଣିଲା ପରେ ଏହାର ହୁଏ କ’ଣ...

ଭାରତରେ ମାଛ ବେଶ୍‌ ଲୋକପ୍ରିୟ ଖାଦ୍ୟ। ମାଛଭାତ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟ ବାସିନ୍ଦାଙ୍କର  ଅତି ପସନ୍ଦର ଖାଦ୍ୟ।  ମାଛକୁ କେହି କେହି କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ଭାଜି ଅବା ଛାଣି ଖାଇଥାନ୍ତି। 

ବିବାହର ୪ ଦିନ ପରେ ଏରାତି ଆସେ  କାହିଁକି...

ବିବାହର ୪ ଦିନ ପରେ ଏରାତି ଆସେ କାହିଁକି...

ବିବାହ ଏକ ସାମାଜିକ ପରମ୍ପରା। ଏହା ଦୁଇଟି ଅଜଣା ଲୋକଙ୍କୁ ଏକାଠି ମିଶି ଜୀବନସାରା ରହିବାର ସୁଯୋଗ ଦେଇଥାଏ। ପରବର୍ତ୍ତୀ ସମୟରେ ନବବିବାହିତା ଯୋଡ଼ି ପରସ୍ପରର ଦୁଃଖ ସୁଖରେ ବିପଦ ଆପଦରେ ହୋଇଥାନ୍ତି ସାହାରା। ବିବାହର ୪ର୍ଥ ଦିନ ରାତିରେ ଚତୁର୍ଥୀ ରାତି ବା ବାସର ରାତି ପରମ୍ପରା ପାଳିତ ହୋଇଥାଏ।

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ବିଦେଶୀ କ୍ରିକେଟର

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ବିଦେଶୀ କ୍ରିକେଟର

ପ୍ରେମ ଶାଶ୍ୱତ, ଚିରନ୍ତନ। ଦୁଇ ମନର ମିଳନ ହିଁ ପ୍ରେମକୁ ସାକାର କରେ। କୌଣସି କାରଣରୁ କିଛି ପ୍ରେମୀଯୁଗଳଙ୍କର ସମ୍ପର୍କ ତୁଟିଛି, ବିବାହ ବିଚ୍ଛେଦ ହୋଇଛି। ତଥାପି ଅଧିକାଂଶ ସେମାନଙ୍କ ଭଲପାଇବାକୁ ବଜାୟ ରଖି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମିତି କିଛି ବିଦେଶୀ କ୍ରିକେଟର ଅଛନ୍ତି ଯେଉଁମାନେ ଭାରତୀୟ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ।

ଆଙ୍କଲେଟ୍‌ ଫ୍ୟାଶନ୍‌

ଆଙ୍କଲେଟ୍‌ ଫ୍ୟାଶନ୍‌

କେବଳ ଫୁଟ୍‌ ଉୟର ନୁହେଁ ଷ୍ଟାଇଲିସ୍‌ ଆଙ୍କ୍‌ଲେଟ୍‌ ବି ପାଦକୁ ଖୁବ୍‌ ସୁନ୍ଦର ମାନିଥାଏ। ମାର୍କେଟରେ ବିଭିନ୍ନ ପ୍ରକାର ଆଙ୍କ୍‌ଲେଟ୍‌ ମିଳୁଛି ଯାହାକୁ ଆପଣ ଓ୍ବେଷ୍ଟର୍ନ କିମ୍ବା ଯେକୌଣସି ଆଉଟ୍‌ଫିଟ୍‌ ସହ ପିନ୍ଧିପାରିବେ..

ଯେଉଁଠି ମାନସିକ ପୂରଣ ଲାଗି ଶ୍ରଦ୍ଧାଳୁ କରନ୍ତି ଜୋତା ମାଡ଼...

ଯେଉଁଠି ମାନସିକ ପୂରଣ ଲାଗି ଶ୍ରଦ୍ଧାଳୁ କରନ୍ତି ଜୋତା ମାଡ଼...

ଉତ୍ତରପ୍ରଦେଶ ଇଟାୱା ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ତିନି କିମି ଦୂର ଇଟାୱା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ୫ଶହ ବଷର୍ର୍ର ପୁରୁଣା ମକବରା ରହିଛି। 

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ବ୍ରହ୍ମପୁର ଅଫିସ୍‌,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍‌ କାମ କରେ ନାହିଁ, ମୋବାଇଲ୍‌ ଫୋନ୍‌ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି।

ନାଗା ଜାତିର ଅଜବ ପରମ୍ପରା

ନାଗା ଜାତିର ଅଜବ ପରମ୍ପରା

ସାଧାରଣତଃ ଯୁବତୀ ଯୁବକମାନଙ୍କୁ ଅନେକ କାଇଦା କଟକଣା ଭିତରେ ରହିବାକୁ ପଡିଥାଏ। ବିଶେଷ କରି ଆମ ଦେଶ ଭାରତରେ ଏହା ପ୍ରଚଳିତ  ଅଛି। ଏଠାରେ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିବା ଅପରାଧ। 

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଏକ ଲୋକପ୍ରିୟ ପରିବା। ଏହାକୁ କେହି କେହି ସିଝାଇ ଖାଉଥିବାବେଳେ କେତେକ ଭାଜି ଅବା ଛାଣି ଖାଇଥାନ୍ତି। ଆଳୁରୁ ନାନା ପ୍ରକାର ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତ କରାଯାଇଥାଏ। ତେବେ ଏହାକୁ ସିଝାଇ ଖାଇଲେ ଶରୀରକୁ ସମନ୍ବିତ ପରିମାଣରେ ବିଭିନ୍ନ ପୋଷକ ତତ୍ତ୍ୱ ଆସିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।