ଫୁରସତ |

ପୂଜାରେ ଟ୍ରେଣ୍ଡି ଲୁକ୍‌

ପୂଜାରେ ଟ୍ରେଣ୍ଡି ଲୁକ୍‌

ଦୀପାବଳିରେ ନିଜକୁ ଡିଫରେଣ୍ଟ୍‌ ତଥା ଟ୍ରେଣ୍ଡି ଲୁକ୍‌ ଦେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ....

 ପର୍ବପର୍ବାଣିରେ ମେକ୍‌ଅପ୍‌ ନେବା ସହ ସିମ୍ପଲ୍‌ ଗହଣା ଆପଣଙ୍କୁ ମଡର୍ନ ତଥା ଡିଫରେଣ୍ଟ୍‌ ଲୁକ୍‌ ଦେବ। ଏହି ପର୍ବରେ ନିଜ ପାଇଁ ହେଭି ଝୁମ୍‌କା, ବାଲା, କଡା କିମ୍ବା ପେଣ୍ଡେଣ୍ଟ୍‌ ଭଳି ଅପ୍ସନ ଆପଣାଇପାରିବେ।

 ଯଦି ଆପଣଙ୍କ ଆଉଟ୍‌ଫିଟ୍‌ ଇଣ୍ଡୋ-ଓ୍ବେଷ୍ଟର୍ନ, ତେବେ ଏହା ସହିତ ଫ୍ୟୁଜନ୍‌ ଜୁଏଲେରି, ଡାଇମଣ୍ଡ୍‌ ମିକ୍ସ ଆଣ୍ଡ୍‌ ମ୍ୟାଚ୍‌ ଜୁଏଲେରି, ନୂଆ ଷ୍ଟାଇଲ୍‌ର ବ୍ରାଇଟ୍‌ ଏବଂ କଲରଫୁଲ୍‌ ଷ୍ଟୋନ୍‌ ପୋଲ୍କି ଓ ଜଡାଉ ଜୁଏଲେରି ସିଲେକ୍ଟ କରିପାରିବେ। କାରଣ ଏହା ଯେକୌଣସି ଡ୍ରେସ୍‌ ସହିତ ମ୍ୟାଚ୍‌ କରିବ। 

 ଏଥର ଦୀପାବଳିରେ ଆପଣ ପ୍ରିଣ୍ଟେଡ୍‌ ଡ୍ରେସ୍‌ ଆପଣାନ୍ତୁ। ଡିଜିଟାଲ୍‌ ପ୍ରିଣ୍ଟ୍‌ ଦୁପଟା ବା ଡିଜିଟାଲ୍‌ ପ୍ରିଣ୍ଟ୍‌ କୁର୍ତ୍ତି ସହ ଆପଣ ବାଲା, କଡା କିମ୍ବା ସୁନ୍ଦର କଙ୍ଗନ ପିନ୍ଧିପାରିବେ, ଯାହାକି ଆପଣଙ୍କୁ ସମ୍ପୂର୍ଣ୍ଣ ଟ୍ରେଣ୍ଡି ଏବଂ ମଡର୍ନ ଲୁକ୍‌ ଦେବ।

 ଏବେ ପ୍ଲାଜୋ ପ୍ୟାଣ୍ଟ୍‌ ଫ୍ୟାଶନ୍‌ ଚାଲିଛି। ଏହା ସହିତ ମ୍ୟାଚିଂ କରି ଟପ୍ସ, ସିଙ୍ଗଲ୍‌ ଇୟର ରିଙ୍ଗ୍‌ସ ପିନ୍ଧିପାରିବେ, ଯାହାକି ଆପଣଙ୍କୁ ଦୀପାବଳିରେ କିଛି ୟୁନିକ୍‌ ଲୁକ୍‌ ଦେଇପାରିବ।

 କିଛି ବୋଲ୍ଡ ଷ୍ଟେଟ୍‌ମେଣ୍ଟ୍‌ ପିସ୍‌ ବି ବାଛିପାରିବେ। ଏପରି ଇଲ୍ୟୁଜନ୍‌ ଜୁଏଲେରି ପସନ୍ଦ କରନ୍ତୁ ଯାହାକି ଆପଣଙ୍କ ବଜେଟ୍‌ରେ ହେବା ସହ ଟ୍ରେଣ୍ଡି ଲୁକ୍‌ ଦେଉଥିବ। ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଫ୍ୟାଶନ୍‌ର ବି ଡିମାଣ୍ଡ୍‌ ରହିଛି। ଏପରି ପ୍ରିଣ୍ଟ୍‌ ଚଏସ୍‌ କରନ୍ତୁ ଯାହାକି ଗର୍ଜିୟସ୍‌ ହେବା ସହ ଫେମିନିନ୍‌ ଲୁକ୍‌ ଦେବ।

 ଆଉଟ୍‌ ଫିଟ୍‌ ପ୍ରତି ବି ଧ୍ୟାନ ଦିଅନ୍ତୁ। ଏଥିପାଇଁ ଏପରି କିଛି ଟ୍ରାଏ କରନ୍ତୁ ଯାହାକି ୟୁନିକ୍‌ ହୋଇଥିବ। ଆପଣ ଚାହିଁଲେ ରୋଜ୍‌ ଗୋଲ୍ଡ ଜୁଏଲେରି ବାଛିପାରିବେ।


All Right Reserved By

ଫୁରସତ |

ଛଅ ଟନ୍‌ ଆଳୁରେ ନିର୍ମିତ ହୋଇଛି ହୋଟେଲ: ରହିବା ସହ ଅଛି ରାତି କଟାଇବା ବ୍ୟବସ୍ଥା; ଜାଣନ୍ତୁ କେଉଁଠି

ଛଅ ଟନ୍‌ ଆଳୁରେ ନିର୍ମିତ ହୋଇଛି ହୋଟେଲ: ରହିବା ସହ ଅଛି ରାତି କଟାଇବା ବ୍ୟବସ୍ଥା; ଜାଣନ୍ତୁ କେଉଁଠି

ପରିବା ଉପରେ ଯଦି କିଛି କଥା ପଡେ ତେବେ ଆଳୁ ନାଁ ପ୍ରଥମେ ଆସିଥାଏ। କାରଣ ଆଳୁକୁ ଛାଡ଼ି କୌଣସି ତରକାରୀ ପ୍ରସ୍ତୁତ କଲେ ତାହା ସ୍ବାଦହୀନ ଲାଗେ। 

ଏମିତି ଗଛ,  ଛୁଇଁଲେ ହୋଇଯାଏ ମୃତ୍ୟୁ

ଏମିତି ଗଛ, ଛୁଇଁଲେ ହୋଇଯାଏ ମୃତ୍ୟୁ

ସୁସ୍ଥ ବାତାବରଣ ପାଇଁ ବୃକ୍ଷଲତା ବରଦାନ ସଦୃଶ। ଗଛ ବିନା ଜୀବଜଗତ ସୃଷ୍ଟି ଅସମ୍ଭବ। କାରଣ ଏଥିରୁ ନିର୍ଗତ ଅମ୍ଳଜାନକୁ ଆମେ ନିଃଶ୍ୱାସରେ ଗ୍ରହଣ କରିଥାଉ। କିନ୍ତୁ ଏମିତି ଗଛ ଅଛି ଜୀବନ ଦେବା ପରିବର୍ତ୍ତେ ନେଇଯାଇଥାଏ। 

ଯେଉଁ ମେଳାରେ ଠାକୁରାଣୀଙ୍କ ପାଲିଙ୍କି ତଳେ ଲୋଟନ୍ତି ଶ୍ରଦ୍ଧାଳୁ

ଯେଉଁ ମେଳାରେ ଠାକୁରାଣୀଙ୍କ ପାଲିଙ୍କି ତଳେ ଲୋଟନ୍ତି ଶ୍ରଦ୍ଧାଳୁ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏସବୁ ଲୋକଙ୍କ ବିଶ୍ୱାସକୁ ଦୃଢ଼ିଭୂତ କରାଇବା ସହିତ ମନରେ ଅଧ୍ୟାତ୍ମିକ ଚେତନା ଆଣିଥାଏ। ଛତିଶଗଡ଼ରେ ପ୍ରତିବର୍ଷ ପାଳିତ ହୋଇଥାଏ କୁଆକୋଣ୍ଡା ମେଳା।

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

ଭାରତୀୟ ମହିଳାମାନେ ସାଧାରଣତଃ ବ୍ରତ ଉପବାସ କରିଥାନ୍ତି। କିନ୍ତୁ ଗୋଟିଏ ପକ୍ଷୀ ନିର୍ଜଳା ବ୍ରତ କରୁଥିବା କେବେ ଶୁଣିଛନ୍ତି। ଅବିଶ୍ୱାସ ଲାଗୁଥିଲେ ବି ସତ। ଆସନ୍ତୁ ଜାଣିବା ଏହି ପକ୍ଷୀ ସମ୍ପର୍କରେ...

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଆଜିକାଲି ପ୍ରେମ କରିବା ଏକ ସାଧାରଣ ଘଟଣା। ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୭ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ପ୍ରେମ କରି ଫସିଛନ୍ତି ଜଣେ ଯୁବକ। 

ନାତିକୁ ହୋମ୍‌ଓ୍ବାର୍କ କରାଇ କୋଟିପତି ହେଲେ ଜେଜେ ମା’

ନାତିକୁ ହୋମ୍‌ଓ୍ବାର୍କ କରାଇ କୋଟିପତି ହେଲେ ଜେଜେ ମା’

କେତେବେଳେ କାହାର ଭାଗ୍ୟ କେମିତି ବଦଳିବ ତାହା କହିହେବ ନାହିଁ। କାନାଡ଼ାର ଏକ ଦମ୍ପତିଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି, ଯାହାକୁ ସେମାନେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। କାନାଡ଼ାର ଏହି ଦମ୍ପତି ହେଲେ ନିକୋଲ ପେଡନାଲ୍ଟ ଏବଂ ରଞ୍ଜର ଲାରୋକ। 

ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ଛାଡ଼ପତ୍ର ମାଗିଲେ ସ୍ବାମୀ, କହିଲେ କମେଣ୍ଟ୍‌ ମାରୁଛନ୍ତି ଲୋକେ

ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ଛାଡ଼ପତ୍ର ମାଗିଲେ ସ୍ବାମୀ, କହିଲେ କମେଣ୍ଟ୍‌ ମାରୁଛନ୍ତି ଲୋକେ

ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାକାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ତାଙ୍କୁ ଛାଡ଼ପତ୍ର ମାଗିଛନ୍ତି। 

ଗାଁ ଅଛି  ହେଲେ ନାହାଁନ୍ତି ଲୋକ...

ଗାଁ ଅଛି ହେଲେ ନାହାଁନ୍ତି ଲୋକ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ଏହାର ଉତ୍ତର ଆଧୁନିକ ବିଜ୍ଞାନ ମଧ୍ୟ ଖୋଜି ପାଇନି। ରାଜସ୍ଥାନ ଜୈସଲମେର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକ ଅଞ୍ଚଳ। 

 ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ବିଭାଘରକୁ ନେଇ ସବୁଠି ଓ ସବୁ ଜାଗାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି।  ତେବେ ଏପରି ଏକ ଦେଶ ଅଛି ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରାଯାଏ। 

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ଆଧୁନିକ ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ଏହା ଯେତେବେଳେ ପ୍ରଥମେ ବଜାରକୁ ଆସିଥିଲା କେବଳ କଥାବାର୍ତ୍ତା ପାଇଁ। କିନ୍ତୁ ଏବେ ଟେକ୍ନୋଲୋଜି ଆଗେଇଛି।

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

କୌଣସି ଲେଖାକୁ କେହି କପି କରୁଥିଲେ ଏହାକୁ ରୋକାଯିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଆସନ୍ତୁ ଜାଣିବା ଏହି ଆକ୍ଟ ସମ୍ପର୍କରେ...


ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଚାହୁଁଥିବା ଲୋକ ନିଶ୍ଚିତ ଆପଣଙ୍କୁ ମିଳିଯିବେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri