ଫୁରସତ |

ଫେଷ୍ଟିଭ ସିଜନରେ ହୋମ୍‌ ଡେକୋରେଶନ ଟିପ୍ସ

ଫେଷ୍ଟିଭ ସିଜନରେ  ହୋମ୍‌ ଡେକୋରେଶନ ଟିପ୍ସ

ଆସିଯାଇଛି ଫେଷ୍ଟିଭ ସିଜନ। ଏହି ସିଜନରେ ଘରକୁ ନୂଆ ଲୁକ୍‌ ଦେବାକୁ ଚାହୁଁଥିଲେ ବିଭିନ୍ନ ଡେକୋରେଟିଭ ଆଇଟମ୍‌ ସହ ଆସବାବପତ୍ର, କର୍ଟନ ଏବଂ ଲାଇଟିିଂରେ ଏଥେନିକ୍‌ କିମ୍ବା ଫ୍ୟୁଜନ୍‌ ଥିମ୍‌ ଦେଇପାରିବେ। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ...। 

  ଘରକୁ ଫ୍ୟୁଜନ୍‌ ଲୁକ୍‌ ଦେବା ପାଇଁ ଆପଣ ଫର୍ନିଚରକୁ ସ୍କୋୟାର କିମ୍ବା ସର୍କଲ ସେପ୍‌ରେ ସେଟ୍‌ କରିପାରିବେ। 

 କାନ୍ଥର କଲର ଅନୁସାରେ ସ୍କ୍ରିନ୍‌ କଲର ବାଛନ୍ତୁ। ସ୍କ୍ରିନ୍‌ କଲର କାନ୍ଥ କଲରର ବିପରୀତ ହେବା ଦରକାର। 

 ସ୍କ୍ରିନ୍‌ ପାଇଁ ଆପଣ ପଲି ସିଲ୍‌କ, ପଲି କଟନ୍‌, ଭଏଲ୍‌ ସିଲ୍‌କ ଏବଂ କଟନ୍‌ ମିକ୍ସ ଫ୍ୟାବ୍ରିକ୍‌ ବାଛନ୍ତୁ।

 ଆଜିକାଲି ସିଙ୍ଗ୍‌ଲ ସହିତ ଦୁଇରୁ ତିନି ଲେୟାରର ସ୍କ୍ରିନ୍‌ ମାର୍କେଟରେ ମିଳୁଛି। ଆପଣ ଚାହିଁଲେ ଏହାକୁ ଲଗାଇପାରିବେ। 

 ଟେବୁଲ ଡେକୋରେଶନ ପାଇଁ ସାଇନିଂ ମାର୍ବଲସ୍‌, ବୋନସାଇ ଗଛ କିମ୍ବା ସେରାମିକ୍‌ ବାଉଲ୍‌ର ବ୍ୟବହାର କରିପାରିବେ।

 ଟ୍ରାଡିଶନାଲ ଲୁକ୍‌ ଦେବା ପାଇଁ ରୁମ୍‌ର ଦୁଇ କୋଣରେ ଆପଣ ଫ୍ଲାଓ୍ବାର ଷ୍ଟାଣ୍ଡ୍‌ କିମ୍ବା କିଛି କଳାକୃତି ରଖିପାରିବେ। 

 ସୋଫା କଭର ପାଇଁ ବନାରସୀ ବା ସିଲ୍‌କ ସହ କଟନ୍‌ ମିକ୍ସ ଫ୍ୟାବ୍ରିକ୍‌ ବାଛନ୍ତୁ। ସାଇଡ୍‌ରେ ଲୋୟର ସିଟିଂ ରଖିବାକୁ ଭୁଲନ୍ତୁ ନାହିଁ। 

 ଟେବୁଲ ଡେକୋରେଶନ ପାଇଁ ଆଣ୍ଟିକ୍‌ ଫ୍ଲାଓ୍ବାର ପଟ୍‌ ରଖିପାରିବେ।

 ଷ୍ଟୋନ୍‌ ଓ୍ବାର୍କ ଥିବା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ପାର୍ଶ୍ୱ ଟେବୁଲରେ ରଖିପାରିବେ।  


All Right Reserved By

ଫୁରସତ |

ନାକରେ କଳାଜାଇ ମହିଳାଙ୍କ ପାଇଁ ଆଣେ ସୌଭାଗ୍ୟ...

ନାକରେ କଳାଜାଇ ମହିଳାଙ୍କ ପାଇଁ ଆଣେ ସୌଭାଗ୍ୟ...

ମହିଳାଙ୍କ ନାକରେ କଳାଜାଇ ଥିଲେ ଏହା ଆଣିଥାଏ ସୌଭାଗ୍ୟ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ନାକର ବାମ ପଟେ କଳାଜାଇ ଥିବା ମହିଳାଙ୍କର ସ୍ବାମୀଙ୍କ ପ୍ରତି ରହିଥାଏ ଅତ୍ୟଧିକ ସ୍ନେହ ଓ ପ୍ରେମ। 

ଯେଉଁଠି ଶାରୀରିକ ସମ୍ପର୍କଠାରୁ  ଦୂରେଇ ରୁହନ୍ତି ଯୁବତୀ...

ଯେଉଁଠି ଶାରୀରିକ ସମ୍ପର୍କଠାରୁ ଦୂରେଇ ରୁହନ୍ତି ଯୁବତୀ...

ଦାମ୍ପତ୍ୟ ଜୀବନର ସଫଳତା ଅନେକ ଗୁଡ଼ିଏ କାରଣ ଉପରେ ନିର୍ଭର କରିଥାଏ। ସେଥିମଧ୍ୟରୁ ଅନ୍ୟତମ କାରଣ ହେଉଛି ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ। ତେବେ ଜାପାନ ଏବଂ ବ୍ରିଟେନ୍‌ରେ ଗତ ୧୦ ବର୍ଷ ଧରି ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେବାରେ ଲାଗିଛି ଝଡ଼। 

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଜବ ପନ୍ଥା

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଜବ ପନ୍ଥା

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଜବ ପନ୍ଥା ଆପଣାଇଛିି ଅଷ୍ଟ୍ରେଲିଆର ଏକ କମ୍ପାନୀ।

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ଜାକର୍ତ୍ତା, ୧୯।୧୧: ଯୁବତୀମାନଙ୍କ ଦ୍ୱାରା ବ୍ୟବହୃତ ସାନିଟାରୀ ନାପକିନ୍ସ ଓ ଟ୍ୟାମ୍ପୁନ୍ସରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

କାହିଁକି ପାଳିତ ହୁଏ ବଡ଼ ଓଷା...

କାହିଁକି ପାଳିତ ହୁଏ ବଡ଼ ଓଷା...

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ପାଳିତ ହୋଇଥାଏ ବଡ଼ ଓଷା। ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ ଏକାଦଶୀ ପରେ ପାଳିତ ହୋଇଥାଏ।

ଏମିତି ସ୍ଥାନ ଯେଉଁଠି ସମସ୍ତେ ଅନ୍ଧ...

ଏମିତି ସ୍ଥାନ ଯେଉଁଠି ସମସ୍ତେ ଅନ୍ଧ...

କାନାଡ଼ାର ଓଣ୍ଟୋରିଓ ପ୍ରଦେଶରେ ରହିଛି  ତିଲ୍‌ଟେକ୍‌ ଗାଁ। ଏଠାରେ ଜୋପ୍‌ଟେକ ଜନଜାତିର ଲୋକେ ବାସ କରନ୍ତି। ଏମାନେ ଉତ୍ତର ଆମେରିକାରୁ ଆସିଥିବା ରେଡ୍‌ ଇଣ୍ଡିଆନ ସମ୍ପ୍ରଦାୟର।

ଯେଉଁଠି ସନ୍ତାନ ଜନ୍ମରେ ପରିବାର ଲୋକେ କାନ୍ଦନ୍ତି...

ଯେଉଁଠି ସନ୍ତାନ ଜନ୍ମରେ ପରିବାର ଲୋକେ କାନ୍ଦନ୍ତି...

ସାନ୍ତାଳ ଜନଜାତି  ପୃଥିବୀରେ ବାସ କରୁଥିବା ସବୁଠୁ ପ୍ରାଚୀନତମ ଜନଜାତି। ଏମାନେ ମୁଖ୍ୟତଃ ଝାଡଖଣ୍ଡ, ଓଡ଼ିଶା, ବିହାର, ମଧ୍ୟପ୍ରଦେଶରେ ବାସ କରିଥାନ୍ତି। ଘନ ଜଙ୍ଗଲ ଭିତରେ ଥାଏ ଏମାଦଙ୍କର ବସ୍ତି।

ଯେଉଁଠି ସୋମବାର ଯୁବତୀଙ୍କ ସହିତ ଏପରି କରନ୍ତି ଯୁବକ...

ଯେଉଁଠି ସୋମବାର ଯୁବତୀଙ୍କ ସହିତ ଏପରି କରନ୍ତି ଯୁବକ...

ମଧ୍ୟ ୟୁରୋପର ପୋଲାଣ୍ଡୀ ଚେକ୍‌ ଗଣରାଜ୍ୟରେ ରହିଛି ଏକ ପରମ୍ପରା। ଏଠାରେ ସୋମବାର ନିଜ ମନପସନ୍ଦର ଯୁବତୀଙ୍କୁ ଯୁବକମାନେ ପାଣିରେ ଓଦା କରିବାର ଉତ୍ସବ ପାଳନ କରାଯାଇଥାଏ। 

ମନ୍ଦିର ଯେଉଁଠି ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ମନ୍ଦିର ଯେଉଁଠି ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ମଧ୍ୟପ୍ରଦେଶର ରତଲାମ ସହରର ମାଣକଠାରେ ରହିଛି ମାତା ଲକ୍ଷ୍ମୀଙ୍କର ଏକ ପ୍ରାଚୀନ ମନ୍ଦିର । ଏଠାରେ ପୂଜା ପାଇଁ ଆସିଥିବା ଭକ୍ତଙ୍କୁ ପ୍ରେସାଦରେ ଦିଆଯାଇଥାଏ ସୁନା। ଲକ୍ଷ୍ମୀଙ୍କ ଏହି ମନ୍ଦିରକୁ ପ୍ରତି ବର୍ଷ ବହୁ ଅନେକ ଭକ୍ତ ଦର୍ଶନ ପାଇଁ ଆସନ୍ତି । 

ଯେଉଁଠି କାଦୁଅରେ ଗାଧାନ୍ତି ଲୋକେ

ଯେଉଁଠି କାଦୁଅରେ ଗାଧାନ୍ତି ଲୋକେ

ଅଜରବୈଜାନର ଗୋବୁସ୍ତାନ ନ୍ୟାଶନାଲ ପାର୍କ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ଏଠାରେ ପାଖାପାଖି ୨୦ଟି ଜ୍ୱାଳାମୁଖୀ ଥିବାରୁ ଏହା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା ପାଇଛି। ଏଠାରେ ଥିବା ଜ୍ୱାଳାମୁଖୀ ୨୦ ବର୍ଷରେ ଥରେ ଫାଟି ଯାଇଥାଏ। 

ଫାଷ୍ଟ ଇମ୍ପ୍ରେସନ

ଫାଷ୍ଟ ଇମ୍ପ୍ରେସନ

କୁହାଯାଏ ପ୍ରଥମ ଇମ୍ପ୍ରେସନ ଦୀର୍ଘସ୍ଥାୟୀ ହୋଇଥାଏ। ତେଣୁ ପ୍ରଥମ ଇମ୍ପ୍ରେସନ ସର୍ବଦା ସକାରାତ୍ମକ ହେବା ନିହାତି ଆବଶ୍ୟକ। ତେବେ କୌଣସି ଜବ୍‌ ଇଣ୍ଟରଭ୍ୟୁ ହେଉ ବା ପ୍ରଥମ ଥର ଯଦି କାହାକୁ ଦେଖା କରିବାକୁ ଯାଉଛନ୍ତି ତେବେ ସେହି ସମୟରେ ଆପଣଙ୍କ ଇମ୍ପ୍ରେସନ କିଭଳି ରହିବା ଆବଶ୍ୟକ ସେ ସମ୍ପର୍କରେ...

ଅସୁନ୍ଦର ଚିତ୍ରର ସଂଗ୍ରହାଳୟ

ଅସୁନ୍ଦର ଚିତ୍ରର ସଂଗ୍ରହାଳୟ

ଅସୁନ୍ଦର ଜିନିଷ ପ୍ରତି ଲୋକମାନଙ୍କର ଏକ ନକାରାତ୍ମକ ଚିନ୍ତାଧାରା ରହିଥାଏ। କିନ୍ତୁ  ମାସାଚ୍ୟୁସେଟ୍‌ର ଦେଧାମଠାରେ ରହିଛି ଏଭଳି ଏକ ମ୍ୟୁଜିୟମ ଯାହା ଉଦ୍ଦିଷ୍ଟ କେବଳ ଅସୁନ୍ଦର ଚିତ୍ରକଳା ସକାଶେ।