ଫୁରସତ |

ଲାଉ ଖିରି

ଲାଉ ଖିରି

ଆବଶ୍ୟକ ସାମଗ୍ରୀ

କୋରା ହୋଇଥିବା ଲାଉ ଏକ କପ୍‌, କ୍ଷୀର ୪କପ୍‌, ଚିନି ୧/୪ କପ୍‌, କାଜୁବାଦାମ, ପିସ୍ତାବାଦାମ ଅଳ୍ପ ପରିମାଣର,  ଅଳେଇଚ ୨-୪ଟି, ଘିଅ ୨ ଚାମଚ।

ପ୍ରସ୍ତୁତି ପ୍ରଣାଳୀ

ଅଳେଇଚ ଚୋପାକୁ ଛଡ଼ାଇ ଭଲଭାବେ ଛେଚି ଦିଅନ୍ତୁ। କାଜୁବାଦାମ, ପେସ୍ତା ବାଦାମକୁ ଟିକିଟିକି ଆକାରରେ କାଟି ଦିଅନ୍ତୁ। ଗ୍ୟାସ୍‌ ଚୁଲାରେ କଡ଼େଇ ବସାଇ ସେଥିରେ ଘିଅ ପକାନ୍ତୁ। ଏହାପରେ ସେଥିରେ ଗ୍ରେଟେଡ୍‌ ବା କୋରା ହୋଇଥିବା ଲାଉକୁ ମିଡିୟମ ଫ୍ଲେମ୍‌ରେ ୨ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଭଲରେ ଭାଜି ହୋଇଗଲା  ବେଳକୁ କ୍ଷୀର ଢାଳି ଫୁଟାନ୍ତୁ। ଫୁଟି ଆସିଲେ ଆଞ୍ଚକୁ କମ୍‌ କରିଦିଅନ୍ତୁ। ଆଉ ତାକୁ ଫୁଟିବାକୁ ଦିଅନ୍ତୁ। ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ସିଝିବା ପରେ କଟାଯାଇଥିବା କାଜୁ, ପିସ୍ତାବାଦାମ ଓ ଚିନିକୁ କ୍ଷୀରରେ ପକାଇ ୧ ମିନିଟ୍‌ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏବେ ଆଞ୍ଚକୁ ବନ୍ଦ କରିଦିଅନ୍ତୁ। ଏହାପରେ ସେଥିରେ ଛେଚା ହୋଇଥିବା ଅଳେଇଚ ପକାଇ ଘୋଡେଇ କିଛି ସମୟ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମନପସନ୍ଦର ଲାଉ ଖିରି।

All Right Reserved By

ଫୁରସତ |

ଛଅ ଟନ୍‌ ଆଳୁରେ ନିର୍ମିତ ହୋଇଛି ହୋଟେଲ: ରହିବା ସହ ଅଛି ରାତି କଟାଇବା ବ୍ୟବସ୍ଥା; ଜାଣନ୍ତୁ କେଉଁଠି

ଛଅ ଟନ୍‌ ଆଳୁରେ ନିର୍ମିତ ହୋଇଛି ହୋଟେଲ: ରହିବା ସହ ଅଛି ରାତି କଟାଇବା ବ୍ୟବସ୍ଥା; ଜାଣନ୍ତୁ କେଉଁଠି

ପରିବା ଉପରେ ଯଦି କିଛି କଥା ପଡେ ତେବେ ଆଳୁ ନାଁ ପ୍ରଥମେ ଆସିଥାଏ। କାରଣ ଆଳୁକୁ ଛାଡ଼ି କୌଣସି ତରକାରୀ ପ୍ରସ୍ତୁତ କଲେ ତାହା ସ୍ବାଦହୀନ ଲାଗେ। 

ଏମିତି ଗଛ,  ଛୁଇଁଲେ ହୋଇଯାଏ ମୃତ୍ୟୁ

ଏମିତି ଗଛ, ଛୁଇଁଲେ ହୋଇଯାଏ ମୃତ୍ୟୁ

ସୁସ୍ଥ ବାତାବରଣ ପାଇଁ ବୃକ୍ଷଲତା ବରଦାନ ସଦୃଶ। ଗଛ ବିନା ଜୀବଜଗତ ସୃଷ୍ଟି ଅସମ୍ଭବ। କାରଣ ଏଥିରୁ ନିର୍ଗତ ଅମ୍ଳଜାନକୁ ଆମେ ନିଃଶ୍ୱାସରେ ଗ୍ରହଣ କରିଥାଉ। କିନ୍ତୁ ଏମିତି ଗଛ ଅଛି ଜୀବନ ଦେବା ପରିବର୍ତ୍ତେ ନେଇଯାଇଥାଏ। 

ଯେଉଁ ମେଳାରେ ଠାକୁରାଣୀଙ୍କ ପାଲିଙ୍କି ତଳେ ଲୋଟନ୍ତି ଶ୍ରଦ୍ଧାଳୁ

ଯେଉଁ ମେଳାରେ ଠାକୁରାଣୀଙ୍କ ପାଲିଙ୍କି ତଳେ ଲୋଟନ୍ତି ଶ୍ରଦ୍ଧାଳୁ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏସବୁ ଲୋକଙ୍କ ବିଶ୍ୱାସକୁ ଦୃଢ଼ିଭୂତ କରାଇବା ସହିତ ମନରେ ଅଧ୍ୟାତ୍ମିକ ଚେତନା ଆଣିଥାଏ। ଛତିଶଗଡ଼ରେ ପ୍ରତିବର୍ଷ ପାଳିତ ହୋଇଥାଏ କୁଆକୋଣ୍ଡା ମେଳା।

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

ଭାରତୀୟ ମହିଳାମାନେ ସାଧାରଣତଃ ବ୍ରତ ଉପବାସ କରିଥାନ୍ତି। କିନ୍ତୁ ଗୋଟିଏ ପକ୍ଷୀ ନିର୍ଜଳା ବ୍ରତ କରୁଥିବା କେବେ ଶୁଣିଛନ୍ତି। ଅବିଶ୍ୱାସ ଲାଗୁଥିଲେ ବି ସତ। ଆସନ୍ତୁ ଜାଣିବା ଏହି ପକ୍ଷୀ ସମ୍ପର୍କରେ...

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଆଜିକାଲି ପ୍ରେମ କରିବା ଏକ ସାଧାରଣ ଘଟଣା। ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୭ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ପ୍ରେମ କରି ଫସିଛନ୍ତି ଜଣେ ଯୁବକ। 

ନାତିକୁ ହୋମ୍‌ଓ୍ବାର୍କ କରାଇ କୋଟିପତି ହେଲେ ଜେଜେ ମା’

ନାତିକୁ ହୋମ୍‌ଓ୍ବାର୍କ କରାଇ କୋଟିପତି ହେଲେ ଜେଜେ ମା’

କେତେବେଳେ କାହାର ଭାଗ୍ୟ କେମିତି ବଦଳିବ ତାହା କହିହେବ ନାହିଁ। କାନାଡ଼ାର ଏକ ଦମ୍ପତିଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି, ଯାହାକୁ ସେମାନେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। କାନାଡ଼ାର ଏହି ଦମ୍ପତି ହେଲେ ନିକୋଲ ପେଡନାଲ୍ଟ ଏବଂ ରଞ୍ଜର ଲାରୋକ। 

ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ଛାଡ଼ପତ୍ର ମାଗିଲେ ସ୍ବାମୀ, କହିଲେ କମେଣ୍ଟ୍‌ ମାରୁଛନ୍ତି ଲୋକେ

ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ଛାଡ଼ପତ୍ର ମାଗିଲେ ସ୍ବାମୀ, କହିଲେ କମେଣ୍ଟ୍‌ ମାରୁଛନ୍ତି ଲୋକେ

ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାକାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ତାଙ୍କୁ ଛାଡ଼ପତ୍ର ମାଗିଛନ୍ତି। 

ଗାଁ ଅଛି  ହେଲେ ନାହାଁନ୍ତି ଲୋକ...

ଗାଁ ଅଛି ହେଲେ ନାହାଁନ୍ତି ଲୋକ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ଏହାର ଉତ୍ତର ଆଧୁନିକ ବିଜ୍ଞାନ ମଧ୍ୟ ଖୋଜି ପାଇନି। ରାଜସ୍ଥାନ ଜୈସଲମେର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକ ଅଞ୍ଚଳ। 

 ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ବିଭାଘରକୁ ନେଇ ସବୁଠି ଓ ସବୁ ଜାଗାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି।  ତେବେ ଏପରି ଏକ ଦେଶ ଅଛି ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରାଯାଏ। 

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ଆଧୁନିକ ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ଏହା ଯେତେବେଳେ ପ୍ରଥମେ ବଜାରକୁ ଆସିଥିଲା କେବଳ କଥାବାର୍ତ୍ତା ପାଇଁ। କିନ୍ତୁ ଏବେ ଟେକ୍ନୋଲୋଜି ଆଗେଇଛି।

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

କୌଣସି ଲେଖାକୁ କେହି କପି କରୁଥିଲେ ଏହାକୁ ରୋକାଯିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଆସନ୍ତୁ ଜାଣିବା ଏହି ଆକ୍ଟ ସମ୍ପର୍କରେ...


ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଚାହୁଁଥିବା ଲୋକ ନିଶ୍ଚିତ ଆପଣଙ୍କୁ ମିଳିଯିବେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri