

ଫୁରସତ |

ଯେଉଁ ସ୍କୁଲରେ ଝିଅଙ୍କ ପାଠପଢା ସହ କରାଯାଏ ବିବାହ
ସ୍କୁଲରେ କେବଳ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ହେଲେ ଗୁଜରାଟର ଅହମ୍ମଦାବଦରେ ରହିଛି ଏମିତି ଏକ ସ୍କୁଲ ଯେଉଁଠି ପାଠପଢା ସହ ଝିଅମାନଙ୍କର ବିବାହ କରାଯାଏ। ବିଶ୍ୱର ଏହା ଏକମାତ୍ର ଏମିତି ସ୍କୁଲ ଯିଏ ପାଠପଢା ସହ ବିବାହ କରିବାର ଦାୟିତ୍ୱ ବହନ କରିଛି।

ମାଛ ଛାଣିଲା ପରେ ଏହାର ହୁଏ କ’ଣ...
ଭାରତରେ ମାଛ ବେଶ୍ ଲୋକପ୍ରିୟ ଖାଦ୍ୟ। ମାଛଭାତ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟ ବାସିନ୍ଦାଙ୍କର ଅତି ପସନ୍ଦର ଖାଦ୍ୟ। ମାଛକୁ କେହି କେହି କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ଭାଜି ଅବା ଛାଣି ଖାଇଥାନ୍ତି।

ବିବାହର ୪ ଦିନ ପରେ ଏରାତି ଆସେ କାହିଁକି...
ବିବାହ ଏକ ସାମାଜିକ ପରମ୍ପରା। ଏହା ଦୁଇଟି ଅଜଣା ଲୋକଙ୍କୁ ଏକାଠି ମିଶି ଜୀବନସାରା ରହିବାର ସୁଯୋଗ ଦେଇଥାଏ। ପରବର୍ତ୍ତୀ ସମୟରେ ନବବିବାହିତା ଯୋଡ଼ି ପରସ୍ପରର ଦୁଃଖ ସୁଖରେ ବିପଦ ଆପଦରେ ହୋଇଥାନ୍ତି ସାହାରା। ବିବାହର ୪ର୍ଥ ଦିନ ରାତିରେ ଚତୁର୍ଥୀ ରାତି ବା ବାସର ରାତି ପରମ୍ପରା ପାଳିତ ହୋଇଥାଏ।

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ବିଦେଶୀ କ୍ରିକେଟର
ପ୍ରେମ ଶାଶ୍ୱତ, ଚିରନ୍ତନ। ଦୁଇ ମନର ମିଳନ ହିଁ ପ୍ରେମକୁ ସାକାର କରେ। କୌଣସି କାରଣରୁ କିଛି ପ୍ରେମୀଯୁଗଳଙ୍କର ସମ୍ପର୍କ ତୁଟିଛି, ବିବାହ ବିଚ୍ଛେଦ ହୋଇଛି। ତଥାପି ଅଧିକାଂଶ ସେମାନଙ୍କ ଭଲପାଇବାକୁ ବଜାୟ ରଖି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମିତି କିଛି ବିଦେଶୀ କ୍ରିକେଟର ଅଛନ୍ତି ଯେଉଁମାନେ ଭାରତୀୟ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ।

ଆଙ୍କଲେଟ୍ ଫ୍ୟାଶନ୍
କେବଳ ଫୁଟ୍ ଉୟର ନୁହେଁ ଷ୍ଟାଇଲିସ୍ ଆଙ୍କ୍ଲେଟ୍ ବି ପାଦକୁ ଖୁବ୍ ସୁନ୍ଦର ମାନିଥାଏ। ମାର୍କେଟରେ ବିଭିନ୍ନ ପ୍ରକାର ଆଙ୍କ୍ଲେଟ୍ ମିଳୁଛି ଯାହାକୁ ଆପଣ ଓ୍ବେଷ୍ଟର୍ନ କିମ୍ବା ଯେକୌଣସି ଆଉଟ୍ଫିଟ୍ ସହ ପିନ୍ଧିପାରିବେ..

ଯେଉଁଠି ମାନସିକ ପୂରଣ ଲାଗି ଶ୍ରଦ୍ଧାଳୁ କରନ୍ତି ଜୋତା ମାଡ଼...
ଉତ୍ତରପ୍ରଦେଶ ଇଟାୱା ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ତିନି କିମି ଦୂର ଇଟାୱା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍ଙ୍କର ୫ଶହ ବଷର୍ର୍ର ପୁରୁଣା ମକବରା ରହିଛି।

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍ ରେଡିଓ
ବ୍ରହ୍ମପୁର ଅଫିସ୍,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍ କାମ କରେ ନାହିଁ, ମୋବାଇଲ୍ ଫୋନ୍ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି।

ନାଗା ଜାତିର ଅଜବ ପରମ୍ପରା
ସାଧାରଣତଃ ଯୁବତୀ ଯୁବକମାନଙ୍କୁ ଅନେକ କାଇଦା କଟକଣା ଭିତରେ ରହିବାକୁ ପଡିଥାଏ। ବିଶେଷ କରି ଆମ ଦେଶ ଭାରତରେ ଏହା ପ୍ରଚଳିତ ଅଛି। ଏଠାରେ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିବା ଅପରାଧ।

ଆଳୁ ଛାଣିଲା ପରେ ହୁଏ କ’ଣ...
ଆଳୁ ଏକ ଲୋକପ୍ରିୟ ପରିବା। ଏହାକୁ କେହି କେହି ସିଝାଇ ଖାଉଥିବାବେଳେ କେତେକ ଭାଜି ଅବା ଛାଣି ଖାଇଥାନ୍ତି। ଆଳୁରୁ ନାନା ପ୍ରକାର ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତ କରାଯାଇଥାଏ। ତେବେ ଏହାକୁ ସିଝାଇ ଖାଇଲେ ଶରୀରକୁ ସମନ୍ବିତ ପରିମାଣରେ ବିଭିନ୍ନ ପୋଷକ ତତ୍ତ୍ୱ ଆସିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...
ନାରୀ-ପୁରୁଷ ମଧ୍ୟରେ ବିବାହ ପରମ୍ପରା ପୂର୍ବରୁ ନ ଥିଲା। ପୁରାତନ କାଳରେ ମଣିଷ ପ୍ରାଣୀଙ୍କ ପରି ଶାରୀରିକ ସମ୍ପର୍କ ରକ୍ଷାକରୁଥିଲା। ସେତେବେଳେ ନାରୀମାନେ ସ୍ବତନ୍ତ୍ର ତଥା ଉନ୍ମୁକ୍ତ ଥିଲେ। ଯେ କୌଣସି ପୁରୁଷ ସହିତ ସେମାନେ ଶାରୀରିକ ସମ୍ପର୍କ ରଖୁଥିଲେ।

କୁକିଂ ଏକ୍ସପର୍ଟ ରୋବୋ
ଆଜିକାଲି ରୋବୋକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି।

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ।