ଜାତୀୟ |

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦: ପୃଥିବୀରେ ଡାଟା ଚୋରି ଘଟଣା ବଢ଼ିବାରେ ଲାଗିଛି। ଡାଟା ଚୋରି ଘଟଣାରେ ଭାରତ ପୃଥିବୀରେ ଦ୍ୱିତୀୟସ୍ଥାନ ହାସଲ କରିଛି। ଆମେରିକାର ଡିଜିଟାଲ ସୁରକ୍ଷା କମ୍ପାନୀ ଗେମାଲ୍ଟୋ ପକ୍ଷରୁ ସମ୍ପନ୍ନ ହୋଇଥିବା ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭାରତରେ ୩୭ ପ୍ରତିଶତ ଡାଟା ହ୍ୟାକରମାନଙ୍କ ଦ୍ୱାରା ଚୋରି ହେଉଛି। ଏହି ତାଲିକାର ପ୍ରଥମ ସ୍ଥାନରେ ଆମେରିକା ରହିଛି। ଏଠାରେ ୭୨ ପ୍ରତିଶତ ଡାଟା ଚୋରି ହେଉଥିବାବେଳେ ପୂର୍ବ ବର୍ଷ ତୁଳନାରେ ଏଥିରେ ୧୭ ପ୍ରତିଶତ ହ୍ରାସ ଘଟିଥିବା ଦର୍ଶାଯାଇଛି। ୨୦୧୮ର ପ୍ରଥମ ୬ମାସ ମଧ୍ୟରେ ପୃଥିବୀରେ ୪.୫ ଅରବ ଡାଟା ଚୋରି ଘଟଣା ଘଟିଥିବାବେଳେ ଭାରତରେ ଏକ ଅରବ ଘଟଣା ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି।
All Right Reserved By

ଜାତୀୟ |

ସୌଦି ଯୁବରାଜଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ମିଳିଲାନି ଅନୁମତି

ସୌଦି ଯୁବରାଜଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ/ରିୟାଦ,୧୯।୨: ସୌଦି ଆରବର ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ଅନୁମତି ମିଳିନାହିଁ। ମଙ୍ଗଳବାର ଯୁବରାଜ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।

ସଲମାନ୍‌ଙ୍କୁ ବିବାହ କରିବାକୁ  ରାଜି ହେଲେ କ୍ୟାଟ୍ରିନା

ସଲମାନ୍‌ଙ୍କୁ ବିବାହ କରିବାକୁ ରାଜି ହେଲେ କ୍ୟାଟ୍ରିନା

ମୁମ୍ବାଇ,୧୯।୨: ଦବଙ୍ଗ ଷ୍ଟାର ବଜରଙ୍ଗୀ ଭାଇଜାନ୍‌ ସଲମାନ୍‌ ଖାଁଙ୍କ ମନ ଏବେ ଭାରି ଖୁସ୍‌। ଏହାର କାରଣ ହେଉଛି ସୁନ୍ଦରୀ ବଲିଉଡ୍‌ ଅଭିନେତ୍ରୀ ତଥା ସଲୁ ଭାଇଙ୍କ ପୂର୍ବତନ ପ୍ରେମିକା କ୍ୟାଟ୍ରିନା କୈଫ୍‌ ବାହାହେବାକୁ ହୋଇଛନ୍ତି ରାଜି। 

ଟାର୍ଗେଟ୍‌ରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ଟାର୍ଗେଟ୍‌ରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର୍‌ର ପୁଲ୍‌ଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣ ପରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଉଡାଇଦେବାକୁ ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି।

ଜଣଙ୍କ ବଦଳରେ ୨ ମୁଣ୍ଡ ଆଣ

ଜଣଙ୍କ ବଦଳରେ ୨ ମୁଣ୍ଡ ଆଣ

ଚଣ୍ଡିଗଡ଼,୧୯।୨(ପି.ଟି.):ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ। ଆକ୍ରମଣରେ ଶହୀଦ ହୋଇଥିବା ପ୍ରତି ଯବାନଙ୍କ ଜୀବନ ବଦଳରେ ୨ ପାକିସ୍ତାନୀ ସୈନ୍ୟଙ୍କ ମୁଣ୍ଡ ଅଣାଯାଉ। 

‘ମୋ ଫୋନ୍‌କୁ ଟ୍ୟାପ୍‌ କରାଯାଉଛି’

‘ମୋ ଫୋନ୍‌କୁ ଟ୍ୟାପ୍‌ କରାଯାଉଛି’

କୋଲକାତା,୧୯।୨-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ସୋମବାର ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଫୋନକୁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଟ୍ୟାପ୍‌ କରୁଥିବା ସେ କହିଛନ୍ତି।

ବିଶ୍ୱ ସମୁଦାୟକୁ ମୋଦିଙ୍କ ଆହ୍ବାନ: ଆତଙ୍କବାଦ ବିରୋଧରେ ଏକାଠି ହୁଅ

ବିଶ୍ୱ ସମୁଦାୟକୁ ମୋଦିଙ୍କ ଆହ୍ବାନ: ଆତଙ୍କବାଦ ବିରୋଧରେ ଏକାଠି ହୁଅ

ନୂଆଦିଲ୍ଲୀ,୧୯।୨(ପି.ଟି.):ଆଉ ଆଲୋଚନା ନୁହେଁ, କେବଳ କାର୍ଯ୍ୟାନୁଷ୍ଠାନ। ଆତଙ୍କବାଦକୁ ସମର୍ଥନ କରି ମୃତ୍ୟୁର ସୌଦାଗରମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକ ସହ କଥାବାର୍ତ୍ତା କରିବାର ସମୟ ଶେଷ ହୋଇଯାଇଛି।

ଆଇସିଜେରେ ପକ୍ଷ ରଖିଲା ଭାରତ:କୁଳଭୂଷଣଙ୍କୁ ତୁରନ୍ତ ମୁକ୍ତ କରାଯାଉ

ଆଇସିଜେରେ ପକ୍ଷ ରଖିଲା ଭାରତ:କୁଳଭୂଷଣଙ୍କୁ ତୁରନ୍ତ ମୁକ୍ତ କରାଯାଉ

ହେଗ୍‌,୧୯ା୨(ଆଇଏଏନ୍‌ଏସ୍‌):ନେଦରଲାଣ୍ଡର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ରେ ସୋମବାର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ମାମଲାରେ ଭାରତର ଆବେଦନକୁ ନେଇ ଶୁଣାଣି ଆରମ୍ଭ ହୋଇଛି। 

ପୁଲ୍‌ଓ୍ବାମା ଆକ୍ରମଣର ପ୍ରତିଶୋଧ:ଏନ୍‌କାଉଣ୍ଟରରେ ମାଷ୍ଟରମାଇଣ୍ଡ ଗାଜି ନିହତ

ପୁଲ୍‌ଓ୍ବାମା ଆକ୍ରମଣର ପ୍ରତିଶୋଧ:ଏନ୍‌କାଉଣ୍ଟରରେ ମାଷ୍ଟରମାଇଣ୍ଡ ଗାଜି ନିହତ

ଶ୍ରୀନଗର,୧୯ା୨(ପି.ଟି.):ଜମ୍ମୁ-କଶ୍ମୀରରେ ସୋମବାର ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି। ଯବାନଙ୍କ ପକ୍ଷରୁ ୧୨ ଘଣ୍ଟା ଧରି ଚାଲିଥିବା ଏନ୍‌କାଉଣ୍ଟରରେ  ପୁଲ୍‌ଓ୍ବାମା ଆକ୍ରମଣର ମାଷ୍ଟରମାଇଣ୍ଡ ଅବ୍‌ଦୁଲ ରଶିଦ୍‌ ଗାଜିଙ୍କ ସହ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌)ର ୨ ଆତଙ୍କବାଦୀ ନିହତ ହୋଇଛନ୍ତି।

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ନୂଆଦିଲ୍ଲୀ,୧୯-୨:  ଯେକୌଣସି କାରଣ ଦର୍ଶାଇ ଏୟାରଲାଇନ୍ସ କମ୍ପାନୀ ପ୍ରାୟତଃ ବିମାନ ଯାତ୍ରା(ଫ୍ଲାଇଟ୍‌) ବାତିଲ କରିବାର ଦେଖାଯାଏ। ଗତ କିଛି ମାସ ହେବ ଏହା ବ୍ୟାପକ ହାରରେ ବଢ଼ିଯାଇଛି। ଗତ ସପ୍ତାହରେ ଦେଶର ଅଗ୍ରଣୀ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ଦିନରେ ୧୩୦ ଫ୍ଲାଇଟ୍ସ ବାତିଲ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଫ୍ଲାଇଟ୍ସ ବାତିଲ କରି ଏୟାରଲାଇନ୍ସ କମ୍ପାନୀ ମାଲାମାଲ ହେଉଥିବା ବେଳେ ବିଚରା ଗ୍ରାହକ ଠକାମୀର ଶିକାର ହେଉଛି। 

ଶହୀଦଙ୍କ ପରିବାରକୁ ସହାୟତା ଦେବ ‘ଟୋଟାଲ୍‌ ଧମାଲ୍‌’ ଟିମ୍‌

ଶହୀଦଙ୍କ ପରିବାରକୁ ସହାୟତା ଦେବ ‘ଟୋଟାଲ୍‌ ଧମାଲ୍‌’ ଟିମ୍‌

ମୁମ୍ବାଇ,୧୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ଛୁଟିଛି ସହାୟତାର ସୁଅ।

ଲିକ୍‌ ହେଲା ‘ଖତରୋଁ କେ ଖିଲାଡି ୯’ର ବିଜେତାଙ୍କ ନାଁ

ଲିକ୍‌ ହେଲା ‘ଖତରୋଁ କେ ଖିଲାଡି ୯’ର ବିଜେତାଙ୍କ ନାଁ

ମୁମ୍ବାଇ,୧୮।୨: ଏକ ଘରୋଇ ଟେଲିଭିଜନ୍‌ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ ‘ଖତରୋଁ କେ ଖିଲାଡି ୯’ ଏବେ ଘରେ ଘରେ ବେଶ୍‌ ପରିଚିତ। ଆରମ୍ଭରୁ ହିଁ ଏହି ରିୟଲିଟି ଶୋ ଟିଆର୍‌ପିରେ ଏକ ନମ୍ବର ସ୍ଥାନରେ ରହିଛି। 

କେରଳରେ ୨ କଂଗ୍ରେସକର୍ମୀଙ୍କୁ ହତ୍ୟା

କେରଳରେ ୨ କଂଗ୍ରେସକର୍ମୀଙ୍କୁ ହତ୍ୟା

କାସରଗୋଡ,୧୮।୨: କେରଳର କାସରଗୋଡରେ ୨ କଂଗ୍ରେସକର୍ମୀଙ୍କୁ ହତ୍ୟା କରାଯିବା ପରେ ରାଜନୀତି ହୋଇଛି ସରଗରମ। ଏହା ପଛରେ ସିପିଆଇ(ଏମ୍‌)ର ହାତଥିବା ଅଭିଯୋଗ ହୋଇଛି।