ସମ୍ବଲପୁର

କଥାଭାଗଁ୍‌ଲା ପର୍‌ଶାସନ, ରାସ୍‌ତା ସଜାଲେ ଗଁ।ବାସୀ

କଥାଭାଗଁ୍‌ଲା ପର୍‌ଶାସନ, ରାସ୍‌ତା ସଜାଲେ ଗଁ।ବାସୀ
ସମ୍ବଲପୁର,୧୬ା୧୦(ବ୍ୟୁରୋ)- ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ୍‌ ତବଲା ପଁନ୍‌ଚେତ କୁଠେଲ ଗଁ।କେ ରାସ୍‌ତାଟେ ତିଆର କରବାର ଲାଗି ଗଁାବାସୀ ଜିଲା ଆର୍‌ ବ୍ଲକ୍‌ ପର୍‌ଶାସନକେ ବହୁତ୍‌ ଥର ଗୁହାରି କରିଥିଲେ। ଜିଲାପାଲ ସମର୍ଥ ବର୍ମା, ବିଡିଓ ପଙ୍କଜ ପ୍ରଧାନ, ପୂର୍‌ବର ଜିଲା ପରିଷଦ ସଭ୍ୟା ନୂଅଁାଦେଇ ପ୍ରଧାନ ଗଁାକେ ପରିଦର୍‌ଶନ କରିଥିଲେ। ସେ ସମିଆରେ ଇ ରାସ୍‌ତା ତିଆରି ଲାଗି ଇମାନେ ସଭେ କଥା ଦେଇଥିଲେ। ହେଲେ ଆଏଜ୍‌କେ ହେନ୍‌ଥେଇ ୨ ବଛର ବିତି ଯାଇଥିଲେ ବି ପର୍‌ଶାସନ ତାର କଥା ରଖି ନାଇଁପାରଲା। ଯିବା ଆଏବାରେ ବଡା ଅସ୍‌ବିଧା ହେଉଥିବାର ଲାଗି ସୋମବାର ଗଁାବାସୀ ରାସ୍‌ତାକେ ସଜେଇଛନ୍‌। ରୁଗ୍‌ଡି ପକେଇ ଖାଲଖମା ରାସ୍‌ତାକେ ଚପଟ୍‌ କରିଛନ୍‌। ଇ ଗଁାରେ ୮୦ ପରିବାର୍‌ର ପାଖାପାଖି ୫୦୦ ଲୋକ୍‌ ରହୁଛନ୍‌। ଗଁାକେ ଯିବାକେ ହେଲେ ଇଟା ଗୁଟେନ ରାସ୍‌ତା। ଇ ରାସ୍‌ତା ମରାମତି କାମ୍‌ ଗଁାର ସୁଦର୍ଶନ ମୁଣ୍ଡା, କାହ୍ନା ମୁଣ୍ଡା, ମହେନ୍ଦ୍ର ମୁଣ୍ଡା, ଗୁରୁ ଚନ୍ଦନ ମୁଣ୍ଡା ପର୍‌ମୁଖକଁର ମଂଗୁଆଲତିରେ ଗଁାର ଯୁବକ୍‌ମାନେ ଶ୍ରମଦାନ୍‌ କରିଥିଲେ।

All Right Reserved By

ସମ୍ବଲପୁର

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ବଲାଙ୍ଗୀର ଅଫିସ,୨୬।୪(ଡି.ଏନ୍‌.ଏ.):  ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଲିଆପାଲି ଓ ବିଷ୍ଣୁମୁଣ୍ଡାଠାରେ ପାନୀୟ ଜଳ ଅଭାବ ଦେଖାଯାଇଛି। 

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ଦେବଗଡ଼,୨୬।୪(ଡି.ଏନ୍‌.ଏ.): ଦେବଗଡ଼ ସିଆରିଆ ୧୮୩ନଂ ବୁଥ୍‌ରେ ଭୋଟିଂ ବେଳେ ବିଭ୍ରାଟ ହେବାକୁ ନେଇ ୨ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ନଦୀରୁ ମିଳିଲା ରିକ୍ସାଚାଳକଙ୍କ ମୃତଦେହ

ନଦୀରୁ ମିଳିଲା ରିକ୍ସାଚାଳକଙ୍କ ମୃତଦେହ

ବରଗଡ଼,୨୬ା୪(ଡି.ଏନ୍‌.ଏ.): ବରଗଡ଼ ସହର ଦେଇ ବହି ଯାଇଥିବା ଜୀରାନଦୀରୁ ଶୁକ୍ରବାର ଜଣେ ରିକ୍ସାଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ, ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୧ର ଗଣେଶ ସାହୁ(୪୦)। ଗୁରୁବାର ରାତିରୁ ସେ ନିଖୋଜ ଥିଲେ। 

କେନାଲରେ ଭାସି ଯାଇଥିବା ମହିଳାଙ୍କ ମୃତଦେହ ମିଳିଲା

କେନାଲରେ ଭାସି ଯାଇଥିବା ମହିଳାଙ୍କ ମୃତଦେହ ମିଳିଲା

ବରଗଡ଼,୨୬ା୪(ଡି.ଏନ୍‌.ଏ.) : ବରଗଡ଼ ମୁଖ୍ୟ କେନାଲରେ ଗୁରୁବାର ସନ୍ଧ୍ୟାରେ ଭାସି ଯାଇଥିବା ଭଟଲି ଥାନା ଜଡ଼ା ଗ୍ରାମର ଅରୁନ୍ଧତୀ ଭୁଏ(୪୦)ଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଉଦ୍ଧାର କରାଯାଇଛି ।

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା।

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତ ଫେରାର୍‌

ସୁନ୍ଦରଗଡ଼/ବାଲିଶଙ୍କରା, ୨୬।୪(ଡି.ଏନ୍‌.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି।

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ବିନିକା,୨୬ା୪ (ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଘଇସାନ ସୁନା(୬୯)। ସେ ଗଲା ୬ ମାସ ହେଲା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିଲେ।

ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସୋନପୁର,୨୬।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି।

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌।

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ଭବାନୀପାଟଣା, ୨୬ା୪ (ଡିଏନଏ):  ଇନ୍ଦ୍ରାବତୀ ପ୍ରକଳ୍ପ ତିଆର ହେବା, ଆସର ପାସର ହାଁଗଁଡ଼ାର ଲୋକ୍‌ ସବୁ ପରକାର ମଉଲିକ ସୁବିଧା ସୁଯୋଗ ପାଏବେ।

ସତା ହରଉଛେ ତିରଶୁଲ ବଁଧ୍‌

ସତା ହରଉଛେ ତିରଶୁଲ ବଁଧ୍‌

ବେଲପଡା, ୨୬ା୪(ଡି.ଏନ.ଏ.):  ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସଦର ଗାଁ ବେଲପଡ଼ାରେ ରହିଛେ ପୁରାତନ ତିରଶୁଲ ବଁଧ୍‌। ୪୨ ନମ୍ବର ରାଜ୍ୟ ରାଜପଥ ତରାରେ ୬ ଏକର ଜାଗାରେ ଥିବାର ଇ ବଁଧ୍‌ ଏହେଦେ ଦେଖ୍‌ଭାଲ ଅଭାବୁ ତାର ସତା ହରାବାକେ ବସିଛେ।

ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋର, ୨୬ା୪ (ଡି.ଏନ.ଏ):  ସରକାରୀ ନିୟମ ଅନ୍‌ସାରେ ଏସ୍‌ଇସିସି ତାଲିକାରେ ଯେନ୍‌ମାନକର ନଁା ଥିବା ଆର ଘରଦୁଆର ନାଇଁଥିବା ସେମାନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକା ଘର ଯୁଗେଇ ଦେବାର ବେବସ୍‌ତା ରହିଛେ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri