ମନୋରଞ୍ଜନ |

ସୁଭାଷ ଘାଇଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ

ସୁଭାଷ ଘାଇଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ
ମୁମ୍ବାଇ: ଯୌନ ଶୋଷଣ ଅଭିଯୋଗକୁ ନେଇ ବଲିଉଡ୍‌ ପ୍ରତିଦିନ ଆସୁଛି ଖବରର ଶିରୋନାମାରେ। ଏବେ ବଲଇଉଡ୍‌ର ନାମୀ ନିର୍ଦ୍ଦେଶକ ସୁଭାଷ ଘାଇ ଆସିଛନ୍ତି ଏହି ତାଲିକାରେ। ଜଣେ ଅଜଣା ମହିଳା ସୁଭାଷଙ୍କ ଉପରେ ଲାଗାଇଛନ୍ତି ଏହି ଅଭିଯୋଗ। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ନିର୍ଦ୍ଦେଶକ। ଶୁଣିବାକୁ ମିଳୁଛି ମହିଳା ଜଣକ ଗଣମାଧ୍ୟମର ଜଣେ ଜଣାଶୁଣା ଚେହେରା ହୋଇଥିବା ବେଳେ ସେ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ହେଲେ ନିଜର ନାଁ ପ୍ରକାଶ କରିବାକୁ ସେ ଅନିଚ୍ଛୁକ। ମୃଦୁ ପାନୀୟରେ ନିଶା ଦେଶ ସୁଭାଷ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ମହିଳା ଜଣକ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ସୁଭାଷ କହିଛନ୍ତି ମହିଳା ଅଦାଲତରେ ଏହାର ପ୍ରମାଣ ଦିଅନ୍ତୁ ନଚେତ୍‌ ସେ ତାଙ୍କ ନାଁରେ ମାନହାନି ମୋକଦ୍ଦମା କରିବେ। 
All Right Reserved By

ମନୋରଞ୍ଜନ |

ରିଲ୍‌ ଲାଇଫ୍‌ରେ କିସିଂ ସିନ୍‌ ନ ଦେବାକୁ ପ୍ରତିଜ୍ଞା କରିଥିଲେ ସଲମାନ୍‌

ରିଲ୍‌ ଲାଇଫ୍‌ରେ କିସିଂ ସିନ୍‌ ନ ଦେବାକୁ ପ୍ରତିଜ୍ଞା କରିଥିଲେ ସଲମାନ୍‌

ମୁମ୍ବାଇ,୨୦।୨: ଫିଲ୍ମରେ ରୋମାନ୍ସ ଓ କିସ୍‌ ସିନ୍‌ ନ ରହିଲେ ତାହା ହିଟ୍‌ ହୋଇ ନ ଥାଏ। ନିର୍ଦ୍ଦେଶକ ଫିଲ୍ମରେ କିସିଂ ସିନ୍‌କୁ ଦେଇଥାନ୍ତି ଗୁରୁତ୍ୱ। ତେଣୁ ଅଧିକାଂଶ ଅଭିନେତା ସଫଳତା ପାଇବା ପାଇଁ ଫିଲ୍ମ କାହାଣୀର ଡିମାଣ୍ଡ ଅନୁଯାୟୀ କିସ୍‌ ସିନ୍‌ କରିଥାନ୍ତି। 

୧୬ ବର୍ଷରେ ୭୯୩ ଫିଲ୍ମକୁ ମିିଳିନି ରିଲିଜ୍‌ ସାର୍ଟିଫିକେଟ୍‌: ସିବିଏଫ୍‌ସି

୧୬ ବର୍ଷରେ ୭୯୩ ଫିଲ୍ମକୁ ମିିଳିନି ରିଲିଜ୍‌ ସାର୍ଟିଫିକେଟ୍‌: ସିବିଏଫ୍‌ସି

ନୂଆଦିଲ୍ଲୀ,୨୦।୨: ଗତ ୧୬ ବର୍ଷ ମଧ୍ୟରେ ୭୯୩ ଫିଲ୍ମକୁ ଭାରତୀୟ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ସିବିଏଫ୍‌ସି) ପକ୍ଷରୁ ରିଲିଜ୍‌ ପାଇଁ ଅନୁମତି ଦିଆଯାଇନାହିଁ। 

ଆକାଶ-ଶ୍ଳୋକାଙ୍କ ପ୍ରାକ୍‌ ପରିଣୟ ଉତ୍ସବ, ମାର୍ଚ୍ଚ ୯ରେ ପଡିବ ହାତଗଣ୍ଠି

ଆକାଶ-ଶ୍ଳୋକାଙ୍କ ପ୍ରାକ୍‌ ପରିଣୟ ଉତ୍ସବ, ମାର୍ଚ୍ଚ ୯ରେ ପଡିବ ହାତଗଣ୍ଠି

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁତ୍ର ଆକାଶ ଅମ୍ବାନୀ ଏବଂ ହୀରା ବ୍ୟବସାୟୀ ଅରୁନଭାଇ ମେହେଟାଙ୍କ କନ୍ୟା ଶ୍ଳୋକା ମେହେଟାଙ୍କ ମଧ୍ୟରେ ପ୍ରାକ୍‌ ପରିଣୟ ଉତ୍ସବ ଆଣ୍ଟିଲିଆଠାରେ ଆରମ୍ଭ ହୋଇଛି।

ପାକ୍‌ ପ୍ରଧାନମନ୍ତ୍ରୀ ଇମରାନଙ୍କ ମନ୍ତବ୍ୟକୁ ପ୍ରଶଂସା କଲେ ଅଲି ଜାଫର୍‌; ଲୋକେ କହିଲେ ଭାରତ ଆସିଲେ  ମାଡ଼

ପାକ୍‌ ପ୍ରଧାନମନ୍ତ୍ରୀ ଇମରାନଙ୍କ ମନ୍ତବ୍ୟକୁ ପ୍ରଶଂସା କଲେ ଅଲି ଜାଫର୍‌; ଲୋକେ କହିଲେ ଭାରତ ଆସିଲେ ମାଡ଼

ବମ୍ବେ: ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନ ବିରୋଧି ପ୍ରଦର୍ଶନ କରାଯାଉଛି। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦେଶବାସୀ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ଭାରତ ବିରୋଧୀ ମନ୍ତବ୍ୟ ରଖିଛନ୍ତି।

ପୁଣିଥରେ ଶୁଣିବାକୁ ମିଳିବ ସଲମାନଙ୍କ କଣ୍ଠର ଯାଦୁଗରୀ

ପୁଣିଥରେ ଶୁଣିବାକୁ ମିଳିବ ସଲମାନଙ୍କ କଣ୍ଠର ଯାଦୁଗରୀ

ମୁମ୍ବାଇ: ନିକଟରେ ହୋଇଥିବା ପୁଲମଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବଲିଉଡ୍‌ ପାକିସ୍ତାନ କଳାକାରଙ୍କୁ ନେଇ କାମ କରିବାକୁ ଏକ ପ୍ରକାର ନା କରି ଦେଇଛି। 

ନାୟକ ଏବେ ଖଳନାୟକ

ନାୟକ ଏବେ ଖଳନାୟକ

ନାୟକ ଅନିଲ କପୁର ଏବେ ଖଳନାୟକ ହେବେ। ଅନୀସ ବାଜ୍‌ମୀଙ୍କ ଆଗାମୀ ସିନେମାରେ ତାଙ୍କୁ ଏପରି ଏକ ଚରିତ୍ରରେ ଦେଖିବାକୁ ମିଳିବ। ଲଭ୍‌ ରଞ୍ଜନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀ ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି।

କରିନା ଚାହୁଁଛନ୍ତି ସାରା ଏହି ନାୟକଙ୍କୁ ଡେଟ୍‌ ନ କରନ୍ତୁ

କରିନା ଚାହୁଁଛନ୍ତି ସାରା ଏହି ନାୟକଙ୍କୁ ଡେଟ୍‌ ନ କରନ୍ତୁ

ମୁମ୍ବାଇ: ବଲିଉଡ୍‌ରେ ଚଳିତ ବର୍ଷ ଡେବ୍ୟୁ କରିଛନ୍ତି ଶୈଫ ଅଲ୍ଲି ଖାଁ ଓ ଅମ୍ରିତା ସିଂଙ୍କ ଲାଡ୍‌ଲି ସାରା ଅଲ୍ଲି ଖାଁ। ସେ ବଲିଉଡ୍‌ରେ ଏଣ୍ଟ୍ରି କରୁକରୁ ଚାହୁଁଛନ୍ତି ଜଣେ ହ୍ୟାଣ୍ଡସମ୍‌ ନାୟକଙ୍କୁ ଡେଟ୍‌ କରିବାକୁ ଏମିତିକି ସେ କାହା ସହ ଡେଟ୍‌ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ଖୋଲାଖୋଲି କହି ସାରିଛନ୍ତି। 

ସଲମାନ୍‌ଙ୍କୁ ବିବାହ କରିବାକୁ  ରାଜି ହେଲେ କ୍ୟାଟ୍ରିନା

ସଲମାନ୍‌ଙ୍କୁ ବିବାହ କରିବାକୁ ରାଜି ହେଲେ କ୍ୟାଟ୍ରିନା

ମୁମ୍ବାଇ,୧୯।୨: ଦବଙ୍ଗ ଷ୍ଟାର ବଜରଙ୍ଗୀ ଭାଇଜାନ୍‌ ସଲମାନ୍‌ ଖାଁଙ୍କ ମନ ଏବେ ଭାରି ଖୁସ୍‌। ଏହାର କାରଣ ହେଉଛି ସୁନ୍ଦରୀ ବଲିଉଡ୍‌ ଅଭିନେତ୍ରୀ ତଥା ସଲୁ ଭାଇଙ୍କ ପୂର୍ବତନ ପ୍ରେମିକା କ୍ୟାଟ୍ରିନା କୈଫ୍‌ ବାହାହେବାକୁ ହୋଇଛନ୍ତି ରାଜି। 

‘ଜୟ ମମି ଦି’ରେ ପୁନମ୍‌

‘ଜୟ ମମି ଦି’ରେ ପୁନମ୍‌

ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ପୁନମ୍‌ ଧିଲନ୍‌ ଆଗାମୀ ଫିଲ୍ମ ‘ଜୟ ମମି ଦି’ରେ ଅଭିନୟ କରିବା ପାଇଁ ଉତ୍ସାହିତ ଅଛନ୍ତି। 

ପାକିସ୍ତାନରେ ରିଲିଜ ହେବନାହିଁ ‘ଟୋଟାଲ ଧମାଲ’

ପାକିସ୍ତାନରେ ରିଲିଜ ହେବନାହିଁ ‘ଟୋଟାଲ ଧମାଲ’

ମୁମ୍ବାଇ: ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ ପାକିସ୍ତାନରେ ରିଲିଜ ହେବନାହିଁ ବୋଲି ସୋମବାର ଘୋଷଣା କରିଛନ୍ତି ଅଭିନେତା-ପ୍ରଯୋଜକ ଅଜୟ ଦେବଗନ୍‌। ଗତ ସପ୍ତାହରେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୯ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଟୋଟାଲ ଧମାଲ ପାକିସ୍ତାନରେ ରିଲିଜ ନ କରାଇବାକୁ ଟିମ୍‌ ନିଷ୍ପତ୍ତି ନେଇଥିବା ଅଜୟ ଟୁଇଟ୍‌ କରିଛନ୍ତି। 

ଶହୀଦଙ୍କ ପରିବାରକୁ ସହାୟତା ଦେବ ‘ଟୋଟାଲ୍‌ ଧମାଲ୍‌’ ଟିମ୍‌

ଶହୀଦଙ୍କ ପରିବାରକୁ ସହାୟତା ଦେବ ‘ଟୋଟାଲ୍‌ ଧମାଲ୍‌’ ଟିମ୍‌

ମୁମ୍ବାଇ,୧୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ଛୁଟିଛି ସହାୟତାର ସୁଅ।

ଲିକ୍‌ ହେଲା ‘ଖତରୋଁ କେ ଖିଲାଡି ୯’ର ବିଜେତାଙ୍କ ନାଁ

ଲିକ୍‌ ହେଲା ‘ଖତରୋଁ କେ ଖିଲାଡି ୯’ର ବିଜେତାଙ୍କ ନାଁ

ମୁମ୍ବାଇ,୧୮।୨: ଏକ ଘରୋଇ ଟେଲିଭିଜନ୍‌ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ ‘ଖତରୋଁ କେ ଖିଲାଡି ୯’ ଏବେ ଘରେ ଘରେ ବେଶ୍‌ ପରିଚିତ। ଆରମ୍ଭରୁ ହିଁ ଏହି ରିୟଲିଟି ଶୋ ଟିଆର୍‌ପିରେ ଏକ ନମ୍ବର ସ୍ଥାନରେ ରହିଛି।