

ଅନ୍ତର୍ଜାତୀୟ |

ସୈନ୍ୟ ବାହିନୀ ହାତର ଖେଳନା ସାଜିଛନ୍ତି ଇମ୍ରାନ୍
ଇସଲାମାବାଦ୍, ୨୦।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ନୀରବତା ଅବଲମ୍ବନ କରିଥିଲେ। ତେବେ ପରେ ସେ ଦେଇଥିଲେ ସଫେଇ।

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି।

ପୁଲଓ୍ବାମା ଆକ୍ରମଣ ନେଇ ମୁହଁ ଖୋଲିଲେ ଇମ୍ରାନ୍: ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଇସଲାମାବାଦ୍,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ନେଇ ପ୍ରମାଣ ମିଳିଲେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ।

ସୌଦି ଯୁବରାଜଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ/ରିୟାଦ,୧୯।୨: ସୌଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ଅନୁମତି ମିଳିନାହିଁ। ମଙ୍ଗଳବାର ଯୁବରାଜ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।

ବୋମା ବିସ୍ଫୋରଣରେ ୨୪ ମୃତ
ଦାମାସକସ୍,୧୯।୨: ସିରିଆରେ ବୋମା ବିସ୍ଫୋରଣରେ ୨୪ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନକୁ ବଦନାମ କରନାହିଁ: ଚାଇନା
ବେଜିଂ,୧୯।୨(ପି.ଟି.)-ପୁଲଓ୍ବାମା ଆକ୍ରମଣକୁ ନେଇ ପାକିସ୍ତାନକୁ ବଦନାମ କରିବା ପରିବର୍ତ୍ତେ ଭାରତ ନିଜ ଆତଙ୍କବାଦ ନିରୋଧୀ ନୀତିର ପୁନର୍ବିଚାର କରୁ ବୋଲି ସୋମବାର ଚାଇନାର ଏକ ସରକାରୀ ଗଣମାଧ୍ୟମ କହିଛି।

ଶୁଣାଣି ବେଳେ ପାକିସ୍ତାନୀ ବିଚାରପତିଙ୍କୁ ହୃଦ୍ଘାତ
ଇସ୍ଲାମାବାଦ,୧୯ା୨(ପି.ଟି.): ହେଗ୍ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ରେ ସୋମବାର କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ଚାଲିଥିବାବେଳେ ପାକିସ୍ତାନର ଅସ୍ଥାୟୀ ବିଚାରପତି ତସାଦୁକ୍ ହୁସେନ ଗିଲାନୀଙ୍କୁ ହୃଦ୍ଘାତ ହୋଇଥିବା ଜଣାପଡ଼ିଛି।

ବେଲୁଚିସ୍ତାନ ଆତଙ୍କବାଦୀ ଆକ୍ରମଣରେ ୬ପାକ୍ ସେନା ନିହତ
କରାଚି,୧୮।୨: ଇରାନ ସୀମାରେ ଥିବା ବେଲୁଚିସ୍ତାନ ଅଞ୍ଚଳରେ ୨ଟି ଭିନ୍ନ ଭିନ୍ନ ଘଟଣାରେ ୬ ପାକ୍ ସେନା ନିହତ ହୋଇଥିବା ସୂଚନା ମିଳିଛି।

ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା ଇସ୍ରାଏଲ୍
ଜେରୁଜେଲମ୍,୧୮।୨: ଆତଙ୍କବାଦର ବିଲୋପ ପାଇଁ ଇସ୍ରାଏଲ୍ ୨୦ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା। ଶେଷରେ ମିଳିଥିଲା ସଫଳତା। ୧୯୭୨ରେ ଜର୍ମାନୀର ମ୍ୟୁନିଚ୍ଠାରେ ବିଶ୍ୱକପ୍ ଫୁଟବଲ ଆୟୋଜିତ ହେଉଥିଲା।

ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ
ୟାୟୁଣ୍ଡେ,୧୮।୨: ଆଫ୍ରିକୀୟ ଦେଶ କାମେରୁନ୍ରେ କିଛି ବିଚ୍ଛିନ୍ନତାବାଦୀ ଶହେରୁ ଅଧିକ ଶିକ୍ଷକ ଏବଂ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କରିଛନ୍ତି।

୩୦ ହଜାର ଲିଟର ପାଣି ଚୋରି: ଆନୁମାନିକ ମୂଲ୍ୟ ୮.୫ ଲକ୍ଷ
ଟରଣ୍ଟୋ, ୧୮।୨: କାନାଡ଼ା ନ୍ୟୁଫାଉଣ୍ଡଲାଣ୍ଡରୁ ୩୦ ହଜାର ଲିଟର ବିଶୁଦ୍ଧ ପାଣି ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୮.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୮ା୨:ପାକିସ୍ତାନ ଯେତେ ମନାକଲେ ବି ସତକୁ ଆଉ ଲୁଚାଇ ପାରୁନାହିଁ। ପୁଲଓ୍ବାମା ଆକ୍ରମଣରେ ପଡ଼ୋଶୀ ଦେଶର ସମ୍ପୃକ୍ତି ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିବାରେ ଲଗିଲାଣି।