

ଜାତୀୟ |

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ
ନୂଆଦିଲ୍ଲୀ, ୨୩।୨: ଆଗାମୀ ଲୋକ ସଭା ନିର୍ବାଚନରେ କଂଗ୍ରେସ ଯଦି ବିଜୟୀ ହୁଏ ତେବେ ଦେଶ ପାଇଁ କର୍ତ୍ତବ୍ୟନିର୍ବାହବେଳେ ପ୍ରାଣ ହରାଉଥିବା ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଶୃତି ଦେଇଛନ୍ତି।

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ, ୨୩।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଜୈଶ-ଇ-ମହମ୍ମଦର ଆକ୍ରମଣକୁ ନେଇ ସମଗ୍ର ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧର ନିଆଁ ଜଳୁଛି।

ଆମରଣ ଅନଶନରେ ବସିବେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ, ୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ପାହ୍ୟା ଦେବାପାଇଁ ଅଡି ବସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ।

ପ୍ଲେନ୍ ହାଇଜାକ୍ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ
ନୂଆଦିଲ୍ଲୀ, ୨୩।୨: ପ୍ଲେନ୍ ହାଇଜାକ୍ ଧମକ ଆସିବା ପରେ ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି।

ସିଆରପିଏଫ୍ ବସ୍ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ
ଶ୍ରୀନଗର, ୨୩।୨: ଜମ୍ମୁ-କଶ୍ମୀରର ବାରମୁଳାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ର ଏକ ବସ୍ କାର ସହ ଶନିବାର ଧକ୍କା ହେବାରୁ ୪ ଯବାନଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି।

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି
ପାଟନା, ୨୩।୨: ବିହାର ମୁଜାଫରନଗର ଆଶ୍ରୟ ଗୃହରେ ବାଳିକାଙ୍କୁ ବଳାତ୍କାର ଟ୍ରାଜେଡି ପରେ ପୁଣିଥରେ ଆଶ୍ରୟଗୃହରୁ ବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛିି।

କଶ୍ମୀର ଖବରଦାତାଙ୍କୁ ପୁଣେରେ ଆକ୍ରମଣ
ପୁଣେ, ୨୩।୨: ମହାରାଷ୍ଟ୍ରର ପୁଣେରେ ଜଣେ କଶ୍ମୀର ଖବରଦାତାଙ୍କ ଉପରକୁ ଆକ୍ରମଣ କରାଯାଇଛି।

୩ ବର୍ଷର ପୁଅକୁ ଖାଇଦେଲେ ବୁଲା କୁକୁର
ପୁଣେ, ୨୩।୨: ମହାରାଷ୍ଟ୍ରର ଅହମଦନଗରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଏଠାରେ ଜଣେ ତିନିବର୍ଷର ଶିଶୁପୁତ୍ରକୁ ବୁଲା କୁକୁର ମିଶି କାମୁଡି ଖାଇଦେଇଛନ୍ତି।

୧୩ ବର୍ଷର ବାଳକ ୧୦ ବର୍ଷୀୟା ଝିଅକୁ ଲେଖିଲେ ପ୍ରେମପତ୍ର: ୧୦ ଆହତ
ରାଜକୋଟ, ୨୩।୨: ଏକ ପ୍ରେମପତ୍ର ପାଇଁ ଗୁଜୁରାଟର ରାଜକୋଟରେ ଘଟିଛି ଅଭାବନୀୟ ଘଟଣା।

ଦୁଇ ମହଲା ଛାତରେ ରହସ୍ୟମୟ ବିସ୍ଫୋରଣ: ୮ ମୃତ
ବାରଣାସୀ, ୨୩।୨: ଉତ୍ତରପ୍ରଦେଶର ଭଦୋହୀ ଜିଲାର ରୋଟହା ବଜାରରେ ଥିବା ଏକ ଦୁଇ ମହଲା ଘରେ ବିସ୍ଫୋରଣ ଘଟିଛି।

କାର୍ ଦୁର୍ଘଟଣାରେ ଏମପି ମୃତ
ଚେନ୍ନାଇ,୨୩।: ଏଆଇଏଡିଏମକେର ଜଣେ ସାଂସଦଙ୍କର ଶନିବାର କାର ଦୁର୍ଘଟଣାରେ ମୃତ୍ୟ ଘଟିଛି।

ଜଳିଗଲା ଶହେରୁ ଊର୍ଦ୍ଧ୍ୱ କାର୍
ବେଙ୍ଗାଲୁରୁ,୨୩।୨: ବେଙ୍ଗାଲୁରରେ ଆୟୋଜିତ ଏରୋ ଇଣ୍ଡିଆ ୨୦୧୯ରେ ଶନିବାର ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ପାଖାପାଖି ଶହେଟି ଗାଡି ପୋଡି ପାଉଁଶ ହୋଇଯାଇଛି