

ଜୀବନଚର୍ଯ୍ୟା |

ଦାନ୍ତ ଘଷିବାର ଉପକାର
ନିୟମିତ ସକାଳୁ ଦାନ୍ତ ଘଷିବା ଦ୍ୱାରା ଆମର ଦାନ୍ତ କେବଳ ସଫା ରହେ ନାହିଁ କି ମୁହଁ ଦୁର୍ଗନ୍ଧ ଦୂର ହୁଏନାହିଁ, ଆମକୁ ହୃଦ୍ଘାତରୁ ରକ୍ଷାକରେ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି।

ଗୁଆ ଖାଇଲେ ହୁଏନାହିଁ ମଧୁମେହ
ସାଧାରଣତଃ ଗୁଆ ଚୋବାଇଲେ ମୁଖ ଗହ୍ବର କର୍କଟ ଆଶଙ୍କା ଥାଏ ବୋଲି କୁହାଯାଏ। ହେଲେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିିଛି ଗୁଆ ଖାଇଲେ ଆହୁରି କିଛି ଲାଭ ମିଳିଥାଏ।

କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...
ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍ ପିଇଲେ ମିଳିଥାଏ ଅନେକ ସୁଫଳ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି-୧୨ ରହିଛି। ଏହା ସହିତ ଏଥିରେ ୮୯ ପ୍ରତିଶତ ଜଳ, କାର୍ବୋହାଇଡ୍ରେଟ୍, ତନ୍ତୁ, ପ୍ରୋଟିନ୍, ଭିଟାମିନ୍-ଏ, ସି, କେ, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ପୋଟାସିୟମ୍ ଆଦି ଉପାଦାନ ରହିଥାଏ ବୋଲି ଗବେଷକ କହିଥାନ୍ତି।

କିଡ୍ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଚିକିତ୍ସା...
କିଡ୍ନୀ ଷ୍ଟୋନ୍ରୁ ଦୂରେଇ ରହିବା ପାଇଁ କେତେକ ଘରୋଇ ଚିକିତ୍ସାରେ ମିଳିଥାଏ ସୁଫଳ। ପ୍ରତିଦିନ ୨-୩ଟି ପାଚିଲା କଦଳୀ ଖାଇଲେ ଏଥିରୁ ମୁକ୍ତି ମିଳେ।

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...
ଶୁଖିଲା କାଶ ହେଲେ ବାରମ୍ବାର କାଶ ହୋଇଥାଏ। ଅପରପକ୍ଷରେ କଫଯୁକ୍ତ କାଶରେ ଛାତିଥିବା କଫ କାଶ ସମୟରେ ବାହାରି ଯାଇଥାଏ। କାଶ ଯୋଗୁ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ।

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...
ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସାଗରେ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ରହିଥାଏ। ରକ୍ତହୀନତା ରୋଗରେ ପାଳଙ୍ଗ ଶାଗ ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ।

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...
ଛତୁ ଏକ ଲୋକପ୍ରିୟ ଖାଦ୍ୟ। ଭାରତର ପ୍ରତିଟି ଅଞ୍ଚଳରେ ଏହାର ଚାହିଦା ରହିଛି। କେହି କେହି ଛତୁକୁ କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି।

କମ୍ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍ଏ ଡ୍ୟାମେଜ୍
ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି। ଭଲ ସ୍ବାସ୍ଥ୍ୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଘଣ୍ଟା ଶୋଇବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ନିଦ୍ରାହୀନତା ଏକ ପ୍ରମୁଖ ରୋଗ ପାଲଟିଲାଣି।

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...
ସ୍ବାସ୍ଥ୍ୟ ପାଇଁ ପନିପରିବା ଅତି ଉପକାରୀ। ପନିବରିବା ମଧ୍ୟରେ ବିଲାତି ବାଇଗଣ ଏକ ଘରେ ଘରେ ଏକ ମୁଖ୍ୟ ପରିବା। ଦେଖିବାକୁ ଯେତିକି ସୁନ୍ଦର,ଦେହପାଇଁ ମଧ୍ୟ ଏହା ସେତିକି ଉପକାରୀ।

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍ ଏହି ରସ...
ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍ ବିଟ୍ ଜୁସ୍ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।

ତ୍ୱଚା ପାଇଁ କଫି
ଉତ୍ତମ ସ୍କ୍ରବ୍ର କାମ କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ କଫି। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ...

ଗର୍ଭାବସ୍ଥାରେ ଲୁପସ୍
ଏସ୍ଏଲ୍ଇ ବା ସିଷ୍ଟମିକ୍ ଲୁପସ୍ ଏରିଦମେଟୋସସ୍ ଏକ ଗୁରୁତର ଅଟୋଇମ୍ୟୁନ୍ ରୋଗ, ଯାହାର ଅର୍ଥ ହେଉଛି ଶରୀରରେ ସ୍ବାଭାବିକ ଭାବେ ଥିବା ପଦାର୍ଥର ବିନାଶକ ପ୍ରତିପିଣ୍ଡ ଦ୍ୱାରା ସୃଷ୍ଟରୋଗ। ଏଥିସହ ତା’ ସାଙ୍ଗରେ ଅଟୋ ଆଣ୍ଟିବଡି ମଧ୍ୟ ଥାଏ, ଯାହା ଶରୀରରେ ପ୍ରବେଶ କରିଥିବା ବିଷଦ୍ରବ୍ୟକୁ ଧ୍ୱଂସ କରିବା ପାଇଁ ରକ୍ତରେ ଗଢ଼ିଉଠିଥିବା ବିଷନାଶକ ପୁଷ୍ଟିସାର ହୋଇଥାଏ ।