

ଜାତୀୟ |

୧୬ ବର୍ଷରେ ୭୯୩ ଫିଲ୍ମକୁ ମିିଳିନି ରିଲିଜ୍ ସାର୍ଟିଫିକେଟ୍: ସିବିଏଫ୍ସି
ନୂଆଦିଲ୍ଲୀ,୨୦।୨: ଗତ ୧୬ ବର୍ଷ ମଧ୍ୟରେ ୭୯୩ ଫିଲ୍ମକୁ ଭାରତୀୟ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ(ସିବିଏଫ୍ସି) ପକ୍ଷରୁ ରିଲିଜ୍ ପାଇଁ ଅନୁମତି ଦିଆଯାଇନାହିଁ।

ସକାଳୁ ସକାଳୁ ଥରିଲା ଦିଲ୍ଲୀ: ଲୋକେ ଆତଙ୍କିତ
ନୂଆଦିଲ୍ଲୀ,୨୦।୨: ରାଜଧାନୀ ଦିଲ୍ଲୀରେ ବୁଧବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ଥିଲା ବୋଲି ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି।

ପାକ୍ ପ୍ରଧାନମନ୍ତ୍ରୀ ଇମରାନଙ୍କ ମନ୍ତବ୍ୟକୁ ପ୍ରଶଂସା କଲେ ଅଲି ଜାଫର୍; ଲୋକେ କହିଲେ ଭାରତ ଆସିଲେ ମାଡ଼
ବମ୍ବେ: ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନ ବିରୋଧି ପ୍ରଦର୍ଶନ କରାଯାଉଛି। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦେଶବାସୀ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଭାରତ ବିରୋଧୀ ମନ୍ତବ୍ୟ ରଖିଛନ୍ତି।

ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି କଶ୍ମୀର ଯୁବକ
ଜମ୍ମୁ-କଶ୍ମୀର,୧୯।୨: ନିକଟରେ ସେନାରେ ଖାଲିଥିବା ୧୧୧ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବାରମୂଳା ସେକ୍ଟରରେ ଖାଲିଥିବା ଏହି ପଦବୀ ପାଇଁ ମଙ୍ଗଳବାର ଏକ ସାକ୍ଷାତ୍କାର ଅନୁଷ୍ଠିତ ହୋଇଯାଇଛି।

ସିଦ୍ଧୁଙ୍କୁ ଦିଗ୍ବିଜୟଙ୍କ କଟାକ୍ଷ: କହିଲେ ‘ତୁମ ଇମ୍ରାନ ଭାଇଙ୍କୁ ବୁଝାଅ’
ନୂଆଦିଲ୍ଲୀ,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ବିରୋଧି କଟାକ୍ଷ କରିବା ସ୍ବାଭାବିକ କଥା।

ଆରମ୍ଭ ହେଲା ଆକାଶ ଅମ୍ବାନିଙ୍କ ବିବାହ ସେଲିବ୍ରେଶନ
ମୁମ୍ବାଇ,୧୯।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନିଙ୍କ ବିବାହ ସେଲିବ୍ରେଶନ ଆରମ୍ଭ ହୋଇଯାଇଛି। ମୁମ୍ବାଇସ୍ଥିତ ତାଙ୍କ ଘର ଆଣ୍ଟିଲିଆରେ ଗୁଜରାଟି ଲୋକ ସଙ୍ଗିତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଫାଲ୍ଗୁନି ପାଠକଙ୍କ ସ୍ପେଶାଲ ପରଫରମାନ୍ସ ସହ ଆରମ୍ଭ ହୋଇଛି ଏହି ସେଲିବ୍ରେଶନ୍।

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି।

୩୦ ଲକ୍ଷରେ କିଡ୍ନୀ, ୮୦ ଲକ୍ଷରେ ଲିଭର ହେଉଥିଲା ବିକ୍ରି: ଚେର ଲମ୍ବିଥିଲା ଦିଲ୍ଲୀଠାରୁ ଶ୍ରୀଲଙ୍କା-ତୁର୍କୀ
କାନପୁର,୧୯।୨: ଉତ୍ତରପ୍ରଦେଶ କାନପୁର ପୋଲିସ ଏକ ଅବୈଧ ମାନବ ଅଙ୍ଗ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ୍ କରିଛି। ଏନେଇ ୬ ଜଣଙ୍କୁ ଗିରଫ କରାଯାଇଛି।

ଶହୀଦ ମେଜରଙ୍କୁ ସାଲ୍ୟୁଟ୍ ସହ ‘ଆଇ ଲଭ୍ ୟୁ’କହି ଶେଷ ବିଦାୟ ଦେଲେ ପତ୍ନୀ
ଡେରାଡୁନ,୧୯।୨: ଆଖିରୁ ଶୁଖିଯାଇଥିଲା ଲୁହ। କୋହକୁ ସମ୍ବରଣ କରିନେଇଥିଲେ ବୀର ଯବାନଙ୍କ ସେଇ ବୀରାଙ୍ଗନା ପତ୍ନୀ। ଅପେକ୍ଷା ରଖିଥିଲେ ସ୍ବାମୀଙ୍କ ଶେଷ ଦର୍ଶନ କରିବାକୁ।

ସିଦ୍ଧୁଙ୍କୁ ସମର୍ଥନ ଦେଲେ କପିଲ ଶର୍ମା: ଲୋକେ କହିଲେ ତାଙ୍କୁ ପାକିସ୍ତାନ ପଠାଇଦିଅ
ନୂଆଦିଲ୍ଲୀ,୧୯।୨: ନିକଟରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଏୟାର ଶୋ’ର ଗୋଟିଏ ଦିନ ପୂର୍ବରୁ ବାୟୁସେନା ବିମାନ ଦୁର୍ଘଟଣା: ୨ ସୂର୍ଯ୍ୟକିରଣ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା
ବେଙ୍ଗାଲୁର୍,୧୯।୨: ଏୟାର ଶୋ’ର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଟ୍ରେନ୍ ଲାଇନ୍ ଉଡାଇଲେ ମାଓବାଦୀ
ଧାନବାଦ,୧୯।୨: ଝାଡ଼ଖଣ୍ଡର ଧାନବାଦ ଜିଲାରେ ମଙ୍ଗଳବାର ମାଦବାଦୀମାନେ ଟ୍ରେନ୍ ଲାଇନ୍ ଉପରେ ବିସ୍ଫୋରଣ କରିଛନ୍ତି। ଫଳରେ ଏକ ମାଲଗାଡିର ୧୫ଟି ବଗି ଲାଇନ୍ଚ୍ୟୁତ ହୋଇଛି।