ଜାତୀୟ |

୩ ସ୍ଲିପର ସେଲ୍‌ ଆତଙ୍କବାଦୀ ଗିରଫ: କଶ୍ମୀରରୁ ଚେର ଲମ୍ବିଥିଲା ଜଳନ୍ଧର

୩ ସ୍ଲିପର ସେଲ୍‌ ଆତଙ୍କବାଦୀ ଗିରଫ: କଶ୍ମୀରରୁ ଚେର ଲମ୍ବିଥିଲା ଜଳନ୍ଧର
ଜଳନ୍ଧର,୧୧।୧୦: ପଞ୍ଜାବ ଓ ଜମ୍ମୁ-କଶ୍ମୀର ପୋଲିସ ମିଳିତ ଚଢ଼ାଉ କରି ୩ ସ୍ଲିପର ସେଲ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଜଳନ୍ଧର ଶାହାପୁରଠାରେ ଥିବା ସିଟି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜ ହଷ୍ଟେଲରେ ରହି ସେମାନେ ସ୍ଲିପର ସେଲ୍‌ କାର୍ଯ୍ୟ ଜାରି ରଖିଥିଲେ। ସେମାନେ ହେଉଛନ୍ତି ଜାହିଦ୍‌ ଗୁଲଜାର୍‌, ମହମ୍ମଦ ଇଦରିଶ୍‌ ଶାହ ଏବଂ ୟୁସୁଫ୍‌ ରଫିକ୍‌। ସେମାନେ ଆତଙ୍କବାଦୀ ସଂଗଠନ ଅସାଂର ଗଜବତ୍‌-ଉଲ୍‌-ହିନ୍ଦ୍‌ର ସଦସ୍ୟ। ଏହି ସଂଗଠନ ଅଲକାଇଦା ସହ ଜଡ଼ିତ ବୋଲି ପୋଲିସ ସୂଚନା ଦେଇଛି। ସେମାନଙ୍କଠାରୁ ଗୋଟିଏ ଇଟାଲିଆନ୍‌ ପିସ୍ତଲ, ୨ ମ୍ୟାଗାଜିନ୍‌, ଗୋଟିଏ ଏକେ-୪୭ ସହିତ ପ୍ରାୟ ଏକ କିଲୋଗ୍ରାମ୍‌ ଆରଡିଏକ୍ସ ଜବତ ହୋଇଛି। ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ୍‌ ଗ୍ରୁପ୍‌ ସେମାନଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ ଅଦାଲତ ୧୦ ଦିନର ରିମାଣ୍ଡ ମଞ୍ଜୁର କରିଛନ୍ତି ବୋଲି ପଞ୍ଜାବ ପୋଲିସ ଡିଜିପି ସୁରେଶ ଆରୋର ସୂଚନା ଦେଇଛନ୍ତି।
All Right Reserved By

ଜାତୀୟ |

ଟାର୍ଗେଟ୍‌ରେ ବିଏସ୍‌ପି ନେତା

ଟାର୍ଗେଟ୍‌ରେ ବିଏସ୍‌ପି ନେତା

ଲକ୍ଷ୍ନୌ,୧୬।୧୦: ଉତ୍ତରପ୍ରଦେଶରେ ବିଏସ୍‌ପି ନେତାଙ୍କ ଉପରେ ବିପଦ ବଢ଼ିଚାଲିଛି। ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟର ୩ ଜଣ ବିଏସ୍‌ପି ନେତାଙ୍କୁ ହତ୍ୟା କରାଯାଇଛି। ଏନେଇ ଅନ୍ୟ ନେତାଙ୍କ ସମେତ ସାଧାରଣରେ ଆତଙ୍କ ବଢ଼ିବାରେ ଲାଗିଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୬ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୬ ଆହତ

ଉତ୍ତରକାଶୀ,୧୫।୧୦: ଉତ୍ତରାଖଣ୍ଡରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣାରେ ଅତି କମ୍‌ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଉତ୍ତରକାଶୀ ଜିଲାର ଯୋଗତ-ଚିନ୍ୟାଲୋସୁରଠାରେ ଏକ ଜିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

ହିନ୍ଦୁଙ୍କ ଭଳି ସରନେମ୍‌ ନ ଲାଗିବାରୁ ଗର୍ବାରେ ପ୍ରବେଶ ମିଳିଲାନି

ହିନ୍ଦୁଙ୍କ ଭଳି ସରନେମ୍‌ ନ ଲାଗିବାରୁ ଗର୍ବାରେ ପ୍ରବେଶ ମିଳିଲାନି

ଭଦୋଦରା,୧୫।୧୦: ଗୁଜରାଟ ଭଦୋଦରାର ବାସିନ୍ଦା ଡ. କରନ ଜାନି(୨୯)ଙ୍କର ଅଭିଯୋଗ ହେଉଛି ଯେ, ତାଙ୍କର ସରନେମ୍‌ ହିନ୍ଦୁଙ୍କ ସରନେମ୍‌ ଭଳି ନ ଲାଗିବାରୁ ସେ ଓ ତାଙ୍କର ୩ ଜଣ ସାଙ୍ଗକୁ ଗର୍ବା ଡ୍ୟାନ୍ସ ନାଇଟ୍‌ରେ ସ୍ଥାନ ମିଳିନାହିଁ। 

ପାକିସ୍ତାନର ଜେହାଦୀ ଶପିଂ: ଆତଙ୍କବାଦୀଙ୍କ ପାଇଁ ଆଇଏସ୍‌ଆଇ କିଣୁଛି ଅତ୍ୟାଧୁନିକ ପୋଷାକ

ପାକିସ୍ତାନର ଜେହାଦୀ ଶପିଂ: ଆତଙ୍କବାଦୀଙ୍କ ପାଇଁ ଆଇଏସ୍‌ଆଇ କିଣୁଛି ଅତ୍ୟାଧୁନିକ ପୋଷାକ

ନଗର, ୧୫।୧୦: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ଆରମ୍ଭ କରିଛି ଜେହାଦୀ ଶପିଂ। 

‘ବେଟି ପଢାଓ, ବେଟିକୋ ଭାଜପା ଏମ୍‌ଏଲ୍‌ଏ ସେ ବଚାଓ’: ରାହୁଳ ଗାନ୍ଧୀ

‘ବେଟି ପଢାଓ, ବେଟିକୋ ଭାଜପା ଏମ୍‌ଏଲ୍‌ଏ ସେ ବଚାଓ’: ରାହୁଳ ଗାନ୍ଧୀ

ଭୋପାଳ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ। ସେ କହିଛନ୍ତି ମୋଦିଙ୍କ ସ୍ଲୋଗାନ, ‘ବେଟି ବଚାଓ ବେଟି ପଢାଓ’ ଶୁଣିବାକୁ ଠିକ୍‌ ଲାଗୁଛି।

ଭାରତ ସୀମାରେ ଚାଇନାର ଦାଦାଗିରି

ଭାରତ ସୀମାରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ/ବେଜିଂ,୧୫।୧୦: ଭାରତ ସୀମାରେ ପୁଣି ଚାଇନା ଆରମ୍ଭ କରିଛି ଦାଦାଗିରି। ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶର ଦିଓ୍ବାଙ୍ଗ ଓ୍ବେଲୀରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିଲେ। 

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୦: ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ।  ଦେଶର ପ୍ରତି ୫ଟିରୁ ୪ଟି କମ୍ପାନୀରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍‌ ରହିଛି। 

ସିକିମକୁ ‘ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ’ ମାନ୍ୟତା

ସିକିମକୁ ‘ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ’ ମାନ୍ୟତା

ନୂଆଦିଲ୍ଲୀ,୧୫।୧୦: ବିଶ୍ୱରେ ପ୍ରଥମକରି ଶତ ପ୍ରତିଶତ ଜୈବିକ ରାଜ୍ୟ ମାନ୍ୟତା ଲାଭ କରିଛି ସିକିମ। ସୋମବାର ସିକିମ ରୋମ୍‌ରେ ଜାତିସଂଘ ଦ୍ୱାରା ‘ଓସ୍କାର ଫର ଦି ବେଷ୍ଟ ପଲିସିଜ୍‌’ ପୁରସ୍କାର ଲାଭ କରିବ। 

ପ୍ରେମିକାଙ୍କ ଘରେ ପଶି ନିଜକୁ ଗୁଳି କଲେ ପ୍ରେମିକ

ପ୍ରେମିକାଙ୍କ ଘରେ ପଶି ନିଜକୁ ଗୁଳି କଲେ ପ୍ରେମିକ

ନୂଆଦିଲ୍ଲୀ,୧୫।୧୦: ଦକ୍ଷିଣ ପଶ୍ଚିମ ଦିଲ୍ଳୀର କାପସହେଡାରୁ ଆସିଛି ଚକିତ କରିବା ଭଳି ଏକ ଖବର। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କ ଘରେ ପଶି ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।

୨୫ ଦିନ ପରେ ଘରୁ ମିଳିଲା ମହିଳାଙ୍କ ମୃତଦେହ

୨୫ ଦିନ ପରେ ଘରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ,୧୫।୧୦: କ୍ୟାରିୟର ଓ ପଇସା ପଛରେ ଗୋଡାଇଥିବା ଆଧୁନିକ ଯୁଗର ମଣିଷ ପାଖରେ ଆଉ ପାରିବାରିକ ସମ୍ପର୍କ ନ ଥିବାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀର ନୋଏଡାରେ। 

ନନ୍‌ ବଳାତ୍କାର ମାମଲା: ବିଶପଙ୍କୁ ସର୍ତ୍ତମୂଳକ ଜାମିନ

ନନ୍‌ ବଳାତ୍କାର ମାମଲା: ବିଶପଙ୍କୁ ସର୍ତ୍ତମୂଳକ ଜାମିନ

ଥିରୁଭାନନ୍ତପୁରମ୍‌,୧୫।୧୦: କେରଳ ହାଇକୋର୍ଟ ସୋମବାର ନନ୍‌ ବଳାତ୍କାର ମାମଲାର ଅଭିଯୁକ୍ତ ପୋପ୍‌ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି। 

ସହକର୍ମୀଙ୍କୁ ଲିପ୍ଟ ବଦଳରେ ଗଣ ବଳାତ୍କାର

ସହକର୍ମୀଙ୍କୁ ଲିପ୍ଟ ବଦଳରେ ଗଣ ବଳାତ୍କାର

ନୂଆଦିଲ୍ଲୀ,୧୫।୧୦: ରାଜଧାନୀ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଏକ ମଲ୍ଟି ନ୍ୟାଶନାଲ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ଗଣ ବଳାତ୍କାର ଶିବାକର ହୋଇଥିବା ଖବର ସାମ୍ନାକୁ ଆସିଛି।