ଜାତୀୟ |

ଆଶ୍ରମ ମୃତ୍ୟୁ ମାମଲା: ରାମପାଳ ଦୋଷୀ ସାବ୍ୟସ୍ତ

ଆଶ୍ରମ ମୃତ୍ୟୁ ମାମଲା: ରାମପାଳ ଦୋଷୀ ସାବ୍ୟସ୍ତ
ହିସାର, ୧୧।୧୦: ହରିୟାଣା ବରଓ୍ବାଲାସ୍ଥିତ ସତଲୋକ ଆଶ୍ରମରେ ହୋଇଥିବା ୬ ଜଣଙ୍କ ମୃତ୍ୟୁ ମାମଲାରେ ସନ୍ଥ ରାମପାଳଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ହତ୍ୟାର ଦୁଇଟି ମାମଲାରେ ସେ ଦୋଷୀ ବୋଲି  ଅଦାଲତ ଦର୍ଶାଇଛନ୍ତି। ତେବେ ଏହାର ଦଣ୍ଡାଦେଶ ଅକ୍ଖୋବର ୧୬-୧୭ରେ ହେବ ବୋଲି ଅଦାଲତ ସୂଚନା ଦେଇଛନ୍ତି। ୨୦୧୪ରେ ଆଶ୍ରମରେ ପୋଲିସ ଏବଂ ଭକ୍ତଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ କାଣ୍ଡରେ ୫ ମହିଳା ଏବଂ ଜଣେ ଛୋଟପିଲାର ମୃତ୍ୟୁ ଘଟିଥିଲା।  ଅଦାଲତଙ୍କ ରାୟ ପରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜିଲାରେ ୧୪୪ ଧାରା ଜାରି କରାଯାଇଛି। ୨ ହଜାରରୁ ଅଧିକ ଯବାନଙ୍କୁ ମୃତୟନ କରାଯିବା ସହିତ ମାଜିଷ୍ଟ୍ରେଟ୍‌ଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
All Right Reserved By

ଜାତୀୟ |

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ନୂଆଦିଲ୍ଲୀ,୧୬।୧୦: ରାଜଧାନୀ ଦିଲ୍ଲୀରେ ଘଟିଥିବା ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଦିଲ୍ଲୀର ଆଇନ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏକ ପଞ୍ଚ ତାରକା ହୋଟେଲ ବାହାରେ ପୂର୍ବତନ ବିଏସ୍‌ପି ନେତା ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେଙ୍କ ପୁଅଙ୍କ ଦାଦାଗିରି ଦେଖିବାକୁ ମିଳିଛି। 

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ/ଡୋଡୋମା,୧୬।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ତାଞ୍ଜାନିଆର ବୈଦେଶିକ ମନ୍ତ୍ରୀ ଡ. ଅଗଷ୍ଟାଇନ୍‌ ପି ମହିଗାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ନୂଆଦିଲ୍ଲୀ, ୧୬।୧୦: ଆଜି ହେଉଛି ଭାରତର ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କ ୭୪ତମ ଜନ୍ମଦିବସ। ଏହି ଅବସରରେ ମହାନ ସାଧକଙ୍କୁ ମନେ ପକାଇଛି ଗୁଗୁଲ୍‌ ଡୁଡୁଲ। 

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ବାଙ୍ଗାଲୋର୍‌,୧୬।୧୦: କର୍ନାଟକ ଉପ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ୩ଟି ଲୋକସଭା ଆସନ ଏବଂ ୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। 

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଦାଭନଗେରେ,୧୬।୧୦: କର୍ନାଟକର ଦାଭନଗେରେ ଜିଲାରେ ଦେଖିବାକୁ ମିଳିଛି #ମି ଟୂ ର ଏକ ଭିନ୍ନ ରୂପ। ଏଠାକାର ଏକ ବ୍ୟାଙ୍କ ମ୍ୟାନେଜରଙ୍କୁ  ଜଣେ ମହିଳା ଲାଠିରେ ପିଟୁ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ଭୋପାଳ,୧୬।୧୦: ମଧ୍ୟପ୍ରଦେଶ ଧାର ଜିଲାର ମାଣ୍ଡୁ ସହର ଉପକଣ୍ଠରୁ ମିଳିଛି ୧୮ ଶତାବ୍ଦୀର ପ୍ରାଚୀନ କୃଷ୍ଣ ମୂର୍ତ୍ତି। ସ୍ଥାନୀୟ ଦରିଆ ଖାଁ ମହଲରେ ଖନନ ସମୟରେ କଳାମୁଗୁନୀ ପଥରରେ ନିର୍ମିତ ଏହି ମୂର୍ତ୍ତି ମିଳିଛି।

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଲକ୍ଷ୍ନୌ, ୧୬।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି। ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ପ୍ରଶାନ୍ତ କିଶୋରଙ୍କୁ ନୂଆ ପଦବୀ

ପ୍ରଶାନ୍ତ କିଶୋରଙ୍କୁ ନୂଆ ପଦବୀ

ପାଟନା,୧୬।୧୦: ନିକଟରେ ଜେଡିୟୁରେ ଯୋଗ ଦେଇଥିବା ପ୍ରଶାନ୍ତ କିଶୋର ଏବେ ଦଳର ୨ ନମ୍ବର ବ୍ୟକ୍ତିତ୍ୱ ଭାବେ ପରିଗଣିତ ହେବେ। ନିର୍ବାଚନ ରଣ କୌଶଳରେ ନିପୁଣ ଥିବା ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ନିଯୁକ୍ତ କରିଛନ୍ତି। 

୧୪ ବର୍ଷ ବୟସ୍କା ନାବାଳିକା ୩ ଥର ବୈଶ୍ୟାଳୟରେ ହେଲେ ବିକ୍ରି

୧୪ ବର୍ଷ ବୟସ୍କା ନାବାଳିକା ୩ ଥର ବୈଶ୍ୟାଳୟରେ ହେଲେ ବିକ୍ରି

ରାଞ୍ଚି,୧୬।୧୦: ଝାଡ଼ଖଣ୍ଡ ରାଞ୍ଚିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୩ ଥର ବୈଶ୍ୟାଳୟରେ ବିକ୍ରି ହୋଇଥିବା ଜଣେ ନାବାଳିକାକୁ ବିକ୍ରି କରାଯାଉଥିବା ବେଳେ ପୋଲିସ ଉଦ୍ଧାର କରିଛି।

କଂଗ୍ରେସ ନେତା ହେଲେ ଭାଜପା ମୁହାଁ

କଂଗ୍ରେସ ନେତା ହେଲେ ଭାଜପା ମୁହାଁ

ନୂଆଦିଲ୍ଲୀ,୧୬।୧୦: ଗୋଆର କଂଗ୍ରେସ ନେତା ଦୟାନନ୍ଦ ସୋପତେ ଓ ସୁଭାଷ ସିରୋଡକର ମଙ୍ଗଳବାର ନୂଆଦିଲ୍ଲୀଠାରେ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବା ପରେ ବିଦ୍ଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। 

ଉତ୍ତରକାଶୀରେ ଭୂକମ୍ପ

ଉତ୍ତରକାଶୀରେ ଭୂକମ୍ପ

ନୂଆଦିଲ୍ଲୀ,୧୬।୧୦: ଉତ୍ତରାଞ୍ଚଳ ଉତ୍ତରକାଶୀ ଜିଲାରେ ମଙ୍ଗଳବାର ଭୋର୍‌ ୪ଟା ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। 

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦: ପୃଥିବୀରେ ଡାଟା ଚୋରି ଘଟଣା ବଢ଼ିବାରେ ଲାଗିଛି। ଡାଟା ଚୋରି ଘଟଣାରେ ଭାରତ ପୃଥିବୀରେ ଦ୍ୱିତୀୟସ୍ଥାନ ହାସଲ କରିଛି।