ଜୀବନଚର୍ଯ୍ୟା |

ଆଖିର ସାଥୀ...

ଆଖିର ସାଥୀ...
ଆଖିକୁ ସୁରକ୍ଷିତ ରଖିବା ଆବଶ୍ୟକ। ଏଥିପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। ପ୍ରତିଦିନ ସକାଳେ କଞ୍ଚା ଶାଗକୁ ଚୋବାଇ ଖାଇଲେ ମୋତିଆ ବିନ୍ଦୁ ହୋଇ ନ ଥାଏ। ଶାଗ ମଧ୍ୟରେ ଖଡ଼ା ଓ କୋଶଳା ଶାଗ ଆଖି ପାଇଁ ଅତି ଉପକାରୀ।  ଶାଗ କୋଷ୍ଠକାଠିନ୍ୟ ଦୂର କରିବା ସହିତ ରକ୍ତଚାପ ମଧ୍ୟ ହ୍ରାସ କରିଥାଏ।  ସେହି ପରି ଅଣ୍ଡାର କେଶର ସପ୍ତାହରେ ଦୁଇଥର ଖାଇଲେ ଆଖି ରୋଗରୁ ମୁକ୍ତି ମିଳିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।
All Right Reserved By

ଜୀବନଚର୍ଯ୍ୟା |

ଡାଳିମ୍ବ ଚୋପା ଖାଆନ୍ତୁ ହାର୍ଟ ଆଟାକ୍‌ରୁ ଦୂରେଇ ରୁହନ୍ତୁ...

ଡାଳିମ୍ବ ଚୋପା ଖାଆନ୍ତୁ ହାର୍ଟ ଆଟାକ୍‌ରୁ ଦୂରେଇ ରୁହନ୍ତୁ...

ଡାଳିମ୍ବ ଖାଇସାରି ଆମେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ। କିନ୍ତୁ ଏହାର ଅନେକ ଉପକାରୀ ଗୁଣ ରହିଛି। ଏହାର ଚୋପାକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ ପିଇଲେ ମିଳିଥାଏ ଅନେକ ସୁଫଳ। 

ଉଲ୍‌ କପଡ଼ାରୁ ଦାଗ ଛଡ଼ାଇବାକୁ ହେଲେ...

ଉଲ୍‌ କପଡ଼ାରୁ ଦାଗ ଛଡ଼ାଇବାକୁ ହେଲେ...

ଉଲ୍‌ କପଡ଼ାରେ ଦାଗ ଲାଗିଗଲେ ପାଣିରେ ଇଜି ପକାଇ କିଛି ସମୟ ବୁଡାଇ ରଖନ୍ତୁ। ପରେ ଏହାକୁ ଧୀରେ ଧୀରେ ରଗଡି ଛଡାନ୍ତୁ।

ଶୀତଦିନେ ଉଲେନ୍‌ କୁର୍ତ୍ତିର କ୍ରେଜ୍‌

ଶୀତଦିନେ ଉଲେନ୍‌ କୁର୍ତ୍ତିର କ୍ରେଜ୍‌

ଶୀତଦିନେ ଉଲେନ୍‌ କୁର୍ତ୍ତିର କ୍ରେଜ୍‌ ଅଧିକ। ଏହାର ଷ୍ଟାଇଲ୍‌, କଲର ଏବଂ ଡିଜାଇନ୍‌ର ରହିଛି ବେଶ୍‌ ଡିମାଣ୍ଡ୍‌...

ଶୀତଦିନେ  ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚା ଫାଟିବା ଏକ ସାଧାରଣ ସମସ୍ୟା। ଏଥିପାଇଁ ଏହି ଦିନେ ଏକ୍ସଟ୍ରା କେୟାର ନେବାକୁ ପଡିଥାଏ। ଜାଣନ୍ତୁ କିଛି ଘରୋଇ ଟିପ୍ସ ଯାହାଦ୍ୱାରା ତ୍ୱଚାକୁ ସୁସ୍ଥ ଓ କୋମଳ ରଖିପାରିବେ...

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ...

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ...

ଗହମ ଗଛ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। 

ସ୍ବାସ୍ଥ୍ୟରକ୍ଷାରେ ବ୍ୟାୟାମ

ସ୍ବାସ୍ଥ୍ୟରକ୍ଷାରେ ବ୍ୟାୟାମ

”ଆମେ ଊଣାଧିକେ ଜାଣୁ ଯେ, ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସିରହିଲେ ଜଣେ ବିଭିନ୍ନ ରୋଗର ଶିକାର ହୁଏ । ତଥାପି ଆମେ ବିନା ହଲ୍‌ଚଲ୍‌ରେ ଆସନକୁ ଭିଡ଼ି ରହିଥାଉ। ଏହା ହେଉଛି ଏକ ସାଧାରଣ ଦୃଷ୍ଟାନ୍ତ। ଆମର ଆଳସ୍ୟକୁ ଅଧିକ ଖୋରାକ ଯୋଗାଉଛି ଦିନକୁ ଦିନ ଉପଲବ୍ଧି ହେଉଥିବା ଏକାଧିକ ଇଲେକ୍ଟ୍ରୋନିକ ଯନ୍ତ୍ରପାତି।“

ଲେନ୍ସ ବିହୀନ ମାଇକ୍ରୋସ୍କୋପ

ଲେନ୍ସ ବିହୀନ ମାଇକ୍ରୋସ୍କୋପ

କେତେକ ରୋଗ ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ରୋଗୀଠାରୁ ସଂଗ୍ରହ କରାଯାଇଥିବା ନମୁନା (ସାମ୍ପଲ)କୁ ପାଥୋଲୋଜିଗୁଡିକରେ ମାଇକ୍ରୋସ୍କୋପରେ ପରୀକ୍ଷା କରାଯାଏ।

ଡାଇବେଟିସ୍‌ ହୋଇଥିଲେ...

ଡାଇବେଟିସ୍‌ ହୋଇଥିଲେ...

ଆପଣ ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ କି ? ଯଦି ହଁ, ତେବେ ନିମ୍ନଲିଖିତ ଟିପ୍ସ ପ୍ରତି ଧ୍ୟାନ ଦେଇପାରନ୍ତି...


ଶୀତଦିନ ସକାଳେ ଖାଲିପାଦରେ ଚାଲନ୍ତୁ ଘାସ ଉପରେ...

ଶୀତଦିନ ସକାଳେ ଖାଲିପାଦରେ ଚାଲନ୍ତୁ ଘାସ ଉପରେ...

ଶୀତଦିନ ସକାଳେ ଖାଲିପାଦରେ ଘାସରେ ଚାଲିଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ଦୃଷ୍ଟିଶକ୍ତି ବଢ଼ିବା ସହିତ ପାଚନ କ୍ରିୟା ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ।

ଶୀତଦିନେ  ଖାଆନ୍ତୁ ମାଛ; ମିଳିବ ଏସବୁ ଫାଇଦା

ଶୀତଦିନେ ଖାଆନ୍ତୁ ମାଛ; ମିଳିବ ଏସବୁ ଫାଇଦା

ମାଛ ଖାଇବା ଶରୀର ପାଇଁ ବେଶ୍‌ ଭଲ। ଶୀତଦିନେ ସପ୍ତାହରେ ତିନିଥର ମାଛ ଖାଇଲେ ଅନେକ ଫାଇଦା ମିଳିଥାଏ। 

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ, ଫ୍ୟାଟି ଏସିଡ୍‌ ଓ ବିଟାକେରୋଟିନ୍‌। ତେଣୁ ପ୍ରତିଦିନ ସକାଳେ ଏହି ତେଲ ମାଲିସ କରିବା ଭଲ।

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି  ଜୁସ୍‌...

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ଜୁସ୍‌...

ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ।