ମେଟ୍ରୋ |

ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଗାନ୍ଧୀ ଯୁକ୍ତ୩ ବିଜ୍ଞାନ ଛାତ୍ରୀଛାତ୍ରମାନେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ପ୍ଲାଷ୍ଟିକ୍‌ ଫ୍ରି ଅଭିଯାନକୁ ସମର୍ଥନ ଜଣାଉଛନ୍ତି।

All Right Reserved By

ମେଟ୍ରୋ |

କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା:  ୭ ଅଭିଯୁକ୍ତ ଗିରଫ, ଜେଲ ଗଲେ

କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା: ୭ ଅଭିଯୁକ୍ତ ଗିରଫ, ଜେଲ ଗଲେ

ଭୁବନେଶ୍ୱର,୨୭|୩  (ବ୍ୟୁରୋ)- କଂଗ୍ରେସ ଭବନରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ଘଟଣାରେ ପୋଲିସ ମଙ୍ଗଳବାର ୭ଜଣଙ୍କୁ ଗିରଫ କରିଛି। 

ପ୍ୟାରିସ୍‌ ବେକରି ନିର୍ଦ୍ଦେଶକଙ୍କୁ ଆଗୁଆ ଜାମିନ

କଟକ ଅଫିସ, ୨୭|୩ - କେକ୍‌ କମ୍ପାନୀ ପ୍ୟାରିସ ବେକରିର ନିର୍ଦ୍ଦେଶକ ଜୟନାରାୟଣ ପୂଜାପଣ୍ଡା ଓ ତାଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ମହାସୁଆରଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ଗତ ଡିସେମ୍ବର ୧୭ରେ ହାଇକୋର୍ଟ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। 

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ:  ମେ ୧୩ ମଧ୍ୟରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କର

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ମେ ୧୩ ମଧ୍ୟରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କର

କଟକ ଅଫିସ, ୨୭|୩  ଆସନ୍ତା ମେ ୧୩ ତାରିଖ ମଧ୍ୟରେ ରାଜ୍ୟରେ ଥିବା ସମସ୍ତ ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକ ଉଚ୍ଛେଦ ହେବ। ଏ ସମ୍ପର୍କିତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରୀ ଓ ଜଷ୍ଟିସ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। 

ନବମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ଜନ୍ମ ଦେବା ଘଟଣା:  ୩ଲକ୍ଷ କ୍ଷତିପୂରଣ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ନବମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ଜନ୍ମ ଦେବା ଘଟଣା: ୩ଲକ୍ଷ କ୍ଷତିପୂରଣ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭|୩ (ବ୍ୟୁରୋ)- କୋରାପୁଟ ଜିଲାର ଏକ ଆବାସିକ ସରକାରୀ ସ୍କୁଲ୍‌ ଛାତ୍ରୀବାସରେ ରହୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୦୧୭ରେ ବଳାତ୍କାର କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ବଳାତ୍କାର କରିବା ପରେ କାହାକୁ ନ କହିବାକୁ ଧମକ ଦେଇଥିଲେ। 

ବାଲ୍‌ଟିରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ବାଲ୍‌ଟିରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଭୁବନେଶ୍ୱର,୨୭|୩  (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ଏନ୍‌-୬ ପ୍ଲଟ୍‌ ନଂ.୪୩୬ସ୍ଥିତ ଘର ପାଚେରି ପଛରୁ ପ୍ଲାଷ୍ଟିକ ବାଲ୍‌ଟି ଭିତରେ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ ଠାବ କରାଯାଇଛି। ମଙ୍ଗଳବାର ସକାଳେ ପାଚେରି ନିକଟରୁ ଦୁର୍ଗନ୍ଧ ବାହାରୁଥିବାରୁ ଲୋକେ ସେଠାରେ ପହଞ୍ଚତ୍ ରକ୍ତଲଗା ମୃତଦେହକୁ ବାଲ୍‌ଟି ଭିତରେ ଦେଖି ପୋଲିସକୁ ଖବର ଦେଇଥିଲେ। 

କମିଶନରେଟ ପୋଲିସର ନିର୍ବାଚନୀ ପ୍ରସ୍ତୁତି:  ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ବୈଠକ

କମିଶନରେଟ ପୋଲିସର ନିର୍ବାଚନୀ ପ୍ରସ୍ତୁତି: ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ବୈଠକ

ଭୁବନେଶ୍ୱର,୨୭|୩ (ବ୍ୟୁରୋ)-  ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଯାଇଥିବାବେଳେ ପ୍ରଚାର ମଧ୍ୟ ଜୋର୍‌ ଧରିଲାଣି।

ଅଭିଯୋଗ ଆଣିଲା ସୂଚନା ଅଧିକାର ଅଭିଯାନ: ମିଳୁନି ଘଙ୍ଗାପାଟଣା ଜମି କେଳେଙ୍କାରୀ ତଥ୍ୟ; ତଦନ୍ତକୁ ଚାପି ଦିଆଯାଇଛି

ଭୁବନେଶ୍ୱର,୨୭|୩ (ବ୍ୟୁରୋ)- ବହୁଚର୍ଚ୍ଚିତ ଭୁବନେଶ୍ୱରର ଘଙ୍ଗାପାଟଣା ଜମି ଦୁର୍ନୀତିର ତଦନ୍ତକୁ ୫ବର୍ଷ ଧରି ଚାପି ଦିଆଯାଇଛି। ଏହି ଦୁର୍ନୀତିରେ ଦଳର ପ୍ରଭାବଶାଳୀ ନେତା ଓ ବ୍ୟକ୍ତିବିଶେଷ ସମ୍ପୃକ୍ତ ଥିବାରୁ କଳବଳ ଲଗାଇ ତାହାକୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଚପାଇ ଦେଇଛି।

ଆଜି ବିଶ୍ୱ ନାଟକ ଦିବସ: ପ୍ରହସନ ପାଲଟିଛି ‘ନାଟ୍ୟଧାରା’

ଆଜି ବିଶ୍ୱ ନାଟକ ଦିବସ: ପ୍ରହସନ ପାଲଟିଛି ‘ନାଟ୍ୟଧାରା’

ଭୁବନେଶ୍ୱର,୨୭।୩(ବ୍ୟୁରୋ)- ମଞ୍ଚ ନାଟକକୁ ପୁନର୍ଜୀବିତ କରିବା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ନାଟ୍ୟସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ମାସିକ ନାଟକ ପରିକ୍ରମା କାର୍ଯ୍ୟକ୍ରମ ‘ନାଟ୍ୟଧାରା’ ଏକ ପ୍ରହସନରେ ପରିଣତ ହୋଇଛି। 

ଯକ୍ଷ୍ମା ସଚେତନତା ପାଇଁ ୧୧,୦୦୦ କିମି ସାଇକେଲ ଯାତ୍ରା

ଯକ୍ଷ୍ମା ସଚେତନତା ପାଇଁ ୧୧,୦୦୦ କିମି ସାଇକେଲ ଯାତ୍ରା

କଟକ ଅଫିସ/ଭୁବନେଶ୍ୱର,୨୭।୩(ବ୍ୟୁରୋ)- ଯକ୍ଷ୍ମାମୁକ୍ତ ଭାରତ ଏବଂ ଯକ୍ଷ୍ମା ସଚେତନତା ସୃଷ୍ଟି ନିମନ୍ତେ ରୋଟାରି କ୍ଲବ, ଭଦ୍ରକ ମିଡ୍‌ଟାଉନ୍‌ର ସଭ୍ୟ ରୋଟାରିଆନ୍‌ ତ୍ରିଲୋଚନ ମହାଲିକ ୧୧,୦୦୦ କିଲୋମିଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି।

ଏସ୍‌ବିଆଇ ଲାଇଫ୍‌ର ଥାଙ୍କସ୍‌ ଏ ଡଟ୍‌ ଅଭିଯାନ

ଏସ୍‌ବିଆଇ ଲାଇଫ୍‌ର ଥାଙ୍କସ୍‌ ଏ ଡଟ୍‌ ଅଭିଯାନ

ଭୁବନେଶ୍ୱର,୨୬ -୩: ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ସ୍ତନ କର୍କଟ ସଂକ୍ରାନ୍ତ ସଚେତନତା ସୃଷ୍ଟି କରିବା ପାଇଁ ‘ଥାଙ୍କସ୍‌ ଏ ଡଟ୍‌’ ନାମକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। 

ହ୍ୟୁଣ୍ଡାଇ ପକ୍ଷରୁ ସର୍ଭିସ କ୍ୟାମ୍ପ

ହ୍ୟୁଣ୍ଡାଇ ପକ୍ଷରୁ ସର୍ଭିସ କ୍ୟାମ୍ପ

ଭୁବନେଶ୍ୱର,୨୬-୩: ପ୍ରମୁଖ କାର ନିର୍ମାତା ହ୍ୟୁଣ୍ଡାଇ ପକ୍ଷରୁ ଏହାର ଅଧିକୃତ ଡିଲର ଆଦିତ୍ୟ ହ୍ୟୁଣ୍ଡାଇର ଉତ୍ତରାସ୍ଥିତ ଶୋ’ରୁମରେ ସର୍ଭିସ କ୍ୟାମ୍ପ‘ଏକ୍ସପେରିଏନ୍ସ ହ୍ୟୁଣ୍ଡାଇ’ ଆୟୋଜିତ ହୋଇଯାଇଛି। 

ନଅ ଦିନ ଆଂଶିକ ବାତିଲ ରହିବ ପ୍ରଶାନ୍ତି ଏକ୍ସପ୍ରେସ

ନଅ ଦିନ ଆଂଶିକ ବାତିଲ ରହିବ ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ୱର,୨୬-୩: ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ ଦିନକ ପାଇଁ ବାତିଲ ରହିବ। ସେହିଭଳି ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ନଅ ଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। 

Model This Week

ରଶ୍ମି
Why Dharitri