ଅନ୍ତର୍ଜାତୀୟ |

ସ୍ଥଳଭାଗ ଛୁଇଁଲା ଫ୍ଲୋରେନ୍ସ: ରଚିବ ତାଣ୍ଡବ

ସ୍ଥଳଭାଗ ଛୁଇଁଲା ଫ୍ଲୋରେନ୍ସ: ରଚିବ ତାଣ୍ଡବ
ଓ୍ବାଶିଂଟନ,୧୪।୯: ଆମେରିକାରେ ଆସୁଥିବା ପ୍ରଳୟଙ୍କରୀ ତୋଫାନ୍‌ ଫ୍ଲୋରେନ୍ସ ଶୁକ୍ରବାର ସ୍ଥଳଭାଗ ଛୁଇଁଛି। ଏହା ଭୟଙ୍କର ରୂପ ଧାରଣ କରିଛି ବୋଲି କହିଛି ନ୍ୟାଶନାଲ ହୁରିକେନ୍‌ ସେଣ୍ଟର। ଏହା ରାଇଟ୍ସ ଭିଲେ ଉପକୂଳରେ ସ୍ଥଳଭାଗକୁ ଛୁଇଁଛି। ଏହାର ପ୍ରଭାବରେ ପ୍ରବଳ ପବନ ବହିବା ସହ ବର୍ଷା ମଧ୍ୟ ହେବ। ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲେ ସୁଦ୍ଧା ଏହା ଧନଜୀବନ ଉପରେ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଇଛି। 

All Right Reserved By

ଅନ୍ତର୍ଜାତୀୟ |

ସ୍ପେନ୍‌ରେ ଟ୍ରେନ୍‌ ଦୁର୍ଘଟଣା

ସ୍ପେନ୍‌ରେ ଟ୍ରେନ୍‌ ଦୁର୍ଘଟଣା

କାଟାଲୋନିଆ,୨୦।୧୧: ସ୍ପେନ୍‌ର କାଟାଲୋନିଆରେ ମଙ୍ଗଳବାର ସକାଳେ ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫ରୁ ଅଧିକ ଆହତ ହୋଇଛନ୍ତି। 

ଟ୍ରମ୍ପ୍‌-ଇମ୍ରାନ୍‌ ମୁହାଁମୁହିଁ

ଟ୍ରମ୍ପ୍‌-ଇମ୍ରାନ୍‌ ମୁହାଁମୁହିଁ

ଇସଲାମାବାଦ୍‌,୨୦।୧୧:  ଆତଙ୍କବାଦ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ହୋଇଛନ୍ତି ମୁହାଁ ମୁହିଁ। 

ହସ୍ପିଟାଲରେ ଗୁଳିମାଡ଼: ୪ ମୃତ

ହସ୍ପିଟାଲରେ ଗୁଳିମାଡ଼: ୪ ମୃତ

ସିକାଗୋ,୨୦।୧୧: ଆମେରିକାର ସିକାଗୋରେ ଥିବା ଏକ ହସ୍ପିଟାଲରେ ସୋମବାର ହୋଇଥିବା ଗୁଳିମାଡରେ ବନ୍ଧୁକଧାରୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। 

ଅଗଷ୍ଟା ମାମଲା: ଦୁବାଇ କୋର୍ଟଙ୍କ ନିର୍ଦ୍ଦେଶ: ମଧ୍ୟସ୍ଥ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବ ୟୁଏଇ

ଅଗଷ୍ଟା ମାମଲା: ଦୁବାଇ କୋର୍ଟଙ୍କ ନିର୍ଦ୍ଦେଶ: ମଧ୍ୟସ୍ଥ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବ ୟୁଏଇ

ଦୁବାଇ,୨୦।୧୧(ପି.ଟି.): ବହୁ ଚର୍ଚ୍ଚିତ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ଏକ ନୂଆ ମୋଡ଼ ଆସିଛି। ଭିଭିଆଇପିଙ୍କ ଲାଗି ଉଦ୍ଦିଷ୍ଟ ଏହି ହେଲିକପ୍ଟର କ୍ରୟ ସଂକ୍ରାନ୍ତ ଚୁକ୍ତିବେଳେ ହୋଇଥିବା ଆର୍ଥତ୍କ ହେରଫେରରେ ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ଲାଗିଛି ଝଟକା। ଖ୍ରୀଷ୍ଟିୟାନ୍‌ ମାଇକେଲ୍‌ ନାମକ ଏହି ବ୍ରିଟିଶ୍‌ ବ୍ୟବସାୟୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ସୋମବାର ଦୁବାଇର ଏକ ଉଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ଜାକର୍ତ୍ତା, ୧୯।୧୧: ଯୁବତୀମାନଙ୍କ ଦ୍ୱାରା ବ୍ୟବହୃତ ସାନିଟାରୀ ନାପକିନ୍ସ ଓ ଟ୍ୟାମ୍ପୁନ୍ସରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

ହାଇତିରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ: ୬ ମୃତ

ହାଇତିରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ: ୬ ମୃତ

ପୋର୍ଟ-ଔ-ପ୍ରିନ୍ସ୍‌,୧୯।୧୧: ହାଇତିରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ୬ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଆଣ୍ଟିବାୟୋଟିକ୍‌ ପ୍ରତିରୋଧ: ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ଆଣ୍ଟିବାୟୋଟିକ୍‌ ପ୍ରତିରୋଧ: ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୧୧: ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ଯୋଗୁ ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି। ସେଣ୍ଟର ଫର୍‌ ଡିଜିଜ୍‌ ଡାଇନାମିକ୍‌ ଇକୋନୋମିକ୍ସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଶ୍ରୀଲଙ୍କା ସଙ୍କଟ: ସର୍ବଦଳୀୟ ବୈଠକ ବିଫଳ

ଶ୍ରୀଲଙ୍କା ସଙ୍କଟ: ସର୍ବଦଳୀୟ ବୈଠକ ବିଫଳ

କଲମ୍ବୋ,୧୯ା୧୧(ପି.ଟି.):  ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଡାକିଥିବା ସର୍ବଦଳୀୟ ବୈଠକ ରବିବାର ବିଫଳ ହୋଇଛି। ଫଳରେ ଦେଶରେ ଲାଗିରହିଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି।

କାଲିଫର୍ନିଆ ଜଙ୍ଗଲରେ ନିଆଁ: ସ୍ଥିତି ପରଖିଲେ ଟ୍ରମ୍ପ

କାଲିଫର୍ନିଆ ଜଙ୍ଗଲରେ ନିଆଁ: ସ୍ଥିତି ପରଖିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୧୧: ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ଏପଟେ ମୃତ ଓ ଆହତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। ଶନିବାର ୫ ଜଣଙ୍କ ମୃତଦେହ ମିଳିବା ପରେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୭୬ରେ ପହଞ୍ଚିଛି। 

ଶାର୍କ ଆକ୍ରମଣରେ ଆହତ ହେଲେ ସର୍ଫର୍‌

ଶାର୍କ ଆକ୍ରମଣରେ ଆହତ ହେଲେ ସର୍ଫର୍‌

ସିଡ୍‌ନୀ,୧୮।୧୧: ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଚାଲିଥିବା ଏକ ସର୍ଫିଙ୍ଗ ପ୍ରତିଯୋଗୀତାରେ ଜଣେ ପ୍ରତିଯୋଗୀ ଶାର୍କର ଶିକାର ହୋଇଛନ୍ତି। ତାଙ୍କ ଡାହାଣ ହାତ ଓ ଗୋଡରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି।

ଆମେରିକାରେ ଭାରତୀୟଙ୍କୁ ହତ୍ୟା

ଆମେରିକାରେ ଭାରତୀୟଙ୍କୁ ହତ୍ୟା

ନ୍ୟୁୟର୍କ,୧୮।୧୧: ଆମେରିକା ନ୍ୟୁ ଜର୍ସିରେ ଜଣେ ୧୬ ବର୍ଷୀୟ ନାବାଳକ ଜଣେ ୬୧ ବର୍ଷୀୟ ଭାରତୀୟଙ୍କୁ ଗୁଳିକରି ମାରିବା ଘଟଣା ସାମ୍ନାକୁ ଆସିଛି। ମୃତକ ହେଉଛନ୍ତି ସୁନିଲ ଏଡଲା।

ଚାପମୁକ୍ତ ଜୀବନ: ପାଠ ପଢ଼ାଇଲେ ରବିଶଙ୍କର

ଚାପମୁକ୍ତ ଜୀବନ: ପାଠ ପଢ଼ାଇଲେ ରବିଶଙ୍କର

ଦୁବାଇ,୧୮।୧୧(ୟୁଏଇ): ଭାରତର ଆଧ୍ୟାତ୍ମିକ ଗୁରୁ ରବିଶଙ୍କର ସଂଯୁକ୍ତ ଆରବ ଏମିରେଟ୍‌ସର ଶାରଜାଠାରେ ଆୟୋଜିତ ଏକ ଯୋଗ ଶିବିରରେ ଚାପମୁକ୍ତ ଜୀବନଯାପନ ପାଇଁ ଦିଗ୍‌ଦର୍ଶନ ଦେଇଛନ୍ତି।