ଫୁରସତ |

ଗର୍ଭବତୀ ପିଉଥିବା ଶୁପ୍‌ରେ ମିଳିଲା ମଲାମୂଷା: ଗର୍ଭପାତ ପାଇଁ ଅର୍ଥ ଦେଲେ ହୋଟେଲ ମାଲିକ

ଗର୍ଭବତୀ ପିଉଥିବା ଶୁପ୍‌ରେ ମିଳିଲା ମଲାମୂଷା: ଗର୍ଭପାତ ପାଇଁ ଅର୍ଥ ଦେଲେ ହୋଟେଲ ମାଲିକ
ବେଜିଂ: ଚାଇନାରେ ଜଣେ ଗର୍ଭବତୀ ମହିଳା ରେଷ୍ଟୁରାଣ୍ଟରେ ଶୁପ୍‌ ପିଉଥିବା ବେଳେ ସେଥିରୁ ଏକ ମଲା ମୂଷା ବାହାରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଚାଇନାର ଉକ୍ତ ନାମୀ ରେଷ୍ଟୁରାଷ୍ଟଙ୍କୁ ବନ୍ଦ କରି ଦିଆଯାଇଛି। ହେଲେ ମହିଳାଙ୍କ ଗର୍ଭରେ ଥିବା ସନ୍ତାନ ଉପରେ ଏହାର ଖରାପ ପ୍ରଭାବ ପଡିବ ଜାଣି ରେଷ୍ଟୁରାଣ୍ଟ ମାଲିକ ତାଙ୍କୁ କିଛି ଅର୍ଥ ଯାଚିଥିଲେ। ସୂଚନାଯୋଗ୍ୟ, ସେପ୍ଟେମ୍ବର ୬ରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ଉକ୍ତ ରେଷ୍ଟୁରାଣ୍ଟରେ ଶୁପ୍‌ ପିଇବାକୁ ଯାଇଥିଲେ। 
All Right Reserved By

ଫୁରସତ |

ବାଦୁଡ଼ିଙ୍କ ପାଇଁ ହସ୍ପିଟାଲ

ବାଦୁଡ଼ିଙ୍କ ପାଇଁ ହସ୍ପିଟାଲ

ଅଷ୍ଟ୍ରେଲିଆରେ ରହିଛି ଏକ ହସ୍ପିଟାଲ। ଏଠାରେ ବାଦୁଡ଼ିଙ୍କର ଚିକିତ୍ସା କରାଯାଏ। ସ୍ଥାନୀୟ ଏଥର୍ଟନ ସହରରେ ଥିବା ଟୋଲ୍‌ଗୋ ଓ୍ବେଷ୍ଟ୍‌ ହସ୍ପିଟାଲରେ ବାଦୁଡ଼ି ବଂଶ ବଞ୍ଚାଇବା ପାଇଁ ଏଭଳି ପ୍ରୟାସ କରାଯାଉଛି।

 ଏଭଳି ଅଫିସ ଯେଉଁଠି ଶାରୀରିକ ସମ୍ପର୍କ ପାଇଁ ମିଳେ ଘଣ୍ଟାଏ ବିରତି...

ଏଭଳି ଅଫିସ ଯେଉଁଠି ଶାରୀରିକ ସମ୍ପର୍କ ପାଇଁ ମିଳେ ଘଣ୍ଟାଏ ବିରତି...

ଅଫିସରେ ଲଞ୍ଚ୍‌ ବ୍ରେକ୍‌ ଅଥବା ଟି ବ୍ରେକ୍‌ ହୋଇଥାଏ। ତେବେ ସ୍ବିଡ଼େନ୍‌ରେ ଏଭଳି ଏକ ଅଫିସ ରହିଛି, ଯେଉଁଠି କର୍ମଚାରୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ମିଳିଥାଏ ଘଣ୍ଟେ ବିରତି। 

ମେଘାଳୟ ଯୁଗ

ମେଘାଳୟ ଯୁଗ

”ବିଶ୍ୱ ଦରବାରରେ ନୂତନ ରୂପେ ପରିଚିତ ମେଘାଳୟ ଯୁଗ ୪୨୦୦ ବର୍ଷ ତଳୁ ୧୯୫୦ ବର୍ଷ ଧରି ପରିବ୍ୟାପ୍ତ। ଏହାର ଆରମ୍ଭରେ ବିଶ୍ୱବ୍ୟାପୀ ଭୟଙ୍କର ମରୁଡ଼ି ଦେଖାଦେଇଥିଲା ଏବଂ ଜଳବାୟୁରେ ବଡ଼ଧରଣର ବିଭ୍ରାଟ ଉପୁଜିଥିଲା, ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ  ପରିମାଣ ହ୍ରାସ ପାଇ ଅଙ୍ଗାରକାମ୍ଳ ପରିମାଣରେ ମାତ୍ରାଧିକ ବୃଦ୍ଧି ଘଟିଥିଲା ବୋଲି ଭୂବୈଜ୍ଞାନିକମାନେ ବ୍ୟାଖ୍ୟା କରିଛନ୍ତି।“

ସର୍ବବୃହତ୍‌ ସୁପର କମ୍ପ୍ୟୁଟର

ସର୍ବବୃହତ୍‌ ସୁପର କମ୍ପ୍ୟୁଟର

ଲଣ୍ଡନ: ମଣିଷ ମସ୍ତିଷ୍କ ଭଳି କାର୍ଯ୍ୟ କରିବାର କ୍ଷମତା ରଖିଥିବା ବିଶ୍ୱର ସର୍ବବୃହତ୍‌ ସୁପର କମ୍ପ୍ୟୁଟର ପ୍ରଥମ ଥର ପାଇଁ ଖୋଲାଯାଇଛି। ଏହାକୁ ସ୍ପାଇକିଙ୍ଗ୍‌ ନ୍ୟୁରାଲ୍‌ ନେଟ୍‌ଓ୍ବର୍କ ଆର୍କିଟେକ୍‌ଚର ବା ସଂକ୍ଷେପରେ ସ୍ପିନ୍‌ନାକର ମେଶିନ୍‌ କୁହାଯାଉଛି।

ମ୍ୟାଗ୍ନେଟମ୍ୟାନ୍‌ ଅରୁଣ...

ମ୍ୟାଗ୍ନେଟମ୍ୟାନ୍‌ ଅରୁଣ...

ମଧ୍ୟପ୍ରଦେଶର ସାଗର ଜିଲ୍ଲା ଧାନା ଗ୍ରାମରେ ବାସ କରରୁଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ରହିଛି ଚୁମ୍ବକୀୟ ଶକ୍ତି। ତାଙ୍କୁ ସଭିଏଁ ମ୍ୟାଗନେଟ୍‌ମ୍ୟାନ ବୋଲି ଡାକିଥାନ୍ତି। ସେ ହେଉଛନ୍ତି ୫୦ ବର୍ଷୀୟ ଅରୁଣ ରାୟକ୍ୱାର। 

ଇନ୍ଦ୍ର ଦେବତାଙ୍କୁ ସନ୍ତୋଷ ପାଇଁ ଯେଉଁଠି କରାଯାଏ ଗଧ ବାହାଘର

ଇନ୍ଦ୍ର ଦେବତାଙ୍କୁ ସନ୍ତୋଷ ପାଇଁ ଯେଉଁଠି କରାଯାଏ ଗଧ ବାହାଘର

ଭାରତର କେତେକ ଅଞ୍ଚଳରେ ପ୍ରାଚୀନ କାଳରୁ ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରାଣୀଙ୍କ ମଧ୍ୟରେ ବାହାଘର କରାଯାଇଥାଏ।  ଆସାମ ଓ ମହାରାଷ୍ଟ୍ରରେ ବର୍ଷା ନ ହେଲେ ଲୋକେ ବେଙ୍ଗ-ବେଙ୍ଗୁଲୀ ବାହାଘର କରାଇଥାନ୍ତି। 

ଯେଉଁଠି ହସ୍ପିଟାଲରେ କୁକୁର କରନ୍ତି ଚିକିତ୍ସା

ଯେଉଁଠି ହସ୍ପିଟାଲରେ କୁକୁର କରନ୍ତି ଚିକିତ୍ସା

ବ୍ରିଟେନ୍‌ରେ ରହିଛି ଏକ ହସ୍ପିଟାଲ। ଏଠାରେ କୁକୁରମାନେ ଡାକ୍ତରଙ୍କୁ ରୋଗୀଙ୍କ ଚିକିତ୍ସାରେ ସହାୟତା କରନ୍ତି। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ପ୍ରଥମେ ସ୍ବତନ୍ତ୍ର ତାଲିମପ୍ରାପ୍ତ କୁକୁର ଶୁଙ୍ଘିଥାନ୍ତି। 

କାର୍‌କୁ ବିବାହ କଲେ ଯୁବକ

କାର୍‌କୁ ବିବାହ କଲେ ଯୁବକ

ବିବାହ ନେଇ ଯୁବତୀ ଯୁବକଙ୍କ ମନରେ ଅନେକ ସ୍ବପ୍ନ ରହିଥାଏ। ସୁନ୍ଦର ସାଥୀ ପାଇବା ସଭିଙ୍କର ଥାଏ ଇଛା। ତେବେ ଜର୍ମାନରେ ଜନ୍‌ ନାମକ ଜଣେ ଯୁବକ ନିକ କାରକୁ ବିବାହ କରିଛନ୍ତି।

ଚକୋଲେଟ ଜରିରେ ନିର୍ମିତ ପୋଷାକ

ଚକୋଲେଟ ଜରିରେ ନିର୍ମିତ ପୋଷାକ

ଦିନକୁ ଦିନ ଫ୍ୟାଶନର ପରିଭାଷା ବଦଳିବାରେ ଲାଗିଛି। ନୂଆ ନୂଆ କନ୍‌ସେପ୍ଟ ଏବଂ ଥିମ୍‌କୁ ନେଇ ପୋଷାକ ପ୍ରସ୍ତୁତ କରାଯାଉଛି।

ଦାମୀ ଡଲ୍‌ ହାଉସ୍‌

ଦାମୀ ଡଲ୍‌ ହାଉସ୍‌

ସବୁଠୁ ଦାମୀ ଖେଳଣା ତଥା ଦାମୀ ଡଲ ହାଉସ୍‌ ଭାବେ ‘ଆଷ୍ଟୋଲାଟ୍‌ ଡଲ୍‌ ହାଉସ୍‌ କ୍ୟାସେଲ୍‌’ ପ୍ରସିଦ୍ଧି ହାସଲ କରିଛି। ଏହାର ମୂଲ୍ୟ ହେଉଛି ୮.୫ ମିଲିୟନ ଡଲାର। ଯାହାକି ନ୍ୟୁୟର୍କ ଏବଂ ଲଣ୍ଡନର କୌଣସି ମୁଖ୍ୟ ସ୍ଥାନରେ ଆପାର୍ଟମେଣ୍ଟର ଦାମ ସହ ସମାନ। 

ଲାମାର ହାଇ ଜମ୍ପରେ ରେକର୍ଡ

ଲାମାର ହାଇ ଜମ୍ପରେ ରେକର୍ଡ

ନଅ ବର୍ଷର ଲାମା କାସ୍ପା ପାଇଁ ତା’ର  ମାଲିକାଣୀ ସ୍ୟୁ ଓ୍ବିଲିୟମ ବେଶ୍‌ ଗର୍ବିତ। କାରଣ କାସ୍ପା ହାଇ ଜମ୍ପରେ କରିଛି ରେକର୍ଡ। ୩ ଫୁଟ ୮.୫ ଇଞ୍ଚ ଉଚ୍ଚତାରେ ଥିବା ବାଡି ଉପରକୁ ସେ ନ ଛୁଇଁ ଡେଇଁ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। 

ସତସତିକା ପୋର୍ଟ୍ରେଟ୍‌

ସତସତିକା ପୋର୍ଟ୍ରେଟ୍‌

ଟୋକିଓ ଓ ୟୋକୋହାମା ମଝିରେ ରହିଛି କାଓ୍ବସାକି। ଏହା ଏକ ଜାପାନୀ ସହର। କାଓ୍ବସାକି ତା’ର ଶିଳ୍ପାୟନ, ଓପନ ଏୟାର୍‌ ଫୋକ୍‌ ମ୍ୟୁଜିୟମ ସହ ସବୁଠୁ ରଙ୍ଗିନ ହାଲୋଓ୍ବିନ ପାଳନ ପାଇଁ ପ୍ରସିଦ୍ଧି ହାସଲ କରିଛି।