ଅନ୍ତର୍ଜାତୀୟ |

ଗରିବଙ୍କ ସାହାଯ୍ୟ ପାଇଁ ୧୪,୫୦୦ କୋଟି ଦାନ କରିବେ ଆମାଜନ୍‌ ସିଇଓ

ଗରିବଙ୍କ ସାହାଯ୍ୟ ପାଇଁ ୧୪,୫୦୦ କୋଟି ଦାନ କରିବେ ଆମାଜନ୍‌ ସିଇଓ
ଓ୍ବାଶିଂଟନ୍‌,୧୪।୯: ବିଶ୍ୱର ନାମୀଦାମୀ ଇ କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍‌ ବେଜୋସ୍‌ ଗରିବଙ୍କ ସହାୟତା ପାଇଁ ୨ଅରବ ଡଲାର ବା ୧୪ ହଜାର ୫ଶହ କୋଟି ଟଙ୍କା ଦାନ କରିବେ ବୋଲି ସ୍ଥିର କରିଛନ୍ତି। ସେ ପରୋପକାର ପାଇଁ ଏକ ପଣ୍ଡ ଖୋଲିଛନ୍ତି, ଯାହାଦ୍ୱାରା ବାସହରା ପରିବାର ଓ ଗରିବ ପିଲମାନଙ୍କୁ ସାହାଯ୍ୟ ମିଳିବ। ଏହା ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଫ୍ୟାମିଲି ଫଣ୍ଡ ଓ ଅନ୍ୟଟି ଏକାଡେମିଜ୍‌ ଫଣ୍ଡ। ନିଜେ ବେଜୋସ୍‌ ଏହା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଫ୍ୟାମିଲି ଫଣ୍ଡ ଦ୍ୱାରା ସାମାଜିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ସାମାଜିକ କର୍ମୀ ଏବଂ ସଂସ୍ଥା ଓ ସଙ୍ଗଠନ ଗୁଡିକୁ ବାର୍ଷିକ ପୁରସ୍କାର ଦିଆଯିବ। ଏକାଡେମିଜ୍‌ ଫଣ୍ଡ ଦ୍ୱାରା  ଏକ ବଡ ଧରଣର ପ୍ରି-ସ୍କୁଲ ନେଟଓ୍ବର୍କ ଗଠନ କରାଯିବ। ସୂଚନାଯୋଗ୍ୟ, ବେଜୋସଙ୍କ ସମ୍ପତ୍ତିର ମୂଲ୍ୟ ୧୬୦ ଅରବ ଡଲାରରୁ ଅଧିକ। ଫୋର୍ବସ ମାଗାଜିନ୍‌ର ରିପୋର୍ଟ ଅନୁଯାୟୀ ବେଜୋସ୍‌ ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। 
All Right Reserved By

ଅନ୍ତର୍ଜାତୀୟ |

ଆଣ୍ଡାମାନ ବୁଲି ଆସିଥିବା ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା

ଆଣ୍ଡାମାନ ବୁଲି ଆସିଥିବା ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା

ପୋର୍ଟ ବ୍ଲେୟାର/ଓ୍ବାଶିଂଟନ,୨୧।୧୧: ଆଣ୍ଡାମାନ ଓ ନିକୋବର ଦ୍ୱୀପ ବୁଲି ଆସିଥିବା ଜଣେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଜନ୍‌ ଆଲେନ୍‌ ଚାଉ(୨୭) ନାମକ ଏହି ପର୍ଯ୍ୟଟକ ସେଣ୍ଟିନା ଆୟାରଲାଣ୍ଡ ବୁଲିବାକୁ ଯିବା ସମୟରେ କେତେଜଣ ଅଜ୍ଞାତ ବ୍ୟକ୍ତି ତାଙ୍କୁ ସାଥିରେ ଡାକି ନେଇ ହତ୍ୟା କରିଛନ୍ତି। 

ପ୍ରେମିକଙ୍କ ମାଂସରେ ବିରିୟାନୀ ପ୍ରସ୍ତୁତ କରି ବାଣ୍ଟିଲେ ପ୍ରେମିକା

ପ୍ରେମିକଙ୍କ ମାଂସରେ ବିରିୟାନୀ ପ୍ରସ୍ତୁତ କରି ବାଣ୍ଟିଲେ ପ୍ରେମିକା

ଦୁବାଇ, ୨୧।୧୧: ପ୍ରେମିକକୁ ହତ୍ୟା କରି ତାଙ୍କ ମାଂସରେ ବିରିୟାନୀ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିଛନ୍ତି ଜଣେ ଯୁବତୀ। 

ବିମାନ ପଛରେ ଦୌଡିଲେ ମହିଳା: ଭିଡିଓ ଭାଇରାଲ

ବିମାନ ପଛରେ ଦୌଡିଲେ ମହିଳା: ଭିଡିଓ ଭାଇରାଲ

ଦେନପାସର,୨୧।୧୧: ବାଲିର ନୁଗରା ରାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ରବିବାର ଘଟିଥିଲା ଏହି ଘଟଣା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇସ୍ତଫା ଦେବେନି ଜୁକରବର୍ଗ

ଇସ୍ତଫା ଦେବେନି ଜୁକରବର୍ଗ

ସାନ୍‌ ଫ୍ୟାନ୍‌ସିସ୍କୋ,୨୧।୧୧: କିଛିଦିନ ହେବ ଫେସବୁକର ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଶୁଣିବାକୁ ମିଳୁଥିଲା। ହେଲେ ମଙ୍ଗଳବାର ଏମିତି ସବୁ କଳ୍ପନାଜଳ୍ପନା ଉପରେ ଫୁଲଷ୍ଟପ ଲଗାଇଛନ୍ତି ଜୁକରବର୍ଗ।

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ:  ସଙ୍କଟରେ ତିମି ବଂଶ

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ: ସଙ୍କଟରେ ତିମି ବଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୧୧: ସମୁଦ୍ରରେ ଅଦରକାରୀ ପ୍ଲାଷ୍ଟିକ୍‌ ସାମଗ୍ରୀକୁ ପକାଇବା ଯୋଗୁ ତିମି ବଂଶ ପାଇଁ ସୃଷ୍ଟି ହୋଇଛି ସଙ୍କଟ। 

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୂଆଦିଲ୍ଲୀ/ମସ୍କୋ,୨୧।୧୧: ଭାରତ ନୌସେନାର ଶକ୍ତି ବୃଦ୍ଧି ପାଇଁ ରୁଷିଆ ସହିତ ହାତ ମିଳାଇଛି। ଏନେଇ ଗୋଆ ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ରୁଷିଆର ସରକାରୀ କମ୍ପାନୀ ରୋସୋବୋରୋନ ଏକ୍ସପୋର୍ଟ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। 

ସ୍ପେନ୍‌ରେ ଟ୍ରେନ୍‌ ଦୁର୍ଘଟଣା

ସ୍ପେନ୍‌ରେ ଟ୍ରେନ୍‌ ଦୁର୍ଘଟଣା

କାଟାଲୋନିଆ,୨୦।୧୧: ସ୍ପେନ୍‌ର କାଟାଲୋନିଆରେ ମଙ୍ଗଳବାର ସକାଳେ ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫ରୁ ଅଧିକ ଆହତ ହୋଇଛନ୍ତି। 

ଟ୍ରମ୍ପ୍‌-ଇମ୍ରାନ୍‌ ମୁହାଁମୁହିଁ

ଟ୍ରମ୍ପ୍‌-ଇମ୍ରାନ୍‌ ମୁହାଁମୁହିଁ

ଇସଲାମାବାଦ୍‌,୨୦।୧୧:  ଆତଙ୍କବାଦ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ହୋଇଛନ୍ତି ମୁହାଁ ମୁହିଁ। 

ହସ୍ପିଟାଲରେ ଗୁଳିମାଡ଼: ୪ ମୃତ

ହସ୍ପିଟାଲରେ ଗୁଳିମାଡ଼: ୪ ମୃତ

ସିକାଗୋ,୨୦।୧୧: ଆମେରିକାର ସିକାଗୋରେ ଥିବା ଏକ ହସ୍ପିଟାଲରେ ସୋମବାର ହୋଇଥିବା ଗୁଳିମାଡରେ ବନ୍ଧୁକଧାରୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। 

ଅଗଷ୍ଟା ମାମଲା: ଦୁବାଇ କୋର୍ଟଙ୍କ ନିର୍ଦ୍ଦେଶ: ମଧ୍ୟସ୍ଥ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବ ୟୁଏଇ

ଅଗଷ୍ଟା ମାମଲା: ଦୁବାଇ କୋର୍ଟଙ୍କ ନିର୍ଦ୍ଦେଶ: ମଧ୍ୟସ୍ଥ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବ ୟୁଏଇ

ଦୁବାଇ,୨୦।୧୧(ପି.ଟି.): ବହୁ ଚର୍ଚ୍ଚିତ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ଏକ ନୂଆ ମୋଡ଼ ଆସିଛି। ଭିଭିଆଇପିଙ୍କ ଲାଗି ଉଦ୍ଦିଷ୍ଟ ଏହି ହେଲିକପ୍ଟର କ୍ରୟ ସଂକ୍ରାନ୍ତ ଚୁକ୍ତିବେଳେ ହୋଇଥିବା ଆର୍ଥତ୍କ ହେରଫେରରେ ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ଲାଗିଛି ଝଟକା। ଖ୍ରୀଷ୍ଟିୟାନ୍‌ ମାଇକେଲ୍‌ ନାମକ ଏହି ବ୍ରିଟିଶ୍‌ ବ୍ୟବସାୟୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ସୋମବାର ଦୁବାଇର ଏକ ଉଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ଜାକର୍ତ୍ତା, ୧୯।୧୧: ଯୁବତୀମାନଙ୍କ ଦ୍ୱାରା ବ୍ୟବହୃତ ସାନିଟାରୀ ନାପକିନ୍ସ ଓ ଟ୍ୟାମ୍ପୁନ୍ସରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

ହାଇତିରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ: ୬ ମୃତ

ହାଇତିରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ: ୬ ମୃତ

ପୋର୍ଟ-ଔ-ପ୍ରିନ୍ସ୍‌,୧୯।୧୧: ହାଇତିରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ୬ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।