ମେଟ୍ରୋ |

ଅପହୃତା ନାବାଳିକା ଛାତ୍ରୀ ଉଦ୍ଧାର, ଗୃହକର୍ତ୍ତା ଅଟକ

ଅପହୃତା ନାବାଳିକା ଛାତ୍ରୀ ଉଦ୍ଧାର, ଗୃହକର୍ତ୍ତା ଅଟକ
କଟକସଦର, ୧୪।୯ (ଡି.ଏନ୍‌.ଏ.):  କଟକ ଜିଲା କିଶୋରନଗର ଥାନା ପୋଲିସ ଗୁରୁବାର ରାତିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉକରି ଜଣେ ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିଛି। ଏଥିସହ ନାବାଳିକା ଆଶ୍ରୟ ନେଇଥିବା ଗୃହକର୍ତ୍ତାଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି। ସମ୍ପୃକ୍ତ ନାବାଳିକାଙ୍କୁ ଶୁକ୍ରବାର ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରାଯାଇ ବୟାନ ରେକର୍ଡ କରାଯିବ ବୋଲି ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। 
ପ୍ରକାଶ ଯେ, ଗତ ୫ତାରିଖରେ ଛାତ୍ରୀ ଜଣଙ୍କ କଲେଜରୁ ଫେରୁଥିବା ବେଳେ ଶୋଗଲ ଅଞ୍ଚଳରୁ ୨ ଯୁବକ ତାଙ୍କୁ ବଳପୂର୍ବକୁ ଟେକିନେଇ ଗାଡିରେ ବସାଇ ପଳାଇଯାଇଥିଲେ। ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। କଟକ ବଡ଼ ମେଡିକାଲରେ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। 
All Right Reserved By

ମେଟ୍ରୋ |

ସୋମବାରଠୁ ପଞ୍ଚକ, ଶ୍ରୀକ୍ଷେତ୍ରରେ ଜମିଲାଣି ଭିଡ଼

ପୁରୀ ଅଫିସ, ୧୮।୧୧: ସୋମବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚକ ବ୍ରତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି।

ସୋମବାରଠୁ ପଞ୍ଚୁକ, ଶ୍ରୀକ୍ଷେତ୍ରରେ ଜମିଲାଣି ଭିଡ଼

ସୋମବାରଠୁ ପଞ୍ଚୁକ, ଶ୍ରୀକ୍ଷେତ୍ରରେ ଜମିଲାଣି ଭିଡ଼

ପୁରୀ ଅଫିସ, ୧୮ା୧୧: ସୋମବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚୁକ ବ୍ରତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ ବେଶ ଅନୁଷ୍ଠିତ ହେବ।

ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ):  ବିୟର ଫ୍ୟାକ୍ଟ୍ରି ପାଇଁ ସହସ୍ରାଧିକ ଗଛ କାଟିବା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

ସାର୍‌ଙ୍କ ଆଲିଙ୍ଗନରେ ଆଖିରୁ ଝରିଆସିଥିଲା ଲୁହ

ସାର୍‌ଙ୍କ ଆଲିଙ୍ଗନରେ ଆଖିରୁ ଝରିଆସିଥିଲା ଲୁହ

ବହୁ ନାଟକର ଲେଖକ ଓ ନିର୍ଦ୍ଦେଶକ ଭାବେ ସାରା ଓଡ଼ିଶାରେ ବେଶ୍‌ ପରିଚିତ ଗୋପାଳ ଦେ। ନାଟକ ବ୍ୟତୀତ ‘ଜୋର ଯା’ର ମୁଲକ ତାର’, ‘ଆସୁଛି ମୋ କାଳିଆସୁନା’, ‘ପଞ୍ଜୁରୀ ଭିତରେ ସାରୀ’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସଂଳାପ ଲେଖିବା ସହିତ ନିଖୁଣ ଅଭିନୟ କରି ସାଉଁଟିଛନ୍ତି ଅଗଣିତ ଦର୍ଶକଙ୍କ ପ୍ରଶଂସା ଆଉ ଅନେକ ପୁରସ୍କାର। ତେବେ କଲେଜ ଜୀବନର କିଛି ଅଭୁଲା ସ୍ମୃତି ସମ୍ପର୍କରେ ପ୍ରକାଶ କରିଛନ୍ତି ଏହି ବିଶିଷ୍ଟ ନାଟ୍ୟକାର। 

ଦେବ୍ରିଗଡ଼ରେ ଆଉ ଏକ ବାଘର ସନ୍ଧାନ

ଦେବ୍ରିଗଡ଼ରେ ଆଉ ଏକ ବାଘର ସନ୍ଧାନ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ)- ଦେବ୍ରିଗଡ଼ ଅଭୟାରଣ୍ୟରେ ଆଉ ଏକ ବାଘର ସନ୍ଧାନ ମିଳିଛି। ହୀରାକୁଦ ବନଖଣ୍ଡ ଅଧୀନ ଲଖନପୁର ବନାଞ୍ଚଳରେ ଗ୍ରାମବାସୀ ଏକ ମହାବଳ ବାଘ ଦେଖିଛନ୍ତି।

ସାତକୋଶିଆରେ ବନ୍ଦ ହେବନି ବ୍ୟାଘ୍ର ପ୍ରକଳ୍ପ

ସାତକୋଶିଆରେ ବନ୍ଦ ହେବନି ବ୍ୟାଘ୍ର ପ୍ରକଳ୍ପ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ)- ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରି ଧରିବା ଓ ବାଘ ‘ମହାବୀର’ର ମୃତ୍ୟୁ ପରେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଜାରି ରହିବା ନେଇ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। 

ବାହାରେ ଅଳିଆ ଫିଙ୍ଗିଲେ ଜରିମାନା

ବାହାରେ ଅଳିଆ ଫିଙ୍ଗିଲେ ଜରିମାନା

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ଏଣିକି ବାହାର ଅଳିଆ ଫିଙ୍ଗିଲେ ଜରିମାନା ଗଣିବେ ରାଜଧାନୀର ବ୍ୟବସାୟୀ। ଏଭଳି ସତର୍କ କରାଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ହକି ବିଶ୍ୱକପ୍‌ ପାଖେଇ ଆସୁଛି।

ଅଗ୍ନି ଗ୍ୟାଙ୍ଗର ୫ ଗିରଫ: ପୋଲିସ ଇନ୍‌ଫର୍ମର ହେତୁ ମିଳୁଥିଲା ସୁରକ୍ଷା

ଅଗ୍ନି ଗ୍ୟାଙ୍ଗର ୫ ଗିରଫ: ପୋଲିସ ଇନ୍‌ଫର୍ମର ହେତୁ ମିଳୁଥିଲା ସୁରକ୍ଷା

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ଜଗନ୍ନାଥ ନଗର, ସରକନ୍ତରା, ରଘୁନାଥ ନଗର ଓ ଡୁମୁଡୁମାରେ ବୋମାମାଡ, ଡକାୟତି ଏବଂ ବଟି ଆଦି ଘଟଣାରେ ସମ୍ପୃକ୍ତ ଥିବା ଅଗ୍ନିର ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ।

ୟୁ ଟର୍ନ ମାରିଲେ ଏଲ୍‌ସା

ୟୁ ଟର୍ନ ମାରିଲେ ଏଲ୍‌ସା

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ରାଜଧାନୀର ଏକ ହୋଟେଲରେ ଓଡିଆ ଫିଲ୍ମ ତୁ ମୋ ସୁନା ଚଢେଇର ଅଡିଓ ରିଲିଜ ସମୟରେ ଅଭିନେତ୍ରୀ ଏଲ୍‌ସା ଘୋଷ ଓ ନିର୍ଦ୍ଦେଶକ ଦିଲୀପ ପଣ୍ଡା ମୁହଁାମୁହିଁ ହୋଇଥିଲେ। 

ନାଇଜରରେ ବିଂଶତମ ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତ: ରାଜ୍ୟର ପ୍ରଗତିରେ ବିଜ୍ଞାନ, ପ୍ରଯୁକ୍ତିର ସୁବିନିଯୋଗ ହେଉ

ନାଇଜରରେ ବିଂଶତମ ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତ: ରାଜ୍ୟର ପ୍ରଗତିରେ ବିଜ୍ଞାନ, ପ୍ରଯୁକ୍ତିର ସୁବିନିଯୋଗ ହେଉ

ଜଟଣୀ,୧୮।୧୧(ଡି.ଏନ୍‌.ଏ): ଯେଉଁ ରାଷ୍ଟ୍ରର ବିଜ୍ଞାନ ସମ୍ବନ୍ଧିତ ଗବେଷଣା ଓ ବୈଷୟିକ ଜ୍ଞାନ  ଉଚ୍ଚକୋଟୀର, ସେ ଦେଶ ଅର୍ଥନୈତିକ ତଥା ସାମାଜିକ ପ୍ରଗତିରେ ଶୀର୍ଷସ୍ଥାନ ଅଧିକାର କରି ବିଶ୍ୱରେ ଅଗ୍ରଣୀ ଭୂମିକା ହାସଲ କରିଛି।

ଧାନ ଅମଳ ସମୟରେ ଚକଡା ପୋକ : ପୋକଙ୍କ କବଳରେ ୨୮୩ ହେକ୍ଟର ଜମି

ଧାନ ଅମଳ ସମୟରେ ଚକଡା ପୋକ : ପୋକଙ୍କ କବଳରେ ୨୮୩ ହେକ୍ଟର ଜମି

ଖୋର୍ଦ୍ଧା ଅଫିସ,୧୮।୧୧:ଉପକୃଷି ନିର୍ଦ୍ଦେଶକ(ଡିଡିଏ) ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଖୋର୍ଦ୍ଧା, ଟାଙ୍ଗୀ ଓ ଭୁବନେଶ୍ୱର କୃଷି ଜିଲାର ଧାନ ଫସଲରେ ଚକଡା (ମାଟିଆ ଗୁଣ୍ଡି )ପୋକ ପ୍ରାଦୁର୍ଭାବ ଦେଖାଦେଇଛି।

ତୁଳସୀପୁର ଏଟିଏମ୍‌ ତାଡି ଲୁଟ୍‌ ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଜେଲ ଗଲେ

ତୁଳସୀପୁର ଏଟିଏମ୍‌ ତାଡି ଲୁଟ୍‌ ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଜେଲ ଗଲେ

ଖୋର୍ଦ୍ଧା ଅଫିସ, ୧୮।୧୧: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ତୁଳସୀପୁରର ଇଣ୍ଡିକାସ୍‌ ଏଟିଏମ୍‌ ତାଡି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି।