ରାଜ୍ୟ | ରାୟଗଡା

ଦଲଦଲି ଘାଟିରେ ପୋଲିସ-ମାଓବାଦୀ ଗୁଳିବିନିମୟ

ଦଲଦଲି ଘାଟିରେ ପୋଲିସ-ମାଓବାଦୀ ଗୁଳିବିନିମୟ
ମାଥିଲି, ୧୪।୯ (ଡି.ଏନ୍‌.ଏ.):  ମାଲାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲି ପଞ୍ଚାୟତ ଦଲଦଲି ଘାଟିରେ ଗୁରୁବାର ସନ୍ଧ୍ୟାରୁ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି। ଘାଟିରେ ପ୍ରଜାକୋର୍ଟ ଚାଲିଥିବାବେଳେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମୃତ ମାଓବାଦୀ କମାଣ୍ତାଣ୍ଟ ଅଗ୍ରଓ୍ବାଲଙ୍କ ସ୍ମୃତି ଉଦ୍ଧେଶ୍ୟରେ ମାଓନେତ୍ରୀ ମିଲ୍‌କି ଏବଂ ନେତା ମାଥାଙ୍କ ନେତୃତ୍ୱରେ ଏହି ପ୍ରଜାକୋର୍ଟ ଚାଲିଥିଲା। ମାଲକାନଗିରି ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ଏହି ଗୁଳିବିନିମୟ ଚାଲିଛି।  ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । 
All Right Reserved By

ରାଜ୍ୟ | ରାୟଗଡା

ସୋମବାରଠୁ ପଞ୍ଚକ, ଶ୍ରୀକ୍ଷେତ୍ରରେ ଜମିଲାଣି ଭିଡ଼

ପୁରୀ ଅଫିସ, ୧୮।୧୧: ସୋମବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚକ ବ୍ରତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି।

ସୋମବାରଠୁ ପଞ୍ଚୁକ, ଶ୍ରୀକ୍ଷେତ୍ରରେ ଜମିଲାଣି ଭିଡ଼

ସୋମବାରଠୁ ପଞ୍ଚୁକ, ଶ୍ରୀକ୍ଷେତ୍ରରେ ଜମିଲାଣି ଭିଡ଼

ପୁରୀ ଅଫିସ, ୧୮ା୧୧: ସୋମବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚୁକ ବ୍ରତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ ବେଶ ଅନୁଷ୍ଠିତ ହେବ।

ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ):  ବିୟର ଫ୍ୟାକ୍ଟ୍ରି ପାଇଁ ସହସ୍ରାଧିକ ଗଛ କାଟିବା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

ବାର୍‌ହା ଆକ୍ରମଣରେ ଚାଷୀ ଗୁରୁତର

ବାର୍‌ହା ଆକ୍ରମଣରେ ଚାଷୀ ଗୁରୁତର

ଭଞ୍ଜନଗର,୧୮।୧୧(ଡି.ଏନ.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଚଂଳର ସିଂଘମର୍ଦ୍ଧନୀ ଗ୍ରାମରେ ରବିବାର ସକାଳେ ବାର୍‌ହା ଆକ୍ରମଣରେ  ଚାଷୀ ମୋଚିରାମ ବେହେରା (୭୦) ଗୁରୁତର ଭାବେ ଆହତ ହୋଇଛନ୍ତି।

ସାର୍‌ଙ୍କ ଆଲିଙ୍ଗନରେ ଆଖିରୁ ଝରିଆସିଥିଲା ଲୁହ

ସାର୍‌ଙ୍କ ଆଲିଙ୍ଗନରେ ଆଖିରୁ ଝରିଆସିଥିଲା ଲୁହ

ବହୁ ନାଟକର ଲେଖକ ଓ ନିର୍ଦ୍ଦେଶକ ଭାବେ ସାରା ଓଡ଼ିଶାରେ ବେଶ୍‌ ପରିଚିତ ଗୋପାଳ ଦେ। ନାଟକ ବ୍ୟତୀତ ‘ଜୋର ଯା’ର ମୁଲକ ତାର’, ‘ଆସୁଛି ମୋ କାଳିଆସୁନା’, ‘ପଞ୍ଜୁରୀ ଭିତରେ ସାରୀ’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସଂଳାପ ଲେଖିବା ସହିତ ନିଖୁଣ ଅଭିନୟ କରି ସାଉଁଟିଛନ୍ତି ଅଗଣିତ ଦର୍ଶକଙ୍କ ପ୍ରଶଂସା ଆଉ ଅନେକ ପୁରସ୍କାର। ତେବେ କଲେଜ ଜୀବନର କିଛି ଅଭୁଲା ସ୍ମୃତି ସମ୍ପର୍କରେ ପ୍ରକାଶ କରିଛନ୍ତି ଏହି ବିଶିଷ୍ଟ ନାଟ୍ୟକାର। 

ଦେବ୍ରିଗଡ଼ରେ ଆଉ ଏକ ବାଘର ସନ୍ଧାନ

ଦେବ୍ରିଗଡ଼ରେ ଆଉ ଏକ ବାଘର ସନ୍ଧାନ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ)- ଦେବ୍ରିଗଡ଼ ଅଭୟାରଣ୍ୟରେ ଆଉ ଏକ ବାଘର ସନ୍ଧାନ ମିଳିଛି। ହୀରାକୁଦ ବନଖଣ୍ଡ ଅଧୀନ ଲଖନପୁର ବନାଞ୍ଚଳରେ ଗ୍ରାମବାସୀ ଏକ ମହାବଳ ବାଘ ଦେଖିଛନ୍ତି।

ସାତକୋଶିଆରେ ବନ୍ଦ ହେବନି ବ୍ୟାଘ୍ର ପ୍ରକଳ୍ପ

ସାତକୋଶିଆରେ ବନ୍ଦ ହେବନି ବ୍ୟାଘ୍ର ପ୍ରକଳ୍ପ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ)- ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରି ଧରିବା ଓ ବାଘ ‘ମହାବୀର’ର ମୃତ୍ୟୁ ପରେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଜାରି ରହିବା ନେଇ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। 

ବାହାରେ ଅଳିଆ ଫିଙ୍ଗିଲେ ଜରିମାନା

ବାହାରେ ଅଳିଆ ଫିଙ୍ଗିଲେ ଜରିମାନା

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ଏଣିକି ବାହାର ଅଳିଆ ଫିଙ୍ଗିଲେ ଜରିମାନା ଗଣିବେ ରାଜଧାନୀର ବ୍ୟବସାୟୀ। ଏଭଳି ସତର୍କ କରାଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ହକି ବିଶ୍ୱକପ୍‌ ପାଖେଇ ଆସୁଛି।

ଅଗ୍ନି ଗ୍ୟାଙ୍ଗର ୫ ଗିରଫ: ପୋଲିସ ଇନ୍‌ଫର୍ମର ହେତୁ ମିଳୁଥିଲା ସୁରକ୍ଷା

ଅଗ୍ନି ଗ୍ୟାଙ୍ଗର ୫ ଗିରଫ: ପୋଲିସ ଇନ୍‌ଫର୍ମର ହେତୁ ମିଳୁଥିଲା ସୁରକ୍ଷା

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ଜଗନ୍ନାଥ ନଗର, ସରକନ୍ତରା, ରଘୁନାଥ ନଗର ଓ ଡୁମୁଡୁମାରେ ବୋମାମାଡ, ଡକାୟତି ଏବଂ ବଟି ଆଦି ଘଟଣାରେ ସମ୍ପୃକ୍ତ ଥିବା ଅଗ୍ନିର ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ।

ୟୁ ଟର୍ନ ମାରିଲେ ଏଲ୍‌ସା

ୟୁ ଟର୍ନ ମାରିଲେ ଏଲ୍‌ସା

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ରାଜଧାନୀର ଏକ ହୋଟେଲରେ ଓଡିଆ ଫିଲ୍ମ ତୁ ମୋ ସୁନା ଚଢେଇର ଅଡିଓ ରିଲିଜ ସମୟରେ ଅଭିନେତ୍ରୀ ଏଲ୍‌ସା ଘୋଷ ଓ ନିର୍ଦ୍ଦେଶକ ଦିଲୀପ ପଣ୍ଡା ମୁହଁାମୁହିଁ ହୋଇଥିଲେ। 

ନାଇଜରରେ ବିଂଶତମ ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତ: ରାଜ୍ୟର ପ୍ରଗତିରେ ବିଜ୍ଞାନ, ପ୍ରଯୁକ୍ତିର ସୁବିନିଯୋଗ ହେଉ

ନାଇଜରରେ ବିଂଶତମ ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତ: ରାଜ୍ୟର ପ୍ରଗତିରେ ବିଜ୍ଞାନ, ପ୍ରଯୁକ୍ତିର ସୁବିନିଯୋଗ ହେଉ

ଜଟଣୀ,୧୮।୧୧(ଡି.ଏନ୍‌.ଏ): ଯେଉଁ ରାଷ୍ଟ୍ରର ବିଜ୍ଞାନ ସମ୍ବନ୍ଧିତ ଗବେଷଣା ଓ ବୈଷୟିକ ଜ୍ଞାନ  ଉଚ୍ଚକୋଟୀର, ସେ ଦେଶ ଅର୍ଥନୈତିକ ତଥା ସାମାଜିକ ପ୍ରଗତିରେ ଶୀର୍ଷସ୍ଥାନ ଅଧିକାର କରି ବିଶ୍ୱରେ ଅଗ୍ରଣୀ ଭୂମିକା ହାସଲ କରିଛି।

ଧାନ ଅମଳ ସମୟରେ ଚକଡା ପୋକ : ପୋକଙ୍କ କବଳରେ ୨୮୩ ହେକ୍ଟର ଜମି

ଧାନ ଅମଳ ସମୟରେ ଚକଡା ପୋକ : ପୋକଙ୍କ କବଳରେ ୨୮୩ ହେକ୍ଟର ଜମି

ଖୋର୍ଦ୍ଧା ଅଫିସ,୧୮।୧୧:ଉପକୃଷି ନିର୍ଦ୍ଦେଶକ(ଡିଡିଏ) ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଖୋର୍ଦ୍ଧା, ଟାଙ୍ଗୀ ଓ ଭୁବନେଶ୍ୱର କୃଷି ଜିଲାର ଧାନ ଫସଲରେ ଚକଡା (ମାଟିଆ ଗୁଣ୍ଡି )ପୋକ ପ୍ରାଦୁର୍ଭାବ ଦେଖାଦେଇଛି।