ଫୁରସତ |

ନିଜାମଙ୍କ ଟିଫିନ୍‌ରେ ଖାଉଥିଲେ ଚୋର

ନିଜାମଙ୍କ ଟିଫିନ୍‌ରେ ଖାଉଥିଲେ ଚୋର
ହାଇଦ୍ରାବାଦ: ହ୍ରାଇଦାବାଦ୍‌ ସ୍ଥିତ ନିଜାମୁଦ୍ଦିନ୍‌ ମ୍ୟୁଜିୟମରୁ ଚୋରି  ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ୨ ଅଭିଯୁକ୍ତଙ୍କଠାରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମହମ୍ମଦ ଘୋଷି ପାସା ଏବଂ ମହମ୍ମଦ ମୁବିନ୍‌ଙ୍କଠାରୁ  ୭ମ ନିଜାମ ନଓ୍ବାବ ମୀର ଓସମାନ ଅଲ୍ଲୀଖାନ୍‌ ବାହାଦୁରଙ୍କ ହୀରା ଖଚିତ ୧୯୫୦ ଗ୍ରାମର  ତିନି ଥାକିଆ ଟିଫିନ, ଚା କପ୍‌  ଏବଂ ସୁନାର ଚାମଚ ଜବତ କରାଯାଇଛି। ଦୁଇ ଚୋର ସୁନାର ଟିଫିନରେ ଖାଦ୍ୟ ଖାଉଥିଲେ। ନିଜାମ ଏଥିରେ ଖାଦ୍ୟ ଖାଉଥିଲେ କି ନାହିଁ  କେହି ଦେଖି ନ ଥିବେ, କିନ୍ତୁ ସୁବର୍ଣ୍ଣ ଟିଫିନ୍‌ରେ ଦୁଇଚୋରଙ୍କ ଖାଦ୍ୟ ଗ୍ରହଣ ଦେଶରେ   ଚର୍ଚ୍ଚାର ବିଷୟ ପାଲଟିଛି।  
All Right Reserved By

ଫୁରସତ |

ଯେଉଁ ମେଳାରେ ଠାକୁରାଣୀଙ୍କ ପାଲିଙ୍କି ତଳେ ଲୋଟନ୍ତି ଶ୍ରଦ୍ଧାଳୁ

ଯେଉଁ ମେଳାରେ ଠାକୁରାଣୀଙ୍କ ପାଲିଙ୍କି ତଳେ ଲୋଟନ୍ତି ଶ୍ରଦ୍ଧାଳୁ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏସବୁ ଲୋକଙ୍କ ବିଶ୍ୱାସକୁ ଦୃଢ଼ିଭୂତ କରାଇବା ସହିତ ମନରେ ଅଧ୍ୟାତ୍ମିକ ଚେତନା ଆଣିଥାଏ। ଛତିଶଗଡ଼ରେ ପ୍ରତିବର୍ଷ ପାଳିତ ହୋଇଥାଏ କୁଆକୋଣ୍ଡା ମେଳା।

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

ଭାରତୀୟ ମହିଳାମାନେ ସାଧାରଣତଃ ବ୍ରତ ଉପବାସ କରିଥାନ୍ତି। କିନ୍ତୁ ଗୋଟିଏ ପକ୍ଷୀ ନିର୍ଜଳା ବ୍ରତ କରୁଥିବା କେବେ ଶୁଣିଛନ୍ତି। ଅବିଶ୍ୱାସ ଲାଗୁଥିଲେ ବି ସତ। ଆସନ୍ତୁ ଜାଣିବା ଏହି ପକ୍ଷୀ ସମ୍ପର୍କରେ...

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଆଜିକାଲି ପ୍ରେମ କରିବା ଏକ ସାଧାରଣ ଘଟଣା। ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୭ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ପ୍ରେମ କରି ଫସିଛନ୍ତି ଜଣେ ଯୁବକ। 

ନାତିକୁ ହୋମ୍‌ଓ୍ବାର୍କ କରାଇ କୋଟିପତି ହେଲେ ଜେଜେ ମା’

ନାତିକୁ ହୋମ୍‌ଓ୍ବାର୍କ କରାଇ କୋଟିପତି ହେଲେ ଜେଜେ ମା’

କେତେବେଳେ କାହାର ଭାଗ୍ୟ କେମିତି ବଦଳିବ ତାହା କହିହେବ ନାହିଁ। କାନାଡ଼ାର ଏକ ଦମ୍ପତିଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି, ଯାହାକୁ ସେମାନେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। କାନାଡ଼ାର ଏହି ଦମ୍ପତି ହେଲେ ନିକୋଲ ପେଡନାଲ୍ଟ ଏବଂ ରଞ୍ଜର ଲାରୋକ। 

ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ଛାଡ଼ପତ୍ର ମାଗିଲେ ସ୍ବାମୀ, କହିଲେ କମେଣ୍ଟ୍‌ ମାରୁଛନ୍ତି ଲୋକେ

ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ଛାଡ଼ପତ୍ର ମାଗିଲେ ସ୍ବାମୀ, କହିଲେ କମେଣ୍ଟ୍‌ ମାରୁଛନ୍ତି ଲୋକେ

ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାକାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ତାଙ୍କୁ ଛାଡ଼ପତ୍ର ମାଗିଛନ୍ତି। 

ଗାଁ ଅଛି  ହେଲେ ନାହାଁନ୍ତି ଲୋକ...

ଗାଁ ଅଛି ହେଲେ ନାହାଁନ୍ତି ଲୋକ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ଏହାର ଉତ୍ତର ଆଧୁନିକ ବିଜ୍ଞାନ ମଧ୍ୟ ଖୋଜି ପାଇନି। ରାଜସ୍ଥାନ ଜୈସଲମେର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକ ଅଞ୍ଚଳ। 

 ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ବିଭାଘରକୁ ନେଇ ସବୁଠି ଓ ସବୁ ଜାଗାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି।  ତେବେ ଏପରି ଏକ ଦେଶ ଅଛି ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରାଯାଏ। 

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ଆଧୁନିକ ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ଏହା ଯେତେବେଳେ ପ୍ରଥମେ ବଜାରକୁ ଆସିଥିଲା କେବଳ କଥାବାର୍ତ୍ତା ପାଇଁ। କିନ୍ତୁ ଏବେ ଟେକ୍ନୋଲୋଜି ଆଗେଇଛି।

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

କୌଣସି ଲେଖାକୁ କେହି କପି କରୁଥିଲେ ଏହାକୁ ରୋକାଯିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଆସନ୍ତୁ ଜାଣିବା ଏହି ଆକ୍ଟ ସମ୍ପର୍କରେ...


ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଚାହୁଁଥିବା ଲୋକ ନିଶ୍ଚିତ ଆପଣଙ୍କୁ ମିଳିଯିବେ। 

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଏପରି ଏକ ଝିଅର ଯିଏକି ଟଙ୍କା ପାଇଁ ନିର୍ବନ୍ଧ ସରିଥିବା ନିଜ ପ୍ରେମିକଙ୍କଠାରୁ ଅଲଗା ହେବାକୁ ପଛାଉ ନାହାନ୍ତି। ପ୍ରେମିକଙ୍କଠାରୁ ଅଲଗା ହେବା ପାଇଁ ପ୍ରେମିକା ୭ ଲକ୍ଷ ଟଙ୍କା ନେଇଛନ୍ତି। ତାହା ପୁଣି ପ୍ରେମିକଙ୍କ ମା’ବାପାଙ୍କଠାରୁ ।

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

କୌଣସି ପାର୍ଟି ବା ଫକ୍ସନରେ ମା’ ଝିଅ ଏକା ପରି ପୋଷାକା ପିନ୍ଧୁଥିବା ଆମେ ଦେଖିଛୁ। ମାତ୍ର ଏମିତି ଏକ ମା’ ପୁଅ ଯୋଡ଼ି ଅଛନ୍ତି ଯିଏ କି ସବୁବେଳେ ଏକାପରି ପୋଷାକ ପିନ୍ଧିଥାନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ରହୁଥିବା ପାଥ୍ରାପୋଲ ଏବଂ ଲି. ପୁଇଙ୍ଗ୍‌ବୁନପ୍ରାଙ୍କ ଅନ୍ୟ ମା’ ପୁଅଙ୍କଠାରୁ ବହୁତ ଭିନ୍ନ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri