ଫୁରସତ |

କ୍ଷୀର ବିକିବା ଯେଉଁଠି ପାପ

କ୍ଷୀର ବିକିବା ଯେଉଁଠି ପାପ
ଆଗ୍ରାଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଖେଡା ଗଁା। ଏହି ଗାଁରେ କ୍ଷୀର ବିକିବା ପାପ ବୋଲି ଧରାଯାଏ। ଉକ୍ତ ଗାଁରେ ବହୁ ସଂଖ୍ୟାରେ ଗାଈ ମଇଁଷି ପାଳନ କରାଯାଉଥିଲେ ମଧ୍ୟ ବାଣିଜି୍ୟକ ଉଦ୍ଦେଶ୍ୟରେ ଏଠାରେ କ୍ଷୀର ବିକ୍ରି କରାଯାଏ ନାହିଁ। କ୍ଷୀରଗୁଡିକୁ ସେମାନେ ଅନ୍ୟ ଗଁାରେ ବାଣ୍ଟି ଦିଅନ୍ତି, ନଚେତ୍‌ ଏହି ଗଁାକୁ ଯେଉଁମାନେ ଆସନ୍ତି ସେମାନଙ୍କୁ ଦାନ ଦିଅନ୍ତି। ଗାଁରେ ଯଦି କିଏ କ୍ଷୀର ବିକ୍ରି କରି ଟଙ୍କା ରୋଜଗାର କରେ, ତେବେ ଗାଁକୁ ବିପଦ ମାଡିଆସିବ ବୋଲି ଏକ ଅନ୍ଧବିଶ୍ୱାସ  ଗାଁରେ ପ୍ରଚଳିତ ଅଛି। ତେଣୁ ଏହି ପରମ୍ପରାକୁ ଗ୍ରାମବାସୀ ଭାଙ୍ଗିବାକୁ ଚାହୁଁନାହାନ୍ତି। ଖେଡା ଗଁାର ଆଉ ଏକ ପରମ୍ପରା ହେଲା ଏହି ଗାଁରେ ଗୋଟିଏ ବି ଚା ଦୋକାନ ନାହିଁି।
All Right Reserved By

ଫୁରସତ |

ରବର୍‌ ଗର୍ଲ

ରବର୍‌ ଗର୍ଲ

ଜର୍ମାନୀର ୩୧ ବର୍ଷୀୟା ଜୁଲିଆ ଗୁନ୍ଥେଲ, ପରିଚିତ ଜେଲ୍ଟା ନାମରେ। ତାଙ୍କ ଶରୀର ଅସମ୍ଭବଭାବେ ନମନୀୟ। କହିବାକୁଗଲେ ରବର୍‌ ଭଳି। ସେ ନିଜ ଶରୀରକୁ ଏମିତି ମୋଡି ପାରନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ଶୁଭ ସୂଚକ ପ୍ରାଣୀ

ଶୁଭ ସୂଚକ ପ୍ରାଣୀ

ହିନ୍ଦୁଧର୍ମ ଅନୁଯାୟୀ ଗୋମାତାଙ୍କୁ ଦେବତା ତୁଲ୍ୟ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାପ, ବୃଷଭ ଆଦି ଜୀବଙ୍କୁ ଦେବତା ସ୍ବରୂପ ଗ୍ରହଣ କରାଯାଏ। ସେହିଭଳି ବିଭିନ୍ନ ସଂସ୍କୃତିରେ ଭିନ୍ନ ଭିନ୍ନ ଜୀବଙ୍କୁ ଶୁଭ ସୂଚକ ବୋଲି କୁହାଯାଏ।

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

କଣ୍ଠଶିଳ୍ପୀ ତଥା ଲେଖିକା ଛନ୍ଦା ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଛୋଟ ପିଲାମାନେ ଲେଗୋ ବ୍ରିକ୍‌କୁ ଜଏଣ୍ଟ କରି ଘରଠୁ ଆରମ୍ଭ କରି ବ୍ରିଜ୍‌, ଗେଟ୍‌ ଅନେକ କିଛି ତିଆରି କରନ୍ତି। ତେବେ ନିକଟରେ ସେହି ଲେଗୋ ବ୍ରିକ୍‌ରେ ତିଆରି କରାଯାଇଥିଲା ଏକ ବୁଗାତି ଚିରୋନ୍‌ କାର୍‌। ଡେନମାର୍କର ଟୟ କମ୍ପାନୀ ଏହାକୁ ତିଆରି କରିଥିଲା। 

ଘାଟ

ଘାଟ

ନଦୀରେ ଯାତାୟାତ ପାଇଁ ଡଙ୍ଗାର ଆବଶ୍ୟକତା ଯେତିକି ଥାଏ, ସେତିକି ଥାଏ ଘାଟର। ନଦୀତଟର ଗୋଟିଏ ପଟରୁ ଅନ୍ୟ ପଟକୁ ଜଳପଥରେ ପାର ହେବା ପାଇଁ ଘାଟରୁ ହିଁ ଆରମ୍ଭ ହୁଏ ନୌଯାତ୍ରା ...

ମହଙ୍ଗା କ୍ଲବ୍‌

ମହଙ୍ଗା କ୍ଲବ୍‌

ଅବସର ବିନୋଦନ ପାଇଁ ଆଜିର ଯୁବ ସମାଜ ବିଭିନ୍ନ କ୍ଲବ୍‌ ଏବଂ ପବ୍‌ କୁ ଯାଇ ସାଙ୍ଗସାଥୀଙ୍କ ସହ ମଉଜ ମସ୍ତି କରୁଥିବାର ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥା ଯୁବ ପିଢିଙ୍କୁ ଆକୃଷ୍ଟ କରିବା ଲାଗି ଭିନ୍ନ ଭିନ୍ନ ଆକର୍ଷକ ଇଣ୍ଟେରିୟର ସହ ନୂଆ ନୂଆ ଥିମ୍‌ ଉନ୍ମୋଚନ କରିଥାନ୍ତି।

ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିବାକୁ ଚାହୁଛନ୍ତି, ଆପଣେଇ ପାରିବେ ଏହି ଉପାୟ

ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିବାକୁ ଚାହୁଛନ୍ତି, ଆପଣେଇ ପାରିବେ ଏହି ଉପାୟ

ଭବିଷ୍ୟ ଓ ଗରୁଡ଼ ପୁରାଣରେ ଏପରି କିଛି କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଜାଣତରେ ହେଉ କି ଅଜାଣତରେ କରିବା ଦ୍ୱାରା ବିଭିନ୍ନ ସମସ୍ୟାରେ ପଡ଼ିଯାଆନ୍ତି । ଏସବୁ କାର୍ଯ୍ୟ କରିବା ଦ୍ୱାରା ଖରାପ ଶକ୍ତି ଆକର୍ଷିତ ହୋଇଥାଏ । 

ଏପରି ଏକ ମନ୍ଦିର ଯେଉଁଠି ଠାକୁରଙ୍କୁ ଲାଗି ହୁଏ ମଦ

ଏପରି ଏକ ମନ୍ଦିର ଯେଉଁଠି ଠାକୁରଙ୍କୁ ଲାଗି ହୁଏ ମଦ

ମହାରାଷ୍ଟ୍ରର ଉଜ୍ଜୟିନୀ ସହରରେ ରହିଛି କାଳଭୈରବଙ୍କ ମନ୍ଦିର। ଯେଉଁଠାରେ ପ୍ରସାଦ ଭାବେ ମଦ ଅର୍ପଣ କରାଯାଏ। ଏଠାକୁ ବହୁ  ଶ୍ରଦ୍ଧାଳୁ  ନିଜର ମାନସିକ ପୂରଣ ଆଶା ନେଇ ଆସନ୍ତି।

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଚାକଚକ୍ୟ, ତାଙ୍କ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ସମସ୍ତଙ୍କ ଆଇକନ୍‌ ପାଲଟିଥିବା ସେଲିବ୍ରିଟିମାନେ ମଧ୍ୟ ମଣିଷ। ଆଉ ତାଙ୍କର ସାଧାରଣ ମଣିଷଙ୍କ ଭଳି ଥାଏ କିଛି ଅଭ୍ୟାସ ଓ ବଦଭ୍ୟାସ। ଜାଣନ୍ତୁ ସେ ସମ୍ପର୍କରେ....

ଚୋରି ଏଠି ମନା

ଚୋରି ଏଠି ମନା

ଆଜିକାଲି ଚୋରି ସମସ୍ୟା ଏମିତି ବଢି ଗଲାଣି ଯେ, ଲୋକେ ପକେଟ୍‌ରେ ପଇସା ଧରି କିମ୍ବା ହାତରେ ବେକରେ ଗହଣା ପିନ୍ଧି ନିଦ୍ଦ୍ବଦ୍ୱରେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି। 

ଯେଉଁଠି ଗର୍ଭବତୀ ହେବା ପାଇଁ ଦରକାର କର୍ତ୍ତୃପକ୍ଷଙ୍କ ଅନୁମତି

ଯେଉଁଠି ଗର୍ଭବତୀ ହେବା ପାଇଁ ଦରକାର କର୍ତ୍ତୃପକ୍ଷଙ୍କ ଅନୁମତି

ଜାପାନରେ ବର୍ତ୍ତମାନ ଜନସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ଏହାର ସିଧା ପ୍ରଭାବ ଏଠାକାର କମ୍ପାନୀଗୁଡିକ ଉପରେ ପଡୁଛି। 

ଗର୍ଭାବସ୍ଥାରେ ପିନ୍ଧନ୍ତୁ ଗୋଡ ମୁଦି ମିଳିବ ଅନେକ ଫାଇଦା

ଗର୍ଭାବସ୍ଥାରେ ପିନ୍ଧନ୍ତୁ ଗୋଡ ମୁଦି ମିଳିବ ଅନେକ ଫାଇଦା

ବିବାହ ପରେ ସାଧାରଣତଃ ଜଣେ ମହିଳାଙ୍କର ବେଶଭୂଷାରେ କିଛିଟା ପରିବର୍ତ୍ତନ ଆସିଥାଏ। ମଥାରେ ସିନ୍ଦୁର, ବେକରେ ମଙ୍ଗଳସୂତ୍ର, ହାତରେ ଶଙ୍ଖା, ପାଦରେ ପାଉଁଜି, ଗୋଡ ମୁଦି ଆଦି ଶୋଭା ପାଇଥାଏ। ଏସବୁ ସଧବା ନାରୀର ଭୂଷଣ ବୋଲି କୁହାଯାଏ।