

ଫୁରସତ |

ଅର୍କିଡ୍ ମଞ୍ଜିରେ କାରିଗରି
ସୃଜନାତ୍ମକ କଳା ସକାଶେ ପ୍ରକୃତି ସବୁବେଳେ କଳାକାରଙ୍କୁ ଉତ୍ସାହିତ କରିଥାଏ।

ରୁହନ୍ତୁ ଗସିପ୍ଠୁ ଦୂରେଇ
* ଅଫିସ୍ ସହକର୍ମିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଗସିପ୍ କରନ୍ତୁ ନାହିଁ।

ତୈଳ ସ୍ନାନ ଚିକିତ୍ସା
ଶରୀର ଅସୁସ୍ଥ ଥିଲେ କିଏ କେତେପ୍ରକାର ଉପାୟ ଆପଣାନ୍ତି ସୁସ୍ଥ ହେବା ପାଇଁ। ଆଜିକାଲି ବିଭିନ୍ନ ପ୍ରକାରର ଅଜବ ଚିକିତ୍ସା ପଦ୍ଧତି ବି ଆସିଲାଣି। ସେମିତି ଏକ ଅଜବ ଚିକିତ୍ସା ଆଜାରବୈଜାନର ସହର ନଫତଲାନ୍ରେ ହେଉଛି।

ଶିଶୁଙ୍କୁ ଅଣ୍ଡା ମାଲିସ୍
ଶିଶୁଙ୍କର ମାଂସପେଶୀ ଓ ହାଡ଼ ଶକ୍ତ ହେବା ଲାଗି ସାଧାରଣତଃ ସେମାନଙ୍କୁ ତେଲରେ ମାଲିସ୍ କରାଯାଇଥାଏ।

ଏକ ନିୟୁତ ଭୋଲ୍ଟରେ ଷ୍ଟଣ୍ଟ
ଦୁଃସାହସିକତାକୁ ନେଇ ବହୁ ଦୃଷ୍ଟାନ୍ତ ରହିଛି। ମାତ୍ର ଓ୍ବାଙ୍ଗ ହଙ୍ଗବିନ୍ଙ୍କ ଉଦାହରଣ ନିଆରା। କେବଳ ନିଆରା ନୁହେଁ, ଲୋମଟାଙ୍କୁରା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ପେଟ୍ଙ୍କ ପାଇଁ ଟାୟାର ବେଡ୍
ଆମାରିଲ୍ଡୋ ସିଲ୍ଭା ବ୍ରାଜିଲ୍ର ଜଣେ କଳାକାର। ରାସ୍ତାକଡ଼ରେ ପରିତ୍ୟକ୍ତ ଭାବେ ପଡିଥିବା ଟାୟାର୍ରେ କୁକୁର, ବିଲେଇ ଆଶ୍ରୟ ନେଉଥିବା ସେ ଦେଖୁଥିଲେ, ଯାହା ତାଙ୍କୁ ପ୍ରେରଣା ଦେଲା ପ୍ରାଣୀଙ୍କ ପାଇଁ ପରିତ୍ୟକ୍ତ ଟାୟାର୍ରେ କିଛି କରିବାକୁ।

କେଶ ନ ଧୋଇ କେଶବତୀ
ନାରୀ ନିଜ କେଶକୁ ଘନ, ଲମ୍ବା ଓ ଆକର୍ଷକ କରିବା ଲାଗି କେତେ ପ୍ରକାରର ପନ୍ଥା ଆପଣେଇ ଥାଆନ୍ତି। କିଏ ପାର୍ଲର ଯାଇ କେଶରେ ନାନା ଟ୍ରିଟ୍ମେଣ୍ଟ କରାନ୍ତି ତ କିଏ ଘରେ ମହଙ୍ଗା ଶାମ୍ପୁ, କଣ୍ଡିଶନର ବ୍ୟବହାର କରନ୍ତି।

କପଲ୍ ଟାଟୁ:ଏକ ନୂଆ ଟ୍ରେଣ୍ଡ
ପ୍ରେମର ପରିଭାଷାକୁ ପ୍ରକାଶ କରିବା ପାଇଁ କପଲ୍ ଟାଟୁ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏଥିରେ କପଲ୍ ଅବା ପ୍ରେମୀଯୁଗଳଙ୍କ ଶରୀରରେ ଏମିତି କିଛି ଟାଟୁ କରାଯାଇଥାଏ, ଯଦ୍ଦ୍ବାରା ସେମାନଙ୍କ ଟାଟୁକୁ ଏକାଠି କରି ଦେଖିଲେ ସେଥିରୁ ପ୍ରେମର ଏକ ସଂକେତ ମିଳେ...

ଓଡ଼ିଶାର କଣ୍ଢେଇ କଳା
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ପାରମ୍ପରିକ କଣ୍ଢେଇ ଦେଖିବାକୁ ମିଳିଥାଏ, ଯାହା କେବଳ ଦେଖିବାକୁ ସୁନ୍ଦର ହୋଇ ନ ଥାଏ ବରଂ ଲୋକଙ୍କ ରୋଜଗାରର ମାଧ୍ୟମ ବି ହୋଇଥାଏ...

ତବଲା ତାଳରେ ବନ୍ଧା ଜୀବନ
କୁନି ପିଲାଟିର ମନ ରହିଯାଉଥିଲା ସ୍ବର, ଲୟ, ତାଳର ଦୁନିଆରେ। ଏସବୁ ଦେଖି ଦିନେ ତାଙ୍କ ବାପା ନିଷ୍ପତ୍ତି ନେଲେ ତାଙ୍କୁ ତବଲା ଶିଖେଇବେ। ଆଉ ପିଲାଟି ହାତରେ ବାପା ଧରେଇଦେଲେ ତବଲା। ପିଲାଟି ହଜିଗଲା ତବଲାର ଦୁନିଆରେ। ଏବେ ସେ ଜଣେ ବିଶିଷ୍ଟ ତବଲା ବାଦକ। ସେ ହେଉଛନ୍ତି ବାସୁଦେବ ସ୍ବାଇଁ...

କେମିତି ପାଇବେ ଲକ୍ଷ୍ୟ ଓ ଏକାଗ୍ରତା
କୌଣସି କାମରେ ସଫଳତା ହାସଲ କରିବା ସହଜ କଥା ନୁହେଁ। ଏଥିପାଇଁ ସୁଚିନ୍ତିତ ଯୋଜନା ଆବଶ୍ୟକ। ତେବେ ପାଠପଢ଼ାରେ ସଫଳତା ପାଇଁ ଯୁବପିଢ଼ିଙ୍କୁ କେଉଁ ଦିଗ ପ୍ରତି ନଜର ଦେବାକୁ ପଡ଼ିବ, ସେ ସମ୍ପର୍କରେ କିଛି ଟିପ୍ସ...

ଯେଉଁଠି ରାତିରେ ହୁଏନାହିଁ ବିବାହ
ସାଧାରଣତଃ ଭାରତର ଅଧିକାଂଶ ସ୍ଥାନରେ ରାତିରେ ବାହାଘର ହେବାର ପରମ୍ପରା ରହିଛି। ହେଲେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଥିରେ ଦେଖାଯାଏ କିଛି ବ୍ୟତିକ୍ରମ। ଏଠାକାର ଲୋକେ ବିବାହ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି।