ଜାତୀୟ |

ଭୀମ କୋରେଗାଓଁ ହିଂସା: ସୋମବାର ପର୍ଯ୍ୟନ୍ତ ନଜରବନ୍ଦୀରେ ରହିବେ ଗିରଫ ୫ ବାମ ସମର୍ଥକ

ଭୀମ କୋରେଗାଓଁ ହିଂସା: ସୋମବାର ପର୍ଯ୍ୟନ୍ତ ନଜରବନ୍ଦୀରେ ରହିବେ ଗିରଫ ୫ ବାମ ସମର୍ଥକ
ନୂଆଦିଲ୍ଲୀ, ୧୨।୯: ଭୀମ କୋରେଗାଁଓ ହିଂସା ମାମଲାରେ ଗିରଫ ହୋଇଥିବା ୫ ଜଣ ବାମ ସମର୍ଥକଙ୍କୁ ସୋମବାର ପର୍ଯ୍ୟନ୍ତ ନଜରବନ୍ଦୀରେ ରହିବେ ବୋଲି ଜଣାପଡିଛି। ବୁଧବାରଦିନ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟ ହେବାର ଥିଲା। ଏହାକୁ ଘୁଞ୍ଚାଇ ଦିଆଇଛି। ସେପ୍ଟେମ୍ବର ୧୭ ତାରିଖରେ ଏହି ମାମଲାର ଶୁଣାଣିି ହେବ। ସୂଚନାଯୋଗ୍ୟ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ୫ ଜଣ ବାମ ସମର୍ଥକଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ସୁଧା ଭରଦ୍ୱାଜ୍‌, ବାରବରା ରାଓ, ଗୌତମ ନଭଲେଖା, ଅରୁଣ ଫେରରା ଓ ଭେରନନ୍‌ ଗନସ୍ଲେଭ୍‌୍‌। ଏହି ପାଞ୍ଚ ଜଣଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶରେ ନଜରବନ୍ଦୀ ରଖାଯାଇଛି।
All Right Reserved By

ଜାତୀୟ |

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା: ୧ ମୃତ

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା: ୧ ମୃତ

ହରିୟାଣା,୧୬।୧୧: ହରିୟାନାର ନାଁ କରା ଡ୍ୟାନ୍ସର ସପ୍‌ନା ଚୌଧୁରୀଙ୍କର ଏକ କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି।  ତେବେ ସପ୍‌ନାଙ୍କର ଏତେ ପ୍ରଶଂସକ ଅଛନ୍ତି ଯେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା।

 ନିର୍ବାଚନ ସଭାରେ ଦୋହଲିଲା ମଞ୍ଚ; ଫୁଲମାଳ ଛାଡ଼ି ଦୌଡ଼ିଲେ ଉମା

ନିର୍ବାଚନ ସଭାରେ ଦୋହଲିଲା ମଞ୍ଚ; ଫୁଲମାଳ ଛାଡ଼ି ଦୌଡ଼ିଲେ ଉମା

ନୌଗାଓ୍ବଁ/ହରପାଲପୁର,୧୬।୧୧:  ମଧ୍ୟପ୍ରଦେଶ ମହାରାଜପୁର ବିଧାନସଭା ଆସନଠାରେ ଚାଲିଥିବା ଏକ ନିର୍ବାଚନୀ ସଭାରେ ଘଟିଛି ଏକ ଅଭାବନୀୟ ଘଟଣା। 

‘ଗାଜା’କବଳରେ ତାମିଲନାଡୁ

‘ଗାଜା’କବଳରେ ତାମିଲନାଡୁ

ଚେନ୍ନାଇ,୧୬।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଶୁକ୍ରବାର ସକାଳେ ସ୍ଥଳଭାଗ ଛୁଇଁଥିଲା। ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳର ନାଗାପଟ୍ଟିନମ୍‌ ଓ ଭେଦାନିୟମ ମଧ୍ୟ ଦେଇ ଗତି କରିଛି।

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ନୂଆଦିଲ୍ଲୀ/ ବେଜିଂ,୧୬।୧୧: ଭାରତ ଉପରେ ପୁଣି ଡ୍ରାଗନ୍‌ ଆରମ୍ଭ କରିଛି ଦାଦାଗିରି। ଲଦାଖର ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। 

ସିବିଆଇ ଘରୋଇ କନ୍ଦଳ: ଆଲୋକ ବର୍ମାଙ୍କୁ ମିଳିବ ସିଭିସି ରିପୋର୍ଟ କପି

ସିବିଆଇ ଘରୋଇ କନ୍ଦଳ: ଆଲୋକ ବର୍ମାଙ୍କୁ ମିଳିବ ସିଭିସି ରିପୋର୍ଟ କପି

ନୂଆଦିଲ୍ଲୀ,୧୬।୧୧:  ସିବିଆଇ ଘରୋଇ କନ୍ଦଳରେ ଆଲୋକ ବର୍ମାଙ୍କୁ ସିଭିସି ରିପୋର୍ଟର ଏକ କପି ଦେବାକୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ପରାମର୍ଶ ଦେଇଛନ୍ତି।

ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ କୋଚି ବିମାନ ବନ୍ଦରରେ ତୃପ୍ତି ଦେଶାଇ

ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ କୋଚି ବିମାନ ବନ୍ଦରରେ ତୃପ୍ତି ଦେଶାଇ

ବେଙ୍ଗାଲୁର୍‌,୧୬।୧୧: ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ ଭୂମାତା ବିଗ୍ରେଡ୍‌ର ନେତ୍ରୀ ତୃପ୍ତି ଦେଶାଇ କୋଚି ବିମାନ ବନ୍ଦରରେ ପହଞ୍ଚିଛନ୍ତି ତେବେ ସୁରକ୍ଷାକର୍ମୀ ତାଙ୍କୁ ଘେରି ରହିଛନ୍ତି। 

ଅପହରଣ କରି ପୁଣି ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଅପହରଣ କରି ପୁଣି ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରରେ ଜଣେ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ ଅପହରଣ କରିନେଇ ହତ୍ୟା କରିଛନ୍ତି। ତାଙ୍କ ମୃତଦେହ ପୁଲଓ୍ବାମା ଜିଲା କିଲୋରାଠାରୁ ଉଦ୍ଧାର କରାଯାଇଛି। 

ରାଜସ୍ଥାନ ନିର୍ବାଚନ: ୧୫୨ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ରାଜସ୍ଥାନ ନିର୍ବାଚନ: ୧୫୨ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ଜୟପୁର,୧୬।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ୧୫୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

‘ଗାଜା’ର ପ୍ରଭାବ ଆରମ୍ଭ ହେଲା ବର୍ଷା

‘ଗାଜା’ର ପ୍ରଭାବ ଆରମ୍ଭ ହେଲା ବର୍ଷା

ଚେନ୍ନାଇ,୧୫।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଛୁଇଁବା ପାଣିପାଗ ବିଭାଗ ଅନୁମାନ କରିଥିଲା। ଅପରାହ୍ନ ସୁଦ୍ଧା ଏହାର ପ୍ରଭାବରେ ତାମିଲନାଡୁର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। 

ଉଚ୍ଚ ପ୍ରତିମା ନିର୍ମାଣ କରିବା ଦୌଡ଼ରେ ସାମିଲ ହେଲେ କର୍ନାଟକ ସରକାର

ଉଚ୍ଚ ପ୍ରତିମା ନିର୍ମାଣ କରିବା ଦୌଡ଼ରେ ସାମିଲ ହେଲେ କର୍ନାଟକ ସରକାର

ବେଙ୍ଗାଲୁର,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ଫୁଟ ଉଚ୍ଚ ପ୍ରତିମାର ଉଦ୍‌ଘାଟନ କରିବା ପରେ ଏବେ ଏହି ରେସ୍‌ରେ ସାମିଲ ହେବାକୁ ଚେଷ୍ଟା କରିଛନ୍ତି କର୍ନାଟକ ସରକାର। 

ଆଶିଷ କୁନ୍ଦ୍ରା ମିଜୋରାମର ନୂଆ ସିଇଓ

ଆଶିଷ କୁନ୍ଦ୍ରା ମିଜୋରାମର ନୂଆ ସିଇଓ

ନୂଆଦିଲ୍ଲୀ,୧୫।୧୧: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ଆଇଏଏସ୍‌ ଅଫିସର ଆଶିଷ କୁନ୍ଦ୍ରାଙ୍କୁ ରାଜ୍ୟର ଚିଫ୍‌ ଇଲକ୍ଟୋରାଲ ଅଫିସର(ସିଇଓ) ବା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦେଇଛନ୍ତି।

କୋଟିପତି କେସିଆର୍‌ଙ୍କ ପାଖରେ ନାହିଁ କାର୍‌

କୋଟିପତି କେସିଆର୍‌ଙ୍କ ପାଖରେ ନାହିଁ କାର୍‌

ହାଇଦ୍ରାବାଦ୍‌,୧୫।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ଗଜଓ୍ବେଲ ଆସନରୁ ଦାଖଲ କରିଛନ୍ତି ନାମାଙ୍କନ ପତ୍ର।