ଅନଗୁଳ-ଢେଙ୍କାନାଳ

ମା’ ଖୁମ୍ବେଶ୍ୱରୀଙ୍କ କାଦୁଅ ପୂଜା ଅନୁଷ୍ଠିତ

ମା’ ଖୁମ୍ବେଶ୍ୱରୀଙ୍କ କାଦୁଅ ପୂଜା ଅନୁଷ୍ଠିତ
ବଅଁରପାଳ,୧୨।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ରାଣୀଗୋଡ଼ା ଗ୍ରାମରେ ଦେବୀ ଖୁମ୍ବେଶ୍ୱରୀଙ୍କ କାଦୁଅ ପୂଜା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଠାକୁରାଣୀଙ୍କର ଆଲମକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ପୀଠସ୍ଥଳକୁ ଅଣାଯାଇ ମା’ଙ୍କ ପୂଜର୍ଚ୍ଚନା କରାଯାଉଛି। ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। 
All Right Reserved By

ଅନଗୁଳ-ଢେଙ୍କାନାଳ

ଶକ୍ତି ସୁଗାର୍ସରେ ଆରମ୍ଭ ହେଲା ଆଖୁପେଡ଼ା: ପେଡ଼ାଯିବ ୩.୫୦ ଲକ୍ଷ ମେଟ୍ରିକ ଟନ୍‌ ଆଖୁ

ଶକ୍ତି ସୁଗାର୍ସରେ ଆରମ୍ଭ ହେଲା ଆଖୁପେଡ଼ା: ପେଡ଼ାଯିବ ୩.୫୦ ଲକ୍ଷ ମେଟ୍ରିକ ଟନ୍‌ ଆଖୁ

ଢେଙ୍କାନାଳ ଅଫିସ, ୧୪ା୧୧-ଢେଙ୍କାନାଳ ସଦର ବ୍ଲକ ହରିପୁରସ୍ଥିତ ଶକ୍ତିସୁଗାର୍ସ ଲିମିଟେଡ୍‌ ଚିନି କାରଖାନାରେ ବୁଧବାରଠାରୁ ଆରମ୍ଭ ହୋଇଛି ଆଖୁପେଡ଼ା। ଚଳିତବର୍ଷ ୩ ଲକ୍ଷ ୫୦ହଜାର ମେଟ୍ରିକ ଟନ୍‌ ଆଖୁ ପେଡ଼ାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। 

ମନେପଡ଼ିଲେ ନେହେରୁ

ମନେପଡ଼ିଲେ ନେହେରୁ

ଛେଣ୍ତିପଦା, ୧୪।୧୧(ସ୍ବ.ପ୍ର.)-ଛେଣ୍ତିପଦା ବ୍ଲକ  ଚାଙ୍ଗୁଡ଼ିଆ ଗ୍ରାମର ମା’ କାଳୀ ୟୁଥ୍‌ କ୍ଲବ ଏବଂ ଅନୁଗୋଳ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବୁଧବାର ମହାନ୍‌ ରାଷ୍ଟ୍ରନାୟକ ଜବାହରଲାଲ୍‌ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

କମ୍ପ୍ୟୁଟର ଶିକ୍ଷକଙ୍କ ଆନ୍ଦୋଳନ ଚେତାବନୀ

କମ୍ପ୍ୟୁଟର ଶିକ୍ଷକଙ୍କ ଆନ୍ଦୋଳନ ଚେତାବନୀ

ଅନୁଗୋଳ ଅଫିସ, ୧୪।୧୧-ସରକାରୀ ଉଦାସୀନତା ପ୍ରତିବାଦରେ ଅନୁଗୋଳ ଜିଲା ଠିକା କମ୍ପ୍ୟୁଟର ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ସ୍ଥାନୀୟ ଇକୋପାର୍କରେ ବୁଧବାର ଅନୁଷ୍ଠିତ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଗୋ-ସମ୍ବର୍ଦ୍ଧନା ଉତ୍ସବ

ଗୋ-ସମ୍ବର୍ଦ୍ଧନା ଉତ୍ସବ

ତାଳଚେର, ୧୪।୧୧(ନି.ପ୍ର.)-ଅନୁଗୋଳ ଜିଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବୁଧବାର କଣିହଁା ବ୍ଲକ କାକୁଡ଼ିଆ ଉପପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରରେ ୬୭ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

୩୭୨ ମେଧାବୀଙ୍କୁ ଲାପ୍‌ଟପ୍‌ ବଣ୍ଟନ

୩୭୨ ମେଧାବୀଙ୍କୁ ଲାପ୍‌ଟପ୍‌ ବଣ୍ଟନ

ଢେଙ୍କାନାଳ, ୧୪।୧୧-ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ବଣ୍ଟନ କରାଯାଇଛି।

ଛେଣ୍ଡିପଦା ପଞ୍ଚାୟତ ସମିତି ବୈଠକ: ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ

ଛେଣ୍ଡିପଦା ପଞ୍ଚାୟତ ସମିତି ବୈଠକ: ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ

ଛେଣ୍ଡିପଦା,୧୪।୧୧(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୫ମ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧୀନ ୩୪ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ  ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ।

ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ଗୁରୁଜନ

ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ଗୁରୁଜନ

ବଅଁରପାଳ/କାମାକ୍ଷାନଗର, ୧୪।୧୧(ଡି.ଏନ୍‌.ଏ.)-ମହାନ ଜନନାୟକ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀର ସ୍ମୃତିଚାରଣ କରି ବୁଧବାର ସାରା ଦେଶ ପାଳନ କରୁଛି ଶିଶୁ ଦିବସ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମିଷ୍ଟାନ୍ନ ବାଣ୍ଟି, ଉପହାର ଦେଇ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଗୁରୁଜନ। 

ବିଦ୍ୟୁତ୍‌ ଆଘାତରେ ଦନ୍ତା ମୃତ

ବିଦ୍ୟୁତ୍‌ ଆଘାତରେ ଦନ୍ତା ମୃତ

ବଇଣ୍ଡା, ୧୪।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରେ ବିଦ୍ୟୁତ୍‌ ତାର ହାତୀ ପାଇଁ କାଳ ସାଜିଛି। କମଳାଙ୍କ ହାତୀ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଶିକାରୀଙ୍କ ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଏକ ଦନ୍ତାହାତୀ ପ୍ରାଣ ହରାଇଛି।

ଗଢ଼ାହେବ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌

ଗଢ଼ାହେବ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌

ଅନୁଗୋଳ ଅଫିସ,୧୪ା୧୧ - ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ଢାଞ୍ଚାରେ ଗଢ଼ା ହେବ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌ (ଏସ୍‌ପିସି)। ସ୍କୁଲ ଛାତ୍ରୀଛାତ୍ର ଏଥିରେ କ୍ୟାଡେଟ୍‌ ଭାବେ ରହିବେ। ଶୃଙ୍ଖଳା ସହ ଏକତ୍ର ହୋଇ ଛାତ୍ରୀଛାତ୍ରମାନେ କିପରି କାର୍ଯ୍ୟ କରିବେ, ସେ ନେଇ ଏଥିରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

୧୪ରୁ ୪ର୍ଥ ସ୍ବରାଜ ଗ୍ରାମ୍ୟୋଦ୍ୟୋଗ ହାଟ

୧୪ରୁ ୪ର୍ଥ ସ୍ବରାଜ ଗ୍ରାମ୍ୟୋଦ୍ୟୋଗ ହାଟ

ଅନୁଗୋଳ ଅଫିସ,୧୪ା୧୧- ଅନୁଗୋଳ ଜିଲାର ୪ର୍ଥ ସ୍ବରାଜ ଗ୍ରାମୋଦ୍ୟୋଗ ହାଟ   ସ୍ଥାନୀୟ ଷ୍ଟାଡିୟମ ସମ୍ମୁଖରେ ଥିବା ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଆସନ୍ତା ୧୪ ତାରିଖରୁ ଏହା ଆରମ୍ଭ ହେବାକୁ ଥିବାବେଳେ ୨୫ ତାରିଖରେ ଉଦ୍‌ଯାପନୀ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସଭାପତି ଆଦ୍ୟଶ୍ଳୋକ ମିଶ୍ର ସୂଚନା ଦେଇଛନ୍ତି। 

ନୂଆ ରାଇଗୁଡ଼ାବାସୀ ପୁରୁଣା ଗାଁ ମୁହାଁ ହେବା ଘଟଣା: ସନ୍ତୁଷ୍ଟ କରିବାକୁ ହେଲା ଆଲୋଚନା

ନୂଆ ରାଇଗୁଡ଼ାବାସୀ ପୁରୁଣା ଗାଁ ମୁହାଁ ହେବା ଘଟଣା: ସନ୍ତୁଷ୍ଟ କରିବାକୁ ହେଲା ଆଲୋଚନା

ଅନୁଗୋଳ ଅଫିସ,୧୪ା୧୧ - ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ କୋର ଅଞ୍ଚଳରେ ବସବାସ କରୁଥିବା ରାଇଗୁଡ଼ା ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯାଇଥିଲା। ବଡ଼କନ୍ତକୁଳ ପଞ୍ଚାୟତ ନୂଆକ୍ଷେତା ସାରୁଆଳି ନିକଟ ନୂଆ ରାଇଗୁଡ଼ାରେ ମୋଟ୍‌ ୭୮ ପରିବାରକୁ ଥଇଥାନ କରାଯାଇଥିଲା। 

ଜିଲାସ୍ତରୀୟ ଧାନକ୍ରୟ କମିଟି ବୈଠକ: ୩ରୁ ଆରମ୍ଭ ହେବ ଧାନକିଣା

ଜିଲାସ୍ତରୀୟ ଧାନକ୍ରୟ କମିଟି ବୈଠକ: ୩ରୁ ଆରମ୍ଭ ହେବ ଧାନକିଣା

ଢେଙ୍କାନାଳ ଅଫିସ, ୧୪।୧୧ - ଢେଙ୍କାନାଳ ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଖରିଫ୍‌ ଋତୁ ପାଇଁ ଜିଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିଥିଲେ। ଡିସେମ୍ବର ୩ରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ। ଏହାକୁ ଶୃଙ୍ଖଳିତ କରିବାକୁ ଚଳିତ ୨୫ ତାରିଖ ସୁଦ୍ଧା ପ୍ରସ୍ତୁତି ଶେଷ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।