ଫୁରସତ |

ଅଜବ ଫ୍ୟାଶନ: କଟା ଜିନ୍ସର ବେଲ୍ଟ, ମୂଲ୍ୟ ୧,୬୭୨

ଅଜବ ଫ୍ୟାଶନ: କଟା ଜିନ୍ସର ବେଲ୍ଟ, ମୂଲ୍ୟ ୧,୬୭୨
ଦିନକୁ ଦିନ ଯୁବପିଢ଼ିଙ୍କ ମଧ୍ୟରେ ଫ୍ୟାଶନକୁ ନେଇ କ୍ରେଜ ବଢ଼ିବାରେ ଲାଗିଛି। ଏଥିଯୋଗୁ ଡିଜାଇନର୍‌ମାନେ ଯୁବପିଢ଼ିଙ୍କୁ ଆକୃଷ୍ଟ କଲାଭଳି ଭିନ୍ନ ଭିନ୍ନ ଧରଣର ପୋଷାକ ନିର୍ମାଣ କରୁଛନ୍ତି। ମାତ୍ର କେତେକ ସ୍ଥାନରେ କିଛି ଫ୍ୟାଶନ ବ୍ରାଣ୍ଡ କମ୍ପାନୀ ଅଜବ ଧରଣର ପୋଷାକ ନିର୍ମାଣ କରି ଚର୍ଚ୍ଚାକୁ ଆସୁଛନ୍ତି। ଯେପରିକି ଆମେରିକାର ଫ୍ୟାଶନ କମ୍ପାନୀ ‘ଏଏସ୍‌ଓଏସ୍‌’ ଜିନ୍ସ କପଡ଼ାକୁ ନେଇ ଏକ ଭିନ୍ନ ଓ୍ବେଷ୍ଟବ୍ୟାଣ୍ଡ ତଥା ବେଷ୍ଟ ବେଲ୍ଟ’ ଲଞ୍ଚ କରିଛନ୍ତି। ଏହାର ମୂଲ୍ୟ ରହିଛି ୧,୬୭୨ ଟଙ୍କା। ଏହି ଓ୍ବେଷ୍ଟବ୍ୟାଣ୍ଡରେ ଏକ ବୋତାମ ରହିଛି। ଯାହାକୁ ଦେଖିଲେ ଆପଣଙ୍କୁ ଜିନ୍ସର ଗୋଡ଼ ଗୁଡ଼ିକୁ କଟାଯାଇ ଏପରି ତିଆରି କରାଯାଇଥିବା ପରି ମନେ ହୋଇପାରେ। ତେବେ ସେପରି ନୁହେଁ। କମ୍ପାନୀ ଏହାକୁ ବେଶ ନିଆରା ଶୈଳୀରେ ନିର୍ମାଣ କରିଥିବାକୁ ନେଇ ଦାବି କରିଛି। ଅପରପକ୍ଷେ କିଛି ଲୋକ ଏହାକୁ କିଣିବା ଅପେକ୍ଷା ଘରେ ଥିବା ପୁରୁଣା ଜିନ୍ସକୁ କାଟି ପିନ୍ଧିପାରିବେ ବୋଲି କହିଛନ୍ତି। 
All Right Reserved By

ଫୁରସତ |

ଯେଉଁଠି ମାନସିକ ପୂରଣ ଲାଗି ଶ୍ରଦ୍ଧାଳୁ କରନ୍ତି ଜୋତା ମାଡ଼...

ଯେଉଁଠି ମାନସିକ ପୂରଣ ଲାଗି ଶ୍ରଦ୍ଧାଳୁ କରନ୍ତି ଜୋତା ମାଡ଼...

ଉତ୍ତରପ୍ରଦେଶ ଇଟାୱା ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ତିନି କିମି ଦୂର ଇଟାୱା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ୫ଶହ ବଷର୍ର୍ର ପୁରୁଣା ମକବରା ରହିଛି। 

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ବ୍ରହ୍ମପୁର ଅଫିସ୍‌,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍‌ କାମ କରେ ନାହିଁ, ମୋବାଇଲ୍‌ ଫୋନ୍‌ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି।

ନାଗା ଜାତିର ଅଜବ ପରମ୍ପରା

ନାଗା ଜାତିର ଅଜବ ପରମ୍ପରା

ସାଧାରଣତଃ ଯୁବତୀ ଯୁବକମାନଙ୍କୁ ଅନେକ କାଇଦା କଟକଣା ଭିତରେ ରହିବାକୁ ପଡିଥାଏ। ବିଶେଷ କରି ଆମ ଦେଶ ଭାରତରେ ଏହା ପ୍ରଚଳିତ  ଅଛି। ଏଠାରେ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିବା ଅପରାଧ। 

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଏକ ଲୋକପ୍ରିୟ ପରିବା। ଏହାକୁ କେହି କେହି ସିଝାଇ ଖାଉଥିବାବେଳେ କେତେକ ଭାଜି ଅବା ଛାଣି ଖାଇଥାନ୍ତି। ଆଳୁରୁ ନାନା ପ୍ରକାର ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତ କରାଯାଇଥାଏ। ତେବେ ଏହାକୁ ସିଝାଇ ଖାଇଲେ ଶରୀରକୁ ସମନ୍ବିତ ପରିମାଣରେ ବିଭିନ୍ନ ପୋଷକ ତତ୍ତ୍ୱ ଆସିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ନାରୀ-ପୁରୁଷ ମଧ୍ୟରେ ବିବାହ ପରମ୍ପରା ପୂର୍ବରୁ ନ ଥିଲା। ପୁରାତନ କାଳରେ ମଣିଷ ପ୍ରାଣୀଙ୍କ ପରି ଶାରୀରିକ ସମ୍ପର୍କ ରକ୍ଷାକରୁଥିଲା। ସେତେବେଳେ ନାରୀମାନେ ସ୍ବତନ୍ତ୍ର ତଥା ଉନ୍ମୁକ୍ତ ଥିଲେ। ଯେ କୌଣସି ପୁରୁଷ ସହିତ ସେମାନେ ଶାରୀରିକ ସମ୍ପର୍କ ରଖୁଥିଲେ। 

କୁକିଂ ଏକ୍ସପର୍ଟ ରୋବୋ

କୁକିଂ ଏକ୍ସପର୍ଟ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। 

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। 

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି। 

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଚାଇନାର ଏକଛତ୍ରବାଦୀ ଶାସକ ଶି ହୁଆଙ୍ଗ ୧୩ ହଜାର ମହିଳାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ତାଙ୍କ ସନ୍ତାନ ସଂଖ୍ୟା ୨୮ ଶହ ଥିଲା। ପ୍ରତିଦିନ ରାତିରେ ସେ ନୂଆ କୋଠରୀରେ ଜଣେ ନୂଆ ମହିଳାଙ୍କ ସହିତ କରୁଥିଲେ ରାତ୍ରଯାପନ। 

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଭିନ୍ନ ଭିନ୍ନ ଦେଶରେ ମହିଳାଙ୍କ ପାଇଁ ରହିଛି ଅଲଗା ନିୟମ। ସାଧାରଣତଃ ମହିଳାଙ୍କୁ ଅନେକ କାଇଦା କଟକଣାରେ ରହିବାକୁ ପଡିଥାଏ। ହେଲେ ପପୁଆ ନିଉଗିନିରେ ମହିଳାଙ୍କ ପାଇଁ ଯେଉଁ ନିୟମ ରହିଛି ତାହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। 

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ଶିକ୍ଷାବିତ୍‌ ତଥା ସାହିତି୍ୟକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ।