ଜୀବନଚର୍ଯ୍ୟା |

ଚାମଚରେ କରନ୍ତୁ ସ୍ବାସ୍ଥ୍ୟ ପରୀକ୍ଷା

ଚାମଚରେ କରନ୍ତୁ ସ୍ବାସ୍ଥ୍ୟ ପରୀକ୍ଷା
ସ୍ବାସ୍ଥ୍ୟ ହିଁ ସମ୍ପଦ। ମାତ୍ର ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ନିଜର ସ୍ବାସ୍ଥ୍ୟର ଯତ୍ନ ରଖିବା ସମ୍ଭବ ହୁଏ ନାହିଁ। ଫଳରେ ଆମେ ସଠିକ୍‌ ସମୟରେ ଡାକ୍ତରଙ୍କ ପରାମର୍ଶ ତଥା ରେଗୁଲାର ଚେକ୍‌ଅପ୍‌ ପରି ଆବଶ୍ୟକୀୟ କାମ କରିବାକୁ ଭୁଲି ଯାଇଥାଉ। ଯାହାକି ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ତେବେ ଡାକ୍ତର ପାଖକୁ ନ ଯାଇ ମଧ୍ୟ ଆମେ ଘରେ ବସି ସୁସ୍ଥ ଅଛୁ କି ନା ତାହା ଜାଣିପାରିବା। ସେ ପୁଣି ଏକ ଚାମଚ ଦ୍ୱାରା। 

କିପରି କରିବେ ପରୀକ୍ଷା:
ସକାଳ ସମୟରେ ଖାଲି ପେଟରେ ଏହି ପରୀକ୍ଷା କରିପାରିବେ।  ଏକ ପରିଷ୍କାର ଚାମଚ ନେଇ ତାହାର ପଛ ପାଖକୁ ଜିଭରେ ଧୀରେ ଧୀରେ ଘଷନ୍ତୁ। ପାଟିରେ ଲାଳ ବାହାରିବା ପର୍ଯ୍ୟନ୍ତ ଏପରି କରିବେ। ପରେ ଚାମଚକୁ ଏକ ପରିଷ୍କାର ପଲିଥିନ୍‌ରେ ପ୍ୟାକ୍‌ କରି ଖରାରେ ଥୋଇ ଦିଅନ୍ତୁ। କିଛି ସମୟ ପରେ ତାହାକୁ ପରୀକ୍ଷା କରନ୍ତୁ। ଯଦି ଚାମଚରୁ ଗନ୍ଧ ବାହାରୁନାହିଁ କିମ୍ବା କୌଣସି ଦାଗ ନ ପଡୁଛି ତେବେ ଆପଣ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ମାତ୍ର ଯଦି ସେଥିରୁ ମିଠା ଗନ୍ଧ ବାହାରୁଛି ତେବେ ଆପଣକୁ ଡାଇବେଟିସ୍‌ ହୋଇଛି। ସେହିପରି ଦୁର୍ଗନ୍ଧ ହେଉଥିଲେ ଆଣ୍ଠୁ ଗଣ୍ଠି ସମସ୍ୟାରେ ଆପଣ ପୀଡିତ ଅଛନ୍ତି ବୋଲି ଜାଣିବେ।


ୟୁନିଭର୍ସିଟି ଅଫ୍‌ ଟୋରେଣ୍ଟୋର ଆସିଷ୍ଟାଣ୍ଟ ପ୍ରଫେଶର ଓ ବ୍ରଡ୍‌କାଷ୍ଟ ମେଡିକାଲ ଜର୍ଣ୍ଣାଲିଷ୍ଟ ଡ. ଜୋଲିନ ହୁବରଙ୍କ ପରୀକ୍ଷାରୁ ଏହା ଜଣାପଡିଛି।  
All Right Reserved By

ଜୀବନଚର୍ଯ୍ୟା |

ଔଷଧ ବ୍ୟବହାର

ଔଷଧ ବ୍ୟବହାର

ଔଷଧ ଖାଇବା ଭୁଲି ହୋଇଗଲେ ପରବର୍ତ୍ତୀ ମାତ୍ରାକୁ ଦୁଇଗୁଣ ବଢ଼େଇ ଦେଇ ବ୍ୟବହାର କରିବେନି। ଔଷଧର ନଁା ଲେଖା ନ ଥିବା ବୋତଲରେ ଔଷଧ ରଖିବେନି। ଡାକ୍ତରଙ୍କୁ ନ ପଚାରି କୌଣସି ବଟିକା ଔଷଧକୁ ଫାଳ କରି କି ଗୁଣ୍ଡକରି ଖାଇବେନି। କାରଣ କେତେକ ବଟିକାକୁ ପୂରା ସେହିପରି ଭାବରେ ଗିଳିପକେଇଲେ ତା’ର ସକ୍ରିୟତା ଅକ୍ଷୂର୍ଣ୍ଣ ରହିଥାଏ। କିନ୍ତୁ ତାକୁ ଫାଳ କରିଦେଲେ କି ଗୁଣ୍ଡ କରିଦେଲେ ଔଷଧର କାର୍ଯ୍ୟକାରିତା ହ୍ରାସ ପାଇଯାଏ।

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ଖୁସି ଖବର।

ମାଇକ୍ରୋସର୍ଜିକାଲ  ସ୍ପର୍ମ ଆସ୍ପିରେସନ

ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେସନ

ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେଶନ (ଏମ୍‌ଇଏସ୍‌ଏ) ଏକ ସର୍ଜିକାଲ ସ୍ପର୍ମ ନିଃସାରଣ କୌଶଳ, ଯାହାଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ଭାସାଲ କିମ୍ବା ଏପିଡିଡିମଲ ପ୍ରତିରୋଧ ସହିତ ଏପିଡାଇଡାମିସରୁ ତରଳୁଥିବା ସ୍ପର୍ମକୁ ପୁନରୁଦ୍ଧାର କରାଯାଇଥାଏ ା 

ଡାଇବେଟିସ୍‌ ଜନିତ ଚକ୍ଷୁରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଡାଇବେଟିସ୍‌ ଜନିତ ଚକ୍ଷୁରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ ଖାଲି ପେଟରେ ଆମ୍ବପତ୍ର ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ହ୍ରାସ ପାଏ। 

ୟୁରିନାରୀ ଟ୍ରାକ୍ଟ ସଂକ୍ରମଣରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ...

ୟୁରିନାରୀ ଟ୍ରାକ୍ଟ ସଂକ୍ରମଣରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ...

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବା ୟୁଟିଆଇ ମହିଳାଙ୍କ କ୍ଷେତ୍ରରେ ଦେଖାଦେଉଥିବା ଏକ ସାଧାରଣ ସମସ୍ୟା। ଏଥିରେ ବ୍ୟାକ୍ଟେରିଆ ପରିସ୍ରା ନଳୀ ଦେଇ ବ୍ଲାଡର ପର୍ଯ୍ୟନ୍ତ ପହଞ୍ଚତ୍ ସଂକ୍ରମଣ କରିଥାଏ। 

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି। 

ତେଲରେ ଭାଜିବା ପରେ ଅଣ୍ଡାର କ’ଣ ହୁଏ...

ତେଲରେ ଭାଜିବା ପରେ ଅଣ୍ଡାର କ’ଣ ହୁଏ...

ଅଣ୍ଡାରେ ରହିଛି ବିଭିନ୍ନ ପୋଷକ ତତ୍ତ୍ୱ। ଏହାକୁ କେହି କେହି ଏହାକୁ ସିଝାଇ ଅବା ଅନ୍ୟ କେହି ଭାଜି ଖାଇବାକୁ ପସନ୍ଦ କରିଥାନ୍ତି। ଅଣ୍ଡାର ବିଭିନ୍ନ ସୁସ୍ବାଦୁ ତରକାରୀ ମଧ୍ୟ ପ୍ରସ୍ତୁତ ହୋଇଥାଏ।

ଚେହେରାରେ ଚମକ ଆଣିବା ପାଇଁ ସପ୍ତାହରେ ଥରେ ଆପଣାନ୍ତୁ ଏହି ସହଜ ଉପାୟ...

ଚେହେରାରେ ଚମକ ଆଣିବା ପାଇଁ ସପ୍ତାହରେ ଥରେ ଆପଣାନ୍ତୁ ଏହି ସହଜ ଉପାୟ...

ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବେସନର ଉପଯୋଗ କଲେ ମିଳିଥାଏ ଅନେକ ସୁଫଳ। ଶୁଷ୍କ ହେଉ କିମ୍ବା ତୈଳାକ୍ତ ସବୁ ତ୍ୱଚା ପାଇଁ ବେସନ ଉପକାରୀ ସାବ୍ୟସ୍ତ ହୋଇଥାଏ । 

ହୃଦ୍‌ଘାତରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ହୃଦ୍‌ଘାତରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହୃଦ୍‌ଘାତ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ହଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବ ଏକ ଗବେଷଣା ରିପୋର୍ଟରେ ଉଲ୍ଳେଖ କରାଯାଇଛି।

କ୍ୟାନସରକୁ  ବି ଦୂରେଇଦିଏ ଏହି ଫଳ

କ୍ୟାନସରକୁ ବି ଦୂରେଇଦିଏ ଏହି ଫଳ

ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍‌ ଭଳି ମାରାତ୍ମକ ରୋଗକୁ ଦୂରେଇ ଦେଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ଅଙ୍ଗୁର ମଞ୍ଜିର ରସ ପିଇଲେ କ୍ୟାନସର ଭଳି ମାରାତ୍ମକ ବ୍ୟାଧି ବ୍ୟାପି ନ ଥାଏ। 

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ଖାଦ୍ୟ ପଦାର୍ଥକୁ ତେଲରେ ଛାଣିଲା ପରେ ଏଥିରେ ଥିବା ପୋଷକତତ୍ତ୍ୱ ପରିମାଣ କମିଯାଇଥାଏ ବୋଲି ଜର୍ନାଲ ଅଫ୍‌ ଫୁଡ୍‌ ଆଣ୍ଡ ସାଇନ୍ସ୍‌ ଟେକ୍ନୋଲୋଜିି ଦ୍ୱାରା ପ୍ରକାଶିତ ତଥ୍ୟରୁ ଜାଣିବାକୁ ମିଳିଛି। 

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କପେ ଚା’ ଦିନଯାକର ମାନସିକ ଚାପରୁ ମୁକ୍ତି ଦେବା ସହିତ ଶରୀରରେ ଆଣିଥାଏ ଫୁର୍ତ୍ତି। ଚା’ର କେତେକ ଔଷଧୀୟ ଗୁଣ ରହିଛି ।