

ମନୋରଞ୍ଜନ |

ଭାବୁକ ହେଲେ ଆଲିଆ ଭଟ୍ଟ
ନୂଆଦିଲ୍ଲୀ,୨୩।୨: ଭାବୁକ ହେଲେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ। ସୋସିଆଲ ମିଡିଆରେ ଆଲିଆଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

କ୍ୟାରିୟର ଆରମ୍ଭରୁ ବିବାହ ନିଷ୍ପତ୍ତି ଭୁଲ ଥିଲା: ଭାଗ୍ୟଶ୍ରୀ
ବଲିଉଡ୍ର ଲାସ୍ୟମୟୀ ଅଭିନେତ୍ରୀ ଭାଗ୍ୟଶ୍ରୀ। ସଲ୍ମାନ୍ ଖଁାଙ୍କ ସହିତ ଫିଲ୍ମ ‘ମୈନେ ପ୍ୟାର୍ କିୟା’ରୁ ବଲିଉଡ୍ରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ପ୍ରଥମରୁ ହିଁ ଚର୍ଚ୍ଚିତ ହୋଇଯାଇଥିଲେ। ଫେବୃୟାରୀ ୨୩, ୧୯୬୯ରେ ମହାରାଷ୍ଟ୍ରର ସାଙ୍ଗଲୀ ପଟଓ୍ବର୍ଦ୍ଧନ ରାଜ ପରିବାରରେ ଜନ୍ମଗ୍ରହଣ କରିଥିବା ଭାଗ୍ୟଶ୍ରୀ। ଇତିମଧ୍ୟରେ ୫୦ ବର୍ଷରେ ପଦାର୍ପଣ କରିଛନ୍ତି।

ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଭାଇରାଲ ହେଉଛି ଶ୍ରୀଦେବୀଙ୍କ ଫଟୋ
ମୁମ୍ବାଇ: ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଖେଇ ଆସୁଥିବା ବେଳେ ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ପ୍ରଶଂସକଙ୍କ ମନରେ ତାଙ୍କର ଉପସ୍ଥିତିକୁ ପୁଣି ଥରେ ତାଜା କରି ଦେଉଛି।

ଚୁଲବୁଲ ପାଣ୍ଡେ ଚରିତ୍ର ପାଇଁ ୫ଶହ ଶିଶୁଙ୍କ ଅଡିଶନ ନେଲେ ସଲମାନ
ମୁମ୍ବାଇ,୨୩।୨: ବଲିଉଡ ଭାଇଜାନ୍ ସଲମାନ ଖାଁ ଏବେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ପରେପରେ ସେ ‘ଦବଙ୍ଗ ୩’ର ଶୁଟିଂ ଖୁବ୍ଶୀଘ୍ର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି।

ମୁମ୍ବାଇ ଫିଲ୍ମ ସିଟିରେ ସିଦ୍ଧୁଙ୍କ ପ୍ରବେଶ ନିଷେଧ
ମୁମ୍ବାଇ: ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶବିରୋଧୀ ମନ୍ତବ୍ୟ ପାଇଁ ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ୍ ସିଂ ସିଦ୍ଧୁଙ୍କୁ ମୁମ୍ବାଇ ଫିଲ୍ମ ସିଟିରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କିଛିଦିନ ତଳେ ଏହି କାରଣ ପାଇଁ ତାଙ୍କୁ କପିଲ ଶର୍ମାଙ୍କ କମେଡି ଶୋ’ରୁ ବାଦ୍ ଦିଆଯାଇଥିଲା। ସେଥିରେ ସେ ସ୍ବତନ୍ତ୍ର ଅତିଥି ଭାବରେ ଯୋଗ ଦେଉଥିଲେ।

ରିଲିଜ୍ ହେଲା ‘ନୋଟ୍ବୁକ’ର ଟ୍ରେଲର
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁଙ୍କ ପ୍ରଯୋଜିତ ଫିଲ୍ମ ‘ନୋଟ୍ବୁକ୍’ର ଟ୍ରେଲର ଶୁକ୍ରବାର ରିିଲିଜ୍ ହୋଇଛି। ଏଥିରେ ବିଗତ ଦିନର ନାୟିକା ନୂତନଙ୍କ ନାତୁଣୀ ପ୍ରନୁତନ ବହଲ ଓ ଜାହିର ଇକବାଲ ଡେବ୍ୟୁ କରିଛନ୍ତି।

ପୁଅ ସହ ଲଞ୍ଚ୍ରେ ଗଲେ ସନି ଲିଓନ
ମୁମ୍ବାଇ: ଗ୍ଲାମର୍ସ ଜଗତରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ପର୍ନ ଷ୍ଟାର ଓ ଅଭିନେତ୍ରୀ ସନି ଲିଓନଙ୍କୁ ମୁମ୍ବାଇରେ ସ୍ପୋଟ କରାଯାଇଛି। ସନି ଲିଓନ ତାଙ୍କ ପୁଅ ସହ ଲଞ୍ଚ୍ ଡେଟରେ ଯାଇଥିବା ଦେଖିବାକୁ ମିଳିଛି।

ଖୁବ୍ଶୀଘ୍ର ଆସୁଛି ‘ମିର୍ଜାପୁର ସିଜିନ୍ ୨’
ନୂଆଦିଲ୍ଲୀ,୨୨।୨: ଏବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବ। ଓ୍ବେବ ସିରିଜ୍ ‘ମିର୍ଜାପୁର’ର ପ୍ରଥମ ସିଜିନକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିବା ପରେ ଏବେ ଏହାର ସିଜିନ ୨କୁ ମିଳିଛି ଗ୍ରୀନ୍ ସିଗ୍ନାଲ।

ରାଜନୀତିକୁ ଆସିବେ ଦୀପିକା: ହେବେ ସ୍ବଚ୍ଛ ଭାରତ ମନ୍ତ୍ରୀ!
ମୁମ୍ବାଇ,୨୨।୨: ଅଭିନେତ୍ରୀ ଦୀପିକା ପାଦୁକୋନ୍ ରାଜନୀତିକୁ ଆସିବାକୁ କରୁଛନ୍ତି ଯୋଜନା। ଏନେଇ ସେ ନିକଟରେ ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦୀପିକା ଏହା କହିଛନ୍ତି।

ଶହୀଦ୍ଙ୍କ ପିଲାଙ୍କୁ ସହାୟତା ଦେବେ ରବିନା ଟଣ୍ଡନ
ମୁମ୍ବାଇ: ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନ୍ଙ୍କ ପିଲାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ। ତାଙ୍କ ଫାଉଣ୍ଡେଶନ୍ ଶହୀଦ ପିଲାଙ୍କ ପଢ଼ାଖର୍ଚ୍ଚ ଯୋଗାଇବ ବୋଲି ଏଠାରେ ଆୟୋଜିତ ନାୟିକା-ଫେମିନା ବିଉଟି ଆଓ୍ବାର୍ଡସ, ୨୦୧୯ ଅବସରରେ ରବିନା ପ୍ରକାଶ କରିଛନ୍ତି।

ବଲିଉଡ୍ରେ ନାଁ କମାଇଥିବା ପାକିସ୍ତାନୀ
ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଅଲ୍ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ପାକିସ୍ତାନ କଳାକାରଙ୍କୁ ଭାରତରେ ବ୍ୟାନ୍ କରାଯାଇଛି। କୌଣସି ସଂସ୍ଥା ପାକିସ୍ତାନ କଳାକାରଙ୍କ ସହିତ କାମ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ତେବେ ବଲିଉଡ୍ରେ କାମ କରି ନଁା କମାଇଥିବା କେତେକ ପାକିସ୍ତାନୀଙ୍କ ସମ୍ପର୍କରେ...

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍ କୁମାର ବଡଜାତ୍ୟା
ମୁମ୍ବାଇ, ୨୧।୨: ବଲିଉଡର ବିଶିଷ୍ଟ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।