ମନୋରଞ୍ଜନ |

ନିଜକୁ କେବେ ଅସଫଳ ଭାବନ୍ତିନି ଗୋବିନ୍ଦା

ନିଜକୁ କେବେ ଅସଫଳ ଭାବନ୍ତିନି ଗୋବିନ୍ଦା
ମୁମ୍ବାଇ: ବଲିଉଡ ଦୁନିଆରେ ୩ଦଶକରୁ ଊର୍ଦ୍ଧ୍ୱ ସମୟ କାମ କରିଥିବା ଗୋବିନ୍ଦା ନିଜକୁ କେବେ ଅସଫଳ ବୋଲି ଭାବି ନାହାନ୍ତି। ଅବଶ୍ୟ କିଛି ଦିନ ହେବ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ଧୁମ୍‌ ମଚେଇ ପାରୁ ନାହିଁ। ଏହାପରେ ମଧ୍ୟ ସେ କେବେ ଆଶା ହରାଇ ନାହାଁନ୍ତି। ଖୁବ୍‌ ଶୀଘ୍ର ତାଙ୍କ ଫିଲ୍ମ ‘ଫ୍ରାଇଡେ’ ରିଲିଜ୍‌ ହେବାକୁ ଯାଉଛି। ସଫଳ ହୁଅନ୍ତୁ ଅବା ଅସଫଳ ସେ କିନ୍ତୁ କେବେ କାମରୁ ବିରତି ନେଇ ନାହାନ୍ତି। ଭଗବାନ ଶିବଙ୍କ ଆଶୀର୍ବାଦ ସର୍ବଦା ତାଙ୍କ ଉପରେ ଅଛି ବୋଲି କୁହନ୍ତି ଗୋବିନ୍ଦା। ସଫଳ ଅସଫଳକୁ ସେ କେବେ ତର୍ଜମା କରି ନାହାଁନ୍ତି କି ପଛକୁ ଫେରି ଦେଖି ନାହାଁନ୍ତି ଆହୁରି ମଧ୍ୟ ସେ ନିଜକୁ ସର୍ବଦା ଫିଟ୍‌ ରଖିଥିବାରୁ କାମ କରିବାକୁ ସେ ସବୁବେଳେ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି। 
All Right Reserved By

ମନୋରଞ୍ଜନ |

ଦୀପିକାଙ୍କ ନାଁ ବଦଳାଇବାକୁ ନେଇ କ’ଣ କହୁଛନ୍ତି ଜ୍ୟୋତିଷ

ଦୀପିକାଙ୍କ ନାଁ ବଦଳାଇବାକୁ ନେଇ କ’ଣ କହୁଛନ୍ତି ଜ୍ୟୋତିଷ

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ସୁଦୂର ଇଟାଲୀରେ ଏମାନଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଏବେ ଏମାନେ ଆରମ୍ଭ କରିବେ ନୂଆ ଜୀବନ।

ବିବାହ ପୂର୍ବରୁ ମା’ହୋଇଛନ୍ତି ନେହା

ବିବାହ ପୂର୍ବରୁ ମା’ହୋଇଛନ୍ତି ନେହା

ବମ୍ବେ: ବିବାହ ପୂର୍ବରୁ ମା’ ହେବା ବଲିଉଡରେ କିଛି ନୂଆ କଥା ନୁହେଁ। ନିକଟରେ ଅଭିନେତ୍ରୀ ନେହା ଧୁପିଆ ନିଜ ପ୍ରେମିକ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ। ଏହାର କିଛି ଦିନ ନ ଯାଉଣୁ ସେ ମା’ ହେବାକୁ ଯାଉଥିବା ପ୍ରକାଶ କରିଥିଲେ। କଥାଟା ଅନେକଙ୍କୁ ହଜମ ହୋଇ ନ ଥିବା ବେଳେ ଏବେ ପତି ଅଙ୍ଗଦ ଏହାର ଖୁଲାସା କରିଛନ୍ତି।

ଦୀପ-ବୀରଙ୍କ ବିବାହର ପ୍ରଥମ ଫଟୋ ଭାଇରାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଦୀପ-ବୀରଙ୍କ ବିବାହର ପ୍ରଥମ ଫଟୋ ଭାଇରାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ବମ୍ବେ: ବଲିଉଡର ଆଉ ଏକ ଷ୍ଟାର କପଲ୍‌ ଏବେ ବିବାହ ବନ୍ଧନରେ। ଇଟାଲୀର ଲେକ କେମୋରେ ଦୀପିକା  ପାଦ୍ୟୁକୋନ ଓ ରଣବିର ଉଭୟ ସିନ୍ଧି ଓ କୋଙ୍କଣୀ ପରମ୍ପରାନୁଯାୟୀ ବିବାହ କରିଛନ୍ତି।

ଶାହାରୁଖଙ୍କ ନୂଆ ପ୍ରେମିକା

ଶାହାରୁଖଙ୍କ ନୂଆ ପ୍ରେମିକା

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ ଜଣେ ଧନୀ କଳାକାର ଭାବେ ବେଶ ପରିଚିତ। କେବଳ ଧନ ନୁହେଁ ଅଭିନୟ ପାଇଁ ମଧ୍ୟ ବଲିଉଡ୍‌ରେ ତାଙ୍କର ରହିଛି ଏକ ସ୍ବତନ୍ତ୍ର ସ୍ଥାନ। 

ଦୀପବୀରଙ୍କୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ଦୀପବୀରଙ୍କୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ମୁମ୍ବାଇ: କୋଙ୍କଣୀ ରୀତିନୀତି ଅନୁଯାୟୀ ସରିଛି ବଲିଉଡର ବହୁ ଚର୍ଚ୍ଚିତ ବିବାହ। ଗୋଟିଏ ସୂତାରେ ବନ୍ଧା ହୋଇଛନ୍ତି ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଓ ନାୟକ ରଣବୀର କପୁରଙ୍କ ଜୀବନ।

ସୁଯୋଗ ପାଇ ବି ପାଇ ନ ଥିଲି

ସୁଯୋଗ ପାଇ ବି ପାଇ ନ ଥିଲି

ସିନେମା କରିବାର ଭୂତ ମୁଣ୍ଡରେ ଥାଏ। ଅଭିନୟ ପ୍ରତି ଯେହେତୁ ଅହେତୁକ ଦୁର୍ବଳତା ଥିଲା, ଏଣୁ କେମିତି ସିନେମାରେ ଟିକେ ସୁଯୋଗ ମିଳିବ ଖାଲି ସେ ସ୍ବପ୍ନ ଦେଖୁଥାଏ।

ପାଠ ପଢ଼ିବେ ସୋନମ

ପାଠ ପଢ଼ିବେ ସୋନମ

ସୋନମ କପୁର କଲେଜ ଯିବେ। ସେଠାରେ ପାଠ ପଢ଼ିବେ। ତେଣୁ ନିଜର ଷ୍ଟୁଡେଣ୍ଟ କ୍ୟାରିୟରକୁ ନେଇ ସେ ଉତ୍ସାହିତ ହୋଇପଡିଛନ୍ତି। ଅନେକ ହୁଏତ ଚିନ୍ତା କରିପାରନ୍ତି ଯେ ଘର ସଂସାର କରିବା ପରେ ସୋନମ କାହିଁକି ପାଠପଢ଼ା ଆଡକୁ ମନ ବଳାଇଲେ ?

ଏ ଦିଲ୍‌ ତତେ ଦେଲି

ଏ ଦିଲ୍‌ ତତେ ଦେଲି

‘ଏ ଦିଲ୍‌ ତତେ ଦେଲି’ ଟାଇଟଲରୁ ଜଣାପଡୁଛି ଯେ ଏହାର କାହାଣୀ ପ୍ରେମ ଉପରେ ଆଧାରିତ। ଜଣେ ଜଣକୁ ଦିଲ୍‌ ଦେବା ବଡ କଥା ନୁହେଁ, ହେଲେ ସେହି ପ୍ରେମର ମୁଣ୍ଡି ମାରିପାରିଲେ ହେଲା।

ଅଜବ ସଞ୍ଜୁର ଗଜବ ଲଭ୍‌

ଅଜବ ସଞ୍ଜୁର ଗଜବ ଲଭ୍‌

ସଞ୍ଜୁ ଚରିତ୍ର ସହ ଓଡ଼ିଆ ସିନେ ଦର୍ଶକ ପ୍ରାୟ ପରିଚିତ। କାରଣ ଏହି ଭୂମିକାରେ ଅଧିକାଂଶ ଥର ବାବୁସାନ ଅବତୀର୍ଣ୍ଣ ହୋଇସାରିଛନ୍ତି। ପୁଣି ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ତାଙ୍କୁ ମିଳିଛି ଏଭଳି ଭୂମିକା। 

ଓ୍ବେବ୍‌ ସିରିଜରେ କରୀନା

ଓ୍ବେବ୍‌ ସିରିଜରେ କରୀନା

କଥାରେ ଅଛି, ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ଯେଉଁ ଆଶା ପୂରଣ ନେଇ କରୀନା ଚାହିଁ ବସିଥିଲେ ତାହା କିପରି ପୂରଣ ହୋଇଛି।

ଆରିଏନ୍‌ ଯାହା ଚାହୁଁଥିଲେ

ଆରିଏନ୍‌ ଯାହା ଚାହୁଁଥିଲେ

ନବାଗତ ଆରିଏନ୍‌ଙ୍କୁ ଏକାଥରେ ଦୁଇଟି ଲକ୍ଷ୍ୟ ହାସଲ କରିବାକୁ ପଡିବ। ତେଣୁ ମାପିଚୁପି ପାଦ ପକାଉଛନ୍ତି। ଟିକେ ଯଦି ଓଲମ ବିଲମ ହୋଇଯାଏ ତା’ହେଲେ ସବୁ ପରିଶ୍ରମ ବୃଥା।

ଜ୍ୟୋତିଙ୍କ  ପ୍ରେମ  କାହାଣୀ

ଜ୍ୟୋତିଙ୍କ ପ୍ରେମ କାହାଣୀ

ଜ୍ୟୋତି ନାୟକ ଏବେ ପ୍ରେମରେ ପଡିଯାଇଛନ୍ତି। କାହା ସହ ଜାଣନ୍ତି ? ସୁନା ଚଢ଼େଇ ସହ। ଏହି ପ୍ରେମକୁ ସଫଳ କରିବାକୁ ସେ ସବୁ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ତୟାର।