ରାଜ୍ୟ |

ଏନ୍‌ଟିପିସି ପ୍ରକଳ୍ପକୁ ଅନୁମୋଦନରେ ବିଳମ୍ବ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଏନ୍‌ଟିପିସି ପ୍ରକଳ୍ପକୁ ଅନୁମୋଦନରେ ବିଳମ୍ବ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୧୧।୯(ବ୍ୟୁରୋ): ବିଭିନ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ସମେତ ଏନ୍‌ଟିପିସି ପ୍ରକଳ୍ପକୁ ଅନୁମୋଦନରେ ରାଜ୍ୟ ସରକାର ବିଳମ୍ବ କରୁଛନ୍ତି। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ପ୍ରକଳ୍ପଗୁଡିକ ପାଇଁ ଆବଶ୍ୟକ ଅନୁମତି ପ୍ରଦାନରେ ବିଳମ୍ବ ନେଇ ଧର୍ମେନ୍ଦ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରକଳ୍ପଗୁଡିକ ପାଇଁ ଉଚ୍ଚସ୍ତରୀୟ କମିଟିରେ ଶୀଘ୍ର ଅନୁମୋଦନ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତଖେପ ପାଇଁ ଅନୁରୋଧ କରିଛନ୍ତି। 
ଧର୍ମେନ୍ଦ୍ର କହିଛନ୍ତି, ଏନ୍‌ଟିପିସି ପରିବେଶ ସୁରକ୍ଷା ବ୍ୟବସ୍ଥା ଅନୁକୂଳ ପ୍ରକଳ୍ପ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅନୁସାରେ ଅନୁମତି ଚାହିଁଥିଲେ ମଧ୍ୟ ରାଜ୍ୟ ସରକାର ଏ ଯାଏ ଅନୁମତି ପ୍ରଦାନ କରି ନାହାନ୍ତି। ଏଭଳି ବଡ଼ ପୁଞ୍ଜି ନିବେଶ ପ୍ରସ୍ତାବ ଦୀର୍ଘ ୧୫ ମାସ ଧରି ଝୁଲି ରହିବା ରାଜ୍ୟରେ ପୁଞ୍ଜିନିବେଶ ବାତାବରଣକୁ ଖରାପ କରୁଛି। ତେଣୁ ଏ କ୍ଷେତ୍ରରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏନ୍‌ଟିପିସି ଛଡା ତୈଳା ରାଷ୍ଟ୍ରାୟତ ଉଦ୍ୟୋଗ, ସେଲ୍‌, ନାଲ୍‌କୋ ପରି ସଂସ୍ଥା ବଡ଼ ପୁଞ୍ଜିନିବେଶ ପ୍ରସ୍ତାବଗୁଡିକୁ ଆଲୋଚନା କରି ଅନୁମୋଦନ କରିବା ପାଇଁ ସେ କହିଛନ୍ତି। 
All Right Reserved By

ରାଜ୍ୟ |

ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ):  ବିୟର ଫ୍ୟାକ୍ଟ୍ରି ପାଇଁ ସହସ୍ରାଧିକ ଗଛ କାଟିବା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

ବାର୍‌ହା ଆକ୍ରମଣରେ ଚାଷୀ ଗୁରୁତର

ବାର୍‌ହା ଆକ୍ରମଣରେ ଚାଷୀ ଗୁରୁତର

ଭଞ୍ଜନଗର,୧୮।୧୧(ଡି.ଏନ.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଚଂଳର ସିଂଘମର୍ଦ୍ଧନୀ ଗ୍ରାମରେ ରବିବାର ସକାଳେ ବାର୍‌ହା ଆକ୍ରମଣରେ  ଚାଷୀ ମୋଚିରାମ ବେହେରା (୭୦) ଗୁରୁତର ଭାବେ ଆହତ ହୋଇଛନ୍ତି।

ସାର୍‌ଙ୍କ ଆଲିଙ୍ଗନରେ ଆଖିରୁ ଝରିଆସିଥିଲା ଲୁହ

ସାର୍‌ଙ୍କ ଆଲିଙ୍ଗନରେ ଆଖିରୁ ଝରିଆସିଥିଲା ଲୁହ

ବହୁ ନାଟକର ଲେଖକ ଓ ନିର୍ଦ୍ଦେଶକ ଭାବେ ସାରା ଓଡ଼ିଶାରେ ବେଶ୍‌ ପରିଚିତ ଗୋପାଳ ଦେ। ନାଟକ ବ୍ୟତୀତ ‘ଜୋର ଯା’ର ମୁଲକ ତାର’, ‘ଆସୁଛି ମୋ କାଳିଆସୁନା’, ‘ପଞ୍ଜୁରୀ ଭିତରେ ସାରୀ’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସଂଳାପ ଲେଖିବା ସହିତ ନିଖୁଣ ଅଭିନୟ କରି ସାଉଁଟିଛନ୍ତି ଅଗଣିତ ଦର୍ଶକଙ୍କ ପ୍ରଶଂସା ଆଉ ଅନେକ ପୁରସ୍କାର। ତେବେ କଲେଜ ଜୀବନର କିଛି ଅଭୁଲା ସ୍ମୃତି ସମ୍ପର୍କରେ ପ୍ରକାଶ କରିଛନ୍ତି ଏହି ବିଶିଷ୍ଟ ନାଟ୍ୟକାର। 

ଦେବ୍ରିଗଡ଼ରେ ଆଉ ଏକ ବାଘର ସନ୍ଧାନ

ଦେବ୍ରିଗଡ଼ରେ ଆଉ ଏକ ବାଘର ସନ୍ଧାନ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ)- ଦେବ୍ରିଗଡ଼ ଅଭୟାରଣ୍ୟରେ ଆଉ ଏକ ବାଘର ସନ୍ଧାନ ମିଳିଛି। ହୀରାକୁଦ ବନଖଣ୍ଡ ଅଧୀନ ଲଖନପୁର ବନାଞ୍ଚଳରେ ଗ୍ରାମବାସୀ ଏକ ମହାବଳ ବାଘ ଦେଖିଛନ୍ତି।

ସାତକୋଶିଆରେ ବନ୍ଦ ହେବନି ବ୍ୟାଘ୍ର ପ୍ରକଳ୍ପ

ସାତକୋଶିଆରେ ବନ୍ଦ ହେବନି ବ୍ୟାଘ୍ର ପ୍ରକଳ୍ପ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ)- ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରି ଧରିବା ଓ ବାଘ ‘ମହାବୀର’ର ମୃତ୍ୟୁ ପରେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଜାରି ରହିବା ନେଇ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। 

ବାହାରେ ଅଳିଆ ଫିଙ୍ଗିଲେ ଜରିମାନା

ବାହାରେ ଅଳିଆ ଫିଙ୍ଗିଲେ ଜରିମାନା

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ଏଣିକି ବାହାର ଅଳିଆ ଫିଙ୍ଗିଲେ ଜରିମାନା ଗଣିବେ ରାଜଧାନୀର ବ୍ୟବସାୟୀ। ଏଭଳି ସତର୍କ କରାଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ହକି ବିଶ୍ୱକପ୍‌ ପାଖେଇ ଆସୁଛି।

ଅଗ୍ନି ଗ୍ୟାଙ୍ଗର ୫ ଗିରଫ: ପୋଲିସ ଇନ୍‌ଫର୍ମର ହେତୁ ମିଳୁଥିଲା ସୁରକ୍ଷା

ଅଗ୍ନି ଗ୍ୟାଙ୍ଗର ୫ ଗିରଫ: ପୋଲିସ ଇନ୍‌ଫର୍ମର ହେତୁ ମିଳୁଥିଲା ସୁରକ୍ଷା

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ଜଗନ୍ନାଥ ନଗର, ସରକନ୍ତରା, ରଘୁନାଥ ନଗର ଓ ଡୁମୁଡୁମାରେ ବୋମାମାଡ, ଡକାୟତି ଏବଂ ବଟି ଆଦି ଘଟଣାରେ ସମ୍ପୃକ୍ତ ଥିବା ଅଗ୍ନିର ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ।

ୟୁ ଟର୍ନ ମାରିଲେ ଏଲ୍‌ସା

ୟୁ ଟର୍ନ ମାରିଲେ ଏଲ୍‌ସା

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ରାଜଧାନୀର ଏକ ହୋଟେଲରେ ଓଡିଆ ଫିଲ୍ମ ତୁ ମୋ ସୁନା ଚଢେଇର ଅଡିଓ ରିଲିଜ ସମୟରେ ଅଭିନେତ୍ରୀ ଏଲ୍‌ସା ଘୋଷ ଓ ନିର୍ଦ୍ଦେଶକ ଦିଲୀପ ପଣ୍ଡା ମୁହଁାମୁହିଁ ହୋଇଥିଲେ। 

ନାଇଜରରେ ବିଂଶତମ ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତ: ରାଜ୍ୟର ପ୍ରଗତିରେ ବିଜ୍ଞାନ, ପ୍ରଯୁକ୍ତିର ସୁବିନିଯୋଗ ହେଉ

ନାଇଜରରେ ବିଂଶତମ ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତ: ରାଜ୍ୟର ପ୍ରଗତିରେ ବିଜ୍ଞାନ, ପ୍ରଯୁକ୍ତିର ସୁବିନିଯୋଗ ହେଉ

ଜଟଣୀ,୧୮।୧୧(ଡି.ଏନ୍‌.ଏ): ଯେଉଁ ରାଷ୍ଟ୍ରର ବିଜ୍ଞାନ ସମ୍ବନ୍ଧିତ ଗବେଷଣା ଓ ବୈଷୟିକ ଜ୍ଞାନ  ଉଚ୍ଚକୋଟୀର, ସେ ଦେଶ ଅର୍ଥନୈତିକ ତଥା ସାମାଜିକ ପ୍ରଗତିରେ ଶୀର୍ଷସ୍ଥାନ ଅଧିକାର କରି ବିଶ୍ୱରେ ଅଗ୍ରଣୀ ଭୂମିକା ହାସଲ କରିଛି।

ଧାନ ଅମଳ ସମୟରେ ଚକଡା ପୋକ : ପୋକଙ୍କ କବଳରେ ୨୮୩ ହେକ୍ଟର ଜମି

ଧାନ ଅମଳ ସମୟରେ ଚକଡା ପୋକ : ପୋକଙ୍କ କବଳରେ ୨୮୩ ହେକ୍ଟର ଜମି

ଖୋର୍ଦ୍ଧା ଅଫିସ,୧୮।୧୧:ଉପକୃଷି ନିର୍ଦ୍ଦେଶକ(ଡିଡିଏ) ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଖୋର୍ଦ୍ଧା, ଟାଙ୍ଗୀ ଓ ଭୁବନେଶ୍ୱର କୃଷି ଜିଲାର ଧାନ ଫସଲରେ ଚକଡା (ମାଟିଆ ଗୁଣ୍ଡି )ପୋକ ପ୍ରାଦୁର୍ଭାବ ଦେଖାଦେଇଛି।

ତୁଳସୀପୁର ଏଟିଏମ୍‌ ତାଡି ଲୁଟ୍‌ ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଜେଲ ଗଲେ

ତୁଳସୀପୁର ଏଟିଏମ୍‌ ତାଡି ଲୁଟ୍‌ ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଜେଲ ଗଲେ

ଖୋର୍ଦ୍ଧା ଅଫିସ, ୧୮।୧୧: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ତୁଳସୀପୁରର ଇଣ୍ଡିକାସ୍‌ ଏଟିଏମ୍‌ ତାଡି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି।

ଖରିଫ ଧାନ ସଂଗ୍ରହରେ ଭାଗ ନେବେ ନାହିଁ ମିଲର:  ୩ ଜିଲାର ୬୦ ମିଲ ମାଲିକଙ୍କ ନିଷ୍ପତ୍ତି

ଖରିଫ ଧାନ ସଂଗ୍ରହରେ ଭାଗ ନେବେ ନାହିଁ ମିଲର: ୩ ଜିଲାର ୬୦ ମିଲ ମାଲିକଙ୍କ ନିଷ୍ପତ୍ତି

ନୟାଗଡ଼ ଅଫିସ,୧୮।୧୧-୨୦୧୮-୧୯ ଖରିଫ ଧାନ ସଂଗ୍ରହରେ  ଭାଗ ନେବେ ନାହିଁ ୩ଟି ଜିଲାର ମିଲର। ଚୁକ୍ତି (ଏଗ୍ରିମେଣ୍ଟ) ପୂର୍ବରୁ ବକେୟା ଟଙ୍କା କ୍ଲିୟର କରିବା,  ସରକାର ମିଲରମାନଙ୍କୁ କେଉଁ କେଉଁ କାମ ପାଇଁ କେତେ ଟଙ୍କା ଦେବେ ତାହା ମିଲରମାନଙ୍କୁ ଜଣାଇଦେବା ଲାଗି ସେମାନେ ଦାବି କରିଛନ୍ତି।