ଜାତୀୟ |

ଆଶାଙ୍କୁ ଆଶାନୁରୂପ ଭେଟି

ଆଶାଙ୍କୁ ଆଶାନୁରୂପ ଭେଟି
ନୂଆଦିଲ୍ଲୀ,୧୧।୯: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏବେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ଘୋଷଣା କରୁଛନ୍ତି। ଗୋଟିଏ ପଟେ ଅଙ୍ଗନଓ୍ବାଡିକର୍ମୀଙ୍କ ଦରମା ବୃଦ୍ଧିକରିଥିବା ବେଳେ ଅନ୍ୟପଟେ ଆଶାକର୍ମୀଙ୍କୁ ମଧ୍ୟ ଆଶାନୁରୂପ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ଏଣିକି ଆଶାକର୍ମୀ କେନ୍ଦ୍ର ସରକାରଙ୍କଠାରୁ ପାଉଥିବା ପ୍ରୋତ୍ସାହନ ରାଣିର ୨ ଗୁଣା ପାଇବେ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ସେହିପରି ସମସ୍ତ ଆଶାକର୍ମୀ ଏବଂ ସେମାନଙ୍କ ସହାୟିକାମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧିନରେ ମାଗଣାରେ ବୀମା ପାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। 
All Right Reserved By

ଜାତୀୟ |

ପୂର୍ବତନ ୟୁପି ଏମ୍‌ଏଲଏଙ୍କ ବିରୋଧରେ ମାମଲା ଦାଏର

ପୂର୍ବତନ ୟୁପି ଏମ୍‌ଏଲଏଙ୍କ ବିରୋଧରେ ମାମଲା ଦାଏର

ଲକ୍ଷ୍ମୌ,୧୭।୧୧(ପିଟିଆଇ)- ଉତ୍ତର ପ୍ରଦେଶର ଜଣେ ତହସିଲଦାରଙ୍କୁ ମାଡ ମାରିବା ଅଭିଯୋଗରେ ପୂର୍ବତନ ବିଧାୟକ ଦିଲୀପ ବର୍ମା ଓ ତାଙ୍କ ସହଯୋଗୀଙ୍କ ନାମରେ ଦୁଇଟି ମାମଲା ଦାଏର ହୋଇଥିବା ପୋଲିସ କହିଛି।

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଭାଜପାର ଘୋଷଣା ପତ୍ର ଜାରି: ଛାତ୍ରୀଙ୍କୁ ମିଳିବ ସ୍କୁଟି

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଭାଜପାର ଘୋଷଣା ପତ୍ର ଜାରି: ଛାତ୍ରୀଙ୍କୁ ମିଳିବ ସ୍କୁଟି

ଭୋପାଳ, ୧୭।୧୧: ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ଭାଜପା ପକ୍ଷରୁ ଘୋଷଣାପତ୍ର ଜାରି କରାଯାଇଛି

ବିଜ୍ଞାପନ ଗୁରୁଙ୍କ ପରଲୋକ

ବିଜ୍ଞାପନ ଗୁରୁଙ୍କ ପରଲୋକ

ମୁମ୍ବାଇ,୧୭।୧୧: ବିଜ୍ଞାପନ ଗୁରୁ ତଥା ନାଁ କରା ବିଜ୍ଞାପନ ଫିଲ୍ମ ନିର୍ମାତା ପଦ୍ମଶ୍ରୀ ଆଲିକ୍ୟୁ ପଦମସିଙ୍କର ଶନିବାର ୯୦ ବର୍ଷ ବୟସରେ ମୁମ୍ବାଇଠାରେ ପରଲୋକ ହୋଇଛି। 

କେରଳ ବନ୍ଦ ଉପରେ ନଜର ରଖିଛି ଡ୍ରୋନ୍‌

କେରଳ ବନ୍ଦ ଉପରେ ନଜର ରଖିଛି ଡ୍ରୋନ୍‌

ଥିରୁଭାନନ୍ତପୁରମ,୧୭।୧୧: ଭଗବାନ ଆୟପ୍ପା ସ୍ବାମୀଙ୍କ ଦର୍ଶନ ପାଇଁ ସାବରିମାଳା ଯାଇଥିବା ସଂଘ ପରିବାରର ବରିଷ୍ଠ ନେତାଙ୍କ ଗିରଫକୁ ବିରୋଧ କରି ଶନିବାର ଦକ୍ଷିଣପନ୍ଥୀ ହିନ୍ଦୁ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

୧୩ଦିନ ବନ୍ଦ ରହିବ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ରନଓ୍ବେ

୧୩ଦିନ ବନ୍ଦ ରହିବ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ରନଓ୍ବେ

ନୂଆଦିଲ୍ଲୀ,୧୭।୧୧: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନଓ୍ବେ ୧୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ରନଓ୍ବେ ୩ଟି ଟର୍ମିନାଲ ସହ ସଂଯୋଗ ରକ୍ଷା କରୁଥିଲା।

ସ୍କୁଲ ବସ୍‌ ଦୁର୍ଘଟଣା: ୧୪ ଆହତ

ସ୍କୁଲ ବସ୍‌ ଦୁର୍ଘଟଣା: ୧୪ ଆହତ

ନୂଆଦିଲ୍ଲୀ,୧୭।୧୧: ପାଖାପାଖି ୩୦ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ ଶନିବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ନଏଡାର ରଜନିଗନ୍ଧା ଚୌକ ଅଣ୍ଡରପାସ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା।

ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୬ ମୃତ

ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୬ ମୃତ

ବେଙ୍ଗାଲୁର,୧୭।୧୧: କର୍ନାଟକର ହୁବୁଳିଠାରେ  ଶନିବାର ସକାଳେ ଏକ ମର୍ନ୍ତନ୍ତୁଦ ସଡ଼କ ଦୁର୍ଘଟଣାରେ ଅତିକମ୍‌ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯାତ୍ରୀବାହୀ ବସ୍‌କୁ ଏକ ମାଲ ବୋଝେଇ ଟ୍ରକ୍‌ ହୁବଳିଠାରେ ଜାତୀୟ ରାଜପଥ ୬୩ରେ ଧକ୍କା ଦେଇଥିଲା।

ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଜୌରି,୧୭।୧୧: ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ  ଶନିବାର ସକାଳେ ଆରମ୍ଭ ହୋଇଛି। ଶୀତ ଆରମ୍ଭ ହୋଇ ଯାଇଥିବାରୁ ଖୁବ୍‌ କମ୍‌ ସଂଖ୍ୟକ ଲୋକ ବୁଥ୍‌କୁ ଆସିଥିବା ଦେଖିବାକୁ ମିଳିଛି। 

ଠେଲା ଗାଡ଼ିରେ ସିସିଟିଭି କ୍ୟାମେରା

ଠେଲା ଗାଡ଼ିରେ ସିସିଟିଭି କ୍ୟାମେରା

ପାଟନା,୧୭।୧୧: ଧନୀ ଲୋକଙ୍କ ଘର ବାହାରେ, ମଲ୍‌ରେ, ବଡ ବଡ ଦୋକାନରେ ଅବା ଟ୍ରାଫିକ୍‌ ପୋଷ୍ଟରେ ସିସିଟିଭି କ୍ୟାମେରା ଲାଗିଥିବା ଅନେକଙ୍କ ନଜରକୁ ଆସିଥିବା। 

ବିନା ବସ୍ତ୍ରରେ ସେଲ୍‌ଫି ନେଉଥିବା କିନ୍ନର ଗିରଫ

ବିନା ବସ୍ତ୍ରରେ ସେଲ୍‌ଫି ନେଉଥିବା କିନ୍ନର ଗିରଫ

ନୂଆଦିଲ୍ଲୀ,୧୭।୧୧: ରାଜଧାନୀ ଦିଲ୍ଲୀର ସିଗନେଚର୍‌ ବ୍ରିଜ୍‌ ଏବେ ଏକ ସେଲ୍‌ଫି ପଏଣ୍ଟ ପାଲଟି ଯାଇଛି। ବିପଦପୂର୍ଣ୍ଣ ଭାବେ ଏଠି ଅନେକ ଲୋକ ସେଲ୍‌ଫି ନେଉଥିବା ଖବର ସାମ୍ନାକୁ ଆସୁଛି।

ପତ୍ନୀଙ୍କ ବିଧବା ଭତ୍ତା ମେସେଜ୍‌ ଦେଖି ଚମକି ପଡିଲେ ଜୀବିତ ସ୍ବାମୀ

ପତ୍ନୀଙ୍କ ବିଧବା ଭତ୍ତା ମେସେଜ୍‌ ଦେଖି ଚମକି ପଡିଲେ ଜୀବିତ ସ୍ବାମୀ

ସୀତାପୁର,୧୭।୧୧: ଉତ୍ତର ପ୍ରଦେଶ ସୀତାପୁର ଜିଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। ଏଠାରେ ପ୍ରାୟ ୨୨ ଜଣ ମହିଳାଙ୍କ ସ୍ବାମୀ ଜୀବିତ ଥିବା ବେଳେ ସେମାନେ କିନ୍ତୁ ନେଉଛନ୍ତି ବିଧବା ଭତ୍ତା। 

ରାଜସ୍ଥାନ ନିର୍ବାଚନ: କଂଗ୍ରେସର ୧୫୨ ଜଣିଅା ପ୍ରାର୍ଥୀ ତାଲିକା ପ୍ରକାଶ

ରାଜସ୍ଥାନ ନିର୍ବାଚନ: କଂଗ୍ରେସର ୧୫୨ ଜଣିଅା ପ୍ରାର୍ଥୀ ତାଲିକା ପ୍ରକାଶ

ନୂଅାଦିଲ୍ଲୀ,୧୬। ୧୧(ପିଟିଅାଇ)- ରାଜସ୍ଥାନରେ ଦୁଇ ଶହ ବିଧାନସଭା ଅାସନରେ ଡିସେମ୍ବର ୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ କଂଗ୍ରେସ ଏବେସୁଦ୍ଧା ୧୫୨ ଜଣଙ୍କ ନାମରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।