ଅନ୍ତର୍ଜାତୀୟ |

ପ୍ରତିବର୍ଷ ୮ଲକ୍ଷ ଲୋକ କରୁଛନ୍ତି ଆତ୍ମହତ୍ୟା

ପ୍ରତିବର୍ଷ ୮ଲକ୍ଷ ଲୋକ କରୁଛନ୍ତି ଆତ୍ମହତ୍ୟା
ଓ୍ବାଶିଂଟନ୍‌,୧୧।୯: ପ୍ରତିବର୍ଷ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି ବୋଲି ଓ୍ବାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲୁଏଚ୍‌ଓ)ଏକ ରିପୋର୍ଟରେ ଦର୍ଶାଇଛି। ୨୦୧୬ରେ ୧୫-୨୯ ବର୍ଷ ବୟସର ବ୍ୟକ୍ତି ବେଶି ଆତ୍ମହତ୍ୟା କରିଥିବା ଏହି ରିପୋର୍ଟ କହିଛି। ସୋମବାର ଆତ୍ମହତ୍ୟା ନିବରଣ ଦିବସ ଅବସରରେ ଡବ୍ଲୁଏଚ୍‌ଓ ଏବଂ କାନାଡାର ମାନସିକ ସ୍ବାସ୍ଥ୍ୟ ଅୟୋଗ ଆତ୍ମହତ୍ୟା କମ୍‌ କରିବା ଲାଗି ଏକ ଟୁଲ୍‌କିଟ୍‌ ଜାରି କରିଛନ୍ତି। ପ୍ରାୟ ସବୁ ଦେଶରେ ଆତ୍ମହତ୍ୟା ଘଟଣା ଘଟୁଥିବା ବେଳେ ବିଶେଷ କରି ମିଶ୍ର ଓ ମଧ୍ୟମ ଆୟ ହେଉଥିବା ଦେଶରେ ଏହାର ପରିମାଣ ସାମାନ୍ୟ ଅଧିକ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। 
All Right Reserved By

ଅନ୍ତର୍ଜାତୀୟ |

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ନୂଆଦିଲ୍ଲୀ/ରୋମ, ୧୪।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦିପିକା ପାଦ୍ୟୁକୋନ ଓ ଅଭିନେତା ରଣବୀର ସିଂ। ସୁଦୂର ଇଟାଲୀ ଲେକ୍‌ କୋମୋରେ ଦୁହିଁଙ୍କ ବିବାହ ଖୁବ୍‌ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ନୂଆଦିଲ୍ଲୀ/ସିଡନୀ, ୧୪।୧୧: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢିଛି ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି। 

ମୋଦି, କେଜ୍‌ରିଓ୍ବାଲ ଶୁଣିଲେନି, ଟମ୍ଫଙ୍କ ପାଖରେ ପହଞ୍ଚିଲା ଅଭିଯୋଗ

ମୋଦି, କେଜ୍‌ରିଓ୍ବାଲ ଶୁଣିଲେନି, ଟମ୍ଫଙ୍କ ପାଖରେ ପହଞ୍ଚିଲା ଅଭିଯୋଗ

ନୂଆଦିଲ୍ଲୀ/ନ୍ୟୁୟର୍କ, ୧୪।୧୧: ଭାରତୀୟ ରେଳ ବିଭାଗର ଅଭିଯୋଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ଙ୍କ ପାଖରେ ପହଞ୍ଚିଛି। ପାଲମ୍‌ ଷ୍ଟେଶନରେ ଚେତକ ଏକ୍ସପ୍ରେସର ଏକ ରହଣିସ୍ଥଳ ନିର୍ମାଣ ପାଇଁ ରେଳ ଯାତ୍ରୀ ସଂଗଠନ ପକ୍ଷରୁ ବହୁ ଦିନରୁ ଦାବି ହୋଇଆସୁଥିଲା।

ଆକାଶରେ ପୁଣି ଦେଖାଦେଲା ଉଡ଼ନ୍ତା ଥାଳିଆ

ଆକାଶରେ ପୁଣି ଦେଖାଦେଲା ଉଡ଼ନ୍ତା ଥାଳିଆ

ନୂଆଦିଲ୍ଲୀ/ଡବଲିନ୍‌,୧୪।୧୧: ଅନ୍ୟଗ୍ରହର ଜୀବଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଛି। ପୃଥିବୀର କେତେକ ଅଞ୍ଚଳରେ ଆଶ୍ଚର୍ଯ୍ୟ ଜନକ ଉଜ୍ୱଳ ଥାଳିଆ ଆକାରର ଉଡ଼ନ୍ତା ବସ୍ତୁ ଦୃଶ୍ୟମାନ ହେଉଥିବା ନେଇ ଅନେକ ବ୍ୟକ୍ତି କହିଥାନ୍ତି।  

୧୩୦ କୋଟି ଲୋକଙ୍କ ଜୀବନରେ ଆସିଛି ସୁଧାର: ପ୍ରଧାନମନ୍ତ୍ରୀ

୧୩୦ କୋଟି ଲୋକଙ୍କ ଜୀବନରେ ଆସିଛି ସୁଧାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ସିଙ୍ଗାପୁର,୧୪।୧୧: ଭାରତରେ ଆର୍ଥିକ ଯୋଜନା ମାଧ୍ୟମରେ ୧୩୦ କୋଟି ଲୋକଙ୍କ ଜୀବନରେ ସୁଧାର ଆସିପାରିଛି। 

ଇସ୍ରାଏଲ ଆକ୍ରମଣରେ ଅଲଅକ୍ସା ଟିଭିି ସେଣ୍ଟର ଧ୍ୱଂସ

ଇସ୍ରାଏଲ ଆକ୍ରମଣରେ ଅଲଅକ୍ସା ଟିଭିି ସେଣ୍ଟର ଧ୍ୱଂସ

ଗାଜା, ୧୩।୧୧(ପି.ଟି.ଆଇ.)-ଗାଜାରେ ମଙ୍ଗଳବାର ଅଲଅକ୍ସା ଟିଭି ସେଣ୍ଟରର ବିଲଡିଂ ଧ୍ୱଂସ ପାଇ ଯାଇଛି। ଇସ୍ରାଏଲ ଆକାଶ ପଥରେ ଆକ୍ରମଣ କରିବା ଯୋଗୁଁ ଏହି ଟିଭି ସେଣ୍ଟର ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।

ଆକାଶରେ ଦିଶିଲା ଉଜ୍ୱଳ ଆଲୋକ ସହ ଅଜଣା ବସ୍ତୁ

ଆକାଶରେ ଦିଶିଲା ଉଜ୍ୱଳ ଆଲୋକ ସହ ଅଜଣା ବସ୍ତୁ

ଡବଲିନ୍‌,୧୩।୧୧: ଆୟରଲାଣ୍ଡର ଦକ୍ଷିଣ ପଶ୍ଚିମ ଉପକୂଳରେ ଏକ ଅନ୍‌ଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ(ୟୁଏଫ୍‌ଓ) ବା ଅଜଣା ଉଡନ୍ତା ବସ୍ତୁ ଦେଖାଯାଇଥିବା ସୂଚନା ମିଳିଛି।

ମୂଳ ଭାରତୀୟ ତୁଳସୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ମୂଳ ଭାରତୀୟ ତୁଳସୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧: ମୂଳ ଭାରତୀୟ ତୁଳସୀ ଗୋବାର୍ଡ ୨୦୨୦ରେ ହେବାକୁଥିବା ଆମେରିକା ରାଷ୍ଟ୍ରପ୍ରତି ନିର୍ବାଚନ ଲଢ଼ିବା ଯୋଜନା କରୁଛନ୍ତି। ଏନେଇ ତାଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ଜଣାପଡ଼ିଛି। 

୨୦୩୦ ସୁଦ୍ଧା  ଭାରତରେ ୧୭ ଲକ୍ଷ  ଶିଶୁଙ୍କୁୁ ନିମୋନିଆ ହେବା ଆଶଙ୍କା

୨୦୩୦ ସୁଦ୍ଧା ଭାରତରେ ୧୭ ଲକ୍ଷ ଶିଶୁଙ୍କୁୁ ନିମୋନିଆ ହେବା ଆଶଙ୍କା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧:  ଆଗାମୀ ୧୨ ବର୍ଷ ମଧ୍ୟରେ ୨୦୩୦ ସୁଦ୍ଧା ଭାରତର ୧୭ ଲକ୍ଷ ଶିଶୁଙ୍କୁ ନିମୋନିଆ ହେବା ଆଶଙ୍କା ରହିଛି। ୨୦୩୦ ବେଳକୁ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି।

ଡ୍ୟାମ୍‌ ନିର୍ମାଣ ପାଇଁ ୮ କୋଟି ଦାନ ଦେଇଥିବା ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଯାଞ୍ଚ୍‌ ଆଦେଶ

ଡ୍ୟାମ୍‌ ନିର୍ମାଣ ପାଇଁ ୮ କୋଟି ଦାନ ଦେଇଥିବା ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଯାଞ୍ଚ୍‌ ଆଦେଶ

ଲାହୋର,୧୩।୧୧: ଡ୍ୟାମ୍‌ ନିର୍ମାଣ ପାଇଁ ୮ କୋଟି ଟଙ୍କା ଦାନ ଦେଇଥିବା ଜଣେ ପାକିସ୍ତାନ ନାଗରିକଙ୍କ ମାନସିକ ଅବସ୍ଥା ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶେଖ୍‌ ଶାହିଦ୍‌ ନାମକ ଜଣେ ବ୍ୟକ୍ତି ଏହି ଦାନ କରିଥିଲେ। 

ଅଧାରୁ ଅଧିକ ପାକିସ୍ତାନ ଜନସାଧାରଣଙ୍କୁ ଇଣ୍ଟରନେଟ୍‌ ଅଜଣା

ଅଧାରୁ ଅଧିକ ପାକିସ୍ତାନ ଜନସାଧାରଣଙ୍କୁ ଇଣ୍ଟରନେଟ୍‌ ଅଜଣା

ଇସଲାମାବାଦ୍‌,୧୩।୧୧: ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ପାକିସ୍ତାନର ଅଧାରୁ ଅଧିକ ଜନସାଧାରଣଙ୍କର ଏସମ୍ପର୍କରେ କୌଣସି ଜ୍ଞାନନାହିଁ। ଦେଶର ୬୯ ପ୍ରତିଶତ ଲୋକ ଇଣ୍ଟରନେଟ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜଣା।

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧: ଅନୁପ୍ରବେଶ ମାମଲାରେ ଆମେରିକାରେ ୨୩ ଶହ ୮୨ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ୮୬ ଜେଲ୍‌ରେ ସେମାନେ କାଟୁଛନ୍ତି ବନ୍ଦୀ ଜୀବନ।