ମନୋରଞ୍ଜନ |

ଦ୍ୱିତୀୟ ସନ୍ତାନ ପାଇଁ ପ୍ଲାନିଂ କରୁଛନ୍ତି ବେବୋ

ଦ୍ୱିତୀୟ ସନ୍ତାନ ପାଇଁ ପ୍ଲାନିଂ କରୁଛନ୍ତି ବେବୋ
ବଲିଉଡ ଅଭିନେତ୍ରୀ ବେବୋ ଓରଫ୍‌ କରିନା କପୁର ଖାନ୍‌ ଦ୍ୱିତୀୟ ସନ୍ତାନ ପାଇଁ ପ୍ଲାନିଂ କରୁଛନ୍ତି। ନିକଟରେ ଏକ ଟକ୍‌ ଶୋ’ରେ ଏହା କହିଛନ୍ତି କରିନା। କିନ୍ତୁ ଏବେ ନୁହେଁ ଆଉ ଦୁଇ ବର୍ଷ ପରେ ସେ ଦ୍ୱିିତୀୟ ସନ୍ତାନ କଥା ଚିନ୍ତା କରିବେ ବୋଲି କହିଛନ୍ତି। ନିଜ ବେଷ୍ଟ ଫ୍ରେଣ୍ଡ୍‌ ଅମୃତା ଆରୋରାଙ୍କ ସହ କୋମଲ ନାହାଟାଙ୍କ ଟକ୍‌ ଶୋ ‘ଷ୍ଟେରୀ ନାଇଟ୍ସ ଟୁ ଓଃ’ରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ତାଙ୍କୁ ଦ୍ୱିତୀୟ ସନ୍ତାନ ପ୍ଲାନିଂ ବିଷୟରେ ପ୍ରଶ୍ନ ପଚାରିଥିଲେ କୋମଲ। ଯାହାର ଉତ୍ତରରେ କରିନା କହିଥିଲେ, ତୈମୁର ଏବେ ଖୁବ୍‌ ଛୋଟ ଅଛି। ତେଣୁ ଦ୍ୱିତୀୟ ସନ୍ତାନ ପାଇଁ ପ୍ଲାନିଂ ଏବେ ନୁହେଁ, ଦୁଇ ବର୍ଷ ପରେ ଚିନ୍ତା କରିବି। ୨୦୧୬, ଡିସେମ୍ବର ୨୦ ତାରିଖରେ କରିନା ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପ୍ରଥମ ସନ୍ତାନ ତୈମୁର ଅଲ୍ଲୀ ଖାନ୍‌ ଜନ୍ମଗ୍ରହଣ କରିଥିଲେ। ନିକଟରେ କରିନାଙ୍କ ପୂର୍ବତନ ପ୍ରେମିକ ଶାହିଦ କପୁର ଦ୍ୱିତୀୟ ସନ୍ତାନର ଜନକ ହୋଇଛନ୍ତି।

All Right Reserved By

ମନୋରଞ୍ଜନ |

କିସିଂ ବୟଙ୍କ ଫିଲ୍ମର ପୋଷ୍ଟର ରିଲିଜ୍‌

କିସିଂ ବୟଙ୍କ ଫିଲ୍ମର ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବେଶ୍‌ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଥରେ ପରଦାକୁ ଫେରୁଛନ୍ତି ସିରିଏଲ କିସର୍‌ ଇମ୍ରାନ୍‌ ହାସ୍‌ମି। ନିଜ ହୋମ୍‌ ପ୍ରଡକ୍ସନ୍‌ ବ୍ୟାନରରେ ସେ ଏବେ ଦର୍ଶକଙ୍କ ନିକଟତର ହେବାକୁ ଯାଉଛନ୍ତି।

ମାମୁଙ୍କୁ ବାହା ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମାମୁଙ୍କୁ ବାହା ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ବିବାହର ଋତୁ। ହେଲେ ଜଣେ ନାୟିକାଙ୍କ ବିବାହ ପ୍ରସ୍ତାବ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ଚର୍ଚ୍ଚାକୁ ଆସିଥିବା ଟେଲିଭିଜନ ଶୋ’ କଫି ଉଇଥ୍‌ କରନରେ କେତେଜଣ ସେଲିବ୍ରିଟି ତାଙ୍କ ମନକଥା ଖୋଲି କହୁଥିବା ବେଳେ ଅନେକ ଅଜଣା କଥା ଦର୍ଶକେ ଏହି ଶୋ’ ମାଧ୍ୟମରେ ଜାଣି ପାରୁଛନ୍ତି।

ରାକ୍ଷୀଙ୍କୁ ତଳେ କଚାଡ଼ି ଦେଲେ ରେସ୍‌ଲର

ରାକ୍ଷୀଙ୍କୁ ତଳେ କଚାଡ଼ି ଦେଲେ ରେସ୍‌ଲର

ନୂଆଦିଲ୍ଲୀ,୧୨।୧୧: କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ସେ ହରିୟାଣାର ପଞ୍ଚକୁଲାରେ ଆୟୋଜିତ ଏକ ସିଡବ୍ଲୁଇ ରେସ୍‌ଲିଙ୍ଗ ଚାମ୍ପିୟନଶିପ୍‌ରେ ଯୋଗ ଦେଇ ଆହତ ହୋଇଥିବା ଜଣାପଡିଛି।

ପରଦାକୁ ଆସୁଛି ‘ଅଜବ ସଞ୍ଜୁର ଗଜବ ଲଭ୍‌’

ପରଦାକୁ ଆସୁଛି ‘ଅଜବ ସଞ୍ଜୁର ଗଜବ ଲଭ୍‌’

ପୁରୀ ଅଫିସ୍‌, ୧୨।୧୧: ପୁରୀଠାରୁ ୨୦ କିମି ଦୂର ବୀରଗୋବିନ୍ଦପୁର ସ୍ଥିତ ମା’ ଦକ୍ଷିଣକାଳୀଙ୍କ ପୀଠରେ ‘ଅଜବ ସଞ୍ଜୁର ଗଜବ୍‌ ଲଭ୍‌’ ଚଳଚ୍ଚିତ୍ରର ଶୁଭ ମହୁରତ୍‌ ସୋମବାର ଅନୁଷ୍ଠିତ ହୋଇଯାଇଛି। ଛାଇଶ୍ରଦ୍ଧା ଟେଲି ପ୍ରଡକ୍ସନର ଏହା ଦ୍ୱିତୀୟ ଚଳଚ୍ଚିତ୍ର।

ଲଭ୍‌-ଜିହାଦକୁ ପ୍ରୋତ୍ସାହିତ କରୁଛି ‘କେଦାରନାଥ’: ଭାଜପା ନେତା

ଲଭ୍‌-ଜିହାଦକୁ ପ୍ରୋତ୍ସାହିତ କରୁଛି ‘କେଦାରନାଥ’: ଭାଜପା ନେତା

ମୁମ୍ବାଇ,୧୧।୧୧: ବଲିଉଡ୍‌ ଫିଲ୍ମ ‘କେଦାରନାଥ’କୁ ନେଇ ଏବେ ଉଠିଛି ବିବାଦ। ଏହା ଲଭ୍‌-ଜିହାଦକୁ ପ୍ରୋତ୍ସାହିତ କରୁଛି ବୋଲି କହିଛନ୍ତି ଜଣେ ବରିଷ୍ଠ ଭାଜପା ନେତା। ଯାହା ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି ସେ କହିଛନ୍ତି। 

ନୂଆ ରୋମାଣ୍ଟିକ ଆଲବମ ‘ତୋ ପ୍ରେମରେ ପଡିଛି’ ମୁକ୍ତି ଲାଭକଲା

ନୂଆ ରୋମାଣ୍ଟିକ ଆଲବମ ‘ତୋ ପ୍ରେମରେ ପଡିଛି’ ମୁକ୍ତି ଲାଭକଲା

ପାଟଣା,୧୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆନନ୍ଦେଶ୍ବର ଶିବମନ୍ଦିର ପରିସରରେ ରବିବାର ପୂର୍ବାହ୍ନରେ ଓଡ଼ିଆ ନୂଆ ଆଲବମ ଗୀତ ‘ତୋ ପ୍ରେମରେ ପଡିଛି’ପପ୍‌ ଚୀନ ଏଣ୍ଟରଟେନମେଣ୍ଟ ପକ୍ଷରୁ ମୁକ୍ତିଲାଭ କରିଛି।

ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ ପ୍ରଯୋଜକ ବୋନି କପୁର ୬୩ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଏହି ଜନ୍ମଦିନକୁ ପୁଅ ଅର୍ଜୁନ କପୁର ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ବିଳମ୍ବିତ ରାତିରେ ଏକ ପାର୍ଟିର ଆୟୋଜନ ସହ ଇନଷ୍ଟାଗ୍ରାମରେ କପୁର ପରିବାରର ଏକ ଫଟୋ ଶେୟାର କରି ସେ ପିତା ବୋନି କପୁରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। 

ନାୟିକା ହେବ ଏମିତି

ନାୟିକା ହେବ ଏମିତି

ନବାଗତା ଆଥିୟା ସେଟ୍ଟୀଙ୍କ ବାର୍ଥ ଡେ’ ସେଲିବ୍ରେଶନକୁ ନେଇ ଏବେ ଚର୍ଚ୍ଚା। ବର୍ତ୍ତମାନ ସେ ନିଜର ପ୍ରଥମ ଫିଲ୍ମ ‘ମୋତିଚୁର ଚକନାଚୁର’ର ଶୁଟିଂ ପାଇଁ ଭୋପାଳରେ ଅଛନ୍ତି। 

ଅପେକ୍ଷାର ଫଳ ମିଠା

ଅପେକ୍ଷାର ଫଳ ମିଠା

ଅପେକ୍ଷାର ଫଳ ମିଠା। ହେଲେ ସେଥିପାଇଁ ଧୈର୍ଯ୍ୟ ଦରକାର। ଠିକ୍‌ ସେହିପରି ଓଡ଼ିଆ ସିନେମା ଜଗତରେ ଅନ୍ୟତମ ବ୍ୟୟବହୁଳତ ଚଳଚ୍ଚିତ୍ର ବୋଲି ଆଲୋଚିତ ହେଉଥିବା ‘ନାୟକର ନଁା ଦେବଦାସ’ର ସଫଳତାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ।

କୋଟିଏ କିଛି ନୁହେଁ

କୋଟିଏ କିଛି ନୁହେଁ

ଦୀପକା-ରଣବୀରଙ୍କ ବିବାହର ପ୍ରତିଟି କଥାକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ଆଗରୁ ତାଙ୍କର ଡେଷ୍ଟିନେଶନ ଓ୍ବେଡିଂକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏବେ ଜୁଏଲେରୀକୁ ନେଇ ସମସ୍ତଙ୍କ ଭିତରେ ଉତ୍ସୁକତା। 

କିଆରା-ଜ୍ୟାକଲିନ୍‌ : ତୁ ତୁ ମେଁ ମେଁ

କିଆରା-ଜ୍ୟାକଲିନ୍‌ : ତୁ ତୁ ମେଁ ମେଁ

କଥାରେ ଅଛି ଝିମିଟି ଖେଳରୁ ମହାଭାରତ। ଦେଖୁନାହାନ୍ତି, କେମିତି ସାମାନ୍ୟ କଥାରୁ ଦୁହେଁ ଦୁହିଁଙ୍କୁ ପାନେ ଚଖାଇବାକୁ ଚାହିଁ ବସିଛନ୍ତି। କଥା ଛଳରେ ଜଣେ ଏମିତି କହି ଦେଲେ ଯେ ତାହା ଶୁଣି ଅନ୍ୟ ଜଣକ ରାଗି ନିଅଁାବାଣ।

ଶହେ କୋଟି କ୍ଲବରେ ‘ବଧାଇ ହୋ’

ଶହେ କୋଟି କ୍ଲବରେ ‘ବଧାଇ ହୋ’

ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ବଧାଇ ହୋ’ ହିଟ୍‌ ହୋଇଛି। ମାତ୍ର ୧୭ଦିନ ମଧ୍ୟରେ ଏହି ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହୋଇଛି। ଏକଥା ଜାଣିବା ପରେ ଆୟୁଷ୍ମାନଙ୍କ ଖୁସି କହିଲେ ନ ସରେ।