ଜାତୀୟ |

ବ୍ୟାପୁଛି ସ୍ବାଇନ୍‌ ଫ୍ଲୁ

ବ୍ୟାପୁଛି ସ୍ବାଇନ୍‌ ଫ୍ଲୁ
ମୁମ୍ବାଇ,୧୧।୯: ମହାରାଷ୍ଟ୍ରରେ ଏବେ ସ୍ବାଇନ୍‌ ଫ୍ଲୁ ବ୍ୟାପିବାରେ ଲାଗିଛି। ପିମ୍ପରି-ଚିଞ୍ଚ୍‌ଓ୍ବାଡା ମ୍ୟୁନସିପାଲ କର୍ପୋରେଶନ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ପୁନେର ପିମ୍ପରି-ଚିଞ୍ଚ୍‌ଓ୍ବାଡା ଅଞ୍ଚଳରେ ଚଳିତ ମାସରେ ସ୍ବାଇନ୍‌ ଫ୍ଲୁ ଯୋଗୁ ୬ ଜଣଙ୍କ ମୃତ୍ୟୁ ହେଲାଣି। ଏହି ଅଞ୍ଚଳରେ ଏବେ ସୁଦ୍ଧା ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୦ ଏଥିରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏଥିପାଇଁ ସାଧାରଣ ଜନତା ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 
All Right Reserved By

ଜାତୀୟ |

ସୀମାରେ ବଢୁଛି ମାନବ ତସ୍କରୀ: ଟାର୍ଗେଟରେ ନାବାଳିକା

ସୀମାରେ ବଢୁଛି ମାନବ ତସ୍କରୀ: ଟାର୍ଗେଟରେ ନାବାଳିକା

ନୈନିତାଲ,୨୪।୯: ଉତ୍ତରାଞ୍ଚଳ ଭାରତ-ନେପାଳ ସୀମାରେ ମାନବ ତସ୍କରୀ ବଢ଼ିବାରେ ଲାଗିଛି। ଏଠାରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କରାଯାଉଛି ଅପହରଣ। 

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ନାଳକୁ ଠେଲିଲେ ଯୁବକ

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ନାଳକୁ ଠେଲିଲେ ଯୁବକ

ଚଣ୍ଡିଗଡ଼,୨୪।୯: ପଞ୍ଜାବ ମୋଗାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳାଙ୍କୁ ଯୁବକ ବଳାତ୍କାର ଉଦ୍ୟମ କରିଥିଲେ। ତେବେ ମହିଳା ଜଣକ ବିରୋଧ କରିବାରୁ ଯୁବକ ତାଙ୍କୁ ସ୍ଥାନୀୟ ନାଳେରେ ଠେଲି ଦେଇଥିଲେ। 

ମଝି ସମୁଦ୍ରରେ ଭାରତୀୟ ନାବିକ: ଉଦ୍ଧାର କରିବାକୁ ଆସିଲେ ଅନ୍ତଃରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ

ମଝି ସମୁଦ୍ରରେ ଭାରତୀୟ ନାବିକ: ଉଦ୍ଧାର କରିବାକୁ ଆସିଲେ ଅନ୍ତଃରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନାର କମାଣ୍ଡର ତଥା ‘ଗୋଲ୍‌ଡେନ୍‌ ଗ୍ଲୋବ ରେସ୍‌’ର ଅଧିନାୟକ ଅଭିଲାଷ ଟମି ସମୁଦ୍ର ମଝିରେ ଫଶି ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ କିଛି ଦେଶ ସହାୟତା କରିବାକୁ ଆଗେଇ ଆସିଛନ୍ତି। 

ପୁଣି ଥରେ ମାଡି ଆସୁଛି ବିପଦ

ପୁଣି ଥରେ ମାଡି ଆସୁଛି ବିପଦ

ଥିରୁଭାନନ୍ତପୁରମ,୨୪।୯: ନିକଟରେ କେରଳରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ସମ୍ପୂର୍ଣ୍ଣ ବେହାଲ ହୋଇଥିବା କେରଳ ଏବେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି। 

ଚୁମ୍ବନ ଦେବାରୁ ସ୍ବାମୀଙ୍କ ଜିଭ କାଟିଦେଲେ ସ୍ତ୍ରୀ

ଚୁମ୍ବନ ଦେବାରୁ ସ୍ବାମୀଙ୍କ ଜିଭ କାଟିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ, ୨୪।୯: ସ୍ବାମୀ-ସ୍ତ୍ରୀ ଝଗଡାର କରୁଣ ପରିସ୍ଥିତି। ଦିଲ୍ଲୀର ରନହୋଲା ନଗରରେ ଏକ ଅଜବ ଘଟଣା ଘଟିଛି। ସ୍ତ୍ରୀଙ୍କୁ ସ୍ବାମୀ ଚୁମ୍ବନ ଦେବାରୁ ତାଙ୍କ ଜିଭ କାଟି ଦେଇଛନ୍ତି ଗର୍ଭବତୀ ସ୍ତ୍ରୀ।

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ଡିଲ୍‌ରେ ହୋଇନି ଅନିୟମିତତା: ଇଟାଲୀ ଅଦାଲତ

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ଡିଲ୍‌ରେ ହୋଇନି ଅନିୟମିତତା: ଇଟାଲୀ ଅଦାଲତ

ନୂଆଦିଲ୍ଲୀ/ରୋମ୍‌,୨୪।୯: ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ଡିଲ୍‌ରେ କୌଣସି ଅନିୟମିତତା ହୋଇ ନାହିଁ। ଏନେଇ ଇଟାଲୀର ଏକ କୋର୍ଟ ରାୟ ଦେଇଛି। 

ହିମାଚଳ ପ୍ରଦେଶରେ ୮ ଜିଲାର ସମସ୍ତ ସ୍କୁଲ ବନ୍ଦ

ହିମାଚଳ ପ୍ରଦେଶରେ ୮ ଜିଲାର ସମସ୍ତ ସ୍କୁଲ ବନ୍ଦ

ଶିମ୍‌ଲା,୨୪।୯: ହିମାଚଳ ପ୍ରଦେଶରେ ରବିବାର ହୋଇଥିବା ଲଗାଣ ବର୍ଷା ଯୋଗୁ ସୋମବାର ୮ ଟି ଜିଲାର ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ପାହାଡିଆ ଅଞ୍ଚଳର ସ୍କୁଲ ଗୁଡିକ ପାଇଁ ଏହି ଛୁଟି ଘୋଷଣା କରାଯାଇଛି। 

ସୋସିଆଲ ମିଡିଆରେ ମିଳୁଛି ଶାରୀରିକ ସମ୍ପର୍କ ରଖିବାକୁ ଧମକ

ସୋସିଆଲ ମିଡିଆରେ ମିଳୁଛି ଶାରୀରିକ ସମ୍ପର୍କ ରଖିବାକୁ ଧମକ

ନୂଆଦିଲ୍ଲୀ,୨୩।୯: ଏବେ ସୋସିଆଲ ମିଡିଆ ଭୟଙ୍କର ରୂପ ଧାରଣ କରିଛି। ନିକଟରେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ୧୬ ବର୍ଷ ବୟସର ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଧମକ ଦିଆଯାଇଥିବା ଜଣାପଡିଛି।

ଟିଡିପି ବିଧାୟକଙ୍କୁ ହତ୍ୟା

ଟିଡିପି ବିଧାୟକଙ୍କୁ ହତ୍ୟା

ହାଇଦ୍ରାବାଦ,୨୩।୯: ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ ଜିଲା ଅରାକୁ ଘାଟିରେ ରବିବାର ମାଓବାଦୀମାନେ ଟିଡିପି ବିଧାୟକ କିଦାରି ସର୍ବେଶ୍ୱର ରାଓ, ପୂର୍ବତନ ବିଧାୟକ ସିଭେରି ସୋମା ଓ ଅନ୍ୟ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଶ୍ରୀନଗର/ଇସଲାମାବାଦ୍‌,୨୩।୯: ଜମ୍ମୁ-କଶ୍ମୀରରେ ହୋଇଥିବା ୩ ଜଣ ସ୍ବତନ୍ତ୍ର ପୋଲିସ ଅଫିସରଙ୍କ ଅପହରଣ ହତ୍ୟା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଇଶାରାରେ ହୋଇଛି।

ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ

ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର ତ୍ରାଲଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଆୟୁଷ୍ମାନ ଭାରତ ବୀମା ଯୋଜନା ଲୋକାର୍ପିତ

ଆୟୁଷ୍ମାନ ଭାରତ ବୀମା ଯୋଜନା ଲୋକାର୍ପିତ

ରାଞ୍ଚି,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଞ୍ଚିଠାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ କରଛନ୍ତି। ଏହା ବିଶ୍ୱର ସର୍ବ ବୃହତ୍‌ ସ୍ବାସ୍ଥ୍ୟ ବୀମା ଯୋଜନା ବୋଲି କୁହାଯାଉଛି।