ଜାତୀୟ |

ବଳପୂର୍ବକ ପାଣି ନେବାକୁ ଚାହୁଁଛି ପାକିସ୍ତାନ: ରାଜରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା

ବଳପୂର୍ବକ ପାଣି ନେବାକୁ ଚାହୁଁଛି ପାକିସ୍ତାନ: ରାଜରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା
ମୁଜଫରାବାଦ/ଇସଲାମାବାଦ,୧୧।୯: ପାକିସ୍ତାନରେ ଦେଖାଦେଇଛି ପାଣି ସମସ୍ୟା। ଏଥିପାଇଁ ସେ ବଳ ପୂର୍ବକ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରୁ ପାଣି ନେବାକୁ ଚାହୁଁଛି। ପାକିସ୍ତାନ ସରକାରଙ୍କ ଏଭଳି ନୀତିକୁ ବିରୋଧ କରି ଶହ ଶହ ସଂଖ୍ୟାରେ ଲୋକ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ପ୍ରଦର୍ଶନକାରୀଙ୍କ ଅଭିଯୋଗ ହେଉଛି ଯେ, ପାକିସ୍ତାନ ନିଲମ ନଦୀ ପାଣିର ଦିଗ ପରିବର୍ତ୍ତନ କରି ପାକିସ୍ତାନର ପଞ୍ଜାବ ଅଞ୍ଚଳକୁ ନେବାକୁ ଚାହୁଁଛି। ସୂଚନାଯୋଗ୍ୟ, ପାକିସ୍ତାନ ସରକାରଙ୍କର ଏହି ଯୋଜନା ମୁଜାଫରାବାଦ ଜନତାଙ୍କ ଲାଇଫ୍‌ ଲାଇନ୍‌ କୁହାଯାଉଥିବା ନିଲମ ନଦୀର ଜଳଠାରୁ ସେମାନଙ୍କୁ ବଞ୍ଚିତ କରୁଛି। ଯାହାଫଳରେ ବର୍ଷାଦିନରେ ବି ନଦୀ ଶୁଖିଲା ପଡୁଛି। କାଶ୍ମୀର ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିବାରୁ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି।  
All Right Reserved By

ଜାତୀୟ |

ଦଳରୁ ପୁଅକୁ ବହିଷ୍କାର କଲେ ଓମ୍‌ ପ୍ରକାଶ ଚୌତାଲା

ଦଳରୁ ପୁଅକୁ ବହିଷ୍କାର କଲେ ଓମ୍‌ ପ୍ରକାଶ ଚୌତାଲା

ଚଣ୍ଡିଗଡ, ୧୪।୧୧: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା ଆଇଏନଏଲ୍‌ଡି ଦଳରୁ ବଡ ପୁଅ ଅଜୟ ସିଂହ ଚୌତାଲାଙ୍କୁ ବହିଷ୍କାର କରିଛନ୍ତି। 

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ନୂଆଦିଲ୍ଲୀ/ସିଡନୀ, ୧୪।୧୧: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢିଛି ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି। 

ନେହେରୁଙ୍କ ପାଇଁ ଚା’ବାଲା ଆଜି ପ୍ରଧାନମନ୍ତ୍ରୀ: ଶଶୀ ଥରୁର୍‌

ନେହେରୁଙ୍କ ପାଇଁ ଚା’ବାଲା ଆଜି ପ୍ରଧାନମନ୍ତ୍ରୀ: ଶଶୀ ଥରୁର୍‌

ନୂଆଦିଲ୍ଲୀ, ୧୪।୧୧: ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍‌।

ମୋଦି, କେଜ୍‌ରିଓ୍ବାଲ ଶୁଣିଲେନି, ଟମ୍ଫଙ୍କ ପାଖରେ ପହଞ୍ଚିଲା ଅଭିଯୋଗ

ମୋଦି, କେଜ୍‌ରିଓ୍ବାଲ ଶୁଣିଲେନି, ଟମ୍ଫଙ୍କ ପାଖରେ ପହଞ୍ଚିଲା ଅଭିଯୋଗ

ନୂଆଦିଲ୍ଲୀ/ନ୍ୟୁୟର୍କ, ୧୪।୧୧: ଭାରତୀୟ ରେଳ ବିଭାଗର ଅଭିଯୋଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ଙ୍କ ପାଖରେ ପହଞ୍ଚିଛି। ପାଲମ୍‌ ଷ୍ଟେଶନରେ ଚେତକ ଏକ୍ସପ୍ରେସର ଏକ ରହଣିସ୍ଥଳ ନିର୍ମାଣ ପାଇଁ ରେଳ ଯାତ୍ରୀ ସଂଗଠନ ପକ୍ଷରୁ ବହୁ ଦିନରୁ ଦାବି ହୋଇଆସୁଥିଲା।

ସ୍ତ୍ରୀଙ୍କ ପାଇଁ ୧୭ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ସ୍ବାମୀ

ସ୍ତ୍ରୀଙ୍କ ପାଇଁ ୧୭ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ସ୍ବାମୀ

ନୂଆଦିଲ୍ଲୀ, ୧୪।୧୧: ସ୍ତ୍ରୀଙ୍କ ପାଇଁ ୧୭ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ।

ଭାଜପା ସାଂସଦ ହରିଶ୍‌ ମୀନା କଂଗ୍ରେସରେ ଯୋଗ ଦେଲେ

ଭାଜପା ସାଂସଦ ହରିଶ୍‌ ମୀନା କଂଗ୍ରେସରେ ଯୋଗ ଦେଲେ

ଜୟପୁର, ୧୪।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା ଲାଗିଛି। ଦଳର ସାଂସଦ ହରିଶ୍‌ ମୀନା କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜସ୍ଥାନର କଂଗ୍ରେସ ମୁଖ୍ୟ ସଚିନ ପାଇଲଟ ଓ ପୂର୍ବତନ ମଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପସ୍ଥିତିରେ ହରିଶ୍‌ କଂଗ୍ରେସର ହାତ ଧରିଛନ୍ତି। 

ରାଫେଲ୍‌ ମାମଲା: ବାୟୁସେନାର ମତ ଲୋଡିଲେ ସୁପ୍ରିମ୍‌କୋର୍ଟ

ରାଫେଲ୍‌ ମାମଲା: ବାୟୁସେନାର ମତ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୧: ରାଫେଲ୍‌ ଯୁଦ୍ଧ ବିମାନ ମାମଲାରେ ବାୟୁସେନାର ମତ ଲୋଡିଛନ୍ତି ସୁପ୍ରିମ୍‌କୋର୍ଟ। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦ ଲଫାପାରେ ତଥ୍ୟ ଦାଖଲ କରାଯାଇଥିଲା। 

ଆକାଶରେ ପୁଣି ଦେଖାଦେଲା ଉଡ଼ନ୍ତା ଥାଳିଆ

ଆକାଶରେ ପୁଣି ଦେଖାଦେଲା ଉଡ଼ନ୍ତା ଥାଳିଆ

ନୂଆଦିଲ୍ଲୀ/ଡବଲିନ୍‌,୧୪।୧୧: ଅନ୍ୟଗ୍ରହର ଜୀବଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଛି। ପୃଥିବୀର କେତେକ ଅଞ୍ଚଳରେ ଆଶ୍ଚର୍ଯ୍ୟ ଜନକ ଉଜ୍ୱଳ ଥାଳିଆ ଆକାରର ଉଡ଼ନ୍ତା ବସ୍ତୁ ଦୃଶ୍ୟମାନ ହେଉଥିବା ନେଇ ଅନେକ ବ୍ୟକ୍ତି କହିଥାନ୍ତି।  

ଚିକେନ୍‌ ଗୁନିଆ: ତେନ୍ତୁଳି ମଞ୍ଜିରୁ ପ୍ରସ୍ତୁତ ହେବ ପ୍ରତିଷେଧକ ଔଷଧ

ଚିକେନ୍‌ ଗୁନିଆ: ତେନ୍ତୁଳି ମଞ୍ଜିରୁ ପ୍ରସ୍ତୁତ ହେବ ପ୍ରତିଷେଧକ ଔଷଧ

ନୂଆଦିଲ୍ଲୀ,୧୪।୧୧: ଚିକେନ୍‌ ଗୁନିଆର ପ୍ରତିଷେଧକ ଔଷଧ ତେନ୍ତୁଳି ମଞ୍ଜିରୁ ପ୍ରସ୍ତୁତ ହେବ। ଏନେଇ ଆଇଆଇଟି ରୁର୍‌କି ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଏହା ଉଲ୍ଲେଖ ରହିଛି।

ବଦଳିବ ଆଣ୍ଡାମାନ-ନିକୋବର ନାମ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଭାଷ

ବଦଳିବ ଆଣ୍ଡାମାନ-ନିକୋବର ନାମ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଭାଷ

ନୂଆଦିଲ୍ଲୀ,୧୪।୧୧:  ଏବେ ଦେଶରେ ସହର ନାମ ପରିବର୍ତ୍ତନ ରାଜନୀତି ହୋଇଛି ଜୋର୍‌ଦାର। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହ୍ଲାବାଦ୍‌ ନାମ ପ୍ରୟାଗରାଜ କରିଥିବାବେଳେ ଫୈଜାବାଦ ନାମ ଅଯୋଧ୍ୟା ହୋଇଛି। 

ମସଜିଦ୍‌ ପାଲଟିଛି ସବୁ ସମ୍ପ୍ରଦାୟ ପାଇଁ ସାହାରା: ୧୩ ବର୍ଷ ଧରି ଚାଲିଛି ସ୍ବାସ୍ଥ୍ୟ ସେବା

ମସଜିଦ୍‌ ପାଲଟିଛି ସବୁ ସମ୍ପ୍ରଦାୟ ପାଇଁ ସାହାରା: ୧୩ ବର୍ଷ ଧରି ଚାଲିଛି ସ୍ବାସ୍ଥ୍ୟ ସେବା

ହାଇଦ୍ରାବାଦ୍‌,୧୪।୧୧: ତେଲେଙ୍ଗାନା ହାଇଦ୍ରାବାଦ୍‌ରେ ଥିବା ଏକ ମସଜିଦ୍‌ ସବୁ ସମ୍ପ୍ରଦାୟ ଲୋକଙ୍କ ପାଇଁ ପାଲିଟିଛି ସାହାରା। ଏଠାରେ ୧୩ ବର୍ଷ ଧରି ସ୍ବାସ୍ଥ୍ୟ ସେବା କେନ୍ଦ୍ର ପରିଚାଳିତ ହେଉଛି।

୧୩୦ କୋଟି ଲୋକଙ୍କ ଜୀବନରେ ଆସିଛି ସୁଧାର: ପ୍ରଧାନମନ୍ତ୍ରୀ

୧୩୦ କୋଟି ଲୋକଙ୍କ ଜୀବନରେ ଆସିଛି ସୁଧାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ସିଙ୍ଗାପୁର,୧୪।୧୧: ଭାରତରେ ଆର୍ଥିକ ଯୋଜନା ମାଧ୍ୟମରେ ୧୩୦ କୋଟି ଲୋକଙ୍କ ଜୀବନରେ ସୁଧାର ଆସିପାରିଛି।