ଜୀବନଚର୍ଯ୍ୟା |

ମହିଳାଙ୍କ ମୁହଁରେ ଲୋମ ଓ ପ୍ରଜନନଜନିତ ସମସ୍ୟା

ମହିଳାଙ୍କ ମୁହଁରେ ଲୋମ ଓ ପ୍ରଜନନଜନିତ ସମସ୍ୟା
ମୁଖର ଥୋଡ଼ି, ତଳିପେଟ କିମ୍ବା ପଛ ପାଖରେ ଅଧିକ ଲୋମ ଥିବା ମହିଳାଙ୍କ ପାଖରେ ଅତ୍ୟଧିକ ପୁରୁଷ ହରମୋନ ଆନ୍‌ଡ୍ରୋଜେନର ଉପସ୍ଥିତିକୁ ଦର୍ଶାଇଥାଏ, ଯାହା ଆଡ୍ରେନାଲ କିମ୍ବା କିଛି ଅଣ୍ଡକୋଷଜନିତ ରୋଗ ଦ୍ୱାରା ଉପତ୍ନ୍ନ  ହୋଇଥାଏ। ଏହିପରି ପରିସ୍ଥିତି ମୋଟାପଣ ଏବଂ ଗର୍ଭଧାରଣ କ୍ଷମତା କମ୍‌ କରିବାରେ ସହାୟକ ହୋଇଥାଏ,  ଯାହା ସାଧାରଣଭାବେ ଗର୍ଭଧାରଣରେ  ବାଧା ସୃଷ୍ଟି କରିଥାଏ...
ଯେକୌଣସି ମହିଳାଙ୍କ ପାଇଁ ମୁଖରେ କେଶ ସମସ୍ୟା ଲଜ୍ଜାଜନକ, ଅବସାଦ ପରିସ୍ଥିତି ସୃଷ୍ଟି କରିଥାଏ। ବହୁ ଅଧ୍ୟୟନ ଏବଂ ଗବେଷଣାରୁ ଜଣାଯାଇଛି ଯେ, ୨୦୦ ଲକ୍ଷରୁ ଅଧିକ ମହିଳାଙ୍କ କ୍ଷେତ୍ରରେ ହିରସ୍ୟୁଟିଜିମ୍‌ (ମହିଳାଙ୍କ ଶରୀରରେ ଅତ୍ୟଧିକ କେଶ) ଦେଖାଯାଇଥାଏ। ଏହା ସେମାନଙ୍କ ଲୁକ୍‌ ଏବଂ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇବା ବ୍ୟତୀତ ଏହି ପରିସ୍ଥିତି ବିଭିନ୍ନ ପୁଷ୍ଟିଗତ ସମସ୍ୟା ଏବଂ ବନ୍ଧ୍ୟାତ୍ୱ ସମସ୍ୟାର ସୂଚନା ମଧ୍ୟ ପ୍ରଦାନ କରିଥାଏ। ଉକ୍ତ ପରିସ୍ଥିତି ଯେକୌଣସି ହରମୋନ୍‌ଜନିତ ଅସନ୍ତୁଳନତା କିମ୍ବା ଅତ୍ୟଧିକ ହରମୋନ୍‌ ଉପତ୍ନ୍ନ ଯୋଗୁ ବୃଦ୍ଧି ପାଉଥିବା ଟ୍ୟୁମରର ସୂଚନା ପ୍ରଦାନ କରିଥାଏ।
 ହିରସ୍ୟୁଟିଜିମ୍‌ ସମସ୍ୟା ପୁରୁଷ ହରମୋନ୍‌ ଟେଷ୍ଟୋଷ୍ଟେରେନର ଅତ୍ୟଧିକ କ୍ଷରଣ ପାଇଁ ହୋଇଥାଏ। ହାଲୁକା ଏବଂ ନରମ ଫେସିଆଲ ହେୟାରର ଉପସ୍ଥିତି କିଛି ମହିଳାଙ୍କ କ୍ଷେତ୍ରରେ ସାଧାରଣ ହୋଇଥିଲେ ମଧ୍ୟ ଗାଢ଼ ତଥା ମୋଟା କେଶ ହରମୋନ୍‌ଜନିତ ଅସନ୍ତୁଳନତାକୁ ଦର୍ଶାଇଥାଏ, ଯାହା ସମସ୍ୟା ସୃଷ୍ଟି କରିପାରେ।  ମୁଖର ଥୋଡ଼ି, ତଳିପେଟ କିମ୍ବା ପଛ ପାଖରେ ଅଧିକ ଲୋମ ଥିବା ମହିଳାଙ୍କ ପାଖରେ ଅତ୍ୟଧିକ ପୁରୁଷ ହରମୋନ୍‌ ଆନ୍‌ଡ୍ରୋଜେନର ଉପସ୍ଥିତିକୁ ଦର୍ଶାଇଥାଏ, ଯାହା ଆଡ୍ରେନାଲ କିମ୍ବା କିଛି ଅଣ୍ଡକୋଷଜନିତ ରୋଗ ଦ୍ୱାରା ଉପତ୍ନ୍ନ ହୋଇଥାଏ। ଏହିପରି ପରିସ୍ଥିତି ମୋଟାପଣ ଏବଂ ଗର୍ଭଧାରଣ କ୍ଷମତା କମ୍‌ କରିବାରେ ସହାୟକ ହୋଇଥାଏ, ଯାହା ସାଧାରଣ ଭାବେ ଗର୍ଭଧାରଣରେ ବାଧା ସୃଷ୍ଟି କରିଥାଏ। 
ପଲିସିଷ୍ଟ୍ରିକ ଓଭାରିଆନ ସିନ୍‌ଡ୍ରୋମ (ପିସିଓଏସ୍‌) ଏପରି ଏକ ସମସ୍ୟା, ଯାହା ମହିଳାଙ୍କ ମୁହଁରେ କେଶ ବୃଦ୍ଧି, ଡାଇବେଟିସ୍‌ ଏବଂ କାର୍ଡିଆକ୍‌ ସମସ୍ୟା ସହିତ ଅଧିକମାତ୍ରାରେ ଜଡିତ ରହିଥାଏ। 
ପିସିଓଏସ୍‌ ଅତ୍ୟଧିକ ଆନ୍‌ଡ୍ରୋଜେନର ଉପବିଭାଗ, ଯାହା ମହିଳାଙ୍କ କ୍ଷେତ୍ରରେ ହରମୋନ୍‌ଜନିତ ଅନିୟମିତତାର କାରଣ ଏବଂ ଜର୍ଜିଆ ହେଲ୍‌ଥ ସାଇନ୍ସ ୟୁନିଭର୍ସିଟିର ଗବେଷଣା ଅନୁଯାୟୀ ଏହା ପାଖାପାଖି ୧୦ ପ୍ରତିଶତ ମହିଳାଙ୍କ ଉପରେ ପ୍ରଭାବ ପକାଇଥାଏ। ହିରସ୍ୟୁଟିଜିମ ଏକ ଗୁରୁତ୍ୱପୂର୍ଣ୍ଣ ଚିହ୍ନ। ଏହା ଦର୍ଶାଇଥାଏ ଯେ, ମହିଳାଙ୍କ କ୍ଷେତ୍ରରେ ଅତ୍ୟଧିକ କେଶ ବୃଦ୍ଧି ହେତୁ ମେଟାବୋଲିକ ଅନିୟମିତତା, ଇନ୍‌ସୁଲିନର ରେଜିଷ୍ଟାଣ୍ଟ ଏବଂ ହୃଦ୍‌ରୋଗ ଇତ୍ୟାଦି ସମସ୍ୟା ସୃଷ୍ଟି ହୋଇପାରେ।
ହାଇପର ଆଣ୍ଡ୍ରୋଜିନିଜମ୍‌ର ଓଭାରିଆନ କାରଣଗୁଡିକ ହେଉଛି ପିସିଓଏସ୍‌, କନ୍‌ଜେନେଟାଲ ଆଡ୍ରେନାଲ ହାଇପରପ୍ଲେସିଆ (ସିଏଚ୍‌ଏ) ଏବଂ ଅଣ୍ଡକୋଷ ଟ୍ୟୁମର। ଅନେକ କ୍ଷେତ୍ରରେ ଏହାର କାରଣଗୁଡିକ ଜଣା ପଡିନଥାଏ ଏବଂ ଯୌବନାବସ୍ଥା ପରେ ଏଷ୍ଟୋଜେନ୍‌ର କ୍ଷରଣ କମ ହେବା ଏବଂ ଟେଷ୍ଟୋଷ୍ଟେରନର ଅତ୍ୟଧିକ ଉପତ୍ନ୍ନ ଦ୍ୱାରା ଧୀରେ ଧୀରେ ବୃଦ୍ଧି ପାଇଥାଏ।  

କାରଣ:

ଆନୁବଂଶିକ: ଏପରି ପରିସ୍ଥିତିରେ ପାରିବାରିକ ଇତିହାସ ବୃହତ୍‌ ସମସ୍ୟା ସୃଷ୍ଟି କରିଥାଏ। ତ୍ୱଚା ସମ୍ବେଦନଶୀଳତା ଅନ୍ୟ ଏକ ଆନୁବଂଶିକ ସମସ୍ୟା, ଯାହା ଦ୍ୱାରା ନିମ୍ନସ୍ତରର ଟେଷ୍ଟୋଷ୍ଟେରନ ଦ୍ୱାରା କୋର୍ସ ଏବଂ ମୋଟା କେଶର ବୃଦ୍ଧି ହୋଇଥାଏ।    

ପଲିସିଷ୍ଟ୍ରିକ ଓଭାରିଆନ ସିନ୍‌ଡ୍ରୋମ (ପିସିଓଏସ):  ପିସିଓଏସ ଥିବା ମହିଳାଙ୍କ କ୍ଷେତ୍ରରେ ଅଧିକ ଫେସିଆଲ ହେୟାର ରହିଥିବା ଦେଖାଯାଇଥାଏ ଏବଂ ଏହା ବହୁ କ୍ଷେତ୍ରରେ ସାଧାରଣ କାରଣ ଏବଂ ଖରାପ ପ୍ରଜନନ ଜନିତ ସ୍ବାସ୍ଥ୍ୟ ଅବସ୍ଥାର ସୂଚନା ମଧ୍ୟ ପ୍ରଦାନ କରିଥାଏ। ପିସିଓଏସ୍‌ ଦ୍ୱାରା ଅଣ୍ଡକୋଷରେ ବହୁ କ୍ଷୁଦ୍ର ସିଷ୍ଟ ବିକଶିତ ହେବା ସହିତ ଅତ୍ୟଧିକ ମାତ୍ରାରେ ପୁରୁଷ ହରମୋନର ଉପତ୍ନ୍ନ ଦ୍ୱାରା ଅନିୟମିତ ଓଭ୍ୟୁଲେସନ, ଋତୁସ୍ରାବଜନିତ ଅନିୟମିତତା ଏବଂ ମୋଟାପଣ ଇତ୍ୟାଦି ସମସ୍ୟା ଦେଖାଯାଇଥାଏ। 

ଅଣ୍ଡକୋଷଜନିତ ଟ୍ୟୁମର :  କିଛି କ୍ଷେତ୍ରରେ ଆଣ୍ଡ୍ରୋଜେନ ଦ୍ୱାରା ଉପତ୍ନ୍ନ ହେଉଥିବା ଓଭାରିଆନ ଟ୍ୟୁମର ଦ୍ୱାରା ହିରସ୍ୟୁଟିଜିମ୍‌  ସୃଷ୍ଟି ହୋଇଥାଏ ଏବଂ ଏହା ମଧ୍ୟ ଟ୍ୟୁମରର ତୀବ୍ର ବୃଦ୍ଧିରେ ସହାୟକ ହୋଇଥାଏ। ଏହା ମହିଳାଙ୍କ ମଧ୍ୟରେ ବିଭିନ୍ନ ପୁରୁଷଭିତ୍ତିକ କାର୍ଯ୍ୟକଳାପ ବୃଦ୍ଧି କରିବା ସହିତ ଗଭୀର କଣ୍ଠ ଏବଂ ବର୍ଦ୍ଧିତ କ୍ଲିଟୋରିସ ସୃଷ୍ଟି କରିଥାଏ।   

ଆଡ୍ରେନାଲ ଅନିୟମିତତା : ଆଡ୍ରେନାଲ ଗ୍ରନ୍ଥି ଯାହା ପ୍ରତ୍ୟେକ କିଡ୍‌ନୀର ଉପରିଭାଗରେ ଉପସ୍ଥିତ, ତାହା ମଧ୍ୟ ଆଣ୍ଡ୍ରୋଜେନ୍‌ ସୃଷ୍ଟି କରିଥାଏ। ଏହି ଗ୍ରନ୍ଥିଗୁଡିକର ଅଣସଠିକ କାର୍ଯ୍ୟକଳାପ ହିରସ୍ୟୁଟିଜମର ପରିଣାମ ଦେବା ସହିତ ଆନୁବଂଶିକ ଅନିୟମିତତା ତଥା କନ୍‌ଜେନେଟିଆଲ ଆଡ୍ରେନାଲ ହାଇପରପ୍ଲାସିଆ (ସିଏଚଏ)ର ସୃଷ୍ଟି କରିଥାଏ। ମହିଳାଙ୍କ କ୍ଷେତ୍ରରେ ଫେସିଆଲ ହେୟାର ସେମାନଙ୍କ ପ୍ରଜନନ ପ୍ରକ୍ରିୟାରେ ବିଭିନ୍ନ ସମସ୍ୟା ତଥା ପିସିଏଏସ୍‌, ସିଏଚ୍‌ଏ, ୟୁଟ୍ରେଇନ ପଲିପ୍ସର ସୂଚନା ପ୍ରଦାନ କରିଥାଏ, ଯାହା ଗର୍ଭଧାରଣରେ ବାଧାସୃଷ୍ଟି କରିବାର ଏକ ମୂଳ କାରଣଭାବେ ପରିଲକ୍ଷିତ ହୋଇଥାଏ। 
ଡାକ୍ତର କିପରି ବିଶ୍ଳେଷଣ କରିବେ 

ପାରିବାରିକ ଇତିହାସ : ଡାକ୍ତରମାନେ ଯୌବନପ୍ରାପ୍ତିର ବୟସ, ବୃଦ୍ଧି ପ୍ରକ୍ରିୟାର ହାର (ଶୀଘ୍ର କିମ୍ବା ଧୀର), ଅନ୍ୟାନ୍ୟ ଲକ୍ଷଣ ତଥା ଅନିୟମିତ ଋତୁସ୍ରାବ, ସ୍ତନ୍ୟରେ ଟିସୁର କ୍ଷୟ, ଲିବିଡିଓର ବୃଦ୍ଧି, ଓଜନ ହାସଲ କରିବାର ଇତିହାସ ଏବଂ ଡାଇବେଟିସର ପରୀକ୍ଷଣ କରିବା ଆବଶ୍ୟକ। ଓଭାରିଆନ ଓଜନ ପାଇଁ ତଳିପେଟର ପାପଲିଟେସନ ପରୀକ୍ଷଣ ମଧ୍ୟ କରିବା ଆବଶ୍ୟକ। ବହୁ ସେରମ ପ୍ରସ୍ତୁତକାରୀ ପରୀକ୍ଷଣ ହୋଇପାରେ।  

ଟେଷ୍ଟୋଷ୍ଟେରନ :  ଯଦି ଉକ୍ତ ସ୍ତର ସାଧାରଣ ସ୍ତରଠାରୁ ଅଳ୍ପ ପରିମାଣରେ ବୃଦ୍ଧି ପାଇଥାଏ, ତେବେ ପାଥୋଲୋଜି ପିସିଓଏସ୍‌ କିମ୍ବା ସିଏଚ୍‌ଏର ସୂଚନା ପ୍ରଦାନ କରିଥାଏ। ଯଦି ଭିନ୍ନତା ସାଧାରଣଠାରୁ ବହୁମାତ୍ରାରେ ଅଧିକ ହୋଇଥାଏ, ତେବେ ଏହା ମାଲିଗାଣ୍ଟ ଓଭାରିଆନ ଟ୍ୟୁମରର ସୂଚନା ପ୍ରଦାନ କରିଥାଏ।     

ପୋଜିଷ୍ଟେରନ :  ଏହି ପରୀକ୍ଷଣଟି ସିଏଚ୍‌ଏର ଚିହ୍ନଟ ପାଇଁ ଋତୁସ୍ରାବ ସମୟର ପ୍ରାଥମିକ ଫଲିକୁଲାର ଫେଜରେ କରାଯାଇଥାଏ।  ଏଲଏଚ କିମ୍ବା ଏଫ୍‌ଏସ୍‌ଏଚ୍‌ ଉଚ୍ଚ ମାତ୍ରାର ହରମୋନ ପିସିଓଏସ୍‌ର ସୂଚନା ପ୍ରଦାନ କରିଥାଏ। 

ପ୍ରୋଲାକ୍ଟିନ :  ଯଦି ଏହି ହରମୋନର ସ୍ତର ବୃଦ୍ଧି ପାଇଛି ବୋଲି ଦେଖାଯାଏ, ତେବେ ରୋଗୀ ହାଇପର ପ୍ରୋଲାକ୍ଟିନେମିଆରେ ଆକ୍ରାନ୍ତ ବୋଲି ଆଶଙ୍କା କରାଯାଏ।  
 
ସେରମ ଟିଏସ୍‌ଏଚ୍‌ :  ନିମ୍ନ ପରିମାଣର ଥାଇରଏଡ୍‌ ବୃଦ୍ଧି କରୁଥିବା ହରମୋନ ହାଇପୋଥାଇରୋଡିଜିମ ସୃଷ୍ଟି କରିବା ସହିତ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ଜନିତ ସମସ୍ୟାର କାରଣ ହୋଇଥାଏ।

ହିରସ୍ୟୁଟିଜମ୍‌ ଏବଂ ବନ୍ଧ୍ୟାତ୍ୱର ଚିକିତ୍ସା : ପ୍ରଜନନଜନିତ ସ୍ବାସ୍ଥ୍ୟର ଉପଚାର ଉପରେ ଗୁରୁତ୍ୱ ଦେବା ଉଚିତ। ତେଣୁ ଏହାର ପରିସ୍ଥିତି ଉପରେ ଏହାର ଚିକିତ୍ସା ନିର୍ଭର କରିଥାଏ। ଯଦି ଏହି ଅସୁବିଧା ପିସିଓସ୍‌ ଦ୍ୱାରା ହୋଇଥାଏ, ତେବେ ଓଷଧ ମାଧ୍ୟମରେ ଓଭ୍ୟୁଲେସନକୁ ବୃଦ୍ଧି କରିବା ଏହାର ପ୍ରାଥମିକ ଲକ୍ଷ୍ୟ। ମହିଳା ଗର୍ଭଧାରଣ କରିବାକୁ ଯୋଜନା କରୁଥିଲେ ପ୍ରତିଦିନ ଆଧାରରେ ଓରାଲ ଓଷଧୀକରଣ ଦ୍ୱାରା ଆଲ୍‌ଡୋଷ୍ଟେରୋନ ସ୍ତରକୁ କମ୍‌ କରାଯାଇପାରିବ। ଏହା ଟେଷ୍ଟୋଷ୍ଟେରେନ ସ୍ତରକୁ କମ କରିବା ସହିତ ପ୍ରଜନନ କ୍ଷମତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯେଉଁ ମହିଳାମାନେ ହାଇପୋଥାଇରଡିଜିମର ଚିକିତ୍ସା ହେଉଥାନ୍ତି, ସେମାନଙ୍କ କ୍ଷେତ୍ରରେ ବନ୍ଧ୍ୟାତ୍ୱ ସଠିକ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯଦି ହାଇପୋଥାଇରୋଡିଜିମ ପରେ ବନ୍ଧ୍ୟାତ୍ୱ ରହିଥାଏ, ତେବେ ବନ୍ଧ୍ୟାତ୍ୱର ଚିକିତ୍ସା ପାଇଁ ଅନ୍ୟାନ୍ୟ ଚିକିତ୍ସା କରିବା ଆବଶ୍ୟକ।

ଡା. ଅକ୍ଷୟ ମହାପାତ୍ର
-ଆଇଭିଏଫ୍‌ ବିଶେଷଜ୍ଞ, ଇନ୍ଦିରା ଆଇଭିଏଫ୍‌ ହସ୍ପିଟାଲ, ଭୁବନେଶ୍ୱର
ମୋ: ୯୫୬୬୮୪୧୩୦୬

All Right Reserved By

ଜୀବନଚର୍ଯ୍ୟା |

ପ୍ରତିଦିନ ଖାଆନ୍ତୁ ୨ଟି ନିମ ପତ୍ର; ମିଳିବ ଫାଇଦା  ହିଁ  ଫାଇଦା...

ପ୍ରତିଦିନ ଖାଆନ୍ତୁ ୨ଟି ନିମ ପତ୍ର; ମିଳିବ ଫାଇଦା ହିଁ ଫାଇଦା...

ନିମପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି। ପ୍ରତିଦିନ ୨ଟି ନିମ ପତ୍ର ଚୋବାଇ ଖାଇଲେ ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ  ରହିଛି। ନିମପତ୍ର କୋଷ୍ଠକାଠିନ୍ୟରୁ ଦୂରେଇ ରଖିଥାଏ।  

ହାର୍ଟ ଆର୍ଟାକ୍‌ଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ କପେ କଫି...

ହାର୍ଟ ଆର୍ଟାକ୍‌ଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ କପେ କଫି...

କଫିରେ ଥାଏ ଅନେକ ପୋଷକ ତତ୍ତ୍ୱ। ଏହା ହାର୍ଟ ଆଟାକ୍‌ ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଆଣ୍ଡ୍‌ ନେଲ୍‌ ଏକ୍ସଟେନ୍‌ଶନ

ଆଣ୍ଡ୍‌ ନେଲ୍‌ ଏକ୍ସଟେନ୍‌ଶନ

ନଖର ସୌନ୍ଦର୍ଯ୍ୟ ପାଇଁ ବର୍ତ୍ତମାନ ନେଲ୍‌ ଆର୍ଟର ବହୁଳ ଡିମାଣ୍ଡ ରହିଛି। ଏଥିପାଇଁ ସାଧାରଣତଃ ଲମ୍ବାନଖ ରଖିବାକୁ ପଡ଼ିଥାଏ। କିନ୍ତୁ ବିଭିନ୍ନ କାରଣ ଯୋଗୁ ସମସ୍ତେ ଲମ୍ବାନଖ ରଖିପାରନ୍ତି ନାହିଁ। 

ମେଦବହୁଳତା କମାଇବା ପାଇଁ ସକାଳେ ପିଅନ୍ତୁ ଗ୍ଲାସେ ଫଳ ରସ...

ମେଦବହୁଳତା କମାଇବା ପାଇଁ ସକାଳେ ପିଅନ୍ତୁ ଗ୍ଲାସେ ଫଳ ରସ...

ଫଳ ରସରେ ଥାଏ ଅନେକ ପୋଷକ ତତ୍ତ୍ୱ। ଏହା ମେଦବହୁଳତା ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ମେଦବହୁଳତା କମାଇବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏଭଳି ସହଜ ଉପାୟ...

ମେଦବହୁଳତା କମାଇବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏଭଳି ସହଜ ଉପାୟ...

ଦିନରେ ଶୋଇଲେ ମେଦବହୁଳତା କମ୍‌ ହୋଇଥାଏ। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। 

ଖାଦ୍ୟ ରୁଚି: ପନିର ୬୫

ଖାଦ୍ୟ ରୁଚି: ପନିର ୬୫

ଆବଶ୍ୟକ ସାମଗ୍ରୀ: ୨୦୦ ଗ୍ରାମ୍‌ ପନିର୍‌, ମଇଦା ୨.୫ ବଡ ଚାମଚ, କର୍ନ ଫ୍ଲୋର୍‌ ୩ ବଡ ଚାମଚ, ଚାଉଳ ଗୁଣ୍ଡ ଏକ ବଡ ଚାମଚ, ଅଦା ରସୁଣ ପେଷ୍ଟ ୩ ବଡ ଚାମଚ, ଚାଟ୍‌ ମସଲା ଅଧା ବଡ ଚାମଚ, ଲାଲ୍‌ ଲଙ୍କା ପାଉଡର୍‌ ଏକ ଚାମଚ, ଧନିଆ ପାଉଡର୍‌ ଏକ ଚାମଚ, ତେଲ, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ଭୁର୍ସୁଙ୍ଗ ପତ୍ର ଦୁଇ ପାଖୁଡା, ଦହି ଦେଢ ଚାମଚ, ପାଣି, ଲୁଣ ସ୍ବାଦାନୁସାରେ।

ମେହେନ୍ଦୀ ଲାଗିବ ଆକର୍ଷଣୀୟ

ମେହେନ୍ଦୀ ଲାଗିବ ଆକର୍ଷଣୀୟ

କୌଣସି  ପୂଜାପର୍ବ ହେଉ ଅବା ବିବାହ ଆଦି ବିଶେଷ ଅବସରରେ  ଭଳିକି ଭଳି ପୋଷାକ ଏବଂ ମେକ୍‌ଅପ୍‌ ସହ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମେହେନ୍ଦୀ। ଯଦି ଆପଣ ବି ନିଜ ହାତକୁ ମେହେନ୍ଦୀରେ ସଜାଇବାକୁ ଚାହୁଛନ୍ତି ତେବେ ଜାଣି ରଖନ୍ତୁ ବର୍ତ୍ତମାନ ଅଧିକ ଲୋକପ୍ରିୟ ଥିବା କେତେକ ଲାଟେଷ୍ଟ ତଥା ସହଜ ମେହେନ୍ଦୀ ଡିଜାଇନ୍‌ ସମ୍ପର୍କରେ...

ସ୍ବାସ୍ଥ୍ୟୋପକାରୀ ଅଦା

ସ୍ବାସ୍ଥ୍ୟୋପକାରୀ ଅଦା

ଅଦା କେବଳ ଏକ ମସଲା ଭାବେ ତରକାରୀର ସ୍ବାଦ ବଢ଼ାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ପ୍ରଚୁର ପରିମାଣର ପୋଷକତତ୍ତ୍ୱ ଯାହା କି ଶରୀରକୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ...

ଗର୍ଭାବସ୍ଥାରେ  ମଧୁମେହ

ଗର୍ଭାବସ୍ଥାରେ ମଧୁମେହ

ଗର୍ଭାବସ୍ଥାରେ ମଧୁମେହ ରୋଗ ବିପଜ୍ଜନକ। ତେଣୁ ଏହି ସମୟରେ ନିୟମିତ ଚିକିତ୍ସା ଏବଂ କେତେକ ଜରୁରୀ ପଦକ୍ଷେପ ଉଭୟ ମା’ ଏବଂ ଶିଶୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ନଭେମ୍ବର ୧୪ ତାରିଖ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଏହାକୁ ନେଇ ବିଶେଷ ଉପସ୍ଥାପନା...

ଡେଙ୍ଗୁରୁ ଦୂରେଇ  ରହିବା ପାଇଁ ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର

ଡେଙ୍ଗୁରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର

ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ଜାଣନ୍ତୁ ଖଜୁରି ଖାଇଲେ କ’ଣ ମିଳିଥାଏ ଲାଭ

ଜାଣନ୍ତୁ ଖଜୁରି ଖାଇଲେ କ’ଣ ମିଳିଥାଏ ଲାଭ

ଥଣ୍ଡା ଦିନେ ଖଜୁରି ଖାଇବା ଅଧିକ ଲାଭ ଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶ୍ୱାସ ସହିତ ହୃଦ୍‌ଘାତ ରୋଗୀଙ୍କ ପାଇଁ ଅଧୀକ ଫଳପ୍ରଦ ହୋଇଥାଏ। ଭିନ୍ନଭିନ୍ନ  ୩୦ ପ୍ରକାର କିସମର ଖଜୁରି ମିଳିଥାଏ। ତେବେ କିଛି ଲୋକ ଏହାକୁ  ଚୋବାଇ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛିଲୋକ ଏହାକୁ  କ୍ଷୀରରେ ସେକ୍‌ ପ୍ରସ୍ତୁତି କରି ପିଇବାକୁ ପସନ୍ଦ କରିଥାନ୍ତି।

ରେଟିନାଲ ସେଲ୍‌କୁ ଠାବ କରିବ ନୂଆ ଡିଭାଇସ୍‌

ରେଟିନାଲ ସେଲ୍‌କୁ ଠାବ କରିବ ନୂଆ ଡିଭାଇସ୍‌

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁଦିନ ନୂଆ ଜିନିଷ ଉଦ୍ଭାବନ ଚାଲୁ ରହିଛି। ନିକଟରେ ୟୁଟା ଷ୍ଟେଟ୍‌ ୟୁନିଭର୍ସିଟିର ଚକ୍ଷୁ ବିଶେଷଜ୍ଞମାନେ ଏକ ନୂଆ ଡିଭାଇସ୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି।