ଅନ୍ତର୍ଜାତୀୟ |

ଶସ୍ୟଶ୍ୟାମଳା ହେବ ସାହାରା

ଶସ୍ୟଶ୍ୟାମଳା ହେବ ସାହାରା
ଓ୍ବାଶିଂଟନ୍‌: ସୋଲାର ଓ ଓ୍ବିଣ୍ଡଫାର୍ମ ନିର୍ମାଣ ଦ୍ୱାରା ଜଳୀୟ ବାଷ୍ପର ଘନିଭବନ ପ୍ରକ୍ରିୟା ସମ୍ଭବ। ଫଳରେ ବିଶ୍ୱର ସର୍ବବୃହତ୍‌ ମରୁଭୂମି ସାହାରା ଅଞ୍ଚଳରେ ବୃଷ୍ଟିପାତ ହୋଇପାରିବ। ଏ ସମ୍ପର୍କିତ ଅଧ୍ୟୟନ ଜର୍ନାଲ ସାଇନ୍ସରେ ପ୍ରକାଶ ପାଇଛି। ସୌର ଓ ଓ୍ବିଣ୍ଡଫାର୍ମ ନିର୍ମାଣ ଦ୍ୱାରା ମରୁଭୂମିରେ ବର୍ଷା କରାଇବା ଗବେଷଣା ପ୍ରଥମ ବୋଲି ଆମେରିକାର ଏଲିନୟ ୟୁନିଭର୍ସିଟିର ଗବେଷକ ୟାନ୍‌ ଲି ପ୍ରକାଶ କରିଛନ୍ତି। ଏହି ଅଧ୍ୟୟନ ବିଭିନ୍ନ କାରଣ ପାଇଁ ସାହାରା ମରୁଭୂମି ଉପରେ ଗୁରୁତ୍ୱ ଦେଇଛି। ଏହାକୁ ବାଛିବାର କାରଣ ଏହା ବିଶ୍ୱରେ ଏକ ସର୍ବବୃହତ୍‌ ମରୁଭୂମି। ଓ୍ବିଣ୍ଡଫାର୍ମ ଏବଂ ସୋଲାର ଫାର୍ମ ପ୍ରତିଷ୍ଠା ଦ୍ୱାରା ସାହାରାର ପାଖାପାଖି ୯ ନିୟୁତ ବର୍ଗ କିଲୋମିଟର ଅଞ୍ଚଳକୁ ଯଥାକ୍ରମେ ୩ ଟେରାଓ୍ବାଟ୍‌ ଏବଂ ୭୯ ଟେରାଓ୍ବାଟ୍‌ ବିଜୁଳି ଶକ୍ତି ଯୋଗାଣ ହୋଇପାରିବ। ସୋଲାର ଫାର୍ମ ତାପମାତ୍ରା ପରିବର୍ତ୍ତନ କରିବା ସହିତ ଜଳୀୟବାଷ୍ପର ଘନୀଭବନ ପ୍ରକ୍ରିୟାରେ ସହାୟକ ହେବ।
All Right Reserved By

ଅନ୍ତର୍ଜାତୀୟ |

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବାମାକୋ,୨୦ା୪ (ଏଏଫ୍‌ପି): ମାଲିରେ ହିଂସା ଦମନ କରିବାରେ ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ସୁମିଲୁ ବୁବେୟି ମାଇଗା ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ପ୍ରଦାନ କରିଛନ୍ତି। 

ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ଟୋକିଓ,୧୯।୪: ବିଶ୍ୱର ସବୁଠାରୁ ଛୋଟ ଶିଶୁପୁତ୍ର ଗତବର୍ଷ ଅକ୍ଟୋବରରେ ଜାପାନରେ ଜନ୍ମଗ୍ରହଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା। 

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ତ୍ରିପୋଲି,୧୯।୪: ଲିବିୟାର ରାଜଧାନୀ ତ୍ରିପୋଲିକୁ ଦଖଲ କରିବାକୁ ଲିବିୟା ସେନା ଓ ବାଗି ଜେନରାଲ ହଫ୍‌ଦାରର ଲିବିୟା ନ୍ୟାଶନାଲ ଆର୍ମି ମଧ୍ୟରେ ସଂଘର୍ଷ ଜାରି ରହିଛି। 

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି। 

ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ

ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ

ଢାକା, ୧୯।୪: ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ। ବାଂଲାଦେଶ ଢାକାରେ ଘଟିଛି ଏଭଳି ଅମାନବୀୟ ଘଟଣା। 

ଦୁର୍ଘଟଣାରେ ୨୯ ପର୍ଯ୍ୟଟକ ମୃତ

ଦୁର୍ଘଟଣାରେ ୨୯ ପର୍ଯ୍ୟଟକ ମୃତ

ଲିସବନ୍‌,୧୯ା୪(ଏଏଫ୍‌ପି):ପର୍ତ୍ତୁଗୀଜ  ଦ୍ୱୀପ ମାଦିରାରେ ବସ୍‌ ଦୁର୍ଘଟଣାରେ ୨୯ ଜର୍ମାନ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। 

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ଓ୍ବାଶିଂଟନ,୧୮।୪: ମଣିଷ ରୋବୋ ମଧ୍ୟରେ ପ୍ରେମ। ଏହା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ଆମେରିକାରେ ଜଣେ ୨୯ ବର୍ଷ ବୟସ୍କ ଯୁବକ ଟ୍ରୋଲ୍‌ ନାମକ ଏକ ରୋବୋ ପ୍ରେମରେ ପଡ଼ିଛନ୍ତି।

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି।

ଗୋବି ମରୁଭୂମିରେ ମଙ୍ଗଳ ଗ୍ରହ ମଡେଲ: ଅନୁଧ୍ୟାନ କରିହେବ ଲାଲ୍‌ ଗ୍ରହରେ କିପରି ହେବ ଜୀବନ

ଗୋବି ମରୁଭୂମିରେ ମଙ୍ଗଳ ଗ୍ରହ ମଡେଲ: ଅନୁଧ୍ୟାନ କରିହେବ ଲାଲ୍‌ ଗ୍ରହରେ କିପରି ହେବ ଜୀବନ

ବେଜିଂ,୧୮।୪: ଚାଇନାର ଜିଚ୍ନାଙ୍ଗ୍‌ ସହରଠାରୁ ୪୦ କିଲୋମିଟର ଦୂରରେ ଥିବା ଗୋବି ମରୁଭୂମିରେ ମଙ୍ଗଳ ଗ୍ରହର ଏକ ମଡେଲ ନିର୍ମାଣ କରାଯାଇଛି। ଏହାର ନାମକରଣ ମାର୍ସ ବେସ୍‌-୧ ଭାବେ କରାଯାଇଛି। 

ମତଦାନ କେନ୍ଦ୍ରରେ ସ୍ପାଇଡର୍‌ମ୍ୟାନ

ମତଦାନ କେନ୍ଦ୍ରରେ ସ୍ପାଇଡର୍‌ମ୍ୟାନ

ଜାକର୍ତ୍ତା, ୧୮।୪: ଇଣ୍ଡୋନେସିଆରେ ରାଷ୍ଟ୍ରପତି ଓ ସଂସଦୀୟ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। 

ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଜାକର୍ତ୍ତା,୧୮।୪: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ଏଠାରେ ଇଭିଏମ୍‌କୁ ନେଇ ବିବାଦ ସରୁନି। ବିରୋଧି ଇଭିଏମକୁ ଭାଜପାର ମେଶିନ୍‌ କହୁଥିବା ବେଳେ ଏହାକୁ ନେଇ ତୁତୁ ମେମେ ଲାଗି ରହିଛି।

ଥରିଲା ତାଇଓ୍ବାନ

ଥରିଲା ତାଇଓ୍ବାନ

ତାଇପେ,୧୮।୪: ଉତ୍ତର ପଶ୍ଚିମ ତାଇଓ୍ବାନରେ ଏକ ବଡ ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୪। 


Model This Week

କ୍ରିଷ୍ଣା
Why Dharitri