ବ୍ରହ୍ମପୁର

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ


ଆସିକା,୧୧ା୯(ଡି.ଏନ୍‌.ଏ): କଟକରେ ଆଇନଜୀବୀଙ୍କ ଉପରେ ପୋଲିସ ଆକ୍ରମଣର ପ୍ରତିବାଦରେ ଆସିକାରେ ଓକିଲମାନଙ୍କ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ ରହିଛି ା ସୋମବାର ଓକିଲ ସଂଘ ସଭାପତି ସୁରେନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷାତାରେ ଅନୁଷ୍ଠିତ ସଂଘର ଏକ ବୈଠକରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳିତ ମାସ ୧୨ ଯାଏ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି ା ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ତୁରନ୍ତ ଗିରଫ ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସଭାପତି ପଣ୍ଡା ସୂଚନା ଦେଇଛନ୍ତି ା

All Right Reserved By

ବ୍ରହ୍ମପୁର

 ସ୍ନାତକ ମହାବିଦ୍ୟାଳୟ: ଜାତୀୟସ୍ତରୀୟ ଆଲୋଚନାଚକ୍ର ଉଦ୍‌ଯାପିତ

ସ୍ନାତକ ମହାବିଦ୍ୟାଳୟ: ଜାତୀୟସ୍ତରୀୟ ଆଲୋଚନାଚକ୍ର ଉଦ୍‌ଯାପିତ

ସୋରଡା,୨୩।୨(ଡି.ଏନ.ଏ.)- ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ୨ ଦିନିଆ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି।

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର, ୨୩।୨(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ରଣଝାଲି ଗ୍ରାମରେ ଶନିବାର ପୋଖରୀରେର ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କେତି ବେହେରା (୬୮)। କେତି ଗାଧୋଉଥିବା ବେଳେ ବୁଡି ଯାଇଥିଲେ, ପାଖରେ ଥିବା ଲୋକେ ଦେଖି ପୁରୁଷୋତ୍ତମପୁର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ କର୍ମଚାରୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁରୁଷୋତ୍ତମପୁର ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିବା ସହ ନଂ.୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 ଆକ୍ରମଣ, ଲୁଟ ମାମଲା:ଗିରଫ ଅଭିଯୁକ୍ତ ଜେଲ ଗଲେ

ଆକ୍ରମଣ, ଲୁଟ ମାମଲା:ଗିରଫ ଅଭିଯୁକ୍ତ ଜେଲ ଗଲେ


ଦିଗପହଣ୍ଡି,୨୩।୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ହେଡକ୍ଲର୍କ ତ୍ରିନାଥ ଶବରଙ୍କୁ ଆକ୍ରମଣ ଓ ଲୁଟ ମାମଲାରେ ଜଣେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ପୋଲିସ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଗୌଡ଼ଗାଁର ନରସିଂହ ସାହୁ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଛିନ୍‌ତାଇ ମାମଲାରେ ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତ ଫେରାର୍‌ ହୋଇଯାଇଛନ୍ତି। ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ତ୍ରିନାଥ ଅଫିସ କାମସାରି କାର ଯୋଗେ ଭ୍ରମରପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମସ୍ଥିତ ବାସଭବନକୁ ଫେରୁଥିଲେ। ଗୁମ୍ମା

  ବିଷ ପିଇ,୨ମୃତ

ବିଷ ପିଇ,୨ମୃତ

ବ୍ରହ୍ମପୁର ଅଫିସ,୨୩।୨:  ବ୍ର୍ରହ୍ମପୁର ବଡ ମେଡିକାଲରେ ବିଷ ପ୍ରକ୍ରିୟାରେ  ୨ଜଣଙ୍କ ମୃତ୍ୟୁ ହୋଇଛି। 

 ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ନେଇ ପ୍ରସ୍ତୁତି: ଜିଲାପାଳଙ୍କ ଶେରଗଡ଼ ବ୍ଲକ ପରିଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ନେଇ ପ୍ରସ୍ତୁତି: ଜିଲାପାଳଙ୍କ ଶେରଗଡ଼ ବ୍ଲକ ପରିଦର୍ଶନ

ଶେରଗଡ଼,୨୩।୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ରେ ଗଞ୍ଜାମ ଜିଲା  ଶେରଗଡ ବ୍ଲକ ଗସ୍ତ କରିବେ। ଏ ନେଇ ଶନିବାର ଜିଲାପାଳ ବିଜୟ ଅମୃତ କୂଲାଙ୍ଗେ ବ୍ଲକ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି। 

 ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌ ଘଟଣା:  ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି

ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌ ଘଟଣା: ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି

ବ୍ରହ୍ମପୁର ଅଫିସ,୨୩।୨: ଚଳିତ ମାଟ୍ରିକ ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏ ନେଇ ଗଞ୍ଜାମ ଜିଲା ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।

ପ୍ରଶ୍ନପତ୍ର ଲିକ୍‌ ପ୍ରତିବାଦରେ ଡିଏସ୍‌ଓର ବିକ୍ଷୋଭ

ପ୍ରଶ୍ନପତ୍ର ଲିକ୍‌ ପ୍ରତିବାଦରେ ଡିଏସ୍‌ଓର ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୩ା୨-ମାଟ୍ରିକ୍‌ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନ ଓଡ଼ିଆ ବିଷୟରେ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇ ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲିଥିଲା। ପ୍ରଶ୍ନପତ୍ର ପ୍ରଘଟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଅଲ୍‌ ଇଣ୍ଡିଆ ଡିଏସ୍‌ଓ।

ନବବଧୂ ହତ୍ୟା ମାମଲା : ସ୍ବାମୀଙ୍କୁ ୧୦, ଶାଶୁଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ନବବଧୂ ହତ୍ୟା ମାମଲା : ସ୍ବାମୀଙ୍କୁ ୧୦, ଶାଶୁଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ୍‌,୨୩ା୨-ଏକ ନବବଧୂ ହତ୍ୟା ମାମଲାର ବିଚାର କରି ବ୍ରହ୍ମପୁରସ୍ଥିତ ଏଡିଜେ-୨ କୋର୍ଟ  ବିଚାରପତି ଦୀପକ କୁମାର ଶୁକ୍ରବାର ଅଭିଯୁକ୍ତ ସ୍ବାମୀ ଏବଂ ଶାଶୁଙ୍କୁ କାରାଦଣ୍ଡାଦେଶ ଶୁଣାଇଛନ୍ତି। 

ସଚେତନତା ଅଭାବରୁ ଉଦ୍ଦେଶ୍ୟ ପୂରଣ ହେଉନି :  ଦୁଇମାସରେ ଆଶ୍ରୟକୁ ଆସିଛନ୍ତି ୨୦୦

ସଚେତନତା ଅଭାବରୁ ଉଦ୍ଦେଶ୍ୟ ପୂରଣ ହେଉନି : ଦୁଇମାସରେ ଆଶ୍ରୟକୁ ଆସିଛନ୍ତି ୨୦୦

ବ୍ରହ୍ମପୁର ଅଫିସ,୨୩ା୨-ବ୍ୟବସାୟ ତଥା ରୋଜଗାର କରିବା ଉଦ୍ଦେଶ୍ୟରେ ଅନେକ ମହିଳା ଓ ପୁରୁଷ ବ୍ରହ୍ମପୁରକୁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସହରର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି, ରିକ୍ସାଟାଣି, ମୂଲ ମଜୁରୀ ଲାଗି ପେଟ ପୋଷୁଛନ୍ତି। 

ଡକାୟତି ଯୋଜନା ପଣ୍ଡ: ୮ ଗିରଫ

ଡକାୟତି ଯୋଜନା ପଣ୍ଡ: ୮ ଗିରଫ

ଶେରଗଡ,୨୩ା୨(ଡି.ଏନ୍‌.ଏ.)-ଶେରଗଡ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଏକ ଡକାୟତି ଯୋଜନା ପଣ୍ଡ କରିବା ସହ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୫ଟି ବୋମା, କାତି, ଟର୍ଚ୍ଚ ଆଦି ଜବତ କରିବା ସହ ସେମାନେ ଆସିଥିବା ଏକ ଅଟୋକୁ ମଧ୍ୟ ପୋଲିସ ଜବତ କରିଛି। 

ବିଏମସି ଅବସରପ୍ରାପ୍ତ କର୍ମଚାରୀ ସଂଘର ଚେତାବନୀ: ସପ୍ତମ ବେତନ କମିଶନ ଲାଗୁ ନ ହେଲେ ଭୋଟ ବର୍ଜନ

ବ୍ରହ୍ମପୁର ଅଫିସ,୨୩ା୨-ସପ୍ତମ ବେତନ କମିଶନ ସୁପାରିଶ ପୁରୁଣା ହୋଇଗଲାଣି। କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ବର୍ଦ୍ଧିତ ଦରମା ଓ ଭତ୍ତା ପାଇସାରିଲେଣି। ତେବେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) କର୍ମଚାରୀ ଏବଂ ପେନସନଧାରୀମାନେ ଏଯାବତ ପାଇନାହାନ୍ତି।

ଅଧିକାଂଶ ପାନୀୟ ଜଳ ପ୍ରକଳ୍ପ ଅଚଳ

ଅଧିକାଂଶ ପାନୀୟ ଜଳ ପ୍ରକଳ୍ପ ଅଚଳ

ଫୁଲବାଣୀ ଅଫିସ, ୨୩ା୨-କନ୍ଧମାଳରେ ଦୁଇଦିନ ହେଲା ପ୍ରବଳ ଖରା ହେଉଛି। ଏବେଠୁ ଗରମ ଆରମ୍ଭ ହୋଇଗଲାଣି। ଗ୍ରୀଷ୍ମ ଆସିଲେ କନ୍ଧମାଳ ଜିଲାବାସୀଙ୍କ ମଧ୍ୟରେ ପାଣିକୁ ନେଇ ଛନକା ପଶିଯାଏ।