ଅପରାଧ | ରାୟଗଡା

ପୋଲିସ- ଆଇନଜୀବୀ ବିବାଦ: ସାମିଲ ହେବ ଆଇଜୀବୀ ସଂଘ

ପୋଲିସ- ଆଇନଜୀବୀ ବିବାଦ: ସାମିଲ ହେବ ଆଇଜୀବୀ ସଂଘ
ମାଲକାନଗିରି, ୧୦।୯ (ଡି.ଏନ୍‌.ଏ.)-ପୋଲିସ- ଆଇନଜୀବୀ ବିବାଦ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବା ଲାଗି ଶନିବାର କଟକରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଇନଜୀବୀମାନେ ଯୋଗ ଦେଇଥିଲେ। ମାଲକାନଗିରି ଓକିଲ ସଂଘ ପକ୍ଷରୁ ସମ୍ପାଦକ ଲମ୍ବୋଦର ତୁରୁକ ଯୋଗ ଦେଇଥିଲେ। ମାଲକାନଗିରି ସଂଘ ମଧ୍ୟ ଏହି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରି ବୁଧବାର ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବ ବୋଲି ତୁରୁକ ପ୍ରକାଶ କରିଛନ୍ତି। 
All Right Reserved By

ଅପରାଧ | ରାୟଗଡା

ବଡ଼ଗାଁରେ ଗୁଳିକାଣ୍ଡ: ଯୁବକଙ୍କ ଉପରକୁ ଗୁଳିମାରି ୨ଦୁର୍ବୃତ୍ତ ଫେରାର୍‌

ବଡ଼ଗାଁରେ ଗୁଳିକାଣ୍ଡ: ଯୁବକଙ୍କ ଉପରକୁ ଗୁଳିମାରି ୨ଦୁର୍ବୃତ୍ତ ଫେରାର୍‌

ସୁନ୍ଦରଗଡ଼/ବଡ଼ଗାଁ, ୧୯।୧୧ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ବଡ଼ଗାଁ ମହାବୀର ଛକ ନିକଟ ଚଳନାମୁଣ୍ଡାପଡ଼ାରେ ରବିବାର ସନ୍ଧ୍ୟା ପ୍ରାୟ ୭ଟାବେଳେ ଗୁଳିକାଣ୍ଡ ଘଟିଛି। ଜଣେ ଯୁବକଙ୍କ ଉପରକୁ ୨ଜଣ ଦୁର୍ବୃତ୍ତ ଗୁଳିଚାଳନା କରି ଫେରାର୍‌ ହୋଇଯାଇଛନ୍ତି।

୪୫ ବସ୍ତା ଚୋରା କୋଇଲା ଜବତ

୪୫ ବସ୍ତା ଚୋରା କୋଇଲା ଜବତ

ତିହିଡ଼ି, ୧୮।୧୧ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡି ଥାନା ଅଧୀନ ମଙ୍ଗଳପୁର ଓ ତଳମୂଷାଙ୍ଗ ରାସ୍ତାରୁ ୪୫ ବସ୍ତା ଚୋରା କୋଇଲା ସ୍ଥାନୀୟ ପୋଲିସ ରବିବାର ମଧ୍ୟାହ୍ନରେ ଜବତ କରିଛି। ଏଥିସହ ୧୦ ସାଇକେଲ ମଧ୍ୟ ଜବତ କରାଯାଇଛି। 

ତୁଳସୀପୁର ଏଟିଏମ୍‌ ତାଡି ଲୁଟ୍‌ ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଜେଲ ଗଲେ

ତୁଳସୀପୁର ଏଟିଏମ୍‌ ତାଡି ଲୁଟ୍‌ ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଜେଲ ଗଲେ

ଖୋର୍ଦ୍ଧା ଅଫିସ, ୧୮।୧୧: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ତୁଳସୀପୁରର ଇଣ୍ଡିକାସ୍‌ ଏଟିଏମ୍‌ ତାଡି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି।

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମ୍‌ଭିଆଇ

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମ୍‌ଭିଆଇ

 ନୟାଗଡ଼ ଅଫିସ,୧୮।୧୧- ନୟାଗଡ଼ ଜିଲା ଏମ୍‌ଭିଆଇ ପ୍ରଭାକର ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କଠାରୁ  ନଗଦ ୧ ଲକ୍ଷ ୮୧ ହଜାର ଟଙ୍କା ଜବତ କରାଯାଇଛି।ସୂଚନା ଅନୁସାରେ, ନୟାଗଡ଼-ଓଡ଼ଗାଁ ରାସ୍ତା ଲେଙ୍କୁଡ଼ିପଡ଼ା ମିଲନ ମାର୍ବଲ୍ସଠାରେ ଏମଭିଆଇ ପ୍ରଭାକର ଘର ଭଡ଼ା ନେଇ ରହୁଥିଲେ। ଶନିବାର ସନ୍ଧ୍ୟା ୭ଟା ୩୦ ମିନିଟରେ ସେ କାର (ନଂ.ଓଡ଼ି ୦୭ ଏଲ୍‌ ୫୯୮୨)ରେ ପରିବାର ସହିତ ବ୍ରହ୍ମପୁର ଷ୍ଟେଶନ ନିକଟରେ ଥିବା ତାଙ୍କ ଘରକୁ ଯାଉଥିଲେ। 

ବେଆଇନ ବାଲିଘାଟ ଉପରେ ଚଢ଼ାଉ  :୮ ଟ୍ରାକ୍ଟର, ୧ ଜେସିବି ଜବତ

ବେଆଇନ ବାଲିଘାଟ ଉପରେ ଚଢ଼ାଉ :୮ ଟ୍ରାକ୍ଟର, ୧ ଜେସିବି ଜବତ

ବିରଜାକ୍ଷେତ୍ର,୧୮ା୧୧(ଡି.ଏନ.ଏ.)- ଯାଜପୁର ତହସିଲଦାର ସୁନୀଲ କୁମାର ମେହେର ଯାଜପୁର ପୋଲିସ ଓ ସଦର ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ବେଆଇନ ଭାବେ ପରିବହନ ହେଉଥିବା ଦେବୀଗଡ଼ା, ନାଥସାହି, ପୁରୁଷୋତ୍ତମପୁର ବାଲି ଘାଟ ଉପରେ ଚଢ଼ାଉ କରି ୮ ଟ୍ରାକ୍ଟର ଓ ୧ ଜେସିବି ଜବତ କରିଛନ୍ତି। 

ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗ ମାମଲା: ବୟାନ ଭିଡିଓ ଭାଇରାଲ

ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗ ମାମଲା: ବୟାନ ଭିଡିଓ ଭାଇରାଲ

ଛତ୍ରପୁର,୧୮ା୧୧(ଡି.ଏନ.ଏ.)- ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଅଧୀନ ବଡ ଆର୍ଯ୍ୟପଲ୍ଲୀ ଗଁ। ର ପି. ରାମାୟାଙ୍କ ସ୍ତ୍ରୀ  ପି.କର୍ଲାମ୍ମା ୧୧ ତାରିଖରେ ପୋଡି ହୋଇଯାଇଥିଲେ ।  ପରେ ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୋଇଥିବା  ମୃତ୍ୟୁ ଭିନ୍ନମୋଡ ନେଇଛି ।  

ବଢୁଛି ଅପରାଧ, ପୋଲିସ ଚୁପ୍‌

ବଢୁଛି ଅପରାଧ, ପୋଲିସ ଚୁପ୍‌

ବଲାଙ୍ଗୀର ଅଫିସ,୧୮ା୧୧ବଲାଙ୍ଗୀର ସହରରେ ଏବେ ଡ୍ରଗ୍ସ କାରବାର, ଲୁଟ୍‌ପାଟ୍‌ ଘଟଣା ବଢ଼ିବାରେ ଲାଗିଛି ା ବିଭିନ୍ନ ଛକ ଓ ରାସ୍ତାରେ ରୋଡ ରୋମିଓଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବିଶେଷକରି ଛାତ୍ରୀ ଓ ଯୁବତୀମାନେ  ହଇରାଣ ହରକତ ହେଉଛନ୍ତି । 

ତୁଳସୀପୁର ଏଟିଏମ୍‌ ମେଶିନ୍‌  ଲୁଟ୍‌ ଘଟଣା : ଜାମିନ ନାମଞ୍ଜୁର, ୨  ଅଭିଯୁକ୍ତଙ୍କୁ ଜେଲ

ତୁଳସୀପୁର ଏଟିଏମ୍‌ ମେଶିନ୍‌ ଲୁଟ୍‌ ଘଟଣା : ଜାମିନ ନାମଞ୍ଜୁର, ୨ ଅଭିଯୁକ୍ତଙ୍କୁ ଜେଲ

ଖୋର୍ଦ୍ଧା ଅଫିସ,୧୭।୧୧: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ଅନ୍ତର୍ଗତ  ତୁଳସୀପୁରର ଇଣ୍ଡିକାସ୍‌ ଏଟିଏମ୍‌ ମେଶିନ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି ।

 ପପିନା ବେହେରା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟଚାଲାଣ

ପପିନା ବେହେରା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୧୭।୧୧: ପପିନା ବେହେରା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ବାମୀ ରବୀନ୍ଦ୍ର ବେହେରାଙ୍କୁ ବ୍ରହ୍ମପୁର ଟାଉନଥାନା ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି।

ଥାନା ପରିସରରୁ ସାଇକେଲ ଚୋରି କରି ଯୁବକ ଗିରଫ

ଥାନା ପରିସରରୁ ସାଇକେଲ ଚୋରି କରି ଯୁବକ ଗିରଫ

ବାଲୁଗାଁ,୧୭ା୧୧(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ପରିସରରୁ ସାଇକେଲ ଚୋରି କରି ଜଣେ ଯୁବକ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣପୁର ଗ୍ରାମର ମନୋଜ କୁମାର ତ୍ରିପାଠୀ (୩୨) ।  ଏ ନେଇ ଥାନାରେ ୧୨୮/୧୮ରେ ମାମଲା ରୁଜୁ ହୋଇଥିବାବେଳେ ଗୁରୁବାର ସନ୍ଧ୍ୟାରେ ମନୋଜଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପ୍ରକାଶ କରିଛି ।  

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ରାଧାକୃଷ୍ଣ ମେଡିସିନ୍‌ ଷ୍ଟୋର ମାଲିକଙ୍କୁ ବନ୍ଧୁକ ଓ କଟୁରି ଦେଖାଇ ଲୁଟ ଉଦ୍ୟମ ହୋଇଛି। ଦୋକାନୀଙ୍କ ଉପସ୍ଥିତ ବୃଦ୍ଧିଯୋଗୁ ଲୁଟେରାମାନେ ଲୁଟ କରିବାରେ ବିଫଳ ହୋଇଛନ୍ତି। ଶେଷରେ ଧରାପଡିଯିବା ଭୟରେ ସେମାନେ ବାଇକ୍‌ ଏବଂ ମାରଣାସ୍ତ୍ର ଛାଡ଼ି ଫେରାର ହୋଇଯାଇଛନ୍ତି। 

ଢାବାରେ ଚଢାଉ: ବିଦେଶୀ ମଦ ଜବତ, ଢାବା ମାଲିକ ଗିରଫ

ଢାବାରେ ଚଢାଉ: ବିଦେଶୀ ମଦ ଜବତ, ଢାବା ମାଲିକ ଗିରଫ

ନୂଆଗାଁ,୧୬।୧୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ଥାନା ନୂଆଗାଁଠାରେ ଥିବା ଦୁଇଟି ଢାବାରେ ଗୁରୁବାର ରାତିରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢାବା ମାଲିକଙ୍କୁ ଗିରଫ କରିଛି।