ଜାତୀୟ |

ସେନାରେ ହୋଇପାରେ ଦେଢଲକ୍ଷ ଛଟେଇ

ସେନାରେ ହୋଇପାରେ ଦେଢଲକ୍ଷ ଛଟେଇ
ନୂଆଦିଲ୍ଲୀ,୧୦।୯: ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଭାରତୀୟ ସେନାରେ ପ୍ରାୟ ଦେଢଲକ୍ଷ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ ବୋଲି ଜଣାପଡିଛି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସ୍ଥଳସେନାରୁ ଏହି ଛଟେଇ କରାଯିବ। ସ୍ଥଳସେନାର ଏକ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେନାର ଭବିଷ୍ୟତକୁ ଦୃଢ କରିବାକୁ ଓ ଶକ୍ତି ମଜଭୁତ କରିବାକୁ ଏହା କରାଯିବ ବୋଲି ସ୍ଥିର କରାଯାଇଛି। ଜୁନ୍‌ ୨୧ରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ସେନା ସଚିବ ଲେପ୍ଟନାଣ୍ଟ ଜେନରାଲ ଜେଏସ୍‌ ସନ୍ଧୁଙ୍କ ଅଧ୍ୟକ୍ଷତାରେ ୧୧ ଜଣ ସଦସ୍ୟଙ୍କୁ ନେଇ ଏହି ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା। 
All Right Reserved By

ଜାତୀୟ |

ହୋଟେଲ ହେବ ଲୋକପାଳଙ୍କ କାର୍ଯ୍ୟାଳୟ

ହୋଟେଲ ହେବ ଲୋକପାଳଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୨୩ା୪: ଭାରତର ପ୍ରଥମ ଲୋକପାଳଙ୍କ କାର୍ଯ୍ୟାଳୟ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ ଆରମ୍ଭ ହେବ।

ମୋଦିଙ୍କୁ ମେହବୁବାଙ୍କ ଭର୍ତ୍ସନା: ପାକିସ୍ତାନ ଇଦ୍‌ ଲାଗି ଅଣୁଅସ୍ତ୍ର ରଖିନି

ମୋଦିଙ୍କୁ ମେହବୁବାଙ୍କ ଭର୍ତ୍ସନା: ପାକିସ୍ତାନ ଇଦ୍‌ ଲାଗି ଅଣୁଅସ୍ତ୍ର ରଖିନି

ଶ୍ରୀନଗର,୨୩ା୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିପ୍ପଣୀକୁ ନେଇ ଭର୍ସନା କରିଛନ୍ତି। 

ଅନାରକଲି’ ମନ୍ତବ୍ୟ: ଆଜମ୍‌ଙ୍କ ପୁଅଙ୍କୁ ଜୟପ୍ରଦାଙ୍କ ଭର୍ତ୍ସନା

ଅନାରକଲି’ ମନ୍ତବ୍ୟ: ଆଜମ୍‌ଙ୍କ ପୁଅଙ୍କୁ ଜୟପ୍ରଦାଙ୍କ ଭର୍ତ୍ସନା

ଲକ୍ଷ୍ନୌ,୨୩ା୪(ପି.ଟି.): ରାମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ଜୟପ୍ରଦା ତାଙ୍କ ପ୍ରତି ‘ଅନାରକଲି’ ମନ୍ତବ୍ୟ ପାଇଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ ଖାନ୍‌ଙ୍କ ପୁତ୍ର ଅବଦୁଲା ଆଜମଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୩।୪: ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। 

ରିୟଲମି ଆଣିଲା ନୂଆ ୩ ପ୍ରୋ,ସି୨ ସ୍ମାର୍ଟଫୋନ

ରିୟଲମି ଆଣିଲା ନୂଆ ୩ ପ୍ରୋ,ସି୨ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୨୨-୪: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ନୂଆ ରିୟଲମି ୩ ପ୍ରୋ ଏବଂ ଏଣ୍ଟ୍ରିଲେଭଲ ସି୨ ମଡେଲର ବଜାର ପ୍ରବେଶ ହୋଇଛି।

ଷ୍ଟାର୍ଟଅପ୍‌: ବିଏସ୍‌ଇର ସହାୟତା ନେବ କାଜାକିସ୍ତାନ

ଷ୍ଟାର୍ଟଅପ୍‌: ବିଏସ୍‌ଇର ସହାୟତା ନେବ କାଜାକିସ୍ତାନ

ମୁମ୍ବାଇ,୨୧-୪: ଭାରତର ଷ୍ଟାର୍ଟଅପ୍‌ ଏବଂ ଇଣ୍ଟରନ୍ୟାଶନାଲ ଏକ୍ସଚେଞ୍ଜ ମଡେଲ ପ୍ରତି କାଜାକିସ୍ତାନ ଆକୃଷ୍ଟ ହୋଇଛି। 

ନାମାଙ୍କନ ପତ୍ର ଦାଖଲ କଲେ ସ୍ବାଧୀ ପ୍ରଜ୍ଞା ଠାକୁର

ନାମାଙ୍କନ ପତ୍ର ଦାଖଲ କଲେ ସ୍ବାଧୀ ପ୍ରଜ୍ଞା ଠାକୁର

ଭୋପାଳ, ୨୨।୪: ବହୁବାଦବିବାଦ ପରେ ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ଭାଜପା ନେତ୍ରୀ ସ୍ବାଧୀ ପ୍ରଜ୍ଞା ଠାକୁର ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସ୍ପାଇଡରମ୍ୟାନ ଭଳିି ୨୦ ଫୁଟ ଛାତରୁ ଡେଇଁଲେ ବାଳକ: ଷ୍ଟଣ୍ଟ ପରିବର୍ତ୍ତେ ମୁଣ୍ଡରୁ ଗୋଡ ଯାଏଁ ଭାଙ୍ଗିଲା ହାଡ଼

ସ୍ପାଇଡରମ୍ୟାନ ଭଳିି ୨୦ ଫୁଟ ଛାତରୁ ଡେଇଁଲେ ବାଳକ: ଷ୍ଟଣ୍ଟ ପରିବର୍ତ୍ତେ ମୁଣ୍ଡରୁ ଗୋଡ ଯାଏଁ ଭାଙ୍ଗିଲା ହାଡ଼

ଚଣ୍ଡିଗଡ଼,୨୨।୪: ଆଧୁନିକ ଯୁଗରେ ପିଲାଙ୍କ ମଧ୍ୟରେ ଅନଲାଇନ୍‌ ଗେମ୍‌ର ନିଶା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଖେଳ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛଉ ନାହାନ୍ତି।

ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!

ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!

ନୂଆଦିଲ୍ଲୀ,୨୨।୪: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ଲୋକ ସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି। ହେବେ ସୋସିଆଲ ମିଡିଆରେ ଏବେ ଆଉ ଏକ ଚର୍ଚ୍ଚା ଯୋର ଧରିଛି। 

ଟଙ୍କା ନ ଦେବାରୁ ମା’ଙ୍କୁ ପଥରରେ ଛେଚି ହତ୍ୟା କଲେ ପୁଅ

ଟଙ୍କା ନ ଦେବାରୁ ମା’ଙ୍କୁ ପଥରରେ ଛେଚି ହତ୍ୟା କଲେ ପୁଅ

ଗାଜିଆବାଦ, ୨୨।୪: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ନ ଦେବାରୁ ନିଜ ମା’ଙ୍କୁ ହତ୍ୟା କରିଛନ୍ତି ୪୦ବର୍ଷର ପୁଅ। 

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ନୂଆଦିଲ୍ଲୀ, ୨୨।୪: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟୁଇଟର ଇଣ୍ଡିଆ ଅପରେସନ ଲାଗି ନୂଆ ଏମଡି ଭାବେ ମନିଶ ମାହେଶ୍ୱରୀଙ୍କୁ ନିଯୁକ୍ତ କରିଛି।

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ନୂଆଦିଲ୍ଲୀ, ୨୨।୪: ଆର୍ଥିକ ସଙ୍କଟରୁ ବିମାନ ସେବା ବନ୍ଦ କରିଥିବା ଜେଟ ଏୟାର କମ୍ପାନୀର ବୋର୍ଡରୁ ନସିମ ଜୈଦି ଇସ୍ତଫା ଦେଇଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri