ଫୁରସତ |

ପର୍ନ ଷ୍ଟାରଙ୍କ ସହ ରାତି ବିତାଇବେ ଶ୍ରେଷ୍ଠ କର୍ମଚାରୀ

ପର୍ନ ଷ୍ଟାରଙ୍କ ସହ ରାତି ବିତାଇବେ ଶ୍ରେଷ୍ଠ କର୍ମଚାରୀ
ସାଧାରଣତଃ କର୍ମଚାରୀମାନେ ଶ୍ରେଷ୍ଠ ପ୍ରଦର୍ଶନ କଲେ କମ୍ପାନୀ ବୋନସ୍‌ ଦେଇଥାଏ। କିନ୍ତୁ ଚାଇନାର ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ ଏକ ଅଜବ ଉପହାର ଭେଟି ଦେଉଛି। ଟେକ୍ନୋଲୋଜି ସୁରକ୍ଷାଭିତ୍ତିକ ଏହି କମ୍ପାନୀ ନିଜ କର୍ମଚାରୀମାନଙ୍କ ମଧ୍ୟରୁ ଜଣଙ୍କୁ ବର୍ଷର ଶ୍ରେଷ୍ଠ କର୍ମଚାରୀ ଭାବେ ପୁରସ୍କାର ଦେଇଥାଏ। ପୁରସ୍କାରଟି କୌଣସି ବୋନସ ଆକାରରେ ନୁହେଁ ବରଂ କମ୍ପାନୀ ତାଙ୍କୁ ଜଣେ ପର୍ନ ଷ୍ଟାରଙ୍କ ସହ ରାତି ବିତାଇବାକୁ ସୁଯୋଗ ଦେଇଥାଏ। କମ୍ପାନୀର ଏହି ନିଷ୍ପତ୍ତି ପ୍ରଥମେ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ମଧ୍ୟ ପରେ ସେମାନେ ଏଥିରେ ରାଜି ହୋଇଥିଲେ। 
All Right Reserved By

ଫୁରସତ |

କାହିଁକି ପାଳନ କରାଯାଏ ପଞ୍ଚୁକ?

କାହିଁକି ପାଳନ କରାଯାଏ ପଞ୍ଚୁକ?

ଆଉ ଦିନକ ପରେ ପଞ୍ଚୁକ। କାର୍ତ୍ତିକ ମାସ ଅର୍ଥାତ ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଲୋକେ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି। ମାସସାରା ପାଳି ନ ପାରିଲେ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ପଞ୍ଚୁକ ପାଳନ୍ତି। 

ରୂପ ବଦଳଉଥିବା ମାଛ

ରୂପ ବଦଳଉଥିବା ମାଛ

କଟ୍‌ଲ ଫିଶ୍‌ ଏକ ଚତୁର ସାମୁଦ୍ରକ ପ୍ରାଣୀ। ବାସ୍ତବରେ ଏହା ଏକ ମାଛ ନୁହେଁ; ସ୍କୁଇଡ୍‌ ଅଥବା ଅକ୍ଟୋପସ୍‌ ପ୍ରଜାତୀୟ ଜୀବ। କଟ୍‌ଲ ଫିଶ୍‌ର ଆତ୍ମରକ୍ଷା କୌଶଳଟି ବେଶ୍‌ ରୋଚକ। 

ପ୍ରଥମ ରୋଜଗାର:ଚଳିବା ପାଇଁ ଘରକରଣା ଜିନିଷ କିଣିଥିଲି

ପ୍ରଥମ ରୋଜଗାର:ଚଳିବା ପାଇଁ ଘରକରଣା ଜିନିଷ କିଣିଥିଲି

ଅବସରପ୍ରାପ୍ତ କୃଷି ଉପନିର୍ଦ୍ଦେଶକ ଡଃ ବିଜୟାନନ୍ଦ ମହାନ୍ତି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ମାଟି  କୁଡ଼ୁଆ

ମାଟି କୁଡ଼ୁଆ

ବିଭିନ୍ନ ମନ୍ଦିରରେ ପ୍ରସାଦ ପାଇଁ ବ୍ୟବହାର କରାଯାଏ ମାଟି କୁଡୁଆ, ଯାହାକୁ ପବିତ୍ର ପାତ୍ର ବୋଲି କୁହାଯାଉଥିବାବେଳେ ଏଥିରେ ଖାଦ୍ୟ ରନ୍ଧା ହେଲେ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟୋପଯୋଗୀ ମଧ୍ୟ ହୋଇଥାଏ।

ପ୍ରଥମ ବିଶ୍ୱଯୁଦ୍ଧ: ଦି ଗ୍ରେଟ୍‌ ଓ୍ବାର

ପ୍ରଥମ ବିଶ୍ୱଯୁଦ୍ଧ: ଦି ଗ୍ରେଟ୍‌ ଓ୍ବାର

ବିଶ୍ୱ ଇତିହାସର ସବୁଠୁ ଲୋମହର୍ଷଣକାରୀ ଦସ୍ତାବିଜ ଥିଲା ପ୍ରଥମ ବିଶ୍ୱଯୁଦ୍ଧ। ୧୯୧୪ ଜୁଲାଇ ୨୮ତାରିଖରୁ ଆରମ୍ଭ ହୋଇ ଚାରିବର୍ଷର ଭୟଙ୍କର ଲଢ଼େଇପରେ  ୧୯୧୮ ମସିହା ନଭେମ୍ବର ୧୧ ତାରିଖ ଦିନ ହେଲା ଯୁଦ୍ଧ ବିରତି। ଅର୍ଥାତ୍‌ ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତିର ହୋଇଯାଇଛି ୧୦୦ବର୍ଷ ପୂର୍ତ୍ତି। ସେହି ମହାସମର ସହିତ ଜଡିତ କେତେକ ବିଶେଷ ଘଟଣା ...

ଡୁଆଲ୍‌ କ୍ୟାମେରା ଫୋନ୍‌ ବଢୁଛି ଚାହିଦା

ଡୁଆଲ୍‌ କ୍ୟାମେରା ଫୋନ୍‌ ବଢୁଛି ଚାହିଦା

ଦିନକୁ ଦିନ ସ୍ମାର୍ଟଫୋନ୍‌ଗୁଡିକରେ ଆସୁଛି ବିଭିନ୍ନ ଲାଟେଷ୍ଟ ଫିଚର୍‌। ଯାହା ମଧ୍ୟରେ ବର୍ତ୍ତମାନ ଡୁଆଲ୍‌ ବ୍ୟାକ୍‌ କ୍ୟାମେରାର ଚାହିଦା ବଢୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ଫଟୋଗ୍ରାଫିରେ ରୁଚି ରଖୁଥିବା ହେଉ ଅବା ବିଭିନ୍ନ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ଥିବା  ଯୁବପିଢିଙ୍କ ଲାଗି  ଏହା ପାଲଟିଛି ପ୍ରଥମ ପସନ୍ଦ... 

ଗ୍ରୀନ୍‌ଲାଣ୍ଡରେ ବୃହତ୍‌ ଉଲ୍‌କା ଗର୍ତ୍ତ

ଗ୍ରୀନ୍‌ଲାଣ୍ଡରେ ବୃହତ୍‌ ଉଲ୍‌କା ଗର୍ତ୍ତ

ଲଣ୍ଡନ: ଏକ ଅନ୍ତର୍ଜାତୀୟ ଗବେଷକ ଟିମ୍‌ ଗ୍ରୀନ୍‌ଲାଣ୍ଡ୍‌ର ଉତ୍ତରପଶ୍ଚିମ ଭାଗର ହାୟାଓ୍ବାଥା ଗ୍ଲେସିୟରରେ ଉଲ୍‌କାମାଡ ଦ୍ୱାରା ସୃଷ୍ଟ ଏକ ବୃହତ୍‌ ଗର୍ତ୍ତ ଠାବ କରିଛି। ବରଫ ଆସ୍ତରଣର  ଅଧମାଇଲ୍‌ ତଳେ ଏହା ରହିଥିବା ଗବେଷକମାନେ ସୂଚନା ଦେଇଛନ୍ତି।

ମନ୍ତ୍ର ଉଚ୍ଚାରଣରୁ  ମିଳେ ଏସବୁ ଫାଇଦା...

ମନ୍ତ୍ର ଉଚ୍ଚାରଣରୁ ମିଳେ ଏସବୁ ଫାଇଦା...

ମନ୍ତ୍ର ଉଚ୍ଚାରଣ କଲେ ମିଳିଥାଏ ଅନେକ ସୁଫଳ। ମନ୍ତ୍ର ଉଚ୍ଚାରଣ ଓ ପ୍ରାର୍ଥନା ମନକୁ ଶାନ୍ତି ପ୍ରଦାନ କରିଥାଏ। ମନ୍ତ୍ରୋଚ୍ଚାରଣ ସମୟରେ ଶ୍ୱାସକ୍ରିୟାର ବ୍ୟାୟାମ ହୋଇଥାଏ। ଫଳରେ ଫୁସଫୁସ ସ୍ବାଭାବିକ ଭାବେ କାର୍ଯ୍ୟ କରିଥାଏ।

ନୃତ୍ୟ କରନ୍ତୁ ଶରୀରକୁ ଫିଟ୍‌ ରଖନ୍ତୁ...

ନୃତ୍ୟ କରନ୍ତୁ ଶରୀରକୁ ଫିଟ୍‌ ରଖନ୍ତୁ...

ଭାରତୀୟ ସଂସ୍କୃତି-ପରମ୍ପରାରେ ନୃତ୍ୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ନୃତ୍ୟ ଶରୀରକୁ ଫିଟ୍‌ ରଖିବା ସହିତ ସୁଢ଼ୋଳ ଶରୀର ଗଠନ କରିବାରେ ସାହାଯ୍ୟ କରେ ବୋଲି ଆୟୁର୍ବେଦରେ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି।

ଚୁମ୍ବନକୁ ଡରୁଥିବା ଯୁବକ

ଚୁମ୍ବନକୁ ଡରୁଥିବା ଯୁବକ

ବ୍ରିଟେନରେ ରହୁଥିବା ଓ୍ବେଦରଲ ଓଲି ଏମିତି ଏକ ରୋଗରେ ପୀଡିତ ସେ ଯଦି ଚୁମ୍ବନ ଦେବେ ବା ନେବେ ତେବେ ତାଙ୍କର ମୃତ୍ୟୁ ହୋଇପାରେ ବୋଲି ଡାକ୍ତର କହିଛନ୍ତି। କାରଣ ସେ ଏମିତି ଏକ ଆଲର୍ଜିରେ ପୀଡିତ ଯାହା ତାଙ୍କ ପାଇଁ ପ୍ରାଣଘାତି ବୋଲି କୁହାଯାଏ।

ବାଥ୍‌ଟବ୍‌ରେ ଭରା କଏନ୍‌ ନେଇ ଦାମୀ ଜିନିଷ କିଣିଲେ ଯୁବକ

ବାଥ୍‌ଟବ୍‌ରେ ଭରା କଏନ୍‌ ନେଇ ଦାମୀ ଜିନିଷ କିଣିଲେ ଯୁବକ

ଆଧୁନିକ ଯୁଗରେ ଟେକ୍ନୋଲୋଜି ଯେତେ ଡେଭ୍‌ଲପ୍‌ ହେଉଛି ଲୋକେ ଏହାସହ ତାଳ ଦେଇ ଚାଲିବାକୁ ଚାହୁଁଛନ୍ତି। ଏବେ ଅନେକଙ୍କ ପସନ୍ଦ ହେଉଛି ସ୍ମାର୍ଟ ଫୋନ୍‌। କାରଣ ଖୁବ୍‌ କମ୍‌ ସମୟ ମଧ୍ୟରେ ସ୍ମାର୍ଟଫୋନ୍‌ ମାଧ୍ୟମରେ ବହୁତ କିଛି ତଥ୍ୟା ମିଳୁଛି।

ଆୟୁ ବଢ଼ାଇବା ପାଇଁ ଆପଣାନ୍ତୁ ସହଜ ଉପାୟ...

ଆୟୁ ବଢ଼ାଇବା ପାଇଁ ଆପଣାନ୍ତୁ ସହଜ ଉପାୟ...

ଆୟୁ ବଢ଼ାଇବା ପାଇଁ ଅନେକ ଉପାୟ ରହିଛି। ତେବେ ସେଥିମଧ୍ୟରୁ ସହଜ ଉପାୟ ହେଉଛି କମ୍‌ ଶାରୀରିକ ସମ୍ପର୍କ ରଖିବା। ଏହାଦ୍ୱାରା ଆୟୁର ସୀମା ବୃଦ୍ଧି ପାଏ ବୋଲି ତେଲ୍‌ ଅଭିଭ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।