ଅନ୍ତର୍ଜାତୀୟ |

ଅଜ୍ଞାତ ବ୍ୟକ୍ତିଙ୍କ ଆକ୍ରମଣର ୭ ଆହତ

ଅଜ୍ଞାତ ବ୍ୟକ୍ତିଙ୍କ ଆକ୍ରମଣର ୭ ଆହତ
ପ୍ୟାରିସ,୧୦।୯: ପ୍ରାନ୍ସର ରାଜଧାନୀ ପ୍ୟାରିସରେ ଜଣେ ଅଜ୍ଞାତ ବ୍ୟକ୍ତି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଛୁରୀ ଓ ଲୁହା ରଡରେ ଆକ୍ରମଣ କରିବାରୁ ଅତିକମ୍‌ରେ ୭ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ୨ ବ୍ରିଟିଶ ପର୍ଯ୍ୟଟକ ଅଛନ୍ତି। ଏହା ସେଣ୍ଟ୍ରାଲ ପ୍ୟାରିସର ଉତ୍ତରରେ ରବିବାର ରାତି ପ୍ରାୟ ୧୧ଟା ସମୟରେ ହୋଇଛି। ପୋଲିସର ସୂଚନ ଅନୁଯାୟୀ, ଉକ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ତେବେ ଏଥିରେ ଆତଙ୍କବାଦୀଙ୍କର କୌଣସି ସଂଯୋଗ ନ ଥିବା ଜଣାପଡିଛି। ଆହତ ୭ଜଣଙ୍କ ମଧ୍ୟରୁ ୪ ଗୁରୁତର ଥିବା ପୋଲିସ କହିଛି। 
All Right Reserved By

ଅନ୍ତର୍ଜାତୀୟ |

ରୋହିଙ୍ଗ୍ୟାଙ୍କ ପାଇଁ ସହାୟତା ପଠାଇଲା ଭାରତ

ରୋହିଙ୍ଗ୍ୟାଙ୍କ ପାଇଁ ସହାୟତା ପଠାଇଲା ଭାରତ

ଢ଼ାକା/ନୂଆଦିଲ୍ଲୀ,୧୮।୯: ମ୍ୟାନମାର୍‌ରେ ହିଂସା ଯୋଗୁ ବାଂଲାଦେଶ ପଳାୟନ କରିଥିବା ରୋହିଙ୍ଗ୍ୟାଙ୍କ ପାଇଁ ଭାରତ ୧୧ ଲକ୍ଷ ଲିଟର କିରାସିନି ଓ ୨୦ ହଜାର ଷ୍ଟୋଭ୍‌ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଇଛି। 

ପାକିସ୍ତାନରେ ନିଲାମ ହେଲା ସୌଖିନ କାର୍‌

ପାକିସ୍ତାନରେ ନିଲାମ ହେଲା ସୌଖିନ କାର୍‌

ଇସ୍‌ଲାମାବାଦ,୧୮।୯: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ସୌଖିନ କାର୍‌ଗୁଡିକର ନିଲାମି ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏଠାରେ ଥିବା କାର୍‌ ମଧ୍ୟରୁ ୭୦ଟିର ନିଲାମି ସରିଛି।

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ୧୩ ହଜାର ଫୁଟ ଉଚ୍ଚରୁ ଲମ୍ଫ ଦେଲେ ଯୁବତୀ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ୧୩ ହଜାର ଫୁଟ ଉଚ୍ଚରୁ ଲମ୍ଫ ଦେଲେ ଯୁବତୀ

ସିକାଗୋ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶରୁ ତାଙ୍କୁ ମିଳିଛି ଅନେକ ଶୁଭେଚ୍ଛା। ହେଲେ ଜଣେ ଭାରତୀୟ ପାରାଜମ୍ପର ଶିତଲ ମହାଜନ ଭିନ୍ନ ଢଙ୍ଗରେ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଥମ ଯାତ୍ରୀ ଭାବେ ଚନ୍ଦ୍ରକୁ ଯିବେ ମେଜାଓ୍ବା

ପ୍ରଥମ ଯାତ୍ରୀ ଭାବେ ଚନ୍ଦ୍ରକୁ ଯିବେ ମେଜାଓ୍ବା

ଓ୍ବାଶିଂଟନ,୧୮।୯: ପ୍ରଥମ ଯାତ୍ରୀ ଭାବେ ଜାପାନର ୟୋସାକୁ ମେଜାଓ୍ବା ଚନ୍ଦ୍ରକୁ ଯିବେ। ଏନେଇ ସ୍ପେସ୍‌ ଏକ୍ସ୍‌ କମ୍ପାନୀର ସିଇଓ ଏଲନ୍‌ ମସ୍କ୍‌ ଘୋଷଣା କରିଛନ୍ତି। ଏଥିଲାଗି ୯୦ ମିନିଟ୍‌ର ଉଡ଼ାଣ ପାଇଁ ପ୍ରାୟ ୨୫୦ ହଜାର ଡଲାର ଖର୍ଚ୍ଚ ହେବ।

୧୫ ଘଣ୍ଟାର ବିପଦପୂର୍ଣ୍ଣ ଯାତ୍ରା: ପାଇଲଟଙ୍କ ସମେତ ଆତଙ୍କିତ ଥିଲେ ୩୭୦ ଯାତ୍ରୀ

୧୫ ଘଣ୍ଟାର ବିପଦପୂର୍ଣ୍ଣ ଯାତ୍ରା: ପାଇଲଟଙ୍କ ସମେତ ଆତଙ୍କିତ ଥିଲେ ୩୭୦ ଯାତ୍ରୀ

ନୂଆଦିଲ୍ଲୀ/ନ୍ୟୁୟର୍କ,୧୮।୯: ନୂଆଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବୋଇଙ୍ଗ୍‌ ୭୭୭-୩୦୦ ବିମାନ ଏଆଇ-୧୦୧ରେ ୩୭୦ ଯାତ୍ରୀ ସବାର ଥିଲେ। ବିମାନର କେତେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ କାମ କରୁ ନ ଥିଲା।

୨୦୧୭ରେ ଦେଶରେ ୮ ଲକ୍ଷରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

୨୦୧୭ରେ ଦେଶରେ ୮ ଲକ୍ଷରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

ଜେନେଭା/ନୂଆଦିଲ୍ଲୀ,୧୮।୯: ଭାରତରେ ୨୦୧୭ରେ ୮ ଲକ୍ଷ ୨ ହଜାର ଶିଶୁଙ୍କୁ ମୃତ୍ୟୁ ଘଟିଛି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ସମୟ ମଧ୍ୟରେ ଶିଶୁକନ୍ୟାଙ୍କ ମୃତ୍ୟୁହାର ହ୍ରାସ ପାଇଛି।

୨୦୧୭ରେ ଆତଙ୍କବାଦୀ ନେଇଛନ୍ତି ୮୪ ହଜାରରୁ ଅଧିକ ଜୀବନ

୨୦୧୭ରେ ଆତଙ୍କବାଦୀ ନେଇଛନ୍ତି ୮୪ ହଜାରରୁ ଅଧିକ ଜୀବନ

ଲଣ୍ଡନ/ନୂଆଦିଲ୍ଲୀ,୧୮।୯: ପୃଥିବୀର ୬୬ଟି ଦେଶରେ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି। ୧୨୧ଟି ଆତଙ୍କବାଦୀ ସଂଗଠନ ୨୦୧୭ରେ ୮୪ ହଜାର ୨୩ ଜଣଙ୍କ ଜୀବନ ନେଇଛନ୍ତି। 

ତାଲିବାନ ଆତଙ୍କବାଦୀ ଆକ୍ରମଣରେ ୧୦ ସୁରକ୍ଷାକର୍ମୀ ମୃତ

ତାଲିବାନ ଆତଙ୍କବାଦୀ ଆକ୍ରମଣରେ ୧୦ ସୁରକ୍ଷାକର୍ମୀ ମୃତ

କାବୁଲ,୧୭।୯: ଆଫଗାନିସ୍ତାନର ସେନା କ୍ୟାମ୍ପ ଉପରେ ସୋମବାର ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ଅତିକମରେ ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନାମିଳିଛି। 

ଆସିପାରେ ପ୍ରଳୟଙ୍କରୀ ବନ୍ୟା

ଆସିପାରେ ପ୍ରଳୟଙ୍କରୀ ବନ୍ୟା

ଓ୍ବାଶିଂଟନ୍‌,୧୭।୯: ଆମେରିକାର ପୂର୍ବ ଭାଗରେ ଫ୍ଲୋରେନ୍ସ ତୋଫାନ୍‌ ତାଣ୍ଡବ ରଚିଛି। ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ନରମ ହୃଦୟର ବସ୍‌ଙ୍କ କର୍ମଚାରୀମାନେ ଭଲ କାମ କରନ୍ତି

ନରମ ହୃଦୟର ବସ୍‌ଙ୍କ କର୍ମଚାରୀମାନେ ଭଲ କାମ କରନ୍ତି

ନ୍ୟୁୟର୍କ,୧୭।୯: କାର୍ଯ୍ୟାଳୟରେ ଯଦି ବସ୍‌ଙ୍କ ହୃଦୟ ନରମ ବା ଦୟାଳୁ ହୋଇଥାଏ ତେବେ କର୍ମଚାରୀମାନେ ଭଲ କାମ କରନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଏହାସହ କମ୍ପାନୀର ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।

ଫିଜିରେ ଭୂକମ୍ପ

ଫିଜିରେ ଭୂକମ୍ପ

ସୁଭା,୧୭।୯: ଫିଜିରେ ରବିବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା  ୬.୨ ଥିଲା ବୋଲି ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

ଦେଶ ଚଳାଇବାକୁ ପାକିସ୍ତାନ ନିକଟରେ ଅର୍ଥର ଅଭାବ: ଇମ୍ରାନ୍‌

ଦେଶ ଚଳାଇବାକୁ ପାକିସ୍ତାନ ନିକଟରେ ଅର୍ଥର ଅଭାବ: ଇମ୍ରାନ୍‌

ଇସ୍‌ଲାମାବାଦ,୧୬।୯: ଦେଶ ଚଳାଇବାକୁ ପାକିସ୍ତାନ ତେହେରିକ୍‌-ଇ-ଇନଶାଫ୍‌(ପିଟିଆଇ) ନିକଟରେ ଅର୍ଥର ଅଭାବ ରହିଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି।