ମନୋରଞ୍ଜନ |

ଆଇସିୟୁରେ ଦିଲୀପ କୁମାର

ଆଇସିୟୁରେ ଦିଲୀପ କୁମାର
ଅଭିନେତା ଦିଲୀପ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବା ପରେ ରବିବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଡାକ୍ତରୀ ଚିକିତ୍ସା ପରେ ଅବସ୍ଥା ସୁଧୁରୁଥିବା ଲକ୍ଷ୍ୟ କରାଯାଉଛି ବୋଲି ସ୍ଥାନୀୟ ଲୀଳାବତୀ ଡାକ୍ତରଖାନା ଉପସଭାପତି ଅଜୟ କୁମାର ପାଣ୍ଡେ ସୂଚନା ଦେଇଛନ୍ତି। ୯୫ ବର୍ଷୀୟ ଅଭିନେତାଙ୍କ ମେଡିକାଲ ବୁଲେଟିନ୍‌ ଜାରି କରି ଡାକ୍ତର ପାଣ୍ଡେ ଏ ନେଇ ସୂଚନା ଦେଇଛନ୍ତି। ଦିଲୀପ ସାହେବ ଛାତି ସଂକ୍ରମଣର ଶିକାର ହେବା ପରେ ଗୁରୁବାର ତାଙ୍କୁ ଲୀଳାବାତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
All Right Reserved By

ମନୋରଞ୍ଜନ |

ବଢୁଛି ତୈମୁରଙ୍କ ଲୋକପ୍ରିୟତା

ବଢୁଛି ତୈମୁରଙ୍କ ଲୋକପ୍ରିୟତା

ମୁମ୍ବାଇ: ଷ୍ଟାରକିଡ ଲିଷ୍ଟରେ ଏବେ ସମସ୍ତଙ୍କୁ ପଛରେ ପକାଇଛନ୍ତି ତୈମୁର ଅଲି ଖାଁ। କିଛିଦିନ ତଳେ ମିଡିଆଠାରୁ ତାଙ୍କୁ ଦୂରେଇ ରଖିବାକୁ ଚାହୁଁଥିଲେ ପିତାମାତା। ହେଲେ ତାହା ସମ୍ଭବ ହେଲାନି। 

ପ୍ରଶଂସାରେ ଝିଅକୁ ପୋତି ପକାଇଲେ ମା’ କରିନା

ପ୍ରଶଂସାରେ ଝିଅକୁ ପୋତି ପକାଇଲେ ମା’ କରିନା

ମୁମ୍ବାଇ: ବଲିଉଡ୍‌ର ନବାଗତା ନାୟିକା ସାରା ଅଲ୍ଲି ଖାଁ ଏବେ ଚର୍ଚ୍ଚାରେ। ନିକଟରେ ରିଲିଜ୍‌ ହେବ ତାଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’। ନିକଟରେ ଏହାର ଟ୍ରେଲର ମଧ୍ୟ ରିଲିଜ୍‌ ହୋଇଛି।

ବଲିଉଡ୍‌ ନାୟିକା ହେଲେ ପର୍ନଷ୍ଟାର

ବଲିଉଡ୍‌ ନାୟିକା ହେଲେ ପର୍ନଷ୍ଟାର

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜ ପାଇଁ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚିତ ରିଚା ଚଡ୍ଡା। ହେଲେ ଏବେ ଏହି ବୋଲ୍ଡ କୁଇନ୍‌ଙ୍କ ପର୍ନଷ୍ଟାର ଅବତାର ଦେଖିବାକୁ ମିଳିବ। ନିଜର ବୋଲ୍ଡ ଅନ୍ଦାଜରେ ଦର୍ଶକଙ୍କୁ ଘାଇଲା କରିଥିବା ରିଚା ଏବେ ପର୍ନଷ୍ଟାର ଭୂମିକାରେ ଦେବାକୁ ଯାଉଛନ୍ତି ଜବରଦସ୍ତ ପରଫରମାନ୍ସ। 

ବିବାହକୁ ଶୁଭେଚ୍ଛୁ ଅପେକ୍ଷା କରନ୍ତୁ

ବିବାହକୁ ଶୁଭେଚ୍ଛୁ ଅପେକ୍ଷା କରନ୍ତୁ

ମୁମ୍ବାଇ: ମୋ ବିବାହ ଦେଖିବାକୁ ଶୁଭାକାଂକ୍ଷୀମାନେ ଏତେ ତରବର ନ ହୋଇ ଅପେକ୍ଷା କରନ୍ତୁ ବୋଲି ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରକାଶ କରିଛନ୍ତି। ୨୦୧୯ରେ ରଣବୀର କପୁରଙ୍କୁ ଆଲିଆ ବିବାହ କରୁଥିବା ରିପୋର୍ଟ ପ୍ରଚାର ହୋଇଛି।

ତୈମୁରଙ୍କ ଗୋଟିଏ ଫଟୋର ମୂଲ୍ୟ କେତେ ଜାଣନ୍ତି କି?

ତୈମୁରଙ୍କ ଗୋଟିଏ ଫଟୋର ମୂଲ୍ୟ କେତେ ଜାଣନ୍ତି କି?

ବଲିଉଡରେ ଏବେ ଷ୍ଟାର୍‌ କିଡ୍ସଙ୍କୁ ନେଇ ଏକପ୍ରକାର ପ୍ରତିଯୋଗିତା ଚାଲିଛି। କିଙ୍ଗ ଖାନ୍‌ଙ୍କ ପୁଅ ଅବରାମଠାରୁ ଆରମ୍ଭ କରି ଅଭିନେତା ସୈଫ୍‌ ଓ କରିନାଙ୍କ ପୁଅ ତୈମୁରଙ୍କ ପର୍ଯ୍ୟନ୍ତ ଷ୍ଟାର୍‌ କିଡ୍ସଙ୍କୁ ଦେଖି ଫଟୋ ଉଠାଇବାକୁ ଫଟୋଗ୍ରାଫରଙ୍କ ଭିଡ ଜମୁଛି। 

ସଫଳ ଯୋଡ଼ି ସିଲୁ-କାଳୀ

ସଫଳ ଯୋଡ଼ି ସିଲୁ-କାଳୀ

ଜଲିଉଡ୍‌ର ଅନେକ ସୁପରହିଟ୍‌ ଯାତ୍ରାଯୋଡ଼ିଙ୍କ ମଧ୍ୟରୁ ସିଲୁ-କାଳୀ ବେଶ୍‌ ପ୍ରସିଦ୍ଧ। ସିଲୁଙ୍କ ମୂଳନାମ ସମ୍ପଦ ପ୍ରସାଦ ସ୍ବାଇଁ ହୋଇଥିବା ବେଳେ ଇଣ୍ଡଷ୍ଟ୍ରିରେ ସେ ‘ସିଲୁ’ ଭାବରେ ଜଣାଶୁଣା। ସେହିଭଳି ଅଭିନେତ୍ରୀ କାଳୀଙ୍କ ମୂଳନାମ ନିକିତା ସ୍ବାଇଁ।

”ଭଲ କଳାକାର ହେଇ ବଞ୍ଚତ୍ବାକୁ ଚାହେଁ“

”ଭଲ କଳାକାର ହେଇ ବଞ୍ଚତ୍ବାକୁ ଚାହେଁ“

କିଏ ଚାହେଁ ବଡ଼ ହୋଇ ଭଲ ଚାକିରି କରିବ। ହେଲେ ସେ ଚାହୁଁଥିଲେ ସେ ବଡ଼ ହେଇ ଜଣେ କଳାକାର ହେବେ। ସତେ ଯେମିତି କଳାକୁ ସାଥିରେ ନେଇ ଜନ୍ମ ହୋଇଥିଲେ ସେ। 

କନ୍ୟା ସନ୍ତାନର ଜନନୀ ହେଲେ ନେହା

କନ୍ୟା ସନ୍ତାନର ଜନନୀ ହେଲେ ନେହା

ମୁମ୍ବାଇ: ସେଲିବ୍ରିଟି କପୁଲ ନେହା ଧୁପିଆ ଓ ଅଙ୍ଗଦ ବେଦୀ ଏକ କନ୍ୟା ସନ୍ତାନର ଅଭିଭାବକ ପାଲଟି ଯାଇଛନ୍ତି। ରବିବାର ସକାଳେ ନେହା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ସୋନାଲିଙ୍କ ପରେ କ୍ୟାନସରରେ ପୀଡିତ ହେଲେ ଆଉ ଜଣେ ଅଭିନେତ୍ରୀ

ସୋନାଲିଙ୍କ ପରେ କ୍ୟାନସରରେ ପୀଡିତ ହେଲେ ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ,୧୮।୧୧: ବଲିଉଡରେ ଗୋଟିଏ ପଟେ ଖୁସିର ପରିବେଶ ଥିବା ବେଳେ ଅନ୍ୟପଟେ ଦୁଃଖ ବି ରହିଛି। ଏବେ ନାୟିକା ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡିତ ହୋଇ ବିଦେଶରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପ୍ରଶଂସକମାନେ  ସେ ଶୀଘ୍ର ସୁସ୍ଥ ହେବାର କାମନା କରୁଛନ୍ତି।

ମୁମ୍ବାଇ ଫେରିଲେ ଦୀପିକା-ରଣବୀର

ମୁମ୍ବାଇ ଫେରିଲେ ଦୀପିକା-ରଣବୀର

ମୁମ୍ବାଇ,୧୮।୧୧: ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଓ ରଣବୀର କପୁର ରବିବାର ସକାଳୁ ମୁମ୍ବାଇ ଫେରିଛନ୍ତି। ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବାକୁ ଅନେକ ଲୋକ ଅପେକ୍ଷା କରିଥିଲେ।

ବନ୍ଦ ଘରେ ଆଲିୟା

ବନ୍ଦ ଘରେ ଆଲିୟା

ମହେଶ ତନୟା ଆଲିୟା ଏବେ ଏକ ବନ୍ଦ ଘରେ ରହୁଛନ୍ତି। ଖୁବ୍‌ ଅଳ୍ପ ସମୟ ପାଇଁ ବାହାରକୁ ବାହାରୁଛନ୍ତି। ପୁଣି ତା’ ଭିତରକୁ ଆଉ କେହି ଯାଇପାରିବେ ନାହିଁ। ହେଲେ ସେହି ଘର ଭିତରେ ସେ କ’ଣ କରୁଛନ୍ତି ? ଏହା ପଛରେ ସେମିତି କିଛି ସ୍ପେଶାଲ କଥା ନାହିଁ।

କାଜଲଙ୍କ ମୌନ ଅବତାର

କାଜଲଙ୍କ ମୌନ ଅବତାର

ତେଲୁଗୁ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଏବେ ଅଧିକାଂଶ ସମୟ ନୀରବ ରହୁଛନ୍ତି। କେହି ଭେଟ ହେଲେ ଅଳ୍ପ ସମୟ କଥା ହେଉଛନ୍ତି। ପୂର୍ବରୁ ତାଙ୍କ ସହ କାହାର ଭେଟ ହେଲେ ସେ ବେଶ କିଛି ସମୟ କଥା ହେଉଥିଲେ, ହେଲେ ଏବେ ତାଙ୍କର ମୌନ ଅବତାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ତାଙ୍କ ଅଭିନୀତ ଏକ ତେଲୁଗୁ ଫିଲ୍ମର ଟିଜର ରିଲିଜ ହୋଇଥିଲା।