ଜୀବନଚର୍ଯ୍ୟା |

ମାଇଗ୍ରେନ୍‌ର ଘରୋଇ ଉପଚାର

ମାଇଗ୍ରେନ୍‌ର ଘରୋଇ ଉପଚାର
ମୁଣ୍ଡବିନ୍ଧା ସମସ୍ୟା ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ତାହାକୁ ମାଇଗ୍ରେନ୍‌ କୁହାଯାଏ। କେତୋଟି କାରଣ ପ୍ରତି ସଚେତନ ନ ରହିଲେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଅସନ୍ତୁଳିତ ଆହାର, ଟେନସନ, ଉଚ୍ଚ ରକ୍ତଚାପ (ହାଇ ବ୍ଲଡପ୍ରେସର), ଅନିୟମିତ ଦିନଚର୍ଯ୍ୟା ଅନେକାଂଶରେ ଏଥିପାଇଁ ଦାୟୀ। ମାଇଗ୍ରେନର ଲକ୍ଷଣ ପ୍ରକାଶ ପାଇଲେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ହେଲେ ଏଭଳି କେତେକ ଘରୋଇ ଉପାୟ ରହିଛି ଯାହାକୁ ଆପଣେଇପାରନ୍ତି। ଅଧିକ ସମୟ ଖାଲି ପେଟରେ ରହନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଖାଆନ୍ତୁ। ଯେତେସମ୍ଭବ ଟେନସନଠାରୁ ନିଜକୁ ଦୂରେଇ ରଖନ୍ତୁ। କେତେକ ଟିକେ କଥାରେ ରାଗି ଯାଇଥାଆନ୍ତି। ଏଭଳି ଅଭ୍ୟାସକୁ ପରିହାର କରନ୍ତୁ। ଅଯଥା କଥାକୁ ନେଇ ମନରେ ଭୟଭାବ ଆଣନ୍ତୁ ନାହିଁ, କାରଣ ଏହା ବେଳେବେଳେ ମୁଣ୍ଡବିନ୍ଧାର କାରଣ ହୋଇଥାଏ। କେତେକ ମହିଳାଙ୍କର ହରମୋନ ସ୍ତର ଅସନ୍ତୁଳିତ ରହିଥାଏ, ଯାହାକୁ ମାଇଗ୍ରେନ୍‌ ଅନ୍ୟତମ କାରଣ ଭାବରେ ନିଆଯାଇଛି। ତେଣୁ ଏଭଳି ସମସ୍ୟା ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖାଦ୍ୟପେୟ। ସବୁବେଳେ ସନ୍ତୁଳିତ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଆନ୍ତୁ।
All Right Reserved By

ଜୀବନଚର୍ଯ୍ୟା |

ଡାଇବେଟିସ୍‌ରୁ  ବି ଏହା ରଖେ ଦୂରେଇ...

ଡାଇବେଟିସ୍‌ରୁ ବି ଏହା ରଖେ ଦୂରେଇ...

ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ ଏବେ କେତେକଙ୍କଠାରେ ଡାଇବେଟିସ୍‌ ଦେଖାଯାଉଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଅଣ୍ଡା ଖାଇଲେ ସୁଫଳ ମିଳିଥାଏ।

ଦାନ୍ତ ଘଷିବାର ଉପକାର

ଦାନ୍ତ ଘଷିବାର ଉପକାର

ନିୟମିତ ସକାଳୁ ଦାନ୍ତ ଘଷିବା ଦ୍ୱାରା ଆମର ଦାନ୍ତ କେବଳ ସଫା ରହେ ନାହିଁ କି ମୁହଁ ଦୁର୍ଗନ୍ଧ ଦୂର ହୁଏନାହିଁ, ଆମକୁ ହୃଦ୍‌ଘାତରୁ ରକ୍ଷାକରେ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି।

ଗୁଆ ଖାଇଲେ ହୁଏନାହିଁ ମଧୁମେହ

ଗୁଆ ଖାଇଲେ ହୁଏନାହିଁ ମଧୁମେହ

ସାଧାରଣତଃ ଗୁଆ ଚୋବାଇଲେ ମୁଖ ଗହ୍ବର କର୍କଟ ଆଶଙ୍କା ଥାଏ ବୋଲି କୁହାଯାଏ। ହେଲେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିିଛି ଗୁଆ ଖାଇଲେ ଆହୁରି କିଛି ଲାଭ ମିଳିଥାଏ। 

କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...

କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...

ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ଅନେକ ସୁଫଳ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି-୧୨ ରହିଛି। ଏହା ସହିତ ଏଥିରେ ୮୯ ପ୍ରତିଶତ ଜଳ, କାର୍ବୋହାଇଡ୍ରେଟ୍‌, ତନ୍ତୁ, ପ୍ରୋଟିନ୍‌,  ଭିଟାମିନ୍‌-ଏ, ସି, କେ,  ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌ ଆଦି ଉପାଦାନ ରହିଥାଏ ବୋଲି ଗବେଷକ କହିଥାନ୍ତି।

କିଡ୍‌ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଚିକିତ୍ସା...

କିଡ୍‌ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଚିକିତ୍ସା...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ କେତେକ ଘରୋଇ ଚିକିତ୍ସାରେ ମିଳିଥାଏ ସୁଫଳ। ପ୍ରତିଦିନ  ୨-୩ଟି ପାଚିଲା କଦଳୀ ଖାଇଲେ ଏଥିରୁ ମୁକ୍ତି ମିଳେ।

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଶୁଖିଲା କାଶ ହେଲେ ବାରମ୍ବାର କାଶ ହୋଇଥାଏ। ଅପରପକ୍ଷରେ କଫଯୁକ୍ତ କାଶରେ ଛାତିଥିବା କଫ କାଶ ସମୟରେ ବାହାରି ଯାଇଥାଏ। କାଶ ଯୋଗୁ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ। 

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସାଗରେ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ରହିଥାଏ। ରକ୍ତହୀନତା ରୋଗରେ ପାଳଙ୍ଗ ଶାଗ ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ। 

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁ ଏକ ଲୋକପ୍ରିୟ ଖାଦ୍ୟ। ଭାରତର ପ୍ରତିଟି ଅଞ୍ଚଳରେ ଏହାର ଚାହିଦା ରହିଛି। କେହି କେହି ଛତୁକୁ କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। 

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି। ଭଲ ସ୍ବାସ୍ଥ୍ୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଘଣ୍ଟା ଶୋଇବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ନିଦ୍ରାହୀନତା ଏକ ପ୍ରମୁଖ ରୋଗ ପାଲଟିଲାଣି।

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ସ୍ବାସ୍ଥ୍ୟ ପାଇଁ ପନିପରିବା ଅତି ଉପକାରୀ। ପନିବରିବା ମଧ୍ୟରେ ବିଲାତି ବାଇଗଣ ଏକ ଘରେ ଘରେ ଏକ ମୁଖ୍ୟ ପରିବା। ଦେଖିବାକୁ ଯେତିକି ସୁନ୍ଦର,ଦେହପାଇଁ ମଧ୍ୟ ଏହା ସେତିକି ଉପକାରୀ।

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।

ତ୍ୱଚା ପାଇଁ କଫି

ତ୍ୱଚା ପାଇଁ କଫି

ଉତ୍ତମ ସ୍କ୍ରବ୍‌ର କାମ କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ କଫି। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ...