

ଅନ୍ତର୍ଜାତୀୟ |

ଆଇସକ୍ରିମ୍ ଖାଇ ଗଲା ଝିଅର ଜୀବନ
ଲଣ୍ଡନ, ୨୩।୨: ଆଇସକ୍ରିମ ଖାଇ ଜଣେ ୯ ବର୍ଷିୟା ଝିଅର ମୃତ୍ୟୁ ଘଟିଛି।

ପୁଲଓ୍ବାମା ଆକ୍ରମଣକୁ ନେଇ ଆମେରିକାରେ ବିରୋଧ ପ୍ରଦର୍ଶନ କଲେ ଭାରତୀୟ
ନ୍ୟୁଜର୍ସି,୨୩।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ଏକ ପ୍ରକାର ନିନ୍ଦା କରିଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଜଣାପଡିବା ପରେ ପ୍ରାୟ ସବୁ ଦେଶ ପାକିସ୍ତାନକୁ ନିନ୍ଦା କରିଥିଲେ।

ପରିସ୍ଥିତି ଭୟଙ୍କର: ଟ୍ରମ୍ପ
ଓ୍ବାଶିଂଟନ,୨୩।୨: ପୁଲଓ୍ବାମା ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ପରିସ୍ଥିତି ଉପୁଜିଛି ତାହା ଭୟଙ୍କର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ/ସିଓଲ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି। ଶୁକ୍ରବାର ସେଠାରେ ତାଙ୍କୁ ‘ସିଓଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଛି।

ନାଟକ କରୁଛି ପାକିସ୍ତାନ
ଇସଲାମାବାଦ,୨୨।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା କରାଯାଇଥିବା ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରିଛି।

ସୌଦି ରାଜକୁମାରଙ୍କୁ ସୁନା ବନ୍ଧୁକ ଉପହାର ଦେଲା ପାକିସ୍ତାନ
ଇସ୍ଲାମାବାଦ,୨୨।୨: ସୌଦି ଯୁବରାଜ ମହମ୍ମଦ ବିନ୍ ସଲମାନ ୩ଦିନ ତଳେ ପାକିସ୍ତାନ ଗସ୍ତ କରିଥିଲେ। ଏହି ଅବସରରେ ପାକିସ୍ତାନ ତାଙ୍କୁ ଉପହାର ସ୍ବରୂପ ଏକ ସୁନାର ବନ୍ଧୁକ ଦେଇଥିବା ସୂଚନା ମିଳିଛି।

ଗବେଷଣା ପାଇଁ ୬ ଲାବ୍ରାଡରଙ୍କୁ କରାଯିବ ହତ୍ୟା
ଷ୍ଟକ୍ହୋମ୍,୨୨।୨: କୁକୁର ମଣିଷର ଅତି ବିଶ୍ୱସ୍ତ। ମାଲିକ ପାଇଁ ଜୀବନ ଦେବାକୁ ପଛାଏ ନାହିଁ କୁକୁର। ଏବେ ଚିକିତ୍ସା ଭିତ୍ତିକ ଏକ ଗବେଷଣା ଅନ୍ତର୍ଗତ ସୁଇଡେନ୍ ବିଶ୍ୱବିଦ୍ୟାଳୟରେ ୬ ଲାବ୍ରାଡର ପ୍ରଜାତିର କୁକୁରଙ୍କୁ ହତ୍ୟା କରାଯିବ।

ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି
ନୂଆଦିଲ୍ଲୀ/ଇସଲାମାବାଦ୍,୨୨।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ମନରେ ଭୟ ମଧ୍ୟ ବଢ଼ିବାରେ ଲାଗିଛି।

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’
ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି।

ଜେହାଦୀ ଦୁହ୍ଲନ୍ଙ୍କୁ କୌଣସି ଦେଶରେ ମିଳୁନିି ଶରଣ
ଲଣ୍ଡନ,୨୧।୨: ସିରିଆ ଆଇଏସ୍ ସଂଗଠନରେ ସାମିଲ୍ ହୋଇ ଜଣେ ଆତଙ୍କବାଦୀଙ୍କୁ ବିବାହ କରିଥିବା ଜେହାଦୀ ଦୁହ୍ଲନ୍ ଶାମିମା ବେଗମ୍ଙ୍କୁ ପୃଥିବୀର କୌଣସି ଦେଶ ଶରଣ ଦେବାକୁ ପ୍ରସ୍ତୁତ ନୁହଁନ୍ତି।

ସୌଦି ଜେଲ୍ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ
ନୂଆଦିଲ୍ଲୀ/ରିୟାଦ୍, ୨୧।୨: ସୌଦିର ବିଭିନ୍ନ ଜେଲ୍ରେ ବନ୍ଦୀ ଭାବେ ଥିବା ୮୫୦ ଭାରତୀୟ ଘର ବାହୁଡ଼ିବେ। ଏନେଇ ସୌଦି ଯୁବରାଜ ମହମ୍ମଦ ବିନ୍ ସଲମାନ୍ ସବୁଜ ସଙ୍କେତ ଦେଇଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଜୈଶ୍ର ହାତ ନାହିଁ: ଆଝାର
ଶ୍ରୀନଗର/ଇସଲାମାବାଦ୍,୨୧।୨: ଜମ୍ମ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜୈଶ୍-ଇ-ମହମ୍ମଦର କୌଣସି ହାତ ନାହିଁ । ଏନେଇ ଜୈଶ୍ ମୁଖ୍ୟ ମାସୁଦ୍ ଆଝାର ଗୁରୁବାର ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍।