ଅନ୍ତର୍ଜାତୀୟ |

ଇଜିପ୍ଟରେ ୭୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇଜିପ୍ଟରେ ୭୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
କାଏରୋ,୯।୯:୨୦୧୩ ଆନ୍ଦୋଳନ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଇଜିପ୍ଟରେ ଶନିବାର ୭୫ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ହୋଇଥିବାବେଳେ ଅନ୍ୟ ୪୭ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଦଣ୍ଡ ପାଇଥିବା ଲୋକଙ୍କ ମଧ୍ୟରେ ଦେଶର ନିଷିଦ୍ଧ ଘୋଷିତ ଚରମପନ୍ଥୀ ଇସ୍‌ଲାମିକ୍‌ ସଙ୍ଗଠନ ମୁସ୍‌ଲିମ୍‌ ବ୍ରଦର୍‌ହୁଡ୍‌ର ଅନେକ ସଦସ୍ୟ ଅଛନ୍ତି। ସମସ୍ତଙ୍କ ବିରୋଧରେ ହତ୍ୟାଠାରୁ ଆରମ୍ଭକରି ସାଧାରଣ ସମ୍ପତ୍ତି ନଷ୍ଟ ଭଳି ଅଭିଯୋଗ ହୋଇଛି। ଆଜୀବନ ଜେଲ ଦଣ୍ଡ ପାଇଥିବା ଦୋଷୀଙ୍କ ମଧ୍ୟରେ ବ୍ରଦରହୁଡ୍‌ର ମୁଖ୍ୟ ମହମ୍ମଦ ବଦି ମଧ୍ୟ ଅଛନ୍ତି। 
All Right Reserved By

ଅନ୍ତର୍ଜାତୀୟ |

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୨।୯: ନ୍ୟୁୟର୍କରେ ଜାତିସଂଘ ସମ୍ମିଳନୀରେ ଭାରତ-ପାକ୍‌ ବୈଦେଶୀକ ମନ୍ତ୍ରୀସ୍ତରୀୟ ଆଲୋଚନାକୁ ରଦ୍ଦ କରିଛି ଭାରତ। ଏହାପରେ କିନ୍ତୁ ଏକ ପ୍ରକାର ବିଗିଡି ଯାଇଛି ପାକିସ୍ତାନର ମିଜାଜ୍‌। 

ଥମୁନି ଭାରତ-ପାକ୍‌ ବିବାଦ

ଥମୁନି ଭାରତ-ପାକ୍‌ ବିବାଦ

ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ-ପାକିସ୍ତାନ ପରସ୍ପରକୁ ୧୨ଥର ଭେଟିଛନ୍ତି। ଏଥିରୁ ଭାରତ ୭ଟି ଓ ପାକିସ୍ତାନ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି। ଥରେ ମାତ୍ର ଏସିଆକପ୍‌ ଟି୨୦ ଫର୍ମାଟରେ ଖେଳାଯାଇଥିଲା। ଏଥିରେ ଦୁଇ ଦେଶ ପରସ୍ପରକୁ ଭେଟିଥିବା ବେଳେ ଭାରତ ବିଜୟ ହାସଲ କରିଥିଲା। ଏସିଆ କପ୍‌ ଟାଇଟଲ ହାସଲରେ ଭାରତ ପାକିସ୍ତାନକୁ ବହୁ ପଛରେ ପକାଇଛି। 

ବିଶ୍ୱର ସର୍ବବୃହତ ଘଣ୍ଟି

ବିଶ୍ୱର ସର୍ବବୃହତ ଘଣ୍ଟି

ପୋଲାଣ୍ଡ, ୨୧।୯: ବିଶ୍ୱର ସର୍ବବୃହତ୍‌ ଘଣ୍ଟି ପୋଲାଣ୍ଡରେ ନିର୍ମାଣ କରାଯାଇଛି। ୫୫ ଟନ ଓଜନର ଏହି ଘଣ୍ଟିଟି ଟ୍ରାଇଡେଣ୍ଟ୍‌ ସହରସ୍ଥିତ ଏକ ଧାର୍ମିକ ସ୍ଥଳରେ ଲଗାଯାଇଛି।

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଓ୍ବାଶିଂଟନ,୨୧।୯: ଆମେରିକାରେ ମତଦାନ ପାଇଁ ସଂଖ୍ୟାଲଘୁଙ୍କୁ ଆକର୍ଷିତ କରିବାକୁ ଶାସକ ରିପ୍ଲିକାନ୍‌ ପାର୍ଟି ନିକଟରେ ଏକ ଖବରକାଗଜରେ ବିଜ୍ଞାପନ ଦେଇଥିଲା। ଯେଉଁଥିରେ ସେ ଭଗବାନ ଗଣେଣଙ୍କୁ ବିବାଦୀୟ ଢଙ୍ଗରେ ଉପସ୍ଥାପନ କରିଥିଲା।

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ହାନୋଇ,୨୧।୯: ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ କ୍ୱାଙ୍ଗ୍‌ଙ୍କର ଶୁକ୍ରବାର ସକାଳ ୧୦ଟା ୫ ମିନିଟରେ ପରଲୋକ ହୋଇଛି। ତାଙ୍କୁ ୬୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ।

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ନ୍ୟୁୟର୍କ,୨୧।୯: ଆମେରିକା ନ୍ୟୁୟର୍କରେ ଥିବା ପବ୍ଲିକ୍‌ ଲାଇବ୍ରେରୀ ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଓ ବ୍ୟାଗ୍‌ ଆଦି ଉପଲବ୍ଧ କରାଉଛି।

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ନୂଆଦିଲ୍ଲୀ/ଜେନେଭା,୨୧।୯: ଭାରତରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ୨୦୧୮ ଗ୍ଲୋବାଲ ମଲ୍ଟିଡାଇମେନ୍ସନାଲ୍‌ ପୋଭର୍ଟି ଇଣ୍ଡେକ୍ସ୍‌ରେ ଏସମ୍ପର୍କରେ ସୂଚିତ ହୋଇଛି। 

ମଝି ହ୍ରଦରେ ଓଲଟିଲା ଡଙ୍ଗା: ୪୪ ମୃତ

ମଝି ହ୍ରଦରେ ଓଲଟିଲା ଡଙ୍ଗା: ୪୪ ମୃତ

ଡୋଡୋମା, ୨୧।୯: ତାଞ୍ଜାନିଆରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୪୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଭିକ୍ଟୋରିଆ ହ୍ରଦରେ ଘଟିଛି ଏହି ଅଘଟଣ। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ସବାର ଥିଲେ। 

ଆତଙ୍କବାଦୀ ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ

ଆତଙ୍କବାଦୀ ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ

ଇସ୍‌ଲାମାବାଦ, ୨୦।୯: ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଟପ୍‌ କମାଣ୍ଡର ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ ପ୍ରସ୍ତୁତ କରିଛି ପାକିସ୍ତାନ।

ମହିଳାଙ୍କୁ ଚିକିତ୍ସା ସମୟରେ ଡାକ୍ତର କରୁଥିଲେ ଅଶ୍ଳୀଳ ଭିଡ଼ିଓ ଶୁଟିଂ

ମହିଳାଙ୍କୁ ଚିକିତ୍ସା ସମୟରେ ଡାକ୍ତର କରୁଥିଲେ ଅଶ୍ଳୀଳ ଭିଡ଼ିଓ ଶୁଟିଂ

ଓ୍ପାଶିଂଟନ,୨୦।୯: ଆମେରିକା କାର୍ଲିଫର୍ନିଆରେ ଜଣେ ଡାକ୍ତର ମହିଳାଙ୍କୁ ଚିକିତ୍ସା ସମୟରେ ଅଶ୍ଳୀଳ ଭିଡ଼ିଓ ଶୁଟିଂ କରୁଥିଲେ। ଏଥିରେ ତାଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡ୍‌ ସିରିସା ଲୋରା ରିଲେ ସହାୟତା କରୁଥିଲେ।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

ଆମେରିକାରେ ଆକ୍ରମଣ:  ୩ ଆହତ

ଆମେରିକାରେ ଆକ୍ରମଣ: ୩ ଆହତ

ଓ୍ବାଶିଂଟନ,୨୦।୯: ଆମେରିକାର ହୋଇଥିବା ଗୁଳିମାଡରେ ଅତିକମ୍‌ରେ ୩ଜଣ ଲୋକ ଆହତ ହୋଇଥିବା ଜଣାପଡିଛି। ଏହା ମିଡଲଟନରେ ବୁଧବାର ବିଳମ୍ବିତ ରାତିରେ ହୋଇଛି।