ଅନ୍ତର୍ଜାତୀୟ |

ଆମେରିକୀୟ ରାପର ମ୍ୟାକ୍‌ ମିଲେରଙ୍କ ପରଲୋକ

ଆମେରିକୀୟ ରାପର ମ୍ୟାକ୍‌ ମିଲେରଙ୍କ ପରଲୋକ
ଲସ୍‌ ଏଞ୍ଜେଲସ୍‌, ୯।୯(ପି.ଟି.)ମାତ୍ରାଧିକ ପରିମାଣରେ ମାଦକଦ୍ରବ୍ୟ ସେବନ କରି ଆମେରିକୀୟ ରାପର ମାକ୍‌ ମିଲରଙ୍କ ଶନିବାର ମୃତ୍ୟୁ ହୋଇଛି। ୨୬ ବର୍ଷୀୟ ମ୍ୟାକ୍‌ଙ୍କ ପ୍ରକୃତ ନାମ ହେଉଛି ମ୍ୟାଲକୋଲମ୍‌ ଜେମ୍ସ ମାକ୍ରୋମିକ୍‌। ମାତ୍ର ୧୮ ବର୍ଷ ବୟସରୁ ସେ  ଜଣେ ରାପର ଭାବରେ ପ୍ରସିଦ୍ଧି ଲାଭ କରିପାରିଥିଲେ। ଶନିବାର ତାଙ୍କ ଘରୁ ମୃତ ଦେହ ଉଦ୍ଧାର କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି। ୨୦୧୪ ରୁ ମ୍ୟାକ୍‌ ଡ୍ରଗ୍ସ ସେବନ କରୁଥିବା ଏକଦା ସେ ନିଜେ ସ୍ବୀକାର କରିଥିଲେ। ଯାହାକି ମ୍ୟାକ ତାଙ୍କର ବାନ୍ଧବୀ ଆରିନା ଗ୍ରାଣ୍ଡେଙ୍କ ସହ ସମ୍ପର୍କ ତୁଟିବାର ଏକ ପ୍ରମୁଖ କାରଣ ରହିଥିଲା ।
All Right Reserved By

ଅନ୍ତର୍ଜାତୀୟ |

ଚାପମୁକ୍ତ ଜୀବନ: ପାଠ ପଢ଼ାଇଲେ ରବିଶଙ୍କର

ଚାପମୁକ୍ତ ଜୀବନ: ପାଠ ପଢ଼ାଇଲେ ରବିଶଙ୍କର

ଦୁବାଇ,୧୮।୧୧(ୟୁଏଇ): ଭାରତର ଆଧ୍ୟାତ୍ମିକ ଗୁରୁ ରବିଶଙ୍କର ସଂଯୁକ୍ତ ଆରବ ଏମିରେଟ୍‌ସର ଶାରଜାଠାରେ ଆୟୋଜିତ ଏକ ଯୋଗ ଶିବିରରେ ଚାପମୁକ୍ତ ଜୀବନଯାପନ ପାଇଁ ଦିଗ୍‌ଦର୍ଶନ ଦେଇଛନ୍ତି। 

ନିଆଁ ଆଁରେ କାଲିଫର୍ନିଆ

ନିଆଁ ଆଁରେ କାଲିଫର୍ନିଆ

ଚିକୋ,୧୮।୧୧(ପି.ଟି.)ଆମେରିକାର କାଲିଫର୍ନିଆରେ ସୃଷ୍ଟି ହୋଇଛି ଭୟଙ୍କର ବିପତ୍ତି। ସିଏରା ନେଭାଡା ପର୍ବତରେ ନଭେମ୍ବର ୮ରୁ ଲାଗିଥିବା ନିଅଁା ପ୍ରଶମିତ ହେବାର ନଁା ଧରୁନାହିଁ। 

ଆମେରିକାଠାରୁ ରୋମିଓ ଆଣ୍ଟି ମେରାଇନ୍‌ ହେଲିକପ୍ଟର କିଣିବାକୁ ଚାହୁଁଛି ଭାରତ

ଆମେରିକାଠାରୁ ରୋମିଓ ଆଣ୍ଟି ମେରାଇନ୍‌ ହେଲିକପ୍ଟର କିଣିବାକୁ ଚାହୁଁଛି ଭାରତ

ଓ୍ବାସିଂଟନ,୧୭।୧୧(ପିଟିଆଇ)- ଭାରତ ଆମେରିକାରୁ ୨୪ ମଲ୍ଟି ରୋଲ ଏମଏଚ ୬୦ ରୋମିଓ ଆଣ୍ଟି ସବମେରାଇନ୍‌ ହେଲିକପ୍ଟର କିଣିବାକୁ ଚାହୁଁଛି। ପ୍ରତିରକ୍ଷା ଇଣ୍ଡଷ୍ଟ୍ରି ସୂତ୍ରରୁ ଏହି ଖବର ହସ୍ତଗତ ହୋଇଛି।

ବର୍ଷେ ତଳେ ନିଖୋଜ ଥିବା ବୁଡାଜାହାଜର ସନ୍ଧାନ ମିଳିଲା

ବର୍ଷେ ତଳେ ନିଖୋଜ ଥିବା ବୁଡାଜାହାଜର ସନ୍ଧାନ ମିଳିଲା

ବ୍ୟୁସୋସ୍‌ ଏରିସ,୧୭।୧୧: ଆର୍ଜେଣ୍ଟିନା ନୌସେନାର ଏକ ବୁଡାଜାହାଜ ବର୍ଷେ ତଳେ ନିଖୋଜ ହୋଇଥିବା ବେଳେ ଏବେ ଏହାର ସନ୍ଧାନ ମିଳିଛି। ପ୍ରାୟ ୪୪ଜଣ ଚାଳକଦଳଙ୍କୁ ନେଇ ଯାଉଥିବା ଉକ୍ତ ଜାହାଜରେ ବିସ୍ଫୋରଣ ହେବା ପରେ ଏହା ନିଖୋଜ ହୋଇଯାଇଥିଲା।

ଆମେରିକାରେ ବରଫ ଝଡ଼: ୮ ମୃତ

ଆମେରିକାରେ ବରଫ ଝଡ଼: ୮ ମୃତ

ନ୍ୟୁୟର୍କ,୧୭।୧୧: ଆମେରିକାର ପୂର୍ବ ଭାଗରେ ହୋଇଥିବା ବରଫ ଝଡ଼ରେ ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।

ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ

ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ

ଓ୍ବାଶିଂଟନ,୧୬।୧୧: ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଇତିହାସର ସବୁଠାରୁ ବଡ ଓ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ଦିନକୁ ଦିନ ଏହା କମିବା ପରିବର୍ତ୍ତେ ବଢି ଚାଲିଛି।

ବଳାତ୍କାର ଅଭିଯୋଗ: ଧର୍ମଗୁରୁଙ୍କ ଯୌନାଙ୍ଗ କାଟି ପୋଲିସ ନିକଟରେ ପହଞ୍ଚିଲେ ପୀଡ଼ିତାଙ୍କ ପିତା

ବଳାତ୍କାର ଅଭିଯୋଗ: ଧର୍ମଗୁରୁଙ୍କ ଯୌନାଙ୍ଗ କାଟି ପୋଲିସ ନିକଟରେ ପହଞ୍ଚିଲେ ପୀଡ଼ିତାଙ୍କ ପିତା

କେପ୍‌ ଟାଉନ୍‌,୧୬।୧୧: ଦକ୍ଷିଣ ଆଫ୍ରିକାରେ ଯୌନ ଶୋଷଣକୁ ନେଇ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୯ ବର୍ଷୀୟା ବାଳିକାଙ୍କୁ ଜଣେ ଧର୍ମଗୁରୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ନୂଆଦିଲ୍ଲୀ/ ବେଜିଂ,୧୬।୧୧: ଭାରତ ଉପରେ ପୁଣି ଡ୍ରାଗନ୍‌ ଆରମ୍ଭ କରିଛି ଦାଦାଗିରି। ଲଦାଖର ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। 

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ପୋୟାଙ୍ଗୟଙ୍ଗ,୧୬।୧୧: ଉତ୍ତରକୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ବନ୍ଦ କରିଛି। ତେବେ ସମ୍ପ୍ରତି କେତେକ ହାଇଟେକ୍‌ ଅସ୍ତ୍ରଶସ୍ତ୍ର ଏହି ଦେଶ ପରୀକ୍ଷା କରିଛି। 

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧: ଜୀବ ଜଗତ ଉପରେ ଘନେଇ ଆସୁଛି ବିପଦ। ଗତ ଶହେ ବର୍ଷଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ। 

ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ୩୫ ମୃତ

ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ୩୫ ମୃତ

ଆଫଗାନିସ୍ତାନ,୧୫।୧୧: ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଗୁରୁବାର ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ଏହା ବଢିପାରେ ବୋଲି ଆଲୋଚନା ହେଉଛି।

ଭାବି ସ୍ବାମୀଙ୍କ ମୃତ୍ୟୁ ପରେ ନବବଧୂ ବେଶରେ ସଜେଇ ହେଲେ ଯୁବତୀ

ଭାବି ସ୍ବାମୀଙ୍କ ମୃତ୍ୟୁ ପରେ ନବବଧୂ ବେଶରେ ସଜେଇ ହେଲେ ଯୁବତୀ

ଜାକର୍ତ୍ତା,୧୫।୧୧: ଗତ ଅକ୍ଟୋବରରେ ଇଣ୍ଡୋନେସିଆର ଲାୟନ ଏୟାର ଫ୍ଲାଇଟ୍‌ ୬୧୦ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା।