ଜାତୀୟ |

ଚାଇନାର ନୂଆ ଚାଲ୍‌

ଚାଇନାର ନୂଆ ଚାଲ୍‌
ବେଜିଂ/ନୂଆଦିଲ୍ଲୀ,୮।୯: ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚାଇନା ଏବେ ଏକ ନୂଆ ଉପାୟ ଚିନ୍ତା କରିଛି। ଫଳରେ ଭାରତକୁ ଏହା ଏକ ପ୍ରକାର ଝଟ୍‌କା ଲାଗିଛି। ଭାରତ ଉପରେ ନେପାଳ କେମିତି କମ୍‌ ନିର୍ଭରଶୀଳ ହେବ, ତାକୁ ନେଇ ଚାଇନା ଚଳାଇଛି ନୂଆ ଚାଲ୍‌। ସେ ତା’ର ୪ଟି ବନ୍ଦର ଓ ୩ଟି ବିମାନବନ୍ଦରକୁ ବ୍ୟବହାର କରିବାକୁ ନେପାଳକୁ ଅନୁମତି ଦେଇଛି। ଅନ୍ୟପଟେ ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କ୍ଷେତ୍ରରେ ନେପାଳ ଉପରେ ଚାଇନା ଚାପ ପକାଇବ ବୋଲି ମଧ୍ୟ ଅନୁମାନ କରାଯାଉଛି। ଏମିତି ହେଲେ ଭାରତ ଓ ନେପାଳ ମଧ୍ୟରେ ଦୂରତା ବଢିବା ସହ ଏହାର ଲାଭ ଉଠାଇବ ଚାଇନା। 


All Right Reserved By

ଜାତୀୟ |

ଆଜି ପିଏମ୍‌ କିଷାନ ଯୋଜନା ଶୁଭାରମ୍ଭ:କୋଟିଏ ଚାଷୀଙ୍କୁ ମିଳିବ ପ୍ରଥମ ପର୍ଯ୍ୟାୟ କିସ୍ତି

ଆଜି ପିଏମ୍‌ କିଷାନ ଯୋଜନା ଶୁଭାରମ୍ଭ:କୋଟିଏ ଚାଷୀଙ୍କୁ ମିଳିବ ପ୍ରଥମ ପର୍ଯ୍ୟାୟ କିସ୍ତି

ନୂଆଦିଲ୍ଲୀ,୨୪ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତର ପ୍ରଦେଶର ଗୋରଖପୁରଠାରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’(ପିଏମ୍‌-କିଷାନ) ଯୋଜନାର ଶୁଭାରମ୍ଭ କରିବେ। 

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ

ନୂଆଦିଲ୍ଲୀ, ୨୩।୨: ଆଗାମୀ ଲୋକ ସଭା ନିର୍ବାଚନରେ କଂଗ୍ରେସ ଯଦି ବିଜୟୀ ହୁଏ ତେବେ ଦେଶ ପାଇଁ କର୍ତ୍ତବ୍ୟନିର୍ବାହବେଳେ ପ୍ରାଣ ହରାଉଥିବା ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଶୃତି ଦେଇଛନ୍ତି। 

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୨୩।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଜୈଶ-ଇ-ମହମ୍ମଦର ଆକ୍ରମଣକୁ ନେଇ ସମଗ୍ର ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧର ନିଆଁ ଜଳୁଛି।

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ପାହ୍ୟା ଦେବାପାଇଁ ଅଡି ବସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ।

ପ୍ଲେନ୍‌ ହାଇଜାକ୍‌ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ

ପ୍ଲେନ୍‌ ହାଇଜାକ୍‌ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ

ନୂଆଦିଲ୍ଲୀ, ୨୩।୨: ପ୍ଲେନ୍‌ ହାଇଜାକ୍‌ ଧମକ ଆସିବା ପରେ ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି। 

ସିଆରପିଏଫ୍‌ ବସ୍‌ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ

ସିଆରପିଏଫ୍‌ ବସ୍‌ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ

ଶ୍ରୀନଗର, ୨୩।୨: ଜମ୍ମୁ-କଶ୍ମୀରର ବାରମୁଳାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ର ଏକ ବସ୍‌ କାର ସହ ଶନିବାର ଧକ୍କା ହେବାରୁ ୪ ଯବାନଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। 

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି

ପାଟନା, ୨୩।୨: ବିହାର ମୁଜାଫରନଗର ଆଶ୍ରୟ ଗୃହରେ ବାଳିକାଙ୍କୁ ବଳାତ୍କାର ଟ୍ରାଜେଡି ପରେ ପୁଣିଥରେ ଆଶ୍ରୟଗୃହରୁ ବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛିି।

କଶ୍ମୀର ଖବରଦାତାଙ୍କୁ ପୁଣେରେ ଆକ୍ରମଣ

କଶ୍ମୀର ଖବରଦାତାଙ୍କୁ ପୁଣେରେ ଆକ୍ରମଣ

ପୁଣେ, ୨୩।୨: ମହାରାଷ୍ଟ୍ରର ପୁଣେରେ ଜଣେ କଶ୍ମୀର ଖବରଦାତାଙ୍କ ଉପରକୁ ଆକ୍ରମଣ କରାଯାଇଛି। 

୩ ବର୍ଷର ପୁଅକୁ ଖାଇଦେଲେ ବୁଲା କୁକୁର

୩ ବର୍ଷର ପୁଅକୁ ଖାଇଦେଲେ ବୁଲା କୁକୁର

ପୁଣେ, ୨୩।୨: ମହାରାଷ୍ଟ୍ରର ଅହମଦନଗରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଏଠାରେ ଜଣେ ତିନିବର୍ଷର ଶିଶୁପୁତ୍ରକୁ ବୁଲା କୁକୁର ମିଶି କାମୁଡି ଖାଇଦେଇଛନ୍ତି।

୧୩ ବର୍ଷର ବାଳକ ୧୦ ବର୍ଷୀୟା ଝିଅକୁ ଲେଖିଲେ ପ୍ରେମପତ୍ର: ୧୦ ଆହତ

୧୩ ବର୍ଷର ବାଳକ ୧୦ ବର୍ଷୀୟା ଝିଅକୁ ଲେଖିଲେ ପ୍ରେମପତ୍ର: ୧୦ ଆହତ

ରାଜକୋଟ, ୨୩।୨: ଏକ ପ୍ରେମପତ୍ର ପାଇଁ ଗୁଜୁରାଟର ରାଜକୋଟରେ ଘଟିଛି ଅଭାବନୀୟ ଘଟଣା। 

ଦୁଇ ମହଲା ଛାତରେ ରହସ୍ୟମୟ ବିସ୍ଫୋରଣ: ୮ ମୃତ

ଦୁଇ ମହଲା ଛାତରେ ରହସ୍ୟମୟ ବିସ୍ଫୋରଣ: ୮ ମୃତ

ବାରଣାସୀ, ୨୩।୨: ଉତ୍ତରପ୍ରଦେଶର ଭଦୋହୀ ଜିଲାର ରୋଟହା ବଜାରରେ ଥିବା ଏକ ଦୁଇ ମହଲା ଘରେ ବିସ୍ଫୋରଣ ଘଟିଛି। 

କାର୍‌ ଦୁର୍ଘଟଣାରେ ଏମପି ମୃତ

କାର୍‌ ଦୁର୍ଘଟଣାରେ ଏମପି ମୃତ

ଚେନ୍ନାଇ,୨୩।: ଏଆଇଏଡିଏମକେର ଜଣେ ସାଂସଦଙ୍କର ଶନିବାର କାର ଦୁର୍ଘଟଣାରେ ମୃତ୍ୟ ଘଟିଛି।